ବାହାରିନର ଭାରତୀୟ ଦୂତାବାସରେ ୭୮ତମ ସ୍ୱାଧୀନତା ଦିବସ
ଭୁବନେଶ୍ୱର :୧୬-୦୮-୨୪(ପିପିଏସ ) : ବାହାରିନର ଭାରତୀୟ ଦୂତାବାସରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଭାରତର ରାଷ୍ଟ୍ରଦୂତ କେ ବିନୋଦ ଜାକବ ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ବାର୍ତା ପ୍ରଦାନ କରିଥିଲେ। ରାଷ୍ଟ୍ରଦୂତ ତାଙ୍କ ଭାଷଣରେ ବାହାରିନ ଓଡ଼ିଆ ସମାଜର ସମସ୍ତ ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ। ଏଥିରେ ବାହାରିନ ଓଡ଼ିଆ ସମାଜର ସମସ୍ତ ସଦସ୍ୟଙ୍କୁ ନିମନ୍ତ୍ରଣ ପ୍ରଦାନ କରାଯାଇଥିଲା। ସବୁ ଭାରତୀୟ ଏକତ୍ରିତ ହୋଇ ଭାରତର […]
ଡି ଏ ଭି ସାବିତ୍ରୀ ଜିନ୍ଦଲ ଉଚ୍ଚ ବିଦ୍ୟାଳୟରେ ୭୮ ତମ ” ସ୍ବାଧିନତା ” ଦିବସ ପାଳିତ ।
ଛେଣ୍ଡିପଦା :୧୬-୦୮-୨୪(ପିପିଏସ ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବଡମହିତଳା ସ୍ଥିତ ଡି ଏ ଭି ସାବିତ୍ରୀ ଜିନ୍ଦଲ ଉଚ୍ଚ ବିଦ୍ୟାଳୟରେ ମହାଆଡ଼ମ୍ବର ସହକାରେ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫକୀର ମୋହନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଦିବସରେ ମୁଖ୍ୟ ଅତିଥି ଭାବରେ ଅନୁଗୋଳ ଜେଏସପିଏଲ ସି.ଏସ୍.ଆର ର ମୁଖ୍ୟ ଜୟନ୍ତ କୁମାର ମହାନ୍ତି ଯୋଗଦେଇ ବିଦ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରିଥଲେ । ମୁଖ୍ୟ […]
ଲଣ୍ଡନରେ ବାସ କରିବେ ବିରାଟ !
ନୂଆଦିଲ୍ଲୀ/ଭୁବନେଶ୍ୱର :୧୬-୦୮-୨୪(ପିପିଏସ ): ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ତାଙ୍କ ପରିବାର ସହିତ ସବୁଦିନ ପାଇଁ ଭାରତ ଛାଡ଼ି ଲଣ୍ଡନକୁ ଯିବାକୁ ଚିନ୍ତା କରୁଛନ୍ତି। ଏଭଳି ଗୁଜବକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଜୋର ଧରିଛି। ଏବେ ଏହି ଗୁଜବ ପୁଣି ଥରେ ଆରମ୍ଭ ହୋଇଛି।କାରଣ ବିରାଟ କୋହଲି ସମ୍ପ୍ରତି ଲଣ୍ଡନର ରାଜରାସ୍ତାରେ ନଜର ଆସିଛନ୍ତି। ନିକଟରେ ସେ ଶ୍ରୀଲଙ୍କା ଗସ୍ତରେ ଭାରତ ପାଇଁ ଖେଳୁଥିବା ଦେଖିବାକୁ ମିଳିଥିଲା, ଯାହା ପରେ […]
ଗଣମାଧ୍ୟମ ସଂଗଠନକୁ ଧମକ:ହସିନାଙ୍କ ଫଟୋ ପ୍ରକାଶ କଲେ ଅଫିସ ପୋଡ଼ିଦେବୁ
