ଏବେ ନ୍ୟାୟଦେବୀ ଉନ୍ମୁକ୍ତ ନୟନରେ ନ୍ୟାୟ ଦେଉଛନ୍ତି: ମୁଖ୍ୟମନ୍ତ୍ରୀ
ନ୍ୟାୟିକ ଅଭିଲେଖାଗାର ଆମ ଆଇନଗତ ବ୍ୟବସ୍ଥାର ଏକ ସମୃଦ୍ଧ ଐତିହ୍ୟର ଭଣ୍ଡାର ଭାବେ କାର୍ଯ୍ୟ କରିବ। ଏହା ଆଇନଗତ ଇତିହାସ, ଐତିହାସିକ ମାମଲା ଓ ଅମୂଲ୍ୟ ଉଦାହରଣର ଭଣ୍ଡାର ହେବ। କଟକ,୧୨-୦୧-୨୦୨୫( ପିପିଏସ) : ନ୍ୟାୟିକ ଅଭିଲେଖାଗାର ଆମ ଆଇନଗତ ବ୍ୟବସ୍ଥାର ଏକ ସମୃଦ୍ଧ ଐତିହ୍ୟର ଭଣ୍ଡାର ଭାବେ କାର୍ଯ୍ୟ କରିବ। ଏହା ଆଇନଗତ ଇତିହାସ, ଐତିହାସିକ ମାମଲା ଓ ଅମୂଲ୍ୟ ଉଦାହରଣର ଭଣ୍ଡାର ହେବ। ଏହା ଓଡ଼ିଶା ଓ ଆମ ଦେଶର ଆଇନଗତ ଦୃଶ୍ୟପଟ୍ଟକୁ ଚିରସ୍ଥାୟୀ […]
ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଲା ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଲା ବସ୍। ରାଜ୍ୟର ବିଭିନ୍ନ ସ୍ଥାନରୁ ଅଯୋଧ୍ୟାକୁ ବସ୍ ଚଳାଚଳ ଆରମ୍ଭ କରିଛି। ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିସି ଯୋଗେ ଉଦଘାଟନ କରିଛନ୍ତି। ଆଗକୁ ଲୋକଙ୍କ ଚାହିଦାକୁ ଦେଖି ବସ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭୁବନେଶ୍ୱର ୧୨-୦୧-୨୦୨୫( ପିପିଏସ) : ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଲା ବସ୍। ରାଜ୍ୟର ବିଭିନ୍ନ ସ୍ଥାନରୁ ଅଯୋଧ୍ୟାକୁ ବସ୍ ଚଳାଚଳ ଆରମ୍ଭ କରିଛି। ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିସି ଯୋଗେ […]
କଟକ, ଭୁବନେଶ୍ୱର ଓ ପୁରୀକୁ ନେଇ ଟ୍ରାଇସିଟିର ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର
କଟକ,ଭୁବନେଶ୍ୱର ଓ ପୁରୀକୁ ନେଇ ଟ୍ରାଇସିଟିର ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର। ଏହି ତିନି ସ୍ଥାନର ଗମନାଗମନ ଓ ବିକାଶକୁ ଗୁରୁତ୍ୱ ଦେଇ ଏହି ଟ୍ରାଇସିଟିକୁ ଡେଭଲପ କରାଯିବ। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ଭୁବନେଶ୍ୱର ୧୨-୦୧-୨୦୨୫( ପିପିଏସ) : କଟକ,ଭୁବନେଶ୍ୱର ଓ ପୁରୀକୁ ନେଇ ଟ୍ରାଇସିଟିର ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର। ଏହି ତିନି ସ୍ଥାନର ଗମନାଗମନ ଓ ବିକାଶକୁ ଗୁରୁତ୍ୱ ଦେଇ ଏହି ଟ୍ରାଇସିଟିକୁ ଡେଭଲପ […]
ଗହୀରମଥାରେ ମାଫିଆଙ୍କ ଆତଙ୍କରାଜ: ବନ ବିଭାଗ ଠାରୁ ଛଡ଼ାଇ ନେଲେ ଟ୍ରଲର
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅଧୀନ ଗହୀରମଥାରେ ମାଛ ମାଫିଆମାନେ ରବିବାର ଅପରାହ୍ଣରେ ଆତଙ୍କରାଜ ଖେଳାଇଛନ୍ତି। ସାମୁଦ୍ରିକ ଅଭୟାରଣ୍ୟରେ ପଶି ଉନ୍ମୁକ୍ତ କାଣ୍ଡ କରିଛନ୍ତି। ସମୁଦ୍ରରେ ବେଆଇନ୍ ଭାବେ ମାଛ ଧରିବା ବେଳେ ବନ ବିଭାଗର କର୍ମଚାରୀମାନେ ଅଟକାଇବାରୁ ଗୁଳି ଫୁଟାଇଛନ୍ତି। ରାଜନଗର/ଭୁବନେଶ୍ୱର ୧୨-୦୧-୨୦୨୫( ପିପିଏସ) : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅଧୀନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଟ୍ରଲର ମାଫିଆମାନେ ରବିବାର ଅପରାହ୍ଣରେ ଉତ୍ପାତ ହୋଇଛନ୍ତି। ବେଆଇନ ଭାବେ ମାଛ ମାରୁଥିବା ଟ୍ରଲରକୁ ଧରିବାକୁ ବନବିଭାଗ […]
ପୂର୍ବତଟ ରେଳପଥର ଘୋଷଣା: କୁମ୍ଭମେଳାକୁ ଓଡ଼ିଶାରୁ ଗଡ଼ିବ ୭ଟି ସ୍ବତନ୍ତ୍ର ଟ୍ରେନ୍
ରାତି ପାହିଲେ ତୀର୍ଥରାଜ ପ୍ରୟାଗରାଜ କୁମ୍ଭମେଳା-୨୦୨୫ ଆରମ୍ଭ ହେବ। ସୂର୍ଯ୍ୟୋଦୟ ପର୍ବରୁ ସାଧୁସନ୍ଥମାନେ ପବିତ୍ର ଗଙ୍ଗାନଦୀରେ ବୁଡ଼ ପକାଇବେ। ଏଥି ସହିତ ଦେଶ-ବିଦେଶରୁ ଜୁଟିଥିବା ଶ୍ରଦ୍ଧାଳୁମାନେ ମଧ୍ୟ ଶ୍ରଦ୍ଧାର ବୁଡ଼ ପକାଇବେ। ଭୁବନେଶ୍ୱର ୧୨-୦୧-୨୦୨୫( ପିପିଏସ) : ରାତି ପାହିଲେ ତୀର୍ଥରାଜ ପ୍ରୟାଗରାଜ କୁମ୍ଭମେଳା-୨୦୨୫ ଆରମ୍ଭ ହେବ। ସୂର୍ଯ୍ୟୋଦୟ ପର୍ବରୁ ସାଧୁସନ୍ଥମାନେ ପବିତ୍ର ଗଙ୍ଗାନଦୀରେ ବୁଡ଼ ପକାଇବେ। ଏଥି ସହିତ ଦେଶ-ବିଦେଶରୁ ଜୁଟିଥିବା ଶ୍ରଦ୍ଧାଳୁମାନେ ମଧ୍ୟ ଶ୍ରଦ୍ଧାର ବୁଡ଼ ପକାଇବେ। ଆସନ୍ତା ଫେବ୍ରୁଆରି ୨୬ ତାରିଖ ଯାଏଁ […]
ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିର୍ମାଣ ହେବ ସ୍ଥାୟୀ ରଂଗମହଲ
ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ମୋନହ ଚରଣ ମାଝୀ ରବିବାର ବଡ଼ ଘୋଷଣା କରିଛନ୍ତି। ଏହି ଭବ୍ୟ ସମାରୋହରେ ଯୋଗ ଦେଇ ସେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଧନୁଯାତ୍ରାର ଅନୁଦାନ ରାଶି ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଉଛି। ବରଗଡ଼/ଭୁବନେଶ୍ୱର ୧୨-୦୧-୨୦୨୫( ପିପିଏସ) : ୭୭ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ମୋନହ ଚରଣ ମାଝୀ ରବିବାର ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ […]
ବିଜାପୁର ଗୁଳିବିନିମୟ: ପୁଲିସ ଗୁଳିରେ ନିହତ ୫ ନକ୍ଦଲଙ୍କ ମୃତଦେହ ଜବତ
ସୀମାନ୍ତରେ ସୁରକ୍ଷା ବାହିନୀ ଓ ନକ୍ସଲମାନଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି। ସୁରକ୍ଷା ବାହିନୀ ଡାଳେଡାଳେ ଗଲେ ନକ୍ସଲମାନେ ପତ୍ରେପତ୍ରେ ଯାଉଛନ୍ତି। ସାଧାରଣ ସଂପତି ନଷ୍ଟ କରିବା ଓ ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା ପାଇଁ ନକ୍ସଲମାନେ ନୂଆନୂଆ ଚିନ୍ତା କରୁଛନ୍ତି। ଭୁବନେଶ୍ୱର ୧୨-୦୧-୨୦୨୫( ପିପିଏସ) : ଛତିଶଗଡ଼ରେ ପୁଲିସ-ନକ୍ସଲ ଗୁଳିବିନିମୟରେ ମୃତକଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ମୃତ ନକ୍ସଲମାନଙ୍କ ମଧ୍ୟରେ ୨ ଜଣ ମହିଳା କ୍ୟାଡର ଅଛନ୍ତି। ସୁରକ୍ଷା ବାହିନୀର ଯବାନମାନେ ସମସ୍ତ ୫ଟି ମୃତଦେହ […]
୨୪ ବର୍ଷର ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀ ଦେଖିଲେ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା-୨୦୨୫ ଦେଖିଛନ୍ତି। ଏଥି ସହିତ ସେ ଗତବର୍ଷ ଡିସେମ୍ବର ୮ ତାରିଖରେ ବରଗଡ଼ ଜିଲ୍ଲା ସୋହେଲା ଠାରେ ଇନ୍ପୁଟ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ ଅବସରରେ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତି। ବରଗଡ଼/ଭୁବନେଶ୍ୱର ୧୨-୦୧-୨୦୨୫( ପିପିଏସ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା-୨୦୨୫ ଦେଖିଛନ୍ତି। ଏଥି ସହିତ ସେ ଗତବର୍ଷ ଡିସେମ୍ବର ୮ ତାରିଖରେ ବରଗଡ଼ ଜିଲ୍ଲା ସୋହେଲା ଠାରେ […]
ଦାରିଙ୍ଗବାଡି ଶୀତ ମହୋତ୍ସବ ଉଦଘାଟିତ
ଦାରିଙ୍ଗବାଡି/ଭୁବନେଶ୍ୱର ୧୧-୦୧-୨୦୨୫(ପିପିଏସ ) : ଓଡ଼ିଶା ର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ରେ ୨୦୨୫ ମସିହା ଶୀତ ମହୋତ୍ସବ ଆୟୋଜନ କରାଯାଇଛି, ଏହା ୧୧ ରୁ ୧୩ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ, ଆଜି ଏହାର ଶୁଭ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଉଦଘାଟନୀ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଯୋଗ […]
ବାଙ୍କୀରେ ଦୁଇ ଗୋଷ୍ଠୀ ମୁହାଁମୁହିଁ: ୪ ଆହତ
କଟକ ଜିଲ୍ଲା ବାଙ୍କୀରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବାର ଖବର ମିଳିଛି। ଡମପଡ଼ା ବ୍ଲକ୍ ଅନ୍ତର୍ଗତ ଭଗିପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ୪ଜଣ ଯୁବକ ଆହତ ହୋଇଛନ୍ତି। ବାଙ୍କୀ/କଟକ୧୧-୦୧-୨୦୨୫(ପିପିଏସ ) : କଟକ ଜିଲ୍ଲା ବାଙ୍କୀରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବାର ଖବର ମିଳିଛି। ଡମପଡ଼ା ବ୍ଲକ୍ ଅନ୍ତର୍ଗତ ଭଗିପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ୪ଜଣ ଯୁବକ ଆହତ ହୋଇଛନ୍ତି। ଉଭୟ ପକ୍ଷରୁ ଟେକା ପଥର ମାଡ଼ ହୋଇଛି। […]
