1 min read

ମାଓ ସଂଗଠନର ଟେକନିକାଲ କମାଣ୍ଡରର ଆତ୍ମସମର୍ପଣ

କୋଣ୍ଡାଗାଓଁ ଜିଲ୍ଲା ପୁଲିସ ନିକଟରେ ମାଓ ସଂଗଠନର ଟେକନିକାଲ କମାଣ୍ଡର ଗିଞ୍ଜୁର ରାମ ଉସେଣ୍ଡି ଓରଫ କମଲଦାସ ଉସେଣ୍ଡି(୪୫) ଆତ୍ମସମର୍ପଣ କରିଛି। କମଲଦାସ ଉସେଣ୍ଡି ନାମରେ ସରକାର ୫ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ମାଲକାନଗିରି/ଭୁବନେଶ୍ୱର ୧୭-୦୧-୨୦୨୫(ପିପିଏସ) : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ଲଗାତାର ଅପରେସନ ଚାଲିଥିବାରୁ ନକ୍ସଲ ଏବେ ଭୟଭିତ ହୋଇ ଆତ୍ମସମର୍ପଣ କରିବାକୁ ଲାଗିଛନ୍ତି। ଏହି କ୍ରମରେ ଆଜି ପୁଣି ଜଣେ ମାଓ କମାଣ୍ଡର ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। […]

1 min read

ପ୍ଲାଣ୍ଟ ଭିତରେ ତହସିଲଦାର ଓ ପୁଲିସ୍

 ସିମେଣ୍ଟ ପ୍ଲାଣ୍ଟରେ କୋଲ୍‌ହପର୍ ଭୁଶୁଡ଼ିବା ଘଟଣା ରାଜଗାଙ୍ଗପୁର/ଭୁବନେଶ୍ୱର ୧୬-୦୧-୨୦୨୫(ପିପିଏସ) : ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ଏକ ସିମେଣ୍ଟ ପ୍ଲାଣ୍ଟରେ କୋଲ୍‌ହପର୍ ଭୁଶୁଡ଼ି ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା ପ୍ରକାଶ ପାଇଛି। ଷ୍ଟକ ରଖାଯାଉଥିବା କୋଇଲା ହପର୍ ଭୁଶୁଡ଼ି ପଡ଼ିବାରୁ କାର୍ଯ୍ୟରତ ଶ୍ରମିକମାନେ ଏହା ତଳେ ଚାପି ହୋଇ ରହିଯାଇଛନ୍ତି। ଏକାଧିକ ଶ୍ରମିକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି ।ତିନିରୁ ୪ ଜଣ ଶ୍ରମିକ ଚାପି ହୋଇଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ […]

1 min read

ମାଟିରେ ମିଶିବ ବୈକୁଣ୍ଠଧାମ ଆଶ୍ରମ

ଶୁକ୍ରବାର ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମ ମାଟିରେ ମିଶିବ। ମାଇକ୍ ଯୋଗେ ବିଡ଼ିଏ ପକ୍ଷରୁ ଗୁରୁବାର ଏନେଇ ଘୋଷଣା କରାଯାଇଛି। ସରକାରୀ ଜମି ଜବର ଦଖଲ କରି ବୈକୁଣ୍ଠଧାମ ତିଆରି ହୋଇଥିବା ବିଡ଼ିଏ ପକ୍ଷରୁ କୁହାଯାଇଛି । ଯଥାଶୀଘ୍ର ସେହି ଜମି ଖାଲି କରିବାକୁ ବିଡ଼ିଏ କହିଛି ଭୁବନେଶ୍ୱର ୧୬-୦୧-୨୦୨୫(ପିପିଏସ) : ଶୁକ୍ରବାର ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମ ମାଟିରେ ମିଶିବ। ମାଇକ୍ ଯୋଗେ ବିଡ଼ିଏ ପକ୍ଷରୁ ଗୁରୁବାର ଏନେଇ ଘୋଷଣା କରାଯାଇଛି। ସରକାରୀ ଜମି ଜବର […]

