1 min read

ରାଜ୍ୟବାସୀଙ୍କ କଲ୍ୟାଣ ଓ ବୃହତ୍ତର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବି: ପ୍ରକାଶ ମିଶ୍ର

ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କୁ ରାଜ୍ୟ ସରକାର ଆଜି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି । ସେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସମସ୍ତ ସୁବିଧାସୁଯୋଗ ପାଇବେ ଭୁବନେଶ୍ୱର ୨୭-୦୧-୨୦୨୫-(ପିପିଏସ) : ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କୁ ରାଜ୍ୟ ସରକାର ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି । ସେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସମସ୍ତ ସୁବିଧାସୁଯୋଗ ପାଇବେ। ଏହି ନିଯୁକ୍ତି ଦ୍ବାରା ପ୍ରକାଶ ମିଶ୍ର ହେଉଛନ୍ତି ପ୍ରଥମ […]

1 min read

ବାରବାଟୀ ଦିନିକିଆ ପାଇଁ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ: ଫେବ୍ରୁଆରି ୨ରେ ଅନ୍‌ଲାଇନ୍‌ ଟିକଟ

ଫେବ୍ରୁଆରି ୯ ତାରିଖରେ ବାରବାଟୀ ଷ୍ଟାଡିୟମ୍‌ରେ ‌ଭାରତ-ଇଂଲଣ୍ଡ ଶୃଙ୍ଖଳାର ଦ୍ବିତୀୟ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଫେବ୍ରୁଆରି ୨ ତାରିଖରେ ଅନ୍‌ଲାଇନ୍‌ରେ ଟିକଟ ବିକ୍ରି  କରାଯିବ। କଟକ ୨୫-୦୧-୨୦୨୫(ପିପିଏସ ) : ଫେବ୍ରୁଆରି ୯ ତାରିଖରେ ବାରବାଟୀ ଷ୍ଟାଡିୟମ୍‌ରେ ‌ଭାରତ-ଇଂଲଣ୍ଡ ଶୃଙ୍ଖଳାର ଦ୍ବିତୀୟ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଫେବ୍ରୁଆରି ୨ ତାରିଖରେ ଅନ୍‌ଲାଇନ୍‌ରେ ଟିକଟ ବିକ୍ରି କରାଯିବ। ଅନ୍‌ଲାଇନ୍‌ରେ ପାଖାପାଖି ୪ ହଜାର ଟିକଟ୍ ବିକ୍ରି ହେବ। ଫେବ୍ରୁଆରି ୭, ୮ ଓ […]

1 min read

କଳା, ସାହିତ୍ୟ ଓ ଚିକିତ୍ସା କ୍ଷେତ୍ରରେ ଅବଦାନ ପାଇଁ  ଓଡ଼ିଶାରୁ ୪ ଜଣଙ୍କୁ ‘ପଦ୍ମଶ୍ରୀ’

ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଶନିବାର ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। କଳା, ସମାଜସେବା, ଚିକିତ୍ସା, ଶିଳ୍ପ, ସାହିତ୍ୟ, କୀଡ଼ା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋଟ୍ ୧୩୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ସରକାର ପଦ୍ମ ପୁରସ୍କାରରେ ସମ୍ମାନିତ କରିବେ। ଭୁବନେଶ୍ୱର ୨୫-୦୧-୨୦୨୫(ପିପିଏସ ) : ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଶନିବାର ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। କଳା, ସମାଜସେବା, ଚିକିତ୍ସା, ଶିଳ୍ପ, ସାହିତ୍ୟ, କୀଡ଼ା ଆଦି […]

