1 min read

ଆଇଟି ହବ୍ ହେବ ଓଡ଼ିଶା: ଅଶ୍ବିନୀ

ଆସନ୍ତା ୨ରୁ ୩ ବର୍ଷ ଭିତରେ ଓଡ଼ିଶାକୁ ସୂଚନା ପ୍ରଯୁକ୍ତି (ଆଇଟି)ର ଏକ ପ୍ରମୁଖ ପେଣ୍ଠସ୍ଥଳୀରେ ପରିଣତ କରାଯିବ। ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଏଆଇ, ମେସିନ୍ ଲର୍ଣ୍ଣିଂ, ଆଇଓଟି, ଇଣ୍ଡଷ୍ଟ୍ରି ୨.୦ରେ ରାଜ୍ୟର ଯୁବବର୍ଗଙ୍କୁ କୁଶଳୀ କରିବା ପାଇଁ ଲକ୍ଷ୍ୟ ରହିଛି। ଭୁବନେଶ୍ୱର ୧୦-୦୧-୨୦୨୫ (ପିପିଏସ) : ଆସନ୍ତା ୨ରୁ ୩ ବର୍ଷ ଭିତରେ ଓଡ଼ିଶାକୁ ସୂଚନା ପ୍ରଯୁକ୍ତି (ଆଇଟି)ର ଏକ ପ୍ରମୁଖ ପେଣ୍ଠସ୍ଥଳୀରେ ପରିଣତ କରାଯିବ। ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଏଆଇ, ମେସିନ୍ ଲର୍ଣ୍ଣିଂ, ଆଇଓଟି, ଇଣ୍ଡଷ୍ଟ୍ରି ୨.୦ରେ […]

1 min read

ଆଉ କିଛି ଦିନ ପରେ ଆଳୁ ଦର କମିଯିବ: ମନ୍ତ୍ରୀ  କୃଷ୍ଣଚନ୍ଦ୍ର ପାତ୍ର

ଅପେକ୍ଷା କରନ୍ତୁ, ଆଉ କିଛି ଦିନର ବ୍ୟବଧାନ ପରେ ଆଳୁ ଦର କମିଯିବ। ଆଳୁରେ ସ୍ୱୟଂସମ୍ପୂର୍ଣ୍ଣ ହେବ ଓଡ଼ିଶା। ଆଳୁ ପାଇଁ କାହା ପାଖରେ ହାତ ପତାଇବାକୁ ଚାହୁଁନାହୁଁ। ଏହା କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ  କୃଷ୍ଣଚନ୍ଦ୍ର ପାତ୍ର। ଭୁବନେଶ୍ୱର ୧୦-୦୧-୨୦୨୫ (ପିପିଏସ) : ଅପେକ୍ଷା କରନ୍ତୁ, ଆଉ କିଛି ଦିନର ବ୍ୟବଧାନ ପରେ ଆଳୁ ଦର କମିଯିବ। ଏହା କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ  କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ପଶ୍ଚିମବଙ୍ଗରୁ ପର୍ଯ୍ୟାପ୍ତ ଆଳୁ […]

1 min read

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗ ଦେଇ ମାର୍ଗଦର୍ଶନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଜର ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ଭୁବନେଶ୍ୱର ୧୦-୦୧-୨୦୨୫ (ପିପିଏସ) : ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗ ଦେଇ ମାର୍ଗଦର୍ଶନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଜର ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ପ୍ରବାସୀ ଭାରତୀୟ ଦିବସରେ ଆପଣଙ୍କ […]

1 min read

ବିକଶିତ ଭାରତ ନିର୍ମାଣରେ ପ୍ରବାସୀ ଭାରତୀୟଙ୍କ ସହଯୋଗ ଜରୁରୀ: ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତ ଶେଷ କରିଛନ୍ତି। ଏହି ଗସ