indian navy news
ନୌସେନାରେ ସାମିଲ ହେଲା ଯୁଦ୍ଧଜାହାଜ “INS ମହେନ୍ଦ୍ରଗିରି”
ବିଶାଖାପାଟଣା, ୧୧ ଜୁଲାଇ (ଉଦୟ): ଭାରତୀୟ ନୌସେନାର ଶକ୍ତିରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଅଧ୍ୟାୟ। ଶନିବାର ବିଶାଖାପାଟଣା ଡକୟାର୍ଡଠାରେ ଆୟୋଜିତ ଏକ ବିଶେଷ ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଶକ୍ତିଶାଳୀ ଯୁଦ୍ଧଜାହାଜ ‘INS ମହେନ୍ଦ୍ରଗିରି’କୁ ଲୋକାର୍ପିତ କରିଛନ୍ତି। ଏହା ସହିତ ଏହି ଯୁଦ୍ଧଜାହାଜ ଆନୁଷ୍ଠାନିକ ଭାବେ ଭାରତୀୟ ନୌବାହିନୀରେ ସାମିଲ ହୋଇଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସେନା ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ଓଡ଼ିଶାର […]