ବାପାର ଛୁରାମାଡ଼ରେ ଚାଲିଗଲା ମଦ୍ୟପ ପୁଅର ଜୀବନ
1 min read

ବାପାର ଛୁରାମାଡ଼ରେ ଚାଲିଗଲା ମଦ୍ୟପ ପୁଅର ଜୀବନ

ବାଲିଗୁଡ଼ା/ଭୁବନେଶ୍ୱର ୧୧-୦୧-୨୦୨୫(ପିପିଏସ ) : ବାପାର ଛୁରାମାଡ଼ରେ ପୁଅ ମୃତ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡା ପଞ୍ଚାୟତର ସୀଙ୍ଗମିଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମଦ୍ୟପ ପୁଅକୁ ଛୁରୀ ଭୁସି ହତ୍ୟା କରିଛି ବାପା। ଆଜି ସକାଳେ ପୁଅ ଜିତେନ୍ଦ୍ର ମଲ୍ଲିକ (୨୩) ମଦ୍ୟପାନ କରି ଘରେ ଜିନିଷପତ୍ର ଭଙ୍ଗାରୁଜା କରିବା ପରେ ବାପା ଘଟାଇଲା ଏଭଳି ଘଟଣା, ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ନଥିବା ବେଳେ ଏ ନେଇ ଖବର ମିଳିଥିବା କହିଛନ୍ତି ଥାନା ଅଧିକାରୀ। ଆଜି ସକାଳେ ପୁଅ ଜିତେନ୍ଦ୍ର ମଲ୍ଲିକ (୨୩) ମଦ୍ୟପାନ କରି ଘରେ ଜିନିଷପତ୍ର ଭଙ୍ଗାରୁଜା କରିବା ପରେ ବାପା ଘଟାଇଲା ଏଭଳି ଘଟଣା, ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ନଥିବା ବେଳେ ଏ ନେଇ ଖବର ମିଳିଥିବା କହିଛନ୍ତି ଥାନା ଅଧିକାରୀ।

Leave a Reply

Your email address will not be published. Required fields are marked *