1 min read

ଜଳବାୟୁ ପରିବର୍ତ୍ତନ : ଖରାପ ପାଗ ଯୋଗୁଁ ପ୍ରଥମ ୯ ମାସରେ ଦେଶରେ ୩୨୦୦ ମୃତ

ଜଳବାୟୁ ପରିବର୍ତ୍ତନ ନେଇ  ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ୨୦୨୪ର ପ୍ରଥମ ୯ ମାସରେ ପ୍ରବଳ ଗରମ ଓ ପ୍ରବଳ ବର୍ଷା ଯୋଗୁଁ ୩,୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ନୂଆଦିଲ୍ଲୀ/ଭୁବନେଶ୍ୱର ୦୮-୧୧-୨୦୨୪ (ପିପିଏସ) : ଗ୍ଲୋବାଲ ୱାର୍ମିଂର ପ୍ରଭାବ ଦେଶରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ଗତ କିଛି ବର୍ଷ ହେବ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ଗରମ, ଥଣ୍ଡା ଓ ଅଦିନିଆ ବର୍ଷା ହେଉଛି। ଦେଶରେ ପ୍ରବଳ […]

1 min read

ରାଜ୍ୟର ବିଦ୍ୟୁତ ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଆସନ୍ତା ପାଞ୍ଚ ବର୍ଷ ଅର୍ଥାତ ୨୦୨୯-୩୦ ବେଳକୁ ବିଦ୍ୟୁତ  ଚାହିଦାକୁ ଆଖି ଆଗରେ ରଖି ବିଦ୍ୟୁତ ଉତ୍ପାଦନ, ସରବରାହ ଏବଂ ବିତରଣ ବ୍ୟବସ୍ଥାର ରୋଡମ୍ୟାପ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର ୦୮-୧୧-୨୦୨୪ (ପିପିଏସ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନଠାରେ ରାଜ୍ୟରେ ବିଦ୍ୟୁତ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷାରେ ଶକ୍ତି ବିଭାଗ ଉପରେ ନ୍ୟସ୍ତ ଥିବା ଶକ୍ତି ଉତ୍ପାଦନ, ବିଦ୍ୟୁତ ସରବରାହ ଓ ବଣ୍ଟନ ବ୍ୟବସ୍ଥା […]

1 min read

ଓଲଟିଲା ଯାତ୍ରୀବାହୀ ବସ୍

ଚାଳକ ମୃତ, ହେଲପରଙ୍କ ସମେତ ୯ ଗୁରୁତର ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଗଛକୁ ପିଟି ହୋଇ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଏହି ଦୁର୍ଘଟଣାରେ ବସ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ହେଲପରଙ୍କ ସମେତ ୯ଜଣ ଗୁରୁତର ହୋଇଥିବା ଜଣାଯାଇଛି। ଦଶପଲ୍ଲା/ଭୁବନେଶ୍ୱର ୦୮-୧୧-୨୦୨୪ (ପିପିଏସ) : ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ା ଛକରେ ଏକ ମର୍ମନ୍ତୁଦ ସଡ଼କ […]

1 min read

ମା ଓ ଝିଅ ଜୀବନ ଦଗ୍ଧ ଘଟଣା: ସିନ୍ ରିକ୍ରିଏସନ୍‌ କଲା ପୁଲିସ

ସମ୍ବଲପୁରର ମାନେଶ୍ଵରରେ ମା ଓ ଝିଅ ଜୀବନ ଦଗ୍ଧ ଘଟଣାର ଦୁଇ ଅଭିଯୁକ୍ତ ପୁଲିସ ହାତରେ ଧରାପଡ଼ିବା ପରେ ସିନ୍ ରିକ୍ରିଏସନ୍‌ କରିଛି ପୁଲିସ। ଗିରଫ ହେବା ପରେ ମୃତ ମହିଳାଙ୍କ ଅଭିଯୁକ୍ତ ପୁଅ ଜଗନ୍ନାଥ ଦୀକ୍ଷିତ ଓ ନାତି ସଂକେତ ଦୀକ୍ଷିତଙ୍କୁ ନେଇ ଗତକାଲି ରାତିରେ ସିନ ରିକ୍ରିଏସନ କରିଛି ସଦର ଥାନା ପୁଲିସ। ସମ୍ବଲପୁର/ଭୁବନେଶ୍ୱର ୦୮-୧୧-୨୦୨୪ (ପିପିଏସ) : ସମ୍ବଲପୁରର ମାନେଶ୍ଵରରେ ମା ଓ ଝିଅ ଜୀବନ ଦଗ୍ଧ ଘଟଣାର ଦୁଇ ଅଭିଯୁକ୍ତ ପୁଲିସ […]

1 min read

ପୁରୀଘାଟ କାଫେ ଓ ବାରଙ୍ଗ ଅଞ୍ଚଳରେ ବାରମ୍ବାର ଗଣଦୁଷ୍କର୍ମ : ଡିସିପି

କଟକର ଜଣେ କଲେଜ ଛାତ୍ରୀଙ୍କୁ ବାରମ୍ବାର ଗଣଦୁଷ୍କର୍ମ ଘଟଣାରେ ଡିସିପି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଛାତ୍ରୀଙ୍କ ନଗ୍ନ ଭିଡିଓ ଦେଖାଇ ଦୁର୍ବୃତ୍ତମାନେ ତାଙ୍କୁ ବ୍ଲାକମେଲ୍ କରିବା ସହ ଗଣଦୁଷ୍କର୍ମ କରିଛନ୍ତି। ଅଭିଯୁକ୍ତମାନେ ଭିଡିଓ ଅନ୍ୟ କେଉଁଆଡ଼େ ସେୟାର କରିଛନ୍ତି କି ନାହିଁ ଯାଞ୍ଚ ଚାଲିଛି। କଟକ,୦୮-୧୧-୨୦୨୪ (ପିପିଏସ) : କଟକର ଜଣେ କଲେଜ ଛାତ୍ରୀଙ୍କୁ ବାରମ୍ବାର ଗଣଦୁଷ୍କର୍ମ ଘଟଣାରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଡିସିପି। ଏହି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଛାତ୍ରୀଙ୍କ ନଗ୍ନ ଭିଡିଓ […]

1 min read

ମାମଲା ରୁଜୁ ହେଉ ହେଉ ଅଭିଯୁକ୍ତଙ୍କୁ ଆମେ ଧରୁଛୁ: ପୁଲିସ କମିଶନର

ଅଶାନ୍ତ ଭୁବନେଶ୍ୱର ପ୍ରସଙ୍ଗରେ ପୁଲିସ କମିଶନର ଏସ୍ ଦେବଦତ୍ତ ସିଂହ କହିଛନ୍ତି, ଏତେ ଜନସଂଖ୍ୟାରେ କିଛି କିଛି କେସ୍ ହୁଏ, ଆମେ ତୁରନ୍ତ ଏହାକୁ ନେଇ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ। ମାମଲା ରୁଜୁ ହେଉ ହେଉ ଅଭିଯୁକ୍ତଙ୍କୁ ଆମେ ଧରୁଛୁ। ପୁଲିସ ମଣିଷର ରୋଗ ପ୍ରତିରୋଧ ଶକ୍ତି ଭଳି କାର୍ଯ୍ୟ କରୁଛି। ଭୁବନେଶ୍ୱର ୦୮-୧୧-୨୦୨୪ (ପିପିଏସ) : ଅଶାନ୍ତ ଭୁବନେଶ୍ୱରକୁ ନେଇ ପୁଲିସ କମିଶନର ଏସ୍ ଦେବଦତ୍ତ ସିଂହ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏତେ […]

1 min read

ରାଜଧାନୀରେ ଲଭ ଜିହାଦ୍‌

ସମ୍ପର୍କ ରଖିବା ପରେ ଧର୍ମ ପରିବର୍ତ୍ତନ ପାଇଁ ଜବରଦସ୍ତି ନିଜକୁ ହିନ୍ଦୁ କହି ପ୍ରେମ ଜାଲରେ ଫସେଇଲେ, ତାପରେ ଶାରୀରିକ ସମ୍ପର୍କ ରଖିଲେ ଆଉ ବିବାହ କରିବାକୁ ହେଲେ ଧର୍ମ ପରିବର୍ତ୍ତନ କରିବାକୁ ପଡିବ ବୋଲି ଧମକ ଦେଲେ।ତାପରେ ଭିଡିଓ ଭାଇରଲ କରି ଟଙ୍କା ଲୁଟିଲେ । ଭୁବନେଶ୍ୱର ୦୮-୧୧-୨୦୨୪ (ପିପିଏସ) : ଭୁବନେଶ୍ବରରେ ଲଭ ଜିହାଦ୍‌ । ରାଜଧାନୀରେ ଯୁବତୀଙ୍କୁ ଟ୍ରାପରେ ପକାଇ ଟଙ୍କା ଲୁଟିନେଲା ଜମ୍ମୁ-କାଶ୍ମୀରର ଯୁବକ । ଓଡ଼ିଆ ଯୁବତୀଙ୍କୁ ପ୍ରେମ ଜାଲରେ […]

