ଓଡିଶା
ଆବାସ ଘର ଭଡ଼ାରେ ଦେଇ ପୁଣି ବସ୍ତିରେ ଡେରା
୮ ପ୍ରକଳ୍ପରେ ବିଏମ୍ସିର ଚଢ଼ଉ ବସ୍ତିରେ ରହୁଥିବା ଲୋକଙ୍କୁ ସରକାର ଆବାସ କରି ଘର ଦେଲେ। କିନ୍ତୁ ଘର ପାଇବା ପରେ ତାକୁ ଭଡ଼ାରେ ଲଗାଇ ସେମାନେ ପୁଣି ବସ୍ତିକୁ ଫେରିଗଲେ। ଫଳରେ ବସ୍ତି ବଢ଼ିବଢ଼ି ଚାଲିଲା। ଭୁବନେଶ୍ୱର ୧୦-୧୦-୨୦୨୪ (ପିପିଏସ) : ବସ୍ତିରେ ରହୁଥିବା ଲୋକଙ୍କୁ ସରକାର ଆବାସ କରି ଘର ଦେଲେ। କିନ୍ତୁ ଘର ପାଇବା ପରେ ତାକୁ ଭଡ଼ାରେ ଲଗାଇ ସେମାନେ ପୁଣି ବସ୍ତିକୁ ଫେରିଗଲେ। ଫଳରେ ବସ୍ତି ବଢ଼ିବଢ଼ି […]
ଆଡମିଟ୍ କାର୍ଡକୁ ଡଙ୍ଗା କରି ଭସାଇଲେ ଆଶାୟୀ
ରାଜ୍ୟରେ ଅମିନ ଏବଂ ଆରଆଇ ପରୀକ୍ଷା ବାତିଲ କରିବା ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କ ପକ୍ଷରୁ ପ୍ରଦର୍ଶନ କରାଯାଇଛି। କଟକର କାଠଯୋଡ଼ି ନଦୀରେ ଆଶାୟୀ ପ୍ରାର୍ଥୀମାନେ ନିଜ ଆଡମିଟ୍ କାର୍ଡକୁ ଡଙ୍ଗା କରି ଗୁରୁବାର ଭସାଇଛନ୍ତି। ଏହାପୂର୍ବରୁ ବୁଧବାର ସେମାନେ ଆଡମିଟ୍ କାର୍ଡକୁ ନିଆଁ ଲଗାଇ ଚଳାଇଥିଲେ କଟକ,୧୦-୧୦-୨୦୨୪ (ପିପିଏସ) : ରାଜ୍ୟରେ ଅମିନ ଏବଂ ଆରଆଇ ପରୀକ୍ଷା ବାତିଲ କରିବା ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କ ପକ୍ଷରୁ ପ୍ରଦର୍ଶନ କରାଯାଇଛି। କଟକର କାଠଯୋଡ଼ି ନଦୀରେ ଆଶାୟୀ ପ୍ରାର୍ଥୀମାନେ ନିଜ […]
ନିଜ ଜାଲରେ ନିଜେ ଫସିଲେ ନକ୍ସଲ
ନକ୍ସଲମାନଙ୍କ ଦୁର୍ଗ ଭୁଶୁଡ଼ିବାରେ ଲାଗିଛି। ଏବର୍ଷ ୩ ଶହରୁ ଊର୍ଦ୍ଧ୍ବ ନକ୍ସଲ ନିପାତ ହୋଇଛନ୍ତି। ୮ଶହରୁ ଊର୍ଦ୍ଧ୍ବ ଆତ୍ମସମର୍ପଣ କରିଛନ୍ତି। ଗତ ୩ ତାରିଖରେ ଆବୁଝମାଡ଼ ଏନକାଉଣ୍ଟରରେ ୩୧ ଜଣ ନିପାତ ହୋଇଛନ୍ତି। ଏହାର ରହସ୍ୟ ଉନ୍ମୋଚନ ହୋଇଛି। ନକ୍ସଲମାନେ ନିଜ ଜାଲରେ ନିଜେ ହିଁ ଫସିଲେ ବୋଲି କୁହାଯାଇଛି। ମାଲକାନଗିରି/ଭୁବନେଶ୍ୱର ୧୦-୧୦-୨୦୨୪ (ପିପିଏସ) : ସୀମାନ୍ତ ଛତିଶଗଡ଼ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯିବା ସହ ସେଠାରେ ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ରାଜ୍ୟରୁ […]
ସାଲିଆ ସାହିରେ ପୁଣି ଅବକାରୀ ବିଭାଗ ଚଢ଼ାଉ
ଭୁବନେଶ୍ୱର ୧୦-୧୦-୨୦୨୪ (ପିପିଏସ) : ସାଲିଆସାହିର ନୀଳଚକ୍ର ନଗରରେ ଦେଶୀ ମଦ କାରଖାନାରେ ଅବକାରୀ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି। ଶହ ଶହ ଲିଟର ଦେଶୀ ମଦ ଜବତ ସହ ପୋଚ ନଷ୍ଟ କରିଛି । ଭୋର ୫ଟାରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉବେଳେ ୨ଟି ବଡ଼ ଦେଶୀ ମଦ ଭାଟିର ମଦକୁ ଅବକାରୀ ବିଭାଗ ନଷ୍ଟ କରିଛି ।ଚଢ଼ାଉ ବେଳେ ପ୍ରାୟ ୫ […]
ଆଜି ମା’ଙ୍କୁ ଚକ୍ଷୁଦାନ: ମଣ୍ଡପରେ ମହାସପ୍ତମୀ, ପୀଠରେ ମହାଷ୍ଟମୀ ପୂଜା
ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତିପୀଠ ମା’ଦୁର୍ଗତି ନାଶିନୀଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି । ଗୁରୁବାର ପୂଜା ମଣ୍ଡପରେ ମା‘ଙ୍କର ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ସେହିପରି ବିଭିନ୍ନ ଶକ୍ତିପୀଠରେ ନୀତିନିୟମ ଅନୁସାରେ ମା’ଙ୍କର ମହାଷ୍ଟମୀ ପୂଜା କରାଯାଉଛି.. ଭୁବନେଶ୍ୱର ୧୦-୧୦-୨୦୨୪ (ପିପିଏସ) : ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତିପୀଠ ମା’ଦୁର୍ଗତି ନାଶିନୀଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି । ବୁଧବାର ବିଲ୍ୱ ବରଣ ପରେ ଗୁରୁବାର ପୂଜା ମଣ୍ଡପରେ ମା’ଯୋଗମାୟାଙ୍କ ଚକ୍ଷୁଦାନ ସମ୍ପନ୍ନ ହେବ।। […]
ମାସ ମାସ ଧରି ଖତ ଖାଉଛି ଇ-ବସ୍, ମୂଲ୍ୟ ପ୍ରାୟ ୧ କୋଟିରୁ ଅଧିକ
୧୦ ମାସ ହେବ ଏ ଦାମୀ ଇ-ବସ୍ ଗୁଡ଼ିକ ବ୍ୟବହାର ନ ହୋଇ ପଡ଼ି ରହିଛି ଭକ୍ତଙ୍କ ସୁବିଧା ଲାଗି ପୁରୀକୁ ଆସିଥିଲା ୩୫ଟି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ବସ୍ ଏଇ ଗୋଟିଏ ଗୋଟିଏ ବସର ମୂଲ୍ୟ ପ୍ରାୟ ୧ କୋଟିରୁ ଅଧିକ ପୁରୀ/ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) : ଶ୍ରୀକ୍ଷେତ୍ରରେ ସାଧାରଣ ଭକ୍ତଙ୍କ ସୁବିଧା ଲାଗି ପୁରୀକୁ ଆସିଥିଲା ୩୫ଟି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ବସ୍ । ହେଲେ ଆଜିକୁ ପ୍ରାୟ ୧୦ ମାସ ହେବ ଏ […]
ସମସ୍ୟା ଘେରରେ ଯୁବାଗୁଡା ପଞ୍ଚାୟତ
ଫୁଲବାଣୀ/ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) : ସ୍ୱାଧୀନତାର ୭୭ ବର୍ଷ ଅତିକ୍ରମ କରିଥିଲେ ସୁଦ୍ଧା ଏବେବି ଅନେକ ଗ୍ରାମାଞ୍ଚଳରେ ବିକାଶ ଅପହଞ୍ଚ। ନା ଅଛି ରାସ୍ତା ଘାଟ, ନା ଅଛି ବିଦ୍ୟୁତ ଆଲୋକ, ନା ମିଳୁଛି ଗ୍ରାମବାସୀଙ୍କୁ ସ୍ୱଚ୍ଛ ପାନୀୟ ଜଳ। ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ବ୍ୟୟ ବରଦା ମଧ୍ୟ କରୁଛନ୍ତି। ସବୁ କାଗଜ କଲମରେ ଚାଲିଛି କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ଜାହାର ଜଳନ୍ତା ଉଦାହୋରଣ ଦେଖିବାକୁ […]
ବ୍ରିଟ୍ କଲୋନି ମହିଳାଙ୍କ ନେତୃତ୍ବରେ ମା’ଙ୍କ ପୂଜାର୍ଚ୍ଚନା
ରାଜଧାନୀରରେ ମା’ ଦୁର୍ଗାଙ୍କ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରାୟ ସମସ୍ତ ପୂଜା କମିଟି ପୁରୁଷମାନଙ୍କ ଦାୟିତ୍ବରେ। ହେଲେ ବଡ଼ବଡ଼ ବ୍ରିଟ୍ କଲୋନିର କିଛି ମହିଳା ଏକାଠି ହୋଇ ମା’ ଦୁର୍ଗାଙ୍କ ପୂଜା କରୁଛନ୍ତି। ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) : ରାଜଧାନୀରରେ ମା’ ଦୁର୍ଗାଙ୍କ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରାୟ ସମସ୍ତ ପୂଜା କମିଟି ପୁରୁଷମାନଙ୍କ ଦାୟିତ୍ବରେ। ହେଲେ ବଡ଼ବଡ଼ ବ୍ରିଟ୍ କଲୋନିର କିଛି ମହିଳା ଏକାଠି ହୋଇ ମା’ […]
ନାକେଦମ୍ କଲେ ନିଶାସକ୍ତ ମହିଳା
ସିଟ୍ ଛାଡ଼ି ଦୌଡ଼ିଲେ ଡାକ୍ତର ଶବକୁ ଆଲିଙ୍ଗନ କଲେ କାମୁଡ଼ାରେ ଘାଇଲା କନେଷ୍ଟବଳ ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) : ଦିନକୁ ଦିନ ରାଜଧାନୀରେ ନିଶାସକ୍ତ ମହିଳାଙ୍କ ଉତ୍ପାତ ପୁଲିସକୁ ନାକେଦମ୍ କରୁଛି। କଳ୍ପନା ଛକରୁ ଉଦ୍ଧାର ହୋଇଥିବା ଜଣେ ନିଶାସକ୍ତ ମହିଳାଙ୍କ ପାଇଁ ହର୍ ଟିମ୍ ହରଡ଼ଘଣାରେ ପଡ଼ିଥିଲା। ବଡ଼ କଷ୍ଟରେ ତାଙ୍କୁ ନିୟନ୍ତ୍ରଣକୁ ଆଣି ପରିବାର ଲୋକଙ୍କ ଜିମା ଦିଆଯାଇଥିଲା। ସେହିଭଳି ଗତକାଲି ରାତିରେ ଘଟିଥିବା ଅନୁରୂପ ଘଟଣାରେ ପୁଲିସକୁ ହରବର ହେବାକୁ ପଡ଼ିଛି। କେବଳ […]
ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଇଲେ ମୋହନ ସରକାର
ଦଶହରା ପୂର୍ବରୁ ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କୁ ଖୁସି ଖବର ଦେଇଛନ୍ତି। ମୋହନ ମାଝୀଙ୍କ ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଇଛନ୍ତି। କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୋଇଛି। ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) : ଦଶହରା ପୂର୍ବରୁ ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କୁ ଖୁସି ଖବର ଦେଇଛନ୍ତି। ମୋହନ ମାଝୀଙ୍କ ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଇଛନ୍ତି। କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୋଇଛି।ପୂର୍ବରୁ ଏହା ୪୬ ପ୍ରତିଶତ […]
