ଓଡିଶା
ଖେଳ ପଡିଆକୁ ନେଇ ରାଜନୀତି, ଧାରଣାରେ ବସିଲେ କର୍ପୋରେଟର
କଟକ,୧୬-୧୨-୨୦୨୪ (ପିପିଏସ) : ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କର୍ପୋରେଟର ଧାରଣା ଦେଇଛନ୍ତି । କଟକ ଯୋବ୍ରା ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ଅର୍ଥ ହେରଫେର, ଅଭିଭାବକଙ୍କୁ ଦୁର୍ବ୍ୟବହାର ଅଭିଯୋଗ ପ୍ରତିବାଦରେ ପ୍ରଧାନ ଶିକ୍ଷୟିତ୍ରୀ ଅଫିସ ସମ୍ମୁଖରେ ଧାରଣରେ ବସିରହିଲେ ୪୧ ନମ୍ବର ୱାର୍ଡ କର୍ପୋରେଟର ସ୍ଵର୍ଣପ୍ରଭା ପସାୟତଙ୍କ ସହ ପୁରାତନ ଛାତ୍ର। ପୂର୍ବତନ ଛାତ୍ର ଓ ସ୍ଥାନୀୟ ପିଲାଙ୍କୁ ବିଦ୍ୟାଳୟ ଖେଳ ପଡ଼ିଆ ମନା କରିବା, ବନ୍ଧୁ ମିଳନ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ […]
ବାଲିମେଳା ଗସ୍ତରେ ଉପ ମୁଖ୍ୟମନ୍ତ୍ରୀ
ନୂତନ ଛାତ୍ରାବାସର କଲେ ଉଦଘାଟନ, ଜଳ ବିଦ୍ୟୁତ କେନ୍ଦ୍ରର ସମୀକ୍ଷା ବୈଠକରେ ଦେଲେ ଯୋଗ ମାଲକାନଗିରି/ଭୁବନେଶ୍ୱର ୧୬-୧୨-୨୦୨୪ (ପିପିଏସ) : ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ଗସ୍ତରେ ଆଜି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଆସିଥିଲେ। ସହରର ଗୋପବନ୍ଧୁ ଛକ ନିକଟରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଙ୍କ ସମେତ ବିଜେପି ଦଳୀୟ କର୍ମକର୍ତ୍ତା ପହଞ୍ଚି ଫୁଲତୋଳା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ଦଳୀୟ କର୍ମକର୍ତ୍ତା ବିଶାଳ ପଦଯାତ୍ରା ମାଧ୍ୟମରେ ଆଦିବାସୀ ବାଦ୍ୟ ର […]
ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା ଧାନ ମଣ୍ଡି ।
ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ମାଲକାନଗିରି/ଭୁବନେଶ୍ୱର ୧୬-୧୨-୨୦୨୪ (ପିପିଏସ) : ମାଲକାନଗିରି ଜିଲ୍ଲାରେ ଖୋଲିଲା ଧାନ ମଣ୍ଡି । ଧାନ ମଣ୍ଡିକୁ ଉଦଘାଟନ କରିଛନ୍ତି ଉପ ମୁଖ୍ଯମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରୁ 9 ଲକ୍ଷ 24 ହଜାର କୁଇଣ୍ଟାଲ ଧାନ କିଣିବା ଲାଗି ରାଜ୍ୟ ସରକାର ସ୍ଥିର କରିଛନ୍ତି । ହେଲେ ପୂର୍ବପରି ଚାଷୀଙ୍କୁ ଆଉ ଓଦା ଧାନ କହି କଟନି ଛଟନି କରି ପାରିବେ ନାହିଁ ମିଲର […]
ଧନୁ ସଂକ୍ରାନ୍ତି: ଶ୍ରୀମନ୍ଦିରରେ ଆରମ୍ଭ ହେଲା ମହାପ୍ରଭୁଙ୍କ ପହିଲି ଭୋଗ ନୀତି
