1 min read

ଟପ୍‌-୬ରେ ଓଡ଼ିଶାର ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର, ୧୦ା୭ (ଉଦୟ): ଜାତୀୟ ସଙ୍ଗୀତ ମଞ୍ଚରେ ପୁଣି ଚମକିଲେ ଓଡ଼ିଶାର କନ୍ୟା। ଜାତୀୟ ସ୍ତରର ଅତ୍ୟନ୍ତ ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ର ସେମିଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚି ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ନିଜର ଦମ୍‌ଦାର ପରଫର୍ମାନ୍ସ ବଳରେ ସେ ଶୋ’ର ଶ୍ରେଷ୍ଠ ୬ ଜଣ ପ୍ରତିଯୋଗୀଙ୍କ (Top-6) ମଧ୍ୟରେ ସ୍ଥାନ ସୁରକ୍ଷିତ କରିଛନ୍ତି। ଦର୍ଶକ ଓ ବିଚାରକଙ୍କ ମନ ଜିଣିଲେ ଜ୍ୟୋତିର୍ମୟୀ ଓଲିଉଡ୍ ସଙ୍ଗୀତ ଜଗତରେ […]