ଢାକା/ଭୁବନେଶ୍ୱର :୧୬-୦୮-୨୪(ପିପିଏସ ): ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଫଟୋ ପ୍ରକାଶ କଲେ ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲ ଅଫିସକୁ ନ୍ୟିା ଲଗାଇ ପୋଡ଼ିଦେବାକୁ ବିଏନପି ଅଧ୍ୟକ୍ଷ ଖାଲିଦା ଜିଆଙ୍କ ପରାମର୍ଶଦାତା ରୁହୁଲ କୁଦ୍ଦୁସ ଦୁଲୁ ଧମକ ଦେଇଛନ୍ତି।ବାଂଲାଦେଶୀ ଖବର କାଗଜ ଦି ଡେଲି ଷ୍ଟାର ଅନୁଯାୟୀ ଦୁଲୁ କହିଛନ୍ତି ଯେ କୌଣସି ଟିଭି ଚ୍ୟାନେଲ କିମ୍ବା ଖବରକାଗଜ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଫଟୋ ଏବଂ ଭାଷଣ ପ୍ରକାଶ କରିପାରିବ ନାହିଁ। ସେ କହିଛନ୍ତି […]
ବିଦେଶୀ ଜାହାଜକୁ ଗିରଫ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ
ପାରାଦୀପ:୧୬-୦୮-୨୪(ପିପିଏସ ): ପାରାଦୀପରେ ଅଟକ ଥିବା ବିଦେଶୀ ଜାହାଜକୁ ଗିରଫ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏମଭି ଓ୍ୱାଡି ଆଲବୋଷ୍ଟୋନ୍ ନାମକ ଇଜିପ୍ଟ ଫ୍ଲାଗସିପକୁ ଗିରଫ ନିର୍ଦ୍ଦେଶକୁ ଗିରଫ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ପର୍ୟ୍ୟନ୍ତ ଜାହାଜକୁ ଛଡ଼ା ନଯିବାକୁ ନିର୍ଦ୍ଦେଶ ହୋଇଛି। ଜର୍ମାନୀର କମ୍ପାନୀ ଏଲବୋଏଲ ଜିଏମବିଏଚ୍ କମ୍ପାନୀ ମାଲିକଙ୍କ ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।ଜାହାଜ ଠାରୁ ପ୍ରାୟ ୪ କୋଟି ଟଙ୍କା ପାଇବାକୁ ଜର୍ମାନୀ କମ୍ପାନୀ […]
ମହିଳା ମାନଙ୍କ ମାସିକ ଋତୁସ୍ରାବ ପାଇଁ ଗୋଟିଏ ଦିନ ଛୁଟି ମିଳିବ
ଭୁବନେଶ୍ୱର, ୧୫/୮/୨୪(ପିପିଏସ) : ସ୍ୱାଧୀନତା ଦିବସରେ ସରକାରଙ୍କ ନୂଆ ଘୋଷଣା l ରାଜ୍ୟରେ ଏବେ ମହିଳା ମାନଙ୍କ ମାସିକଧର୍ମ ପାଇଁ ଗୋଟିଏ ଦିନ ଛୁଟି ମିଳିବ । କେବଳ କର୍ମଜୀବି ମହିଳାମାନଙ୍କୁ ଏହି ଛୁଟି ପ୍ରଦାନ କରାଯିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୋଟିଏ ଦିନ ଛୁଟି ଘୋଷଣା କରିଛନ୍ତି । ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ଏହି ଛୁଟି ଲାଗୁ କରାଯିବ ବୋଲି ସୂଚନା ମିଳିଛି ।
ମାଓବାଦୀଙ୍କ ବର୍ବର କାଣ୍ଡ : ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ମାରିଦେଲେ
ସୁକମା/ଭୁବନେଶ୍ୱର, ୧୫/୮/୨୪(ପିପିଏସ) : ଛତିଶଗଡ଼ ସୁକମା ଜିଲ୍ଲା ପୂଭାର୍ତ୍ତୀ ଗାଁରେ, ମାଓବାଦୀମାନେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପଟି ହତ୍ୟା କରିଛନ୍ତି । ପୁଲିସ ସୂଚନାଦାତା ଅଭିଯୋଗରେ ସେମାନେ ଏହି ନାବାଳକକୁ ହତ୍ୟା କରିଥିବା ସୂଚନା ମିଳିଛି । ଏହା ପୂର୍ବରୁ ସପ୍ତାହକ ତଳେ ନାବାଳକଙ୍କ ୧୯ ବର୍ଷିୟ ଭାଇଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ । ସ୍ଥାନୀୟ ଲୋକଙ୍କ ମନରେ ସେମାନଙ୍କ ପ୍ରତି ଭୟ ସୃଷ୍ଟି କରିବା ପାଇଁ ମାଓବାଦୀମାନେ ଏପରି କରିଛନ୍ତି ।୧୬ ବର୍ଷର […]
୩ ସହଯୋଗୀଙ୍କ ସହିତ ନୀଳଗିରି ଡେପୁଟି କଲେକ୍ଟର ଗିରଫ
ନୀଳଗିରି/ଭୁବନେଶ୍ୱର, ୧୫/୮/୨୪(ପିପିଏସ) : ଏକ କୋଟିରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ବୁଧବାର ନୀଳଗିରି ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ସହିତ ତାଙ୍କର ୩ ସହଯୋଗୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହା ସହିତ ଅନ୍ୟ ୫ ଜଣଙ୍କୁ ଗିରଫ କରିବାକୁ ପ୍ରୟାସ ଜାରି ରହିଛି । ପରୀକ୍ଷିତ ଜେନା ମୟୂରଭଞ୍ଜ ଜିଲ୍ଲା ସୁଳିଆପଡ଼ା ବିଡିଓ ଥିବା ବେଳେ ତାଙ୍କ ସହଯୋଗୀ ମାନଙ୍କ ସହିତ ମିଶି ଏହି ଅର୍ଥ ହଡ଼ପ କରିଥିଲେ। ୨୦୨୧-୨୨ ଓ […]
ଚର୍ଚ୍ଚାରେ ଟ୍ୟାକ୍ସି ଚାଳକ : ଦେଶ ଭକ୍ତିପାଇଁ ସାରାଦେଶରେ ପ୍ରଶଂସା
ନୂଆଦିଲ୍ଲୀ/ଭୁବନେଶ୍ୱର,୧୪/୮(ପିପିଏସ) : ଭାରତକୁ ଆସି ଭାରତ ବିରୋଧରେ କହୁଥିଲେ ପାକିସ୍ତାନ ଯୁବକ । ତାଳ ଦେଉଥିଲେ ଭାରତୀୟ ଯୁବତୀ । ସମ୍ପର୍କରେ ସେମାନେ କୁଆଡ଼େ ଗାର୍ଲଫ୍ରେଣ୍ଡ ବୟଫ୍ରେଣ୍ଡ । ଆଉ ଏଇ ହରକତ ସେମାନଙ୍କୁ ଦିଲ୍ଲୀରେ ହଟହଟ୍ଟା କରିଛି । ଅଧରାତିରେ ଉଭୟଙ୍କୁ ରାସ୍ତାରେ ଛାଡ଼ି ଚାଲିଯାଇଛନ୍ତି ଡ୍ରାଇଭର । ଖାଲି ଭାରତକୁ ନୁହେଁ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଉଭୟ ଅପମାନ କରୁଥିଲେ, ଯାହା ଶୁଣିବା ମାତ୍ରେ ରାଗିଯାଇ କ୍ୟାବ୍ ଡ୍ରାଇଭର ମଧ୍ୟରାତ୍ରିରେ ସେମାନଙ୍କୁ […]
ବର୍ଷା ରେ ଭିଜି ଭିଜି ତ୍ରିରଙ୍ଗା ଯାତ୍ରା
*ଉତ୍ସାହ ଉଦ୍ଦୀପନା ସହିତ ସମ୍ବଲପୁର ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ସମ୍ପନ୍ନ*ସ୍ୱଚ୍ଛ ଭାରତ ଅଭିଯାନ ରେ ଗଣ ସଫେଇ କାର୍ଯ୍ୟକ୍ରମ ସମ୍ବଲପୁର,୧୪/୮(ପିପିଏସ): ୨୦୨୨ ରୁ ୨୦୪୭ ଭାରତ ସ୍ୱାଧୀନତା ର ଅମୃତ କାଳ ରେ ରାଷ୍ଟ୍ରବାଦ ର ପରାକାଷ୍ଠାକୁ ଆହୁରି ସାଣିତ ଓ ରୁଦ୍ଧିବନ୍ତ କରିବା ଉଦ୍ଦେଶ୍ୟ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ରାଷ୍ଟ୍ରବାଦ ଜାଗରଣ ପାଇଁ ଦେଶ ବ୍ୟାପି ବିବିଧ କାର୍ଯ୍ୟକ୍ରମ ଚାଲୁଛି । ବର୍ତ୍ତମାନ ଆଉ ସ୍ୱାଧୀନତା ଦିବସ ଗୋଟିଏ ଦିନ […]