1 min read

୪୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତର

ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ବିଶ୍ବଜିତ ଭୂୟାଁଙ୍କୁ ଆଜି ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଧରିଛି। ଏହି ଘଟଣାରେ ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ମଧ୍ୟସ୍ଥତା କରିଥିଲେ।  ଜୟପୁର/ଭୁବନେଶ୍ୱର ୦୮-୧୧-୨୦୨୪ (ପିପିଏସ) : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଉ ଜଣେ ଡାକ୍ତର। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ବିଶ୍ବଜିତ ଭୂୟାଁଙ୍କୁ ଆଜି ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଉଥିବା […]

1 min read

ମାଲକାନଗିରି ଜିଲ୍ଲାରୁ ମାଓବାଦୀ, ଗଂଜେଇ ଚାଷ ସଂପୂର୍ଣ୍ଣ ହଟିବ: ପୁଲିସ ଡିଜି

ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଆଜି ଠାରୁ ଦୁଇଦିନିଆ ଗସ୍ତରେ ମାଲକାନଗିରି ଓ କେରାପୁଟ ଯାଇଛନ୍ତି। ଗସ୍ତର ପ୍ରଥମ ଦିନରେ ସେ ବିଏସ୍‌ଏଫ୍‌ ଓ ପୁଲିସ ସହିତ ମାଲକାନଗିରିରେ ସମୀକ୍ଷା କରିଛନ୍ତି। ସେ ଆସନ୍ତାକାଲି କେରାପୁଟ ଗସ୍ତରେ ଯିବି ସୁରକ୍ଷା ସଂପର୍କିତ ସମୀକ୍ଷା କରିବେ। -ପୁଲିସ ଡିଜି ୱାଇବି ଖୁରାନିଆଙ୍କ ସ୍ବାଭିମାନ ଅଂଚଳକୁ ଗସ୍ତ-ବିଏସ୍‌ଏଫ୍‌, ପୁଲିସ ଅଧିକାରୀଙ୍କ ସହ କଲେ ରୁଦ୍ଧଦ୍ବାର ବୈଠକ ମାଲକାନଗିରି/ଭୁବନେଶ୍ୱର ୦୭-୧୧-୨୦୨୪ (ପିପିଏସ ) : ଲାଲଗଡ଼ରେ ନକ୍ସଲ ଗତିବିଧି […]

1 min read

ସମ୍ବଲପୁରରେ ବିଜେପିର ମିଶ୍ରଣ ପର୍ବ: ବିଜେଡି ଛାଡ଼ିଲେ ୧୮ ସରପଞ୍ଚ-ନାଏବ ସରପଞ୍ଚ

ନିକଟରେ ନିର୍ବାଚନ ହେବାର ନାହିଁ। କିନ୍ତୁ ନେତା ଓ କର୍ମୀ ଦଳ ଛାଡୁଛନ୍ତି। ବିଜୁ ଜନତା ଦଳ ଛାଡ଼ି ଆଜି ସମ୍ବଲପୁରରେ ଆୟୋଜିତ ମିଶ୍ରଣ ପର୍ବରେ ୧୮ ଜଣ ସରପଞ୍ଚ ଓ ନାଏବ ସରପଞ୍ଚ ବିଜେପିରେ ଯୋଗ ଦେଇଛନ୍ତି। ଏହା ରେଢ଼ାଖୋଲ ଅଞ୍ଚଳରେ ବିଜେଡିକୁ ଶକ୍ତ ଧକ୍କା ବୋଲି କୁହାଯାଉଛି। ସମ୍ବଲପୁର/ଭୁବନେଶ୍ୱର ୦୭-୧୧-୨୦୨୪ (ପିପିଏସ ) : ସାଧାରଣ ନିର୍ବାଚନ-୨୦୨୪କୁ ୬ ମାସ ପୂରଣ ହୋଇନାହିଁ। ରାଜ୍ୟରେ ଆଗାମୀ ୨ ବର୍ଷ ଭିତରେ କୌଣସି ବଡ଼ଧରଣର ନିର୍ବାଚନ […]