1 min read

ଯଶଙ୍କ ‘Toxic’ର ଧମାକାଦାର ଓପନିଂ; ପ୍ରଥମ ଦିନରେ ୮୨.୮୮ କୋଟି ଟଙ୍କା ନେଟ୍ କଲେକ୍ସନ୍

ମୁମ୍ବାଇ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ଯଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘Toxic: A Fairy Tale for Grown-Ups’ ବକ୍ସ ଅଫିସ୍‌ରେ ଜୋରଦାର ଆରମ୍ଭ କରିଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଫିଲ୍ମଟି ଭାରତରେ ପ୍ରଥମ ଦିନରେ ପ୍ରାୟ ୮୨.୮୮ କୋଟି ଟଙ୍କା ନେଟ୍ କଲେକ୍ସନ୍ କରିଛି। ଏହାର ଇଣ୍ଡିଆ ଗ୍ରସ୍ କଲେକ୍ସନ୍ ପ୍ରାୟ ୯୭.୮୦ କୋଟି ଟଙ୍କା ବୋଲି ରିପୋର୍ଟରେ କୁହାଯାଇଛି। ପ୍ରଥମ ଦିନରେ ଦେଶର ବିଭିନ୍ନ ସ୍ଥାନରେ ଫିଲ୍ମର ପ୍ରାୟ ୧୯,୨୨୧ଟି ଶୋ’ ହୋଇଥିଲା। ସାମଗ୍ରିକ […]

1 min read

ବକ୍ସ ଅଫିସରେ ଥାଲାପତି ବିଜୟଙ୍କ ଜଲୱା: ଦ୍ୱିତୀୟ ଦିନରେ କମିଲା କଲେକ୍ସନ୍, ତଥାପି ପାର୍ କଲା ୫୦ କୋଟି

ମୁମ୍ବାଇ, ୨୫୲୭: ସାଉଥ୍ ସୁପରଷ୍ଟାର ଥାଲାପତି ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜନ ନାୟକନ୍’ (Jana Nayagan) ବକ୍ସ ଅଫିସରେ ଧମାକାଦାର ପ୍ରଦର୍ଶନ ଜାରି ରଖିଛି। ପ୍ରଥମ ଦିନରେ ଏକ ବଡ଼ ଓପନିଂ କରିଥିବା ଏହି ଫିଲ୍ମର ଆୟ ଦ୍ୱିତୀୟ ଦିନରେ (ଶୁକ୍ରବାର) ଟିକେ ହ୍ରାସ ପାଇଥିଲେ ମଧ୍ୟ, ଏହାର କ୍ରେଜ୍ କମିନାହିଁ। ମାତ୍ର ଦୁଇ ଦିନ ମଧ୍ୟରେ ଫିଲ୍ମଟି ଭାରତରେ ୫୦ କୋଟି ଟଙ୍କାରୁ ଅଧିକ ନେଟ୍ ଆୟ କରି ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ […]

1 min read

‘ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଫିଲ୍ମ ମାମଲା: ଓଡ଼ିଶା ହାଇକୋର୍ଟଙ୍କ ରୋକ ପରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ନିର୍ମାତା

ନୂଆଦିଲ୍ଲୀ/ପୁରୀ, ଜୁଲାଇ ୧୬ (ଉଦୟ): ଭଗବାନ ଶ୍ରୀଜଗନ୍ନାଥଙ୍କ ଜୀବନ ଉପରେ ଆଧାରିତ ଆନିମେଟେଡ୍ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ‘ ର ମୁକ୍ତିକୁ ନେଇ ଆଇନଗତ ବିବାଦ ଜୋର ଧରିଛି। ଜୁଲାଇ ୧୭ରେ ସାରା ଦେଶରେ ମୁକ୍ତିଲାଭ କରିବାକୁ ଥିବା ଏହି ଚଳଚ୍ଚିତ୍ରର ପ୍ରଦର୍ଶନ ଉପରେ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ରୋକ ଲଗାଇବା ପରେ ନିର୍ମାତା ପକ୍ଷ ସୁପ୍ରିମକୋର୍ଟର ଶରଣାପନ୍ନ ହୋଇଛନ୍ତି। ନିର୍ମାତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦେବଦତ୍ତ କାମତ ଭାରତର ମୁଖ୍ୟ ବିଚାରପତିଙ୍କ ନିକଟରେ ମାମଲାର ଜରୁରୀ ଶୁଣାଣି […]

1 min read

‘TUMBBAD-2’ରେ ନଜର ଆସିବେ ଅଭିନେତ୍ରୀ ଆଲିଆ ଭଟ୍ଟ: ସସପେନ୍ସ ବଢ଼ାଇଲା ନୂଆ ଚର୍ଚ୍ଚା

ମୁମ୍ବାଇ, ୧୪ ଜୁଲାଇ(ଉଦୟ): ବଲିଉଡର ଚର୍ଚ୍ଚିତ ତଥା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ନେଇ ସିନେ ଜଗତରେ ଏକ ବଡ଼ ଗୁଜବ ସୃଷ୍ଟି ହୋଇଛି। ପ୍ରେକ୍ଷାଳୟରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ପୌରାଣିକ ମିଥ୍ୟା ଓ ହରର ଶୈଳୀର ଅନନ୍ୟ ଚଳଚ୍ଚିତ୍ର ‘ତୁମ୍ବାଡ୍’ (Tumbbad) ର ବହୁ ପ୍ରତିକ୍ଷିତ ସିକ୍ୟୁଏଲ୍ ‘ତୁମ୍ବାଡ୍-୨’ରେ ଆଲିଆ ଏକ ପ୍ରମୁଖ ଭୂମିକାରେ ଅଭିନୟ କରିବାକୁ ଯାଉଥିବା ନେଇ ସିନେ ସମୀକ୍ଷକ ଓ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା […]