1 min read

ବାରବାଟୀ ଦିନିକିଆ

ଫେବ୍ରୁଆରି ୨ରେ ଅନ୍‌ଲାଇନ୍‌, ୫-୬ରେ କାଉଣ୍ଟର ଟିକେଟ୍‌ ଐତିହାସିକ ବାରବାଟୀ କ୍ରିକେଟ ଷ୍ଟାଡିୟମ୍‌ରେ ଆୟୋଜିତ ହେବାକୁ ଯାଉଥିବା ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍‌ର ଟିକେଟ୍‌ ବିକ୍ରି ନେଇ ତାରିଖ ଘୋଷଣା ହୋଇଯାଇଛି। ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦର୍ଶକଙ୍କ ଟିକେଟ୍‌ କିଣି ସାରିଛନ୍ତି। କଟକ ୨୪-୦୧-୨୦୨୫(ପିପିଏସ) : ଐତିହାସିକ ବାରବାଟୀ କ୍ରିକେଟ ଷ୍ଟାଡିୟମ୍‌ରେ ଆୟୋଜିତ ହେବାକୁ ଯାଉଥିବା ବହୁ ପ୍ରତୀକ୍ଷିତ ଭାରତ-ଇଂଲଣ୍ଡ ଦିନିକିଆ ଦିବାରାତ୍ର କ୍ରିକେଟ୍ ମ୍ୟାଚ୍‌ର ଟିକେଟ୍‌ ବିକ୍ରି ନେଇ ତାରିଖ ଘୋଷଣା ହୋଇଯାଇଛି। […]

1 min read

ଝାଡ଼ାବାନ୍ତିରେ ଶତାଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ

ଖାତିଗୁଡାସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଝାଡାବାନ୍ତି ବ୍ୟାପିଛି। ଏଥିରେ ଶତାଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। ଗୁରୁତର ୯ ଜଣ ଛାତ୍ରଛାତ୍ରୀଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଯାଇଛି। ତେନ୍ତୁଳିଖୁଣ୍ଟି/ଭୁବନେଶ୍ୱର ୨୪-୦୧-୨୦୨୫(ପିପିଏସ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଖାତିଗୁଡାସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଝାଡାବାନ୍ତି ବ୍ୟାପିଛି। ଏଥିରେ ଶତାଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। ଗୁରୁତର ୯ ଜଣ ଛାତ୍ରଛାତ୍ରୀଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଯାଇଛି। ଖବର […]

1 min read

ବାପ କଲା ମହାପାପ

ବରଗଡ଼ ଜିଲ୍ଲା ଅତାବିରା ଥାନା ଅଂଚଳରେ ଏକ ଅଭାବନୀୟ ଓ ଲଜ୍ଜାଜନକ ଘଟଣା ଘଟିଛି। ୩୬ ବର୍ଷୀୟ ବାପା ନିଜ ଜନ୍ମ କଲା ୧୨ ବର୍ଷିୟା ଝିଅକୁ ଦୁଷ୍କର୍ମ କରିବା ଭଳି ଘଟଣା ଦେଖିବାକୁ ମିଳିଛି। ଏ ନେଇ ଅତାବିରା ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଉଭୟ ବାପ, ଝିଅଙ୍କୁ ଡ଼ାକ୍ତରୀମାଇନା ପାଇଁ ମେଡ଼ିକାଲକୁ ନିଆଯାଇଛି। ଅତାବିରା/ଭୁବନେଶ୍ୱର ୨୪-୦୧-୨୦୨୫(ପିପିଏସ) : ବରଗଡ଼ ଜିଲ୍ଲା ଅତାବିରା ଥାନା ଅଂଚଳରେ ଏକ ଅଭାବନୀୟ ଓ ଲଜ୍ଜାଜନକ ଘଟଣା ଘଟିଛି। ୩୬ […]

1 min read

ଯୁବତୀ ଚାଲାଣକୁ ନେଇ ହଂସିତା-ଅନୀଲଙ୍କୁ ପଚାରିବ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌

ପୁଣି ରିମାଣ୍ଡରେ ଆସିବେ ହାଇପ୍ରୋଫାଇଲ୍ ଠକ ହଂସିତା-ଅନୀଲ | ଉଭୟଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି ପୁଲିସ | ଯୁବତୀ ଚାଲାଣ ପ୍ରସଙ୍ଗରେ ଅଧିକ ଖୋଳତାଡ଼ ପାଇଁ ଆଣିବ ପୁଲିସ ଓ କମିଶନରେଟ ପୁଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ଜେରା କରିବ ଭୁବନେଶ୍ୱର ୨୪-୦୧-୨୦୨୫(ପିପିଏସ) : ପୁଣି ରିମାଣ୍ଡରେ ଆସିବେ ହାଇପ୍ରୋଫାଇଲ୍ ଠକ ହଂସିତା-ଅନୀଲ | ଉଭୟଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି ପୁଲିସ | ଯୁବତୀ ଚାଲାଣ ପ୍ରସଙ୍ଗରେ ଅଧିକ ଖୋଳତାଡ଼ ପାଇଁ ଆଣିବ […]

1 min read

ଏସ୍‌ସିବିରେ ଲିଭର୍‌ ପ୍ରତିରୋପଣ ନେଇ ଅନିଶ୍ଚିତତା

ଏସ୍‌ସିବିରେ ଅନିଶ୍ଚିତତା ଭିତରେ ଲିଭର୍‌ ପ୍ରତିରୋପଣ। ସାଢ଼େ ୩ ମାସ ହେଲା ଓପିଡିକୁ ହାଇଦ୍ରାବାଦ୍‌ସ୍ଥିତ ଏଆଇଜି ଟିମ୍‌ ଆସୁନାହାନ୍ତି। ଯା’ଫଳରେ ଓପିଡିକୁ ରୋଗୀ ବି ଆସୁନାହାନ୍ତି। ପୂର୍ବରୁ ଯେଉଁ ୧୦/୧୫ଜଣ ରୋଗୀ ପ୍ରତି ଓପିଡିକୁ ଆସୁଥିଲେ କଟକ ୨୪-୦୧-୨୦୨୫(ପିପିଏସ) : ଏସ୍‌ସିବିରେ ଅନିଶ୍ଚିତତା ଭିତରେ ଲିଭର୍‌ ପ୍ରତିରୋପଣ। ସାଢ଼େ ୩ ମାସ ହେଲା ଓପିଡିକୁ ହାଇଦ୍ରାବାଦ୍‌ସ୍ଥିତ ଏଆଇଜି ଟିମ୍‌ ଆସୁନାହାନ୍ତି। ଯା’ଫଳରେ ଓପିଡିକୁ ରୋଗୀ ବି ଆସୁନାହାନ୍ତି। ପୂର୍ବରୁ ଯେଉଁ ୧୦/୧୫ଜଣ ରୋଗୀ ପ୍ରତି ଓପିଡିକୁ ଆସୁଥିଲେ […]

1 min read

ପୁଣ୍ୟତୋୟା ଭାରତ ବର୍ଷ ୧୩ ତମ ବାର୍ଷିକ ଦିବସ ସମାରୋହରେ ସାଂସଦ ଭର୍ତ୍ତୃହରି ମହତାବ

କଟକ,୨୩-୦୧-୨୦୨୫(ପିପିଏସ) : ସାଂସଦଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରସ୍ତ

1 min read

ପ୍ରସ୍ତାବିତ ବନ୍ଦର କୁ ବିସ୍ଥାପିତ ଙ୍କ ତୀବ୍ର ବିରୋଧ 

: ସରିଲା ୩ୟ ପର୍ଯ୍ୟାୟ ଜନଶୁଣାଣି  : ଜୀବନ ଶେଷ ରକ୍ତବିନ୍ଦୁ ଯାଏଁ ଲଢ଼ିବୁ, ବନ୍ଦର ହେବ ନାହିଁ  : ଅସ୍ତରଙ୍ଗ ରେ ବନ୍ଦର ସ୍ବପ୍ନ ଭୁଲିଯାଅ ସରକାର  ଅସ୍ତରଙ୍ଗ/ଭୁବନେଶ୍ୱର ୨୩-୦୧-୨୦୨୫(ପିପିଏସ ) : ପୁରୀ ଜିଲ୍ଲା ଅସ୍ତରଙ୍ଗ ରେ ପ୍ରସ୍ତାବିତ ବନ୍ଦରକୁ ନେଇ ବିରୋଧ ସ୍ୱର ତୀବ୍ର ହେବାରେ ଲାଗିଛି। ପ୍ରସ୍ତାବିତ ବନ୍ଦରକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି। ଏଠାରେ ବନ୍ଦର ପ୍ରତିଷ୍ଠା ହେଲେ ସ୍ଥାନୀୟ ଲୋକେ ଭିଟାମାଟି ହରାଇବେ ଏବଂ ଜୈବ ବିବିଧତା ପ୍ରତି ବିପଦ […]

1 min read

ଅଚଳ ହୋଇପଡିଛି ସୂର୍ଯ୍ୟମନ୍ଦିର ଲାଇଟ ଆଣ୍ଡ ସାଉଣ୍ଡ ସିଷ୍ଟମ। ପର୍ଯ୍ୟଟକ ନିରାଶ।

କୋଣାର୍କ/ଭୁବନେଶ୍ୱର ୨୩-୦୧-୨୦୨୫(ପିପିଏସ ) : ସରକାରଙ୍କ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପର୍ଯ୍ୟଟକଙ୍କ ନିମନ୍ତେ ସୂର୍ଯ୍ୟମନ୍ଦିରରେ ଲାଇଟ୍ ଆଣ୍ଡ ସାଉଣ୍ଡର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକର୍ମରେ କୋଣାର୍କ ସୂର୍ଯ୍ୟମନ୍ଦିର ନିର୍ମାଣ ଶୈଳକୁ ପ୍ରଦର୍ଶିତ କରି ପର୍ଯ୍ୟଟକମାନଙ୍କୁ ଅବଗତ କରା ଯାଉଥିଲା। ୮ ଗୋଟି ପ୍ରୋଜେକ୍ଟରମାଧ୍ୟମରେ ୪୫ ମିନିଟ୍ ସମୟର ଏହି କାର୍ଯ୍ୟକ୍ରମ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ବେଶ୍ ଆଦୃତ ହେବା ସହ ପର୍ଯ୍ୟଟନ ବିଭାଗର ଭଲ ଆୟ ହେଉଥିବା ଜଣାପଡିଛି। ହେଲେ ଦୁଃଖର ବିଷୟ ପୂର୍ବରୁ […]

1 min read

ମଣ୍ଡିରୁ ଧାନ ଉଠାଇବାରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ!

ମଣ୍ଡିରୁ ଧାନ ଉଠାଇବାରେ ବିଳମ୍ୱ ଓ ଅବହେଳା କାରଣରୁ ପ୍ରଦର୍ଶନ କରିଥିବା ହେତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ ଘଣ୍ଟା ମଧ୍ୟରେ କାରଣ ଦର୍ଶାଅ ନୋଟିସ୍ ଜାରି। ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକର ୪ ଜଣ, ଗଞ୍ଜାମ ବ୍ଳକର ୪ ଜଣ ଓ ପୁରୁଷୋତ୍ତମ ବ୍ଳକର ୩ ଜଣ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଛତ୍ରପୁର/ଭୁବନେଶ୍ୱର ୨୩-୦୧-୨୦୨୫(ପିପିଏସ ) : ମଣ୍ଡିରୁ ଧାନ ଉଠାଇବାରେ ବିଳମ୍ୱ ଓ ଅବହେଳା କାରଣରୁ ପ୍ରଦର୍ଶନ କରିଥିବା ହେତୁ […]