ପ୍ରମୁଖ ଖବର
ନିରାପଦ ଓହ୍ଲାଇଲା ଏୟାରଇଣ୍ଡିଆ ବିମାନ, ସବୁ ଯାତ୍ରୀ ସୁରକ୍ଷିତ
ସବୁ ଉତ୍କଣ୍ଠାର ଅନ୍ତ ଘଟାଇ ଏୟାର ଇଣ୍ଡିଆର ବିମାନଟି ତାମିଲନାଡ଼ୁର ତ୍ରିଚି ଏୟାରପୋର୍ଟରେ ଓହ୍ଲାଇଛି । ଏହା ଫଳରେ ସେଥିରେ ଥିବା ୧୪୧ ଜଣ ଯାତ୍ରୀଙ୍କ ସମେତ ସରକାର ଓ ଦେଶବାସୀ ଆଶ୍ବସ୍ତ ହୋଇଛନ୍ତି । ତ୍ରିଚି/ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ସବୁ ଉତ୍କଣ୍ଠାର ଅନ୍ତ ଘଟାଇ ଏୟାର ଇଣ୍ଡିଆର ବିମାନଟି ତାମିଲନାଡ଼ୁର ତ୍ରିଚି ଏୟାରପୋର୍ଟରେ ଓହ୍ଲାଇଛି । ଏହା ଫଳରେ ସେଥିରେ ଥିବା ୧୪୧ ଜଣ ଯାତ୍ରୀଙ୍କ ସମେତ ସରକାର ଓ ଦେଶବାସୀ ଆଶ୍ବସ୍ତ […]
‘ନାନୋ’ର ମହାନାୟକଥିଲେ ରତନ ସାଧାରଣ ଲୋକଙ୍କ ଭିତରେ ଭରିଥିଲେ ଆଶା
ସାଧାରଣ ଲୋକଙ୍କ ଭିତରେ ଭରିଥିଲେ ଆଶା ନୂଆଦିଲ୍ଳୀ/ଭୁବନେଶ୍ୱର ୧୦-୧୦-୨୦୨୪ (ପିପିଏସ) : ଭାରତୀୟ ଶିଳ୍ପଜଗତର ଉଜ୍ଜ୍ବଳତମ ରତ୍ନ ରତନ ଟାଟା ଆଉ ନାହାନ୍ତି। ଜଣେ ବ୍ୟକ୍ତି ରୂପେ ଧରାପୃଷ୍ଠାକୁ ଆସିଥିଲେ ରତନ। ହେଲେ ଆଜି ‘ଅନୁଷ୍ଠାନ’ ହୋଇ ବିଦାୟ ନେଇଛନ୍ତି। ସାଧାରଣ ଲୋକଙ୍କ ପାଇଁ ନାନୋ କାର୍ ବାହାର କରି ସେ ଘରେ ଘରେ ପରିଚିତ ପାଲଟିଥିଲେ। ‘ନାନୋ’ର ମହାନାୟକ । ନାନୋ କାର୍ ନିର୍ମାଣ କରାଇ ଦେଶରେ ଆଣିଥିଲେ ନାନୋ ବିପ୍ଳବ । ମଧ୍ୟବିତ୍ତ ଲୋକଙ୍କ ମନରେ […]
ଷ୍ଟାର ହେଲଥ ଇନ୍ସ୍ୟୁରାନ୍ସ ୟୁଜର୍ସଙ୍କୁ ବଡ ଝଟକା, ଲିକ ହେଲା ଡାଟା
ନୂଆଦିଲ୍ଲୀ/ଭୁବନେଶ୍ୱର ୧୦-୧୦-୨୦୨୪ (ପିପିଏସ) : ଆପଣଙ୍କ ପାଖରେ ଷ୍ଟାର ହେଲଥ ଇନସୁରାନ୍ସ ଅଛି କି? ଯଦି ହଁ, ତେବେ ଏହା ଆପଣଙ୍କ ପାଇଁ ଏକ ଖରାପ ଖବର ହୋଇପାରେ| ବାସ୍ତବରେ ବହୁ ସଂଖ୍ୟକ ୟୁଜର୍ସଙ୍କ ତଥ୍ୟ ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ଦୁଇ ସପ୍ତାହ ପୂର୍ବେ କମ୍ପାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମ ଏବଂ ଡାଟା ଉଲ୍ଲଂଘନ ମାମଲାରେ ଏକ ଅଜ୍ଞାତ ହ୍ୟାକରଙ୍କ ବିରୋଧରେ ମାମଲା ଦାୟର କରିଥିଲା। ଏଥି ସହିତ, ବୁଧବାର ହଠାତ୍ ଏକ […]
ମୃତ୍ୟୁ ପରେ ରତନ ଟାଟାଙ୍କୁ ଭାରତ ରତ୍ନ ସମ୍ମାନ ଦେବା ପ୍ରସ୍ତାବ ପାରିତ
