ଓଡିଶା
ବଢୁଛି ହାତୀଙ୍କ ଉପଦ୍ରଵ
ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଗୋଟିଏ ପରେ ଗୋଟିଏ ଜୀବନ ଯିବାରେ ଲାଗିଛି। ସପ୍ତାହେ ହେଲା ବନ୍ତଳା ବନାଞ୍ଚଳ ଜାମୁଣ୍ଡା ଗାଁରେ ହାତୀ ଆକ୍ରମଣ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିବାବେଳେ ଆଜି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଅନୁଗୁଳ/ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଗୋଟିଏ ପରେ ଗୋଟିଏ ଜୀବନ ଯିବାରେ ଲାଗିଛି। ଗତ ସପ୍ତାହେ ହେଲା ବନ୍ତଳା ବନାଞ୍ଚଳ ଜାମୁଣ୍ଡା ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିବାବେଳେ ଆଜି ଜଣେ ବୃଦ୍ଧଙ୍କ […]
ଓଡ଼ିଶାର ୨ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର
ନୂଆଦିଲ୍ଲୀ/ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଦୁଇ ଶିକ୍ଷକଙ୍କ ସମେତ ଦେଶର ୮୨ ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଜାତୀୟ ପୁରସ୍କାର-୨୦୨୪ରେ ସମ୍ମାନିତ କରିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଗୁରୁଦିବସ ଅବସରରେ ବିଜ୍ଞାନ ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି କୃତୀ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ପୁରସ୍କୃତ ହୋଇଥିବା ୨ ଓଡ଼ିଆ ଶିକ୍ଷକ ହେଲେ, କଳାହାଣ୍ଡି ଜିଲ୍ଲା ନର୍ଲାସ୍ଥିତ ଜୟଦୁର୍ଗା ଉଚ୍ଚ […]
ଜେଲ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
କେନ୍ଦୁଝର/ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ଅଧୀକ୍ଷକ ସତ୍ୟପ୍ରକାଶ ସ୍ୱାଇଁଙ୍କ କେନ୍ଦୁଝର ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ। ଭୁବନେଶ୍ୱରରୁ ଏକ ଟିମ ସହ କେନ୍ଦୁଝର ଭିଜିଲାନ୍ସ ସହାୟତାରେ ଚଢ଼ାଉ ଜାରି ରହିଛି। ତାଙ୍କର କେନ୍ଦୁଝର ଅଫିସ୍ , ବାସଭବନ, ଭଦ୍ରକ ପୈତୃକ ବାସଭବନ, ଭୂବନେଶ୍ଵର ଲକ୍ଷ୍ମୀସାଗରସ୍ଥିତ ନିଜ ଘର ଓ ଶ୍ୱଶୁର ଘର ଜାଗମରା ଓ ନିଜ ଘର ମିଶି ୭ଟି ସ୍ଥାନରେ ଚଢାଉ ଚାଲିଛି। ଆୟ ବହିର୍ଭୂତ […]
ଆଧାରରେ ଫୋନ୍ ନମ୍ବର ଲିଙ୍କ୍ ଜରୁରୀ ନୁହେଁ:ମାଲକାନଗିରି ଜିଲ୍ଲାପାଳ