1 min read

ମୋ କଟକ ସୁରକ୍ଷା ମଞ୍ଚର ସ୍ବନକ୍ଷତ୍ର ଉତ୍ସବ

ସଂସଦରତ୍ନ ଭର୍ତ୍ତୁହରି ମହତାବଙ୍କୁ ସର୍ବଶ୍ରେଷ୍ଠ ବାରବାଟୀ ସମ୍ମାନ। କଟକ ୨୫-୦୧-୨୦୨୫ ସାଂସଦଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରସ୍ତ କଟକ ୨୫-୦୧-୨୦୨୫(ପିପିଏସ ) : ମୋ କଟକ ସୁରକ୍ଷା ମଞ୍ଚର ୫ମ ସ୍ବନକ୍ଷତ୍ର ଉତ୍ସବ  ଯୋବ୍ରା ସ୍ଥିତ ନୌବାଣିଜ୍ୟ ସଂଗ୍ରହାଳୟ ପରିସରରେ ମଞ୍ଚର ମୂଖ୍ୟ ଉପଦେଷ୍ଟା ଚୌଧୁରୀ ପ୍ରଭାତ କେଶରୀ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବକୁ କଟକ ସାଂସଦ ଭର୍ତ୍ତୁହରି ମହତାବ ଆନୁଷ୍ଠାନିକ ଭାବେ ଉଦଘାଟନ କରିବାପରେ ତାଙ୍କୁ ଅନୁଷ୍ଠାନ ପକ୍ଷରୁ ଉତ୍ତରୀୟ ଓ ମୁକୁଟ […]

1 min read

ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୧୯ ପୁଲିସ କର୍ମଚାରୀଙ୍କୁ ମିଳିବ ପଦକ

ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୧୯ ପୁଲିସ କର୍ମଚାରୀଙ୍କୁ ମିଳିବ ପଦକ। ଏମାନଙ୍କ ମଧ୍ୟରୁ ଆରକ୍ଷୀ ଅଧୀକ୍ଷକ ସରୋଜ ମଲ୍ଲିକ ଓ କନଷ୍ଟେବଲ୍ ସତ୍ୟବାଦୀ ମଲ୍ଲିକ ପାଇବେ ରାଷ୍ଟ୍ରପତି ପୁରସ୍କାର। ଏହାଛଡ଼ା ୬ ପୁଲିସ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ମିଳିବ। ଭୁବନେଶ୍ୱର ୨୫-୦୧-୨୦୨୫(ପିପିଏସ ) : ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୧୯ ପୁଲିସ କର୍ମଚାରୀଙ୍କୁ ମିଳିବ ପଦକ। ଏମାନଙ୍କ ମଧ୍ୟରୁ ଆରକ୍ଷୀ ଅଧୀକ୍ଷକ ସରୋଜ ମଲ୍ଲିକ ଓ କନଷ୍ଟେବଲ୍ ସତ୍ୟବାଦୀ ମଲ୍ଲିକ ପାଇବେ ରାଷ୍ଟ୍ରପତି ପୁରସ୍କାର। […]

1 min read

ସୁପ୍ରିମକୋର୍ଟରେ ମାହାଙ୍ଗା ଡବଲ ମର୍ଡର ମାମଲା

ଅଡ଼ୁଆରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା କଟକ ୨୫-୦୧-୨୦୨୫(ପିପିଏସ ) : କଡ଼ ଲେଉଟାଇଲା ମାହାଙ୍ଗା ଡବଲ ମର୍ଡର ମାମଲା। ଏହାଫଳରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନାଙ୍କ ଅଡ଼ୁଆ ବଢ଼ିଛି। ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତ କୁଳମଣି ବରାଳଙ୍କ ପୁଅ ରଞ୍ଜିତ ବରାଳ। ପ୍ରତାପ ଜେନାଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଅଗ୍ରୱାଲ ଏବଂ ରଞ୍ଜିତ ବରାଳଙ୍କ ପକ୍ଷରୁ ଅମନ ଲେଖି ଏହି ମାମଲା ଲଢ଼ୁଛନ୍ତି। ସାକ୍ଷୀମାନଙ୍କର […]

1 min read

‘ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ରୁ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆଶା ରହିଛି’

ଭାରତର ଶିଳ୍ପ ବିଳ୍ପବର ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ ଅଛି। ୭ ମାସ ମଧ୍ୟରେ ୧୫୯ ଶିଳ୍ପକୁ ଆମେ ମଞ୍ଜୁରୀ ଦେଇଛୁ। ରାଜ୍ୟକୁ ଏପର୍ଯ୍ୟନ୍ତ ୨ ଲକ୍ଷ ୭୫ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଛି। ଏହା ଦ୍ବାରା ୨ ଲକ୍ଷ ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଭୁବନେଶ୍ୱର ୨୫-୦୧-୨୦୨୫(ପିପିଏସ ) : ଦୁଇ ଦିନ ପରେ ଭୁବନେଶ୍ବରରେ ‘ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା-୨୦୨୫’ କାର୍ଯ୍ୟକ୍ରମ ଆରମ୍ଭ ହେବ। ଜନତା ମଇଦାନରେ ଆୟୋଜିତ […]

1 min read

ବିଭିନ୍ନ ଜିଲ୍ଲା ପାଇଁ ସଭାପତି ଘୋଷଣା କଲା ବିଜେପି; ଜାଣନ୍ତୁ କେଉଁଠି କିଏ?