1 min read

ରାଜଧାନୀରେ ବିଭତ୍ସ ଦୃଶ୍ୟ: ଶିଶୁପୁତ୍ରର ମୃତଦେହ ଝୁଣି ଖାଇଲା କୁକୁର

ରାଜଧାନୀ ଭୁବନେଶ୍ବରରେ ଏକ ଅଭାବନୀୟ ଘଟଣା ଘଟିଛି । ଶିଶୁପୁତ୍ରର ମୃତଦେହକୁ କୁକୁର ଝୁଣି ଖାଇବା ଘଟଣା ଘଟିଛି। ମାନବିକତା ହରାଇଥିବା କେହି ଜଣେ ମଣିଷ ନବଜାତ ଶିଶୁର ମୃତଦେହକୁ ରାସ୍ତାକଡ଼ରେ ପକାଇ ଦେଇଥିବା କୁହାଯାଉଛି ଭୁବନେଶ୍ୱର ୧୬-୦୧-୨୦୨୫(ପିପିଏସ) : ରାଜଧାନୀ ଭୁବନେଶ୍ବରରେ ଏକ ଅଭାବନୀୟ ଘଟଣା ଘଟିଛି । ଶିଶୁପୁତ୍ରର ମୃତଦେହକୁ କୁକୁର ଝୁଣି ଖାଇବା ଘଟଣା ଘଟିଛି। ମାନବିକତା ହରାଇଥିବା କେହି ଜଣେ ମଣିଷ ନବଜାତ ଶିଶୁର ମୃତଦେହକୁ ରାସ୍ତାକଡ଼ରେ ପକାଇ ଦେଇଥିବା କୁହାଯାଉଛି […]

1 min read

ସିମେଣ୍ଟ ପ୍ଲାଣ୍ଟରେ ଅଘଟଣ: କୋଲ୍‌ହପର୍ ଭୁଶୁଡ଼ି ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଆଶଙ୍କା

ରାଜଗାଙ୍ଗପୁରରେ ଏକ ସିମେଣ୍ଟ ପ୍ଲାଣ୍ଟରେ କୋଲ୍‌ହପର୍ ଭୁଶୁଡ଼ି ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା ପ୍ରକାଶ ପାଇଛି। ଷ୍ଟକ ରଖାଯାଉଥିବା କୋଇଲା ହପର୍ ଭୁଶୁଡ଼ି ପଡ଼ିବାରୁ କାର୍ଯ୍ୟରତ ଶ୍ରମିକମାନେ ଏହା ତଳେ ଚାପି ହୋଇ ରହିଯାଇଛନ୍ତି ରାଜଗାଙ୍ଗପୁର/ଭୁବନେଶ୍ୱର ୧୬-୦୧-୨୦୨୫(ପିପିଏସ) : ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ଏକ ସିମେଣ୍ଟ ପ୍ଲାଣ୍ଟରେ କୋଲ୍‌ହପର୍ ଭୁଶୁଡ଼ି ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା ପ୍ରକାଶ ପାଇଛି। ଷ୍ଟକ ରଖାଯାଉଥିବା କୋଇଲା ହପର୍ ଭୁଶୁଡ଼ି ପଡ଼ିବାରୁ କାର୍ଯ୍ୟରତ ଶ୍ରମିକମାନେ ଏହା ତଳେ ଚାପି […]

1 min read

ପ୍ରାଣୀ ଉଦ୍ୟାନରେ ବାଘ ଶାବକର ମୃତ୍ୟୁ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ଶାବକର ମୃତ୍ୟୁ ଘଟିଛି। ବୁଧବାର ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ପ୍ରାଣୀ ଉଦ୍ୟାନରେ ଚିକିତ୍ସାଧୀନ ବାଘ ଶାବକର ମୃତ୍ୟୁ ଘଟିଛି। ଶାବକଟି ୨ ନଭେମ୍ବର ୨୦୨୪ରେ ଜନ୍ମ ହୋଇଥିଲା ଭୁବନେଶ୍ୱର ୧୫ୃ୦୧-୨୦୨୫(ପିପିଏସ ) : ନନ୍ଦନକାନନର ପ୍ରାଣୀ ଉଦ୍ୟାନରେ ଏକ ବାଘ ଛୁଆର ମୃତ୍ୟୁ ଘଟିଛି। ଶାବକଟି ଅସୁସ୍ଥ ଥିବାରୁ ୧୨ ଜାନୁଆରି ୨୦୨୫ରୁ ସେ ଚିକିତ୍ସିତ ହେଉଥିଲା। କିନ୍ତୁ ପରେ ମୃତ୍ୟୂ ଘଟିଥିଲା। ଖବର ଅନୁଯାୟୀ, ୨ ନଭେମ୍ବର ୨୦୨୪ରେ […]