ମାଲକାନଗିରି/ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): ସୁଭଦ୍ରା ଯୋଜନାରେ ଆବେଦନ ପ୍ରକ୍ରିୟାର ଆରମ୍ଭ ହୋଇଛି। ଏଥି ନିମନ୍ତେ ଆଧାରରେ ଫୋନ୍ ନମ୍ବର ଲିଙ୍କ୍ ଜରୁରୀ ନୁହେଁ ବୋଲି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୁଭଦ୍ରା ଫର୍ମ ଦାଖଲ କରିବା ପାଇଁ ଆଧାର ସହ ମୋବାଇଲ ନମ୍ବର ଲିଙ୍କ୍ ହୋଇନଥିଲେ ମଧ୍ୟ ମୁହଁ କିମ୍ଵା ଟିପର ପ୍ରିଣ୍ଟ ସ୍କାନିଂ ମାଧ୍ୟମରେ ଆଧାର ପ୍ରାମାଣିକ କରଣ କରାଯାଇ ପାରିବ। ତେଣୁ ଆବେଦନକାରୀ ସୁଭଦ୍ରା ଯୋଜନାରେ ଲାଭ ଉଠାଇବାକୁ ଆଧାର […]
ବିଜେପିରେ ସୁଜିତ କୁମାର
ନୂଆଦିଲ୍ଲୀ:/ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): ପଦ୍ମ ଧରିଲେ ସୁଜିତ କୁମାର । ବିଜେଡି ଛାଡ଼ି ବିଜେପିରେ ମିଶିଲେ ସୁଜିତ କୁମାର । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ ।ରାଜ୍ୟ ରାଜନୀତିରେ ବଡ଼ ହଲଚଲ୍ । କ୍ଷମତାରୁ ହଟିବା ପରେ ବିଜେଡିକୁ ଗୋଟିଏ ପରେ ଗୋଟିଏ ବଡ଼ ଝଟକା ଲାଗିବାରେ ଲାଗିଛି । ଦଳକୁ ବାଏ ବାଏ କହୁଛନ୍ତି ବଡ଼ ନେତା । ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଆଉ ଜଣେ ବିଜେଡି ସାଂସଦ । ସାଂସଦ ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା […]
ଆଧାରକାର୍ଡ ଲିଙ୍କ ପାଇଁ ଡାକଘର, ଜନସେବା କେନ୍ଦ୍ରରେ ଭିଡ଼
ରାଇରଙ୍ଗପୁର/ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): ରାଜ୍ୟ ସରକାର ମହିଳାମାନଙ୍କ ନିମନ୍ତେ ଆରମ୍ଭ କରିଛନ୍ତି ‘ସୁଭଦ୍ରା’ ଯୋଜନା ଏବଂ ସମସ୍ତ ରାସନ୍କାର୍ଡଧାରୀଙ୍କ ନିମନ୍ତେ ମଧ୍ୟ ବାୟୋମେଟ୍ରିକ୍ସ ଓ ମୋବାଇଲ୍ ନମ୍ବର ଲିଙ୍କ୍ କରାଯାଉଛି। ‘ସୁଭଦ୍ରା’ ଯୋଜନା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ। ଅଧିକାଂଶ ଜନସାଧାରଣଙ୍କ ଆଧାର ସହିତ ମୋବାଇଲ୍ ଲିଂଙ୍କ୍, ବାୟୋମେଟ୍ରିକ୍ସ, ନାମ, ଠିକଣା ପ୍ରଭୃତି ଭୁଲ ରହିଛି। ଫଳରେ ଡାକଘର, ବ୍ୟାଙ୍କ୍ ଓ ଜନସେବା କେନ୍ଦ୍ରଗୁଡିକରେ ମହିଳା ହିତାଧିକାରୀଙ୍କ ନାହିଁନଥିବା ଭିଡ଼ ପରିଲକ୍ଷିତ ହେଉଛି। ଅଧିକାଂଶ ଜନସାଧାରଣଙ୍କ ଆଧାର ସହିତ ମୋବାଇଲ୍ […]
ଗ୍ରାମ୍ୟଜଙ୍ଗଲ ଜମିକୁ ବିବାଦରେ ଇଡ୍କୋ! କାର୍ଯ୍ୟାନୁଷ୍ଠାନ ଦାବିକଲେ ବିଧାୟକ
ରାଉରକେଲା/ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): ସରକାରଙ୍କ ଲ୍ୟାଣ୍ଡ ବ୍ୟାଙ୍କରୁ ଜମି ପାଇଥିବା ଇଡ୍କୋ ଶିଳ୍ପପ୍ରତିଷ୍ଠା ପାଇଁ ବ୍ୟବସାୟୀ ଓ ଶିଳ୍ପପତିମାନଙ୍କୁ ନୀତିନିୟମ ଅନୁଯାୟୀ ଜମି ଆବଣ୍ଟନ କରିବା କଥା। କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାର ଏହାର ବହୁ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ରାଜଗାଙ୍ଗପୁର ବିଧାୟକ ଡାକ୍ତର ରାଜନ ଏକ୍କା। ଏ ସଂକ୍ରାନ୍ତରେ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି। ଯେଉଁ ଅଧିକାରୀମାନେ ଏଥିପାଇଁ ଦାୟୀ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ଡାକ୍ତର […]