ତୃଣମୂଳ ସ୍ତରରେ ସଂଗଂନକୁ ସୁଦୃଢ଼ କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି)ର ଓଡ଼ିଶା ଶାଖା ବିଭିନ୍ନ ଜିଲ୍ଲାରେ ସଭାପତିଙ୍କ ନାମ ଘୋଷଣା କରିଛି। ବିଜେପି କଟକ ଜିଲ୍ଲା ପାଇଁ ସୁକାନ୍ତ ବିଶ୍ୱାଳଙ୍କୁ ସଭାପତି କରିଛି। ଭୁବନେଶ୍ୱର ୨୫-୦୧-୨୦୨୫(ପିପିଏସ ) : ତୃଣମୂଳ ସ୍ତରରେ ସଂଗଂନକୁ ସୁଦୃଢ଼ କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି)ର ଓଡ଼ିଶା ଶାଖା ବିଭିନ୍ନ ଜିଲ୍ଲାରେ ସଭାପତିଙ୍କ ନାମ ଘୋଷଣା କରିଛି। ବିଜେପି କଟକ ଜିଲ୍ଲା ପାଇଁ ସୁକାନ୍ତ ବିଶ୍ୱାଳଙ୍କୁ ସଭାପତି […]

1 min read

ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ ….

ସ୍ବତନ୍ତ୍ର ସ୍ଥାୟୀ ଆର୍ଥିକ ବ୍ୟବସ୍ଥା କରିବା ପାଇଁ ଦାବି କୋଣାର୍କ/ଭୁବନେଶ୍ୱର ୨୪-୦୧-୨୦୨୫(ପିପିଏସ) : ଭାରତ ବର୍ଷର ପ୍ରାଚୀନ ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରତୀକ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ ନିମନ୍ତେ ଉତ୍ତର ପ୍ରଦେଶର ପ୍ରସିଦ୍ଧ କୁମ୍ଭ ମେଳା ଓ ଓଡିଶାର ପ୍ରସିଦ୍ଧ ବିଶ୍ବ ବିଦିତ ବରଗଡର ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ନିମନ୍ତେ ସରକାରଙ୍କ ପକ୍ଷରୁ ଯେଭଳି  ସ୍ବତନ୍ତ୍ର ଭାବେ ସ୍ଥାୟୀ ଆର୍ଥିକ ସହାୟତା ବ୍ୟବସ୍ଥା କରାଯାଇ ଏହାର ଶୋଭା ବର୍ଦ୍ଧନ କରାଯାଉ ଥିବା ବେଳେ […]

1 min read

ନାଗା ସାଧ୍ବୀ ହୋଇଗଲେ ମମତା କୁଲକର୍ଣ୍ଣି

ବଲିଉଡ୍ ଅଭିନେତ୍ରୀ ମମତା କୁଲକର୍ଣ୍ଣି ଏବେ ପୁରୁଣା ଜୀବନକୁ ତ୍ୟାଗ କରି ନାଗା ସାଧ୍ବୀ ହୋଇଛନ୍ତି ଓ ମହାମଣ୍ଡଳେଶ୍ୱର ଉପାଧି ଗ୍ରହଣ କରିଛନ୍ତି । ସେ ସଙ୍ଗମରେ ନିଜର ପିଣ୍ଡଦାନ କରି ସନ୍ୟାସ ଗ୍ରହଣ କରିଥିଲେ ଓ ନୂଆ ନାମ ଶ୍ରୀ ୟାମି ମମତାନନ୍ଦ ଗିରି ଗ୍ରହଣ କରିଥିଲେ । ମୁମ୍ବାଇ/ଭୁବନେଶ୍ୱର ୨୪-୦୧-୨୦୨୫(ପିପିଏସ) : ବଲିଉଡ୍ ଅଭିନେତ୍ରୀ ମମତା କୁଲକର୍ଣ୍ଣି ଏବେ ପୁରୁଣା ଜୀବନକୁ ତ୍ୟାଗ କରି ମହାମଣ୍ଡଳେଶ୍ୱର ହୋଇଛନ୍ତି। ଗ୍ଲାମର ଓ ଫିଲ୍ମର ମାର୍ଗକୁ ସେ […]