ମହାରାଷ୍ଟ୍ର କ୍ୟାବିନେଟ ବୈଠକରେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ସମ୍ମାନରେ ସ୍ୱର୍ଗତ ରତନ ଟାଟାଙ୍କୁ ସମ୍ମାନିତ କରିବାକୁ କେନ୍ଦ୍ରକୁ ଅନୁରୋଧ କରି ଏକ ପ୍ରସ୍ତାବ ପାରିତ ହୋଇଛି। ମୁମ୍ବାଇ/ଭୁବନେଶ୍ୱର ୧୦-୧୦-୨୦୨୪ (ପିପିଏସ) : ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟାଙ୍କର ହଠାତ୍ ରକ୍ତଚାପ କମିଯିବାରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତବୁଧବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଖବର ସାମ୍ନାକୁ ଆସିଛି। ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ର […]
ଆବାସ ଘର ଭଡ଼ାରେ ଦେଇ ପୁଣି ବସ୍ତିରେ ଡେରା
୮ ପ୍ରକଳ୍ପରେ ବିଏମ୍ସିର ଚଢ଼ଉ ବସ୍ତିରେ ରହୁଥିବା ଲୋକଙ୍କୁ ସରକାର ଆବାସ କରି ଘର ଦେଲେ। କିନ୍ତୁ ଘର ପାଇବା ପରେ ତାକୁ ଭଡ଼ାରେ ଲଗାଇ ସେମାନେ ପୁଣି ବସ୍ତିକୁ ଫେରିଗଲେ। ଫଳରେ ବସ୍ତି ବଢ଼ିବଢ଼ି ଚାଲିଲା। ଭୁବନେଶ୍ୱର ୧୦-୧୦-୨୦୨୪ (ପିପିଏସ) : ବସ୍ତିରେ ରହୁଥିବା ଲୋକଙ୍କୁ ସରକାର ଆବାସ କରି ଘର ଦେଲେ। କିନ୍ତୁ ଘର ପାଇବା ପରେ ତାକୁ ଭଡ଼ାରେ ଲଗାଇ ସେମାନେ ପୁଣି ବସ୍ତିକୁ ଫେରିଗଲେ। ଫଳରେ ବସ୍ତି ବଢ଼ିବଢ଼ି […]
ଆଡମିଟ୍ କାର୍ଡକୁ ଡଙ୍ଗା କରି ଭସାଇଲେ ଆଶାୟୀ
ରାଜ୍ୟରେ ଅମିନ ଏବଂ ଆରଆଇ ପରୀକ୍ଷା ବାତିଲ କରିବା ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କ ପକ୍ଷରୁ ପ୍ରଦର୍ଶନ କରାଯାଇଛି। କଟକର କାଠଯୋଡ଼ି ନଦୀରେ ଆଶାୟୀ ପ୍ରାର୍ଥୀମାନେ ନିଜ ଆଡମିଟ୍ କାର୍ଡକୁ ଡଙ୍ଗା କରି ଗୁରୁବାର ଭସାଇଛନ୍ତି। ଏହାପୂର୍ବରୁ ବୁଧବାର ସେମାନେ ଆଡମିଟ୍ କାର୍ଡକୁ ନିଆଁ ଲଗାଇ ଚଳାଇଥିଲେ କଟକ,୧୦-୧୦-୨୦୨୪ (ପିପିଏସ) : ରାଜ୍ୟରେ ଅମିନ ଏବଂ ଆରଆଇ ପରୀକ୍ଷା ବାତିଲ କରିବା ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କ ପକ୍ଷରୁ ପ୍ରଦର୍ଶନ କରାଯାଇଛି। କଟକର କାଠଯୋଡ଼ି ନଦୀରେ ଆଶାୟୀ ପ୍ରାର୍ଥୀମାନେ ନିଜ […]
ମାସ ମାସ ଧରି ଖତ ଖାଉଛି ଇ-ବସ୍, ମୂଲ୍ୟ ପ୍ରାୟ ୧ କୋଟିରୁ ଅଧିକ
୧୦ ମାସ ହେବ ଏ ଦାମୀ ଇ-ବସ୍ ଗୁଡ଼ିକ ବ୍ୟବହାର ନ ହୋଇ ପଡ଼ି ରହିଛି ଭକ୍ତଙ୍କ ସୁବିଧା ଲାଗି ପୁରୀକୁ ଆସିଥିଲା ୩୫ଟି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ବସ୍ ଏଇ ଗୋଟିଏ ଗୋଟିଏ ବସର ମୂଲ୍ୟ ପ୍ରାୟ ୧ କୋଟିରୁ ଅଧିକ ପୁରୀ/ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) : ଶ୍ରୀକ୍ଷେତ୍ରରେ ସାଧାରଣ ଭକ୍ତଙ୍କ ସୁବିଧା ଲାଗି ପୁରୀକୁ ଆସିଥିଲା ୩୫ଟି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ବସ୍ । ହେଲେ ଆଜିକୁ ପ୍ରାୟ ୧୦ ମାସ ହେବ ଏ […]