ପବିତ୍ର ଧନୁ ସଂକ୍ରାନ୍ତି ଉପଲକ୍ଷେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପହିଲି ଭୋଗ ନୀତି। ସ୍ବତନ୍ତ୍ର ଚୁଲିରେ ଏହି ଭୋଗ ପ୍ରସ୍ତୁତ ହୋଇଥାଏ। ପହିଲି ଭୋଗ ସହ ଗୋପାଳବଲ୍ଲଭ ପୂଜା ଅନୁଷ୍ଠିତ ହୁଏ। ଠାକୁରଙ୍କ ସଅଳ ଦର୍ଶନ ସହ ମହାପ୍ରସାଦ ପାଇବେ ଶ୍ରଦ୍ଧାଳୁ ପୁରୀ/ଭୁବନେଶ୍ୱର ୧୬-୧୨-୨୦୨୪ (ପିପିଏସ) : ପବିତ୍ର ଧନୁ ସଂକ୍ରାନ୍ତି ଉପଲକ୍ଷେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପହିଲି ଭୋଗ ନୀତି। ସ୍ବତନ୍ତ୍ର ଚୁଲିରେ ଏହି ଭୋଗ ପ୍ରସ୍ତୁତ ହୋଇଥାଏ। ପହିଲି ଭୋଗ ସହ […]
ଓଡ଼ିଶାର ପ୍ରତି ପଞ୍ଚାୟତରେ ହେବ ୱେଲନେସ୍ ସେଂଟର: ସ୍ବାସ୍ଥ୍ୟମନ୍ତ୍ରୀ
ଆଗାମୀ ଦୁଇ ବର୍ଷରେ ପ୍ରତି ପଞ୍ଚାୟତରେ ଥିବ ହେଲ୍ଥ ଆଣ୍ଡ ୱେଲନେସ ସେଣ୍ଟର ଖୋଲାଯିବ। ନ୍ୟାସନାଲ ଡାଏଲିସିସ ମିସନ ଅଧୀନରେ ରାଜ୍ୟରେ ପିପିପି ମୋଡରେ ଡାଏଲିସିସ ସେଣ୍ଟର ଖୋଲାଯିବ। ଭୁବନେଶ୍ୱର ୧୫-୧୨-୨୦୨୪(ପିପିଏସ ) : ଆଗାମୀ ଦୁଇ ବର୍ଷରେ ପ୍ରତି ପଞ୍ଚାୟତରେ ଥିବ ହେଲ୍ଥ ଆଣ୍ଡ ୱେଲନେସ ସେଣ୍ଟର ଖୋଲାଯିବ। ନ୍ୟାସନାଲ ଡାଏଲିସିସ ମିସନ ଅଧୀନରେ ରାଜ୍ୟରେ ପିପିପି ମୋଡରେ ଡାଏଲିସିସ ସେଣ୍ଟର ଖୋଲାଯିବ। ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ରବିବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ […]
ଥାନା ଖୋଜୁଛି ସ୍ଥାୟୀ ଠିକଣା
କଲ୍ୟାଣ ମଣ୍ଡପରେ ଚାଲିଛି ଲିଙ୍ଗରାଜ ଥାନା ଭୁବନେଶ୍ୱର ୧୫-୧୨-୨୦୨୪(ପିପିଏସ ) : ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ସମ୍ମୁଖରେ ଥିବା ଲିଙ୍ଗରାଜ ଥାନାକୁ ଏକାମ୍ର ପ୍ରକଳ୍ପ ପାଇଁ ଭାଙ୍ଗିଦେଲେ। ହେଲେ ନୂଆ ଥାନା ନିର୍ମାଣ ହେଲା ନାହିଁ। ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ହାଟସାହିରେ ନିର୍ମାଣ ହୋଇଥିବା ଦକ୍ଷିଣଚଣ୍ଡୀ କଲ୍ୟାଣ ମଣ୍ଡପରେ ଗତ ୪ ବର୍ଷ ହେବ ଅତି ଦୟନୀୟ ସ୍ଥିତିରେ ଚାଲିଛି ଥାନା। ନୂଆ ଥାନା କୋଠା ନିର୍ମାଣ ହେବା ଦୂର କଥା, ଚିହ୍ନଟ ହୋଇଥିବା ଜମି […]
୧ ନମ୍ବର ହାଟରେ ଅଗ୍ନିକାଣ୍ଡ ଜଳିଗଲା ୩ ପରିବା ଗୋଦାମ
ରାତି ପ୍ରାୟ ସାଢ଼େ ୧୧ଟାରେ ୧ ନମ୍ବର ହାଟରେ ଅଗ୍ନିକାଣ୍ଡ ଘଟିବାରୁ ୩ଟି ପରିବା ଗୋଦାମ ପୋଡ଼ି ଛାରଖାର ହୋଇଯାଇଛି। ସୌଭାଗ୍ୟକୁ ଏଥିରେ ଜୀବନହାନି ଭଳି ଅଘଟଣ ଘଟିନାହିଁ। ଭୁବନେଶ୍ୱର ୧୫-୧୨-୨୦୨୪(ପିପିଏସ ) : ରାତି ପ୍ରାୟ ସାଢ଼େ ୧୧ଟାରେ ୧ ନମ୍ବର ହାଟରେ ଅଗ୍ନିକାଣ୍ଡ ଘଟିବାରୁ ୩ଟି ପରିବା ଗୋଦାମ ପୋଡ଼ି ଛାରଖାର ହୋଇଯାଇଛି। ସୌଭାଗ୍ୟକୁ ଏଥିରେ ଜୀବନହାନି ଭଳି ଅଘଟଣ ଘଟିନାହିଁ। ନିଆଁ ପୂରା ହାଟକୁ ବ୍ୟାପିବା ପୂର୍ବରୁ ଦମକଳ ବାହିନୀ ପହଞ୍ଚିଯିବାରୁ ସ୍ଥିତି […]