ଧରାହେଲେ ୭ ବାଇକ୍ ଚୋର
କୋଇଡ଼ା/ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): ପାର୍ବଣ ପୂର୍ବରୁ କୋଇଡ଼ା ଓ କେ ବଲାଙ୍ଗ ପୁଲିସକୁ ମିଳିଛି ବଡ଼ ସଫଳତା। ଗାଡ଼ି ଚୋରି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୁଲିସ୍। ପୁଲିସ୍ ସାତ ଜଣ ବାଇକ୍ ଲୁଟେରାଙ୍କୁ ଗିରଫ କରିବା ସହ ତିରିଶଟି ବାଇକ୍ ଜବତ୍ କରିଛି। ଗିରଫ ସାତ ଜଣଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗର ହୋଇଥିବା ବେଳେ ଅନ୍ୟମାନେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବୋଲି ଜଣାଯାଇଛି। ଦୁଇ ବର୍ଷ ଧରି କୋଇଡ଼ା ଏବଂ କେ ବଲାଙ୍ଗ ଅଞ୍ଚଳରେ ବଢ଼ିଥିଲା ବାଇକ୍ […]
ହାଇକୋର୍ଟରେ ଜେଲ ସଂସ୍କାର ମାମଲା: ଆଇଜିଙ୍କୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ
କଟକ/୦୬-୦୯-୨୦୨୪(ପିପିଏସ): ରାଜ୍ୟର କେତେକ ଜେଲରେ ଖାଦ୍ୟର ମାନ, ରୋଷଶାଳ, ସ୍ବଚ୍ଛତା, ପରିମଳ, ଶୌଚାଳୟର ସ୍ଥିତି ଭଲ ନଥିବା ଅଭିଯୋଗ ରହିଛି। ଏଥି ସହିତ ଜାମୁଝରିସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଗାରରେ ଅନ୍ତେବାସୀଙ୍କ ପାଇଁ ରହିଥିବା ମୌଳିକ ସୁବିଧା ଓ ସେମାନଙ୍କ ପ୍ରତି ଜେଲ କର୍ମଚାରୀଙ୍କ ବ୍ୟବହାର ନେଇ ମଧ୍ୟ ଅଭିଯୋଗ ରହିଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବଙ୍କ ରିପୋର୍ଟରୁ ଏଭଳି କଥା ସ୍ପଷ୍ଟ ହୋଇଛି। ଜୁଲାଇ ମାସର ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ସ୍ଥିତି ଓ ଅଗଷ୍ଟ ମାସର […]
କଟୁରୀ ଚୋଟରେ ପୁଲିସ କର୍ମଚାରୀ ଗୁରୁତର, ଅଭିଯୁକ୍ତ ଫେରାର
କଟୁରୀ ଚୋଟରେ ବିଞ୍ଝାରପୁର ପୁଲିସ କର୍ମଚାରୀ ଗୁରୁତର ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି ଯାଜପୁର/ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): କଟୁରୀ ଚୋଟରେ ବିଞ୍ଝାରପୁର ଥାନାର ୨ ପୁଲିସ କର୍ମଚାରୀ ଗୁରୁତର। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି। ସୂଚନା ଅନୁଯାୟୀ, ପାରିବାରିକ କଳହକୁ ନେଇ ଜଣେ ଲୋକ ୧୧୨କୁ କଲ୍ କରିଥିଲେ। ଏହାପରେ ବିଞ୍ଝାରପୁର ଥାନା ପୁଲିସ କର୍ମଚାରୀ ବାପା-ପୁଅଙ୍କ ଝଗଡ଼ା ତୁଟାଇବାକୁ ଯାଇଥିଲେ। ହେଲେ, ହନୁମାନ ଛକ ନିକଟରେ ସେମାନଙ୍କ ଉପରକୁ […]