ସମସ୍ୟା ଘେରରେ ଯୁବାଗୁଡା ପଞ୍ଚାୟତ
ଫୁଲବାଣୀ/ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) : ସ୍ୱାଧୀନତାର ୭୭ ବର୍ଷ ଅତିକ୍ରମ କରିଥିଲେ ସୁଦ୍ଧା ଏବେବି ଅନେକ ଗ୍ରାମାଞ୍ଚଳରେ ବିକାଶ ଅପହଞ୍ଚ। ନା ଅଛି ରାସ୍ତା ଘାଟ, ନା ଅଛି ବିଦ୍ୟୁତ ଆଲୋକ, ନା ମିଳୁଛି ଗ୍ରାମବାସୀଙ୍କୁ ସ୍ୱଚ୍ଛ ପାନୀୟ ଜଳ। ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ବ୍ୟୟ ବରଦା ମଧ୍ୟ କରୁଛନ୍ତି। ସବୁ କାଗଜ କଲମରେ ଚାଲିଛି କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ଜାହାର ଜଳନ୍ତା ଉଦାହୋରଣ ଦେଖିବାକୁ […]
ନାକେଦମ୍ କଲେ ନିଶାସକ୍ତ ମହିଳା
ସିଟ୍ ଛାଡ଼ି ଦୌଡ଼ିଲେ ଡାକ୍ତର ଶବକୁ ଆଲିଙ୍ଗନ କଲେ କାମୁଡ଼ାରେ ଘାଇଲା କନେଷ୍ଟବଳ ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) : ଦିନକୁ ଦିନ ରାଜଧାନୀରେ ନିଶାସକ୍ତ ମହିଳାଙ୍କ ଉତ୍ପାତ ପୁଲିସକୁ ନାକେଦମ୍ କରୁଛି। କଳ୍ପନା ଛକରୁ ଉଦ୍ଧାର ହୋଇଥିବା ଜଣେ ନିଶାସକ୍ତ ମହିଳାଙ୍କ ପାଇଁ ହର୍ ଟିମ୍ ହରଡ଼ଘଣାରେ ପଡ଼ିଥିଲା। ବଡ଼ କଷ୍ଟରେ ତାଙ୍କୁ ନିୟନ୍ତ୍ରଣକୁ ଆଣି ପରିବାର ଲୋକଙ୍କ ଜିମା ଦିଆଯାଇଥିଲା। ସେହିଭଳି ଗତକାଲି ରାତିରେ ଘଟିଥିବା ଅନୁରୂପ ଘଟଣାରେ ପୁଲିସକୁ ହରବର ହେବାକୁ ପଡ଼ିଛି। କେବଳ […]
ମହିଳାଙ୍କୁ ପୂଜା ଭେଟି:ଖାତାକୁ ଗଲା ‘ସୁଭଦ୍ରା ‘ଟଙ୍କା
‘ସୁଭଦ୍ରା’ ପ୍ରଥମ ପର୍ଯ୍ୟାୟର ପ୍ରଥମ କିସ୍ତିର ଟଙ୍କା ଭୁବନେଶ୍ୱରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିବିଟି ମାଧ୍ୟମରେ ମହିଳାଙ୍କ ଖାତାକୁ ପ୍ରଦାନ କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ବାରିପଦାରେ ରାଜ୍ୟର ୪୦ଲକ୍ଷ ରୁ ଅଧିକ ମହିଳାଙ୍କୁ ଟଙ୍କା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାରିପଦା/ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) : ‘ସୁଭଦ୍ରା’ ପ୍ରଥମ ପର୍ଯ୍ୟାୟର ପ୍ରଥମ କିସ୍ତିର ଟଙ୍କା ଭୁବନେଶ୍ୱରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିବିଟି ମାଧ୍ୟମରେ ମହିଳାଙ୍କ ଖାତାକୁ ପ୍ରଦାନ କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ବାରିପଦାରେ […]