1 min read

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରୁ ୪କୋଟିର ଗଞ୍ଜେଇ ଜବତ

ଭୁବନେଶ୍ୱର କଷ୍ଟମ୍ସ ବିଭାଗ ପକ୍ଷରୁ ନିଶାଦ୍ରବ୍ୟ ଚୋରା ଚାଲାଣକୁ ରୋକିବାରେ ଉଦ୍ୟମ ଜାରି ରହିଛି। ଏହି ମର୍ମରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୪କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରାଯାଇଛି ଭୁବନେଶ୍ୱର ୧୫ୃ୦୧-୨୦୨୫(ପିପିଏସ ) : ଭୁବନେଶ୍ୱର କଷ୍ଟମ୍ସ  ବିଭାଗ ପକ୍ଷରୁ ନିଶାଦ୍ରବ୍ୟ ଚୋରା ଚାଲାଣକୁ ରୋକିବାରେ ଉଦ୍ୟମ ଜାରି ରହିଛି। ଏହି ମର୍ମରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୪କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରାଯାଇଛି। ଗୁପ୍ତ ସୂଚନା ଆଧାରରେ ବିଜୁ ପଟ୍ଟନାୟକ […]

1 min read

ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ବିବାଦର ସମାଧାନ

ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ସେବକମାନଙ୍କ ମଧ୍ୟରେ ଚାଲିଥିବା ବିବାଦର ଶେଷରେ ସମାଧାନ ହୋଇଛି ବୋଲି ଆଜି ମନ୍ଦିରର ଟ୍ରଷ୍ଟ ବୋର୍ଡର ଏକ ବୈଠକରେ ଯୋଗଦେବା ପରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ ରାଣା ସୂଚନା ଦେଇଛନ୍ତି ଭୁବନେଶ୍ୱର ୧୫ୃ୦୧-୨୦୨୫(ପିପିଏସ ) : ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ସେବକମାନଙ୍କ ମଧ୍ୟରେ ଚାଲିଥିବା ବିବାଦର ଶେଷରେ ସମାଧାନ ହୋଇଛି ବୋଲି ଆଜି ମନ୍ଦିରର ଟ୍ରଷ୍ଟ ବୋର୍ଡର ଏକ ବୈଠକରେ ଯୋଗଦେବା ପରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ ରାଣା ସୂଚନା ଦେଇଛନ୍ତି। ସମ୍ବାଦଦାତାମାନଙ୍କ […]

1 min read

ଗହୀରମଥାରେ ମାଫିଆଙ୍କ ଆତଙ୍କରାଜ: ବନ ବିଭାଗ ଠାରୁ ଛଡ଼ାଇ ନେଲେ ଟ୍ରଲର

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅଧୀନ ଗହୀରମଥାରେ ମାଛ ମାଫିଆମାନେ ରବିବାର ଅପରାହ୍ଣରେ ଆତଙ୍କରାଜ ଖେଳାଇଛନ୍ତି। ସାମୁଦ୍ରିକ ଅଭୟାରଣ୍ୟରେ ପଶି ଉନ୍ମୁକ୍ତ କାଣ୍ଡ କରିଛନ୍ତି। ସମୁଦ୍ରରେ ବେଆଇନ୍‌ ଭାବେ ମାଛ ଧରିବା ବେଳେ ବନ ବିଭାଗର କର୍ମଚାରୀମାନେ ଅଟକାଇବାରୁ ଗୁଳି ଫୁଟାଇଛନ୍ତି। ରାଜନଗର/ଭୁବନେଶ୍ୱର ୧୨-୦୧-୨୦୨୫( ପିପିଏସ) : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅଧୀନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଟ୍ରଲର ମାଫିଆମାନେ ରବିବାର ଅପରାହ୍ଣରେ ଉତ୍ପାତ ହୋଇଛନ୍ତି। ବେଆଇନ ଭାବେ ମାଛ ମାରୁଥିବା ଟ୍ରଲରକୁ ଧରିବାକୁ ବନବିଭାଗ […]

1 min read

ବାଙ୍କୀରେ ଦୁଇ ଗୋଷ୍ଠୀ ମୁହାଁମୁହିଁ: ୪ ଆହତ

କଟକ ଜିଲ୍ଲା ବାଙ୍କୀରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବାର ଖବର ମିଳିଛି। ଡମପଡ଼ା ବ୍ଲକ୍ ଅନ୍ତର୍ଗତ ଭଗିପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ୪ଜଣ ଯୁବକ ଆହତ ହୋଇଛନ୍ତି। ବାଙ୍କୀ/କଟକ୧୧-୦୧-୨୦୨୫(ପିପିଏସ ) : କଟକ ଜିଲ୍ଲା ବାଙ୍କୀରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବାର ଖବର ମିଳିଛି। ଡମପଡ଼ା ବ୍ଲକ୍ ଅନ୍ତର୍ଗତ ଭଗିପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ୪ଜଣ ଯୁବକ ଆହତ ହୋଇଛନ୍ତି। ଉଭୟ ପକ୍ଷରୁ ଟେକା ପଥର ମାଡ଼ ହୋଇଛି। […]