ଓଡିଶା
ନିଜର ଫାଇଦା ପାଇଁ ଐତିହ୍ୟସ୍ଥଳୀକୁ ବିପଦଆଡ଼କୁ ଠେଲିଦେଲେ ବିଗତ ସରକାର: ବିଜେପି
ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରର ସୁରକ୍ଷା ପାଚେରୀ ‘ମେଘନାଦ ପାଚେରୀ’ରେ ଫାଟ ସୃଷ୍ଟି ହୋଇଛି। ମରାମତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହାକୁ ନେଇ ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କ ମନରେ ଉଦ୍ବେଗ ପ୍ରକାଶ ପାଇ ଥିବା ବେଳେ ରାଜନୈତିକ ବୟାନବାଜୀ ମଧ୍ୟ ଜାରି ରହିଛି। ପୁରୀ/ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : କିଛି ଭୁଲ ଅଛି, ଯାହାର କ୍ଷମା ନାହିଁ। ବିଗତ ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଭୈରବ […]
ଜନସ୍ୱାସ୍ଥ୍ୟ ନୀରିକ୍ଷଣରେ ଉତ୍କୃଷ୍ଟତା ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟ୍ ସମ୍ବର୍ଦ୍ଧିତ
ନୂଆଦିଲ୍ଲୀରେ ଆଇଡିଏସପିର ୨୦ ବର୍ଷିଆ ସ୍ମାରକୀ କାର୍ଯ୍ୟକ୍ରମ ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ନୂଆଦିଲ୍ଲୀରେ ଆୟୋଜିତ ଆଇଡିଏସପିର ୨୦ ବର୍ଷିଆ ସ୍ମାରକୀ କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ନିରୀକ୍ଷଣକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟକୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସ୍ୱୀକୃତି ଓଡିଶାର ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟର ଉତ୍ସର୍ଗିକୃତ ସେବା ମନୋଭାବ ଏବଂ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅତିରିକ୍ତ ନିର୍ଦ୍ଦେଶକ, […]
ଆହାର କେନ୍ଦ୍ରରେ ଦୃନୀତି ଏବଂ ଅନିମୟତା
ଆଠ ମାସ ହେବ ସୁରକ୍ଷା କର୍ମୀ ନ ଥାଇ ବିଲ ପ୍ରଦାନ ରାଉରକେଲା /ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ରାଜଗାଙ୍ଗପୁର ସ୍ଥିତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ସ୍ଥାପିତ ଆହାର କେନ୍ଦ୍ର ରେ ଗତ କିଛି ବର୍ଷ ତଳେ 400 ଜଣଙ୍କ ପାଇଁ 5 ଟଙ୍କା ମୂଲ୍ୟରେ ଆହାର ଜନତାଙ୍କପାଇଁ ବ୍ୟବସ୍ଥା ଗତ ରାଜ୍ୟ ସରକାର ଙ୍କ ନିର୍ଦ୍ଧେଶରେ ଅକ୍ଷୟ ପାତ୍ର ଫାଉଣ୍ଡେସନ ପ୍ରଦାନ କରି ଆସୁ ଥିଲା ଗତ 6 ବର୍ଷ ହେବ ଜୟ ଜଗନ୍ନାଥ […]
୬ବର୍ଷ ପରେ ବି ସରୁନି ଏନ୍ଏଚର ୧୦ ପ୍ରକଳ୍ପ କାମ
କୋରାପୁଟ/ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ଯେଉଁ ଅଂଚଳର ଗମନାଗମନର ବିକାଶ ହେବ ସେହି ଅଂଚଳର କୃଷି, ବ୍ୟବସାୟ ସହ ଆର୍ଥନୈତିକ ସ୍ବଚ୍ଛଳତା ସବୁ ବର୍ଗ ଲୋକଙ୍କର ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋରାପୁଟ ଜିଲ୍ଲା ଦେଇ ଯାଇଥିବା ୨ଟି ଡିଭିଜନର ଜାତୀୟ ରାଜପଥ ୨୬ ଓ ୩୨୬ର ପ୍ରଶସ୍ତୀକରଣ ଓ ପୁନଃରୁଦ୍ଧାର ପାଇଁ ଗତ ୬ବର୍ଷ ମଧ୍ୟରେ ୧୦ଟି ପ୍ରକଳ୍ପ ପାଇଁ ୩୯୦କୋଟିର ଅନୁଦାନ ଦେଇଛନ୍ତି। ଅନୁଦାନ ପାଇବା ପରେ ବୋରିଗୁମ୍ମା ବାଇପାସ୍ଜ […]
ଅଳ୍ପଦିନପରେ ଆନ୍ତର୍ଜାତିକ ବାଲୁକାକଳା ପ୍ରଦର୍ଶନୀ
ଆଗକୁ “ମାଘ ସପ୍ତମୀ ବୁଡ଼” ଅସ୍ତବ୍ୟସ୍ତ ହୋଇ ପଡ଼ିଛି ବେଳାଭୂମି ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ କୋଣାର୍କ/ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ଡିସେମ୍ବର ୧ ରୁ ୫ କୋଣାର୍କ ଉତ୍ସବ ୨୦୨୪ ଆରମ୍ଭ ହେବ। ଏହି ଉତ୍ସବ ଅବସରରେ ୫ଦିନ ଧରି ଚନ୍ଦ୍ରଭାଗା ବେଳାଭୂମିରେ ଆରମ୍ଭ ହେବ ଆନ୍ତର୍ଜାତିକ ବାଲୁକାକଳା ପ୍ରଦର୍ଶନୀ। ଦେଶବିଦେଶରୁ ସୁନାମଧନ୍ୟ ବାଲୁକାଶିଳ୍ପୀ ମାନେ ଆସି ଏଇ ବେଳାଭୂମିର ବାଲୁକାରାଶି ଉପରେ ନିଜ ହାତ ସ୍ପର୍ଶରେ ଗଢିବେ ଅନନ୍ୟ କଳାକୃତି। ସେହିପରି ମାଘ ମାସରେ […]
କଟକଣାକୁ ଫୁ,ବୁଲୁଛି ମାଳ ମାଳ ଯନ୍ତ୍ର ଚାଳିତ ଡଙ୍ଗା
ଚନ୍ଦ୍ରଭାଗା କୂଳରେ ଅଲିଭି ରିଡ଼ଲେଙ୍କ ମୃତ ଦେହ। କୋଣାର୍କ/ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ଅଲିଭ ରିଡଲେ କଇଁଛ ସୁରକ୍ଷା ନାମକୁ ମାତ୍ର। ଚନ୍ଦ୍ରଭାଗାରୁ ଇକୋ ରିଟ୍ରିଟ ପର୍ଯ୍ୟନ୍ତ ବେଳାଭୂମିରେ ଅଲିଭ ରିଡ଼ଲେ କଇଁଛ ମରି ପଡିଥିବା ଦେଖିବାକୁ ମିଳିଛି। ନଭେମ୍ବର ୧ ତାରିଖ ଠାରୁ ମେ ମାସ ପର୍ଯ୍ୟନ୍ତ ଅଲିଭରିଡ଼ଲଙ୍କ ସଙ୍ଗମ ଓ ଅଣ୍ଡା ଦେବା ଯୋଗୁଁ ସମୁଦ୍ରର ନିର୍ଦ୍ଧିଷ୍ଟ ଅଞ୍ଚଳରେ ଯନ୍ତ୍ର ଚାଳିତ ଡଙ୍ଗା, ଟ୍ରଲର ଚଳାଚଳା କରିବାକୁ କଟକଣା କରାଯାଇଛି।ଏହି ସମୟରେ ମାଳମାଳ ଅଲିଭ […]
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ୨୦୨୪’ ଅନୁଷ୍ଠିତ
ବାରିପଦା/ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ପାଠପଢା ସହିତ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କର ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ଆରମ୍ଭ ହୋଇଥିବା ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”ର ଉଦ୍ଘାଟନ ଉତ୍ସବ ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ କର କମଳ ରେ ସ୍ଥାନୀୟ ସହିଦ ସ୍ମୃତି ଭବନରେ ହୋଇଯାଇଅଛି l ‘ଓଡିଶାର ଲୋକକଳା’ ପ୍ରସଙ୍ଗ ଉପରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ୨୬ […]
କଟକ ଏସସିବିରେ ରାଗିଂ ଅଭିଯୋଗ, ତଦନ୍ତ ଆରମ୍ଭ
କଟକ,୦୪-୧୧-୨୦୨୪ (ପିପିଏସ) : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ (ଏସସିବି ମେଡ଼ିକାଲ କଲେଜ)ରେ ରାଗିଂ ଅଭିଯୋଗ ହୋଇଛି। ଏମବିବିଏସ ପ୍ରଥମ ବର୍ଷ ଛାତ୍ର ତାଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଏସସିବି ମେଡ଼ିକାଲ କଲେଜର ଶେଷ ବର୍ଷ ଛାତ୍ରଙ୍କ ନାମରେ ସେ ରାଗିଂ ଅଭିଯୋଗ ଆଣିଛନ୍ତି। ଛାତ୍ରଙ୍କ ଅଭିଯୋଗକୁ ଗ୍ରହଣ କରିବା ସହ ଏସସିବି ଆଣ୍ଟି ରାଗିଂ କମିଟିର ତଦନ୍ତ ଆରମ୍ଭ କରିଛି। ଅଭିଯୋଗକାରୀ ଛାତ୍ର ଦେଇଥିବା ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ […]
ଦାନାରେ ଭାଙ୍ଗିଛି ୧୬ ହଜାର ୪୧୬ ଘର, କ୍ଷୟକ୍ଷତି ହୋଇଛି ୬୦୦ କୋଟି ଟଙ୍କା
ଆଜି ବାତ୍ୟା ଦାନା ଘଟାଇଥିବା କ୍ଷୟକ୍ଷତିର ରିପୋର୍ଟ ଆସିଛି। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୬ଶହ କୋଟି ଟଙ୍କାର କ୍ଷତି ହୋଇଛି। ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ଆଜି ବାତ୍ୟା ଦାନା ଘଟାଇଥିବା କ୍ଷୟକ୍ଷତିର ରିପୋର୍ଟ ଆସିଛି। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ […]
ପିସିସି ସଭାପତି ଚୟନକୁ ନେଇ ଏଭଳି କହିଲେ ରାଜ୍ୟର ବରିଷ୍ଠ କଂଗ୍ରେସ ନେତା
କିଏ ଧରିବେ କଂଗ୍ରେସର ମଙ୍ଗ, ତାକୁ ନେଇ ଆଜି ଦିନ ତମାମ ପିସିସି କାର୍ଯ୍ୟାଳୟ ଭିତରେ ଚାଲିଛି ଘମାସନ। କଂଗ୍ରେସ ନେତା ଚରଣ ଦାସ ମହନ୍ତ ଏଵଂ ମିନାକ୍ଷୀ ନଟରାଜନଙ୍କ ଉପସ୍ଥିତିରେ ବସିଥିଲା ଏହି ବୈଠକ। ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ରାଜ୍ୟ କଂଗ୍ରେସର ପିସିସି ସଭାପତିକୁ ନେଇ କସରତ ଚାଲିଛି | ପିସିସି କାର୍ଯ୍ୟାଳୟରେ ସରିଲା ପ୍ରଥମ ପର୍ଯ୍ୟାୟ ବୈଠକ। ସବୁ ବିଧାୟକ ଏଵଂ ଷ୍ଟିୟରିଂ କମିଟି ସଦସ୍ୟଙ୍କୁ ନେଇ ଚାଲିଥିଲା ବୈଠକ। କିଏ ଧରିବେ […]