କୋଣାର୍କରେ ଲୁଟେରା ସକ୍ରିୟ
୪ ମହିଳାଙ୍କ ସମେତ ୬ ଆନ୍ତଃରାଜ୍ୟ ଚୋର ଗିରଫ କୋଣାର୍କ/ଭୁବନେଶ୍ୱର ୧୫-୧୨-୨୦୨୪(ପିପିଏସ ) : ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କୁ ଆନ୍ତଃରାଜ୍ୟ ଚୋରମାନେ ଟାଗେର୍ଟ କରିଛନ୍ତି। ଦେଶ-ବିଦେଶରୁ ପ୍ରତ୍ୟେକ ଦିନ ଆସୁଥିବା ପର୍ଯ୍ୟଟକମାନେ ଦାମୀ ମୋବାଇଲ ରଖିଥିବେ ଭାବି ଚୋରମାନେ ଟାର୍ଗେଟ କରୁଛନ୍ତି। ସବୁଦିନ ଭଳି ଆଜି ଚୋରମାନେ ବର୍ତ୍ତିପାରି ନାହାନ୍ତି। ପୁଲିସ ହାତରେ ୪ ମହିଳାଙ୍କ ସମେତ ୬ ଜଣ ଆନ୍ତଃରାଜ୍ୟ ଲୁଟେରା ଧରାପଡ଼ିଛନ୍ତି। ପୁଲିସର ସୂଚନା ଅନୁସାରେ ଐତିହ୍ୟ ସୂର୍ଯ୍ୟମନ୍ଦିରକୁ ପ୍ରତେକ […]
ରାତ୍ରି ତାପମାତ୍ରା: ରାଜ୍ୟରେ ୧୦ଡ଼ିଗ୍ରି ତଳେ ୮ ସହର, ଆହୁରି କଲବଲ କରିବ ଶୀତ
ଭୁବନେଶ୍ୱର ୧୫-୧୨-୨୦୨୪(ପିପିଏସ ) : ପ୍ରବଳ ଶୀତରେ ସାରା ଓଡ଼ିଶା ଥରୁଛି। ବଣ, ପାହାଡ଼ ଘେରା ଅଞ୍ଚଳର ଲୋକେ ଅଧିକ ହନ୍ତସନ୍ତ ହେଉଛନ୍ତି। ସୂର୍ଯ୍ୟ ଉଦୟ ହେଲେ ସାମାନ୍ୟ ଆଶ୍ବସ୍ତି ଲାଭ କରୁଥିବା ବେଳେ ସୂର୍ଯ୍ୟାସ୍ତ ପରଠାରୁ ପୁଣି ସମାନ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି। ଜୀବଜନ୍ତୁ ଓ ବୟସ୍କମାନଙ୍କୁ ଶୀତ ଅଧିକ କଲବଲ କରୁଛି। ଆଗାମୀ ଦିନରେ ଶୀତ ଆହୁରି ବଢ଼ିବାର ଆଶଙ୍କା ରହୁଛି। ଆଭ୍ୟନ୍ତରୀଣରୁ ଉପକୂଳରୁ ଓଡିଶା ପର୍ଯ୍ୟନ୍ତ ପାଣିପାଗ ବିଭାଗ ପକ୍ଷରୁ କୋଲଡ ୱେବ […]
ଆଇଏଏସ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡିଶା କ୍ୟାଡର
ଭୁବନେଶ୍ୱର ୧୫-୧୨-୨୦୨୪(ପିପିଏସ ) : ଆଇଏଏସ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡିଶା କ୍ୟାଡର। ଆଇଏଏସ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡିଶା କ୍ୟାଡର ୟୁପି ଏସ ସି ଦ୍ୱାରା ପରିଚାଳିତ ଭାରତୀୟ ପ୍ରସନିକ ସେବା ତଥା ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ ଦ୍ୱିତୀୟ ରାଙ୍କ ପାଇଥିଲେ ଅନିମେଶ ପ୍ରଧାନ।ସର୍ବ ଭାରତୀୟ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରିବା ପରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରିବାକୁ ରୁଚି ରଖିଥିବା ସେ କହିଥିଲେ । ୨୦୨୩ ସିଭିଲ ସର୍ଭିସ […]
