1 min read

 ବୈକୁଣ୍ଠଧାମ ଆଶ୍ରମ ଜମି କେଳେଙ୍କାରୀ

ନାଟର ଗୋବର୍ଦ୍ଧନ ବିଡିଏ ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ବୈକୁଣ୍ଠଧାମ ଆଶ୍ରମକୁ ହାଇକୋର୍ଟରୁ ସୁରକ୍ଷା ମିଳିଛି। ତେବେ ଏହା ପୂର୍ବରୁ ଏହି ଜବରଦଖଲ ବାବଦରେ ତନାଘନା ଚାଲିଛି। କେଉଁ ପରିସ୍ଥିତିରେ ମୂଲ୍ୟବାନ ସରକାରୀ ଜମି ଜବରଦଖଲ ହୋଇଗଲା? ଭୁବନେଶ୍ୱର ୦୫-୧୨-୨୦୨୪ (ପିପିଏସ) : ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ବୈକୁଣ୍ଠଧାମ ଆଶ୍ରମକୁ ହାଇକୋର୍ଟରୁ ସୁରକ୍ଷା ମିଳିଛି। ତେବେ ଏହା ପୂର୍ବରୁ ଏହି ଜବରଦଖଲ ବାବଦରେ ତନାଘନା ଚାଲିଛି। କେଉଁ ପରିସ୍ଥିତିରେ ମୂଲ୍ୟବାନ ସରକାରୀ ଜମି ଜବରଦଖଲ ହୋଇଗଲା? […]

1 min read

ସୀମାନ୍ତରେ ପୁଣି ପୁଲିସ ନକ୍ସଲ ଗୁଳିବିନିମୟ, ଜଣେ ଯବାନ ସହିଦ

ସୀମାରେ ଜରେ ନକ୍ସଲ ସହିଦ ହୋଇଛନ୍ତି। ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଂଗଲରେ ପୁଣି ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଜଣେ ଯବାନ ସହିଦ ହୋଇଥିବା ଜଣାପଡିଛି। ମାଲକାନଗିରି/ଭୁବନେଶ୍ୱର ୦୫-୧୨-୨୦୨୪ (ପିପିଏସ) : ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଂଗଲରେ ପୁଣି ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଜଣେ ଯବାନ ସହିଦ ହୋଇଥିବା ଜଣାପଡିଛି। ଘଟଣା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ଡିଆରଜି […]

1 min read

୨ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କଲେ ନକ୍ସଲ

ସୀମାନ୍ତରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ପୁଲିସର ଘନଘନ ଚଢ଼ାଉରେ ନକ୍ସଲ ଏବେ ହିଂସାତ୍ମକ ହୋଇପଡିଛନ୍ତି। ଲୋଙ୍କୁ ଭୟଭୀତ କରାଇବା ଏବଂ ପୁଲିସକୁ ଚ୍ୟାଲେଞ୍ଚ କରିବା ପାଇଁ ନିରୀହ ଲୋକଙ୍କୁ ହତ୍ୟା କରୁଛନ୍ତି। ମାଲକାନଗିରି/ଭୁବନେଶ୍ୱର ୦୫-୧୨-୨୦୨୪ (ପିପିଏସ) : ସୀମାନ୍ତରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ପୁଲିସର ଘନଘନ ଚଢ଼ାଉରେ ନକ୍ସଲ ଏବେ ହିଂସାତ୍ମକ ହୋଇପଡିଛନ୍ତି। ଲୋଙ୍କୁ ଭୟଭୀତ କରାଇବା ଏବଂ ପୁଲିସକୁ ଚ୍ୟାଲେଞ୍ଚ କରିବା ପାଇଁ ନିରୀହ ଲୋକଙ୍କୁ ହତ୍ୟା କରୁଛନ୍ତି। ଏହି […]

1 min read

ସ୍ବାଧୀନ ଭାରତରେ ଭୟର କୌଣସି ସ୍ଥାନ ନାହିଁ, କୋର୍ଟ କଚେରୀ ଓ ଥାନାରେ ଆତ୍ମୀୟତା ବାତାବରଣ ଦରକାର-ରାଷ୍ଟ୍ରପତି

ଉଦଘାଟିତ ହେଲା ଭୁବନେଶ୍ବର ନବନିର୍ମିତ ଜୁଡ଼ିସିଆଲ କମ୍ପେ୍ଲକ୍ସ, ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ୦୫-୧୨-୨୦୨୪ (ପିପିଏସ) : ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବର ନବନିର୍ମିତ ଜୁଡ଼ିସିଆଲ କମ୍ପେ୍ଲକ୍ସକୁ ଉଦଘାଟନ କରିଥିଲେ। ଉଦଘାଟନ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ଏବଂ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଉପସ୍ଥିତ ଥିଲେ। ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆସ୍ଥିତ ସଭାସ୍ଥଳରେ ଯୋଗଦେଇ ନବନିର୍ମିତ ଜୁଡ଼ିସିଆଲ କମ୍ପେ୍ଲକ୍ସ ଉଦଘାଟନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ […]

