HEALTHY INFORMATION
କିଡ୍ନି ସୁସ୍ଥ ରଖିବାକୁ ଏହି ଅଭ୍ୟାସ ଉପରେ ଦିଅନ୍ତୁ ଗୁରୁତ୍ୱ
ଭୁବନେଶ୍ୱର: ଶରୀରରୁ ବର୍ଜ୍ୟପଦାର୍ଥ ବାହାର କରିବା ସହ ରକ୍ତରେ ତରଳ ଓ ଖଣିଜ ପଦାର୍ଥର ସନ୍ତୁଳନ ବଜାୟ ରଖିବାରେ କିଡ୍ନିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କିଡ୍ନିକୁ ସୁସ୍ଥ ରଖିବା ପାଇଁ ଦୈନନ୍ଦିନ ଜୀବନଶୈଳୀ ଓ ଖାଦ୍ୟପାନୀୟ ଉପରେ ଧ୍ୟାନ ଦେବା ଆବଶ୍ୟକ। ପର୍ଯ୍ୟାପ୍ତ ପାଣି ପିଇବା, ଲୁଣ ଓ ଅତ୍ୟଧିକ ପ୍ରସ୍ତୁତ ଖାଦ୍ୟ କମାଇବା, ନିୟମିତ ବ୍ୟାୟାମ ଏବଂ ରକ୍ତଚାପ ଓ ରକ୍ତଶର୍କରା ନିୟନ୍ତ୍ରଣରେ ରଖିବା ଏଥିରେ ସହାୟକ ହୋଇପାରେ। ପର୍ଯ୍ୟାପ୍ତ ପାଣି ପିଅନ୍ତୁ ଦିନସାରା ଶରୀରକୁ […]