1 min read

ଆଇନ ବ୍ୟବସ୍ଥାକୁ ସହଜ କରିପାରିଲେ ଗରିବ ଲୋକ ଉପକୃତ ହେବେ: ରାଷ୍ଟ୍ରପତି

ରାଷ୍ଟ୍ରପତି କହିଛନ୍ତି, ନ୍ୟାୟିକ ବ୍ୟବସ୍ଥାରେ ଗରିବ ଲୋକମାନେ ଅଧିକ କଷ୍ଟ ଭୋଗୁଛନ୍ତି। ବାରମ୍ବାର କୋର୍ଟକୁ ଯିବା ପାଇଁ ସେମାନଙ୍କର ଲୋକବଳ ଓ ଅର୍ଥ ବଳ ନଥାଏ। ତେଣୁ ଗରିବ ଲୋକମାନେ ଯେଭଳି ସହଜରେ ନ୍ୟାୟ ପାଇପାରିବେ, ସେହିଭଳି ବ୍ୟବସ୍ଥା ହେବା ଦରକାର। ଭୁବନେଶ୍ୱର ୦୫-୧୨-୨୦୨୪ (ପିପିଏସ) : ନ୍ୟାୟ ମିଳିବାରେ ବିଳମ୍ବ ହେଲେ ନ୍ୟାୟ ନମିଳିବା ଭଳି ଅନୁଭବ ହୋଇଥାଏ। ନ୍ୟାୟିକ ବ୍ୟବସ୍ଥାରେ ଗରିବ ଲୋକମାନେ ଅଧିକ କଷ୍ଟ ଭୋଗୁଛନ୍ତି। ବାରମ୍ବାର କୋର୍ଟକୁ ଯିବା ପାଇଁ ସେମାନଙ୍କର […]

1 min read

ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀରେ ରାଷ୍ଟ୍ରପତି: ‘ଅଧିକ ଗବେଷଣା ପ୍ରାଚୀନ ଆୟୁର୍ବେଦ ପ୍ରତି ଆସ୍ଥା ବଢ଼ାଇବ’

ରୋଗୀମାନେ ଚିକିତ୍ସକଙ୍କୁ ଭଗବାନଙ୍କ ପ୍ରତୀକ ମାନନ୍ତି। ତେଣୁ ଚିକିତ୍ସକମାନେ ସେବା ଓ ସମ୍ବେଦନଶୀଳତାକୁ ପାଥେୟ କରି କାର୍ଯ୍ୟ କରିବା ଉଚିତ। ଚିକିତ୍ସକଙ୍କ ଚିକିତ୍ସା ରୋଗ ଉପଶମ କରେ ସତ, କିନ୍ତୁ ତାଙ୍କ ଉତ୍ତମ ବ୍ୟବହାର ଓ ମଧୁର ବଚନରେ ରୋଗୀ ଅନେକାଂଶରେ ପୁରୀ/ଭୁବନେଶ୍ୱର ୦୫-୧୨-୨୦୨୪ (ପିପିଏସ) : ରୋଗୀମାନେ ଚିକିତ୍ସକଙ୍କୁ ଭଗବାନଙ୍କ ପ୍ରତୀକ ମାନନ୍ତି। ତେଣୁ ଚିକିତ୍ସକମାନେ ସେବା ଓ ସମ୍ବେଦନଶୀଳତାକୁ ପାଥେୟ କରି କାର୍ଯ୍ୟ କରିବା ଉଚିତ। ଚିକିତ୍ସକଙ୍କ ଚିକିତ୍ସା ରୋଗ ଉପଶମ କରେ ସତ, […]

1 min read

ମୁମ୍ବାଇରେ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁମ୍ବାଇ ଗସ୍ତରେ ଅଛନ୍ତି। ସେଠାରେ ସେମାନେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ଶ୍ରୀ ମାଝୀ ଓ ଶ୍ରମତୀ ପରିଡ଼ାଙ୍କୁ ମୁମ୍ବାଇ ପ୍ରବାସୀ ଓଡ଼ିଆ ସଂପ୍ରଦାୟ ସ୍ବାଗତ ଜଣାଇଛି।

1 min read

ଆସାମ ପରି ଓଡ଼ିଶାରେ ମଧ୍ୟ ଗୋ ହତ୍ୟା ବନ୍ଦ ପାଇଁ କଡ଼ା ଆଇନ ଆସିବ: ମନ୍ତ୍ରୀ

ରାଜ୍ୟ ସରକାର ଗୋବଂଶ ବୃଦ୍ଧି ପାଇଁ ଯୋଜନା ଆରମ୍ଭ କରିଛନ୍ତି। ଗୋବଂଶ ବୃଦ୍ଧି ସହିତ ଗୋପାଳକଙ୍କର ଉନ୍ନତି ପାଇଁ ସରକାର ବହୁବିଧ ପଦକ୍ଷେପ ନେଇଛନ୍ତି। ଏଥିରେ କାମଧେନୁ ଯୋଜନା ମଧ୍ୟ ସାମିଲ ରହିଛି। ଭୁବନେଶ୍ୱର ୦୫-୧୨-୨୦୨୪ (ପିପିଏସ) : ରାଜ୍ୟ ସରକାର ଗୋବଂଶ ବୃଦ୍ଧି ପାଇଁ ଯୋଜନା ଆରମ୍ଭ କରିଛନ୍ତି। ଗୋବଂଶ ବୃଦ୍ଧି ସହିତ ଗୋପାଳକଙ୍କର ଉନ୍ନତି ପାଇଁ ସରକାର ବହୁବିଧ ପଦକ୍ଷେପ ନେଇଛନ୍ତି। ଏଥିରେ କାମଧେନୁ ଯୋଜନା ମଧ୍ୟ ସାମିଲ ରହିଛି। ସରକାର ଏବେ ଗୋବଂଶ […]

1 min read

ସଂସଦୀୟ ଅର୍ଥ ଷ୍ଟାଣ୍ଡିଂ କମିଟି ବୈଠକରେ ଅଧ୍ୟକ୍ଷତା କରୁଛନ୍ତି କମିଟି ଅଧ୍ୟକ୍ଷ ଭର୍ତ୍ତୃହରି ମହତାବ

ସଂସଦୀୟ ଅର୍ଥ ଷ୍ଟାଣ୍ଡିଂ କମିଟି ବୈଠକରେ ଅଧ୍ୟକ୍ଷତା କରୁଛନ୍ତି କମିଟି ଅଧ୍ୟକ୍ଷ ଭର୍ତ୍ତୃହରି ମହତାବ ବିଶ୍ୱହିନ୍ଦୁ ପରିଷଦ ଓଡ଼ିଶା ଶାଖାର କର୍ମକର୍ତ୍ତା ଅଶୋକ କୁମାର ଗାନ୍ଧୀ, ମଦନମୋହନ ଦ୍ୱିବେଦୀ, ସନାତନ ପଟେଲ, ବସନ୍ତ କୁମାର ଦାନୀ ଏବଂ ରମେଶ ଚନ୍ଦ୍ର ମହାରଣା ପ୍ରମୁଖ ସାଂସଦ ରୁଦ୍ର ପାଣିଙ୍କ ଉପସ୍ଥିତିରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ତାଙ୍କ ସଂସଦଭବନ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରୁଛନ୍ତି

1 min read

ଘରୁ ଅଳିଆ ନେବାକୁ ୩୯ କୋଟି ଖର୍ଚ୍ଚ

ଭୁବନେଶ୍ବରବାସୀଙ୍କ ଘରୁ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ କରିବାରେ ବର୍ଷକୁ ୪୦ କୋଟି ଖର୍ଚ୍ଚ ହେଉଛି। ଚିହ୍ନଟ ହୋଇଥିବା ୬ଟି ଏନ୍‌ଜିଓ ସଂସ୍ଥାଙ୍କୁ ୨୦୨୩-୨୪ ଆର୍ଥିକ ବର୍ଷରେ ଏ ବାବଦରେ ୩୯ କୋଟି ୬୬ଲକ୍ଷ ୫୦ ହଜାର ୩୫୯ ଟଙ୍କା ପ୍ରଦାନ କରାଯାଇଛି। ଭୁବନେଶ୍ୱର ୦୪-୧୨-୨୦୨୪(ପିପିଏସ ) : ଭୁବନେଶ୍ବରବାସୀଙ୍କ ଘରୁ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ କରିବାରେ ବର୍ଷକୁ ୪୦ କୋଟି ଖର୍ଚ୍ଚ ହେଉଛି। ଚିହ୍ନଟ ହୋଇଥିବା ୬ଟି ଏନ୍‌ଜିଓ ସଂସ୍ଥାଙ୍କୁ ୨୦୨୩-୨୪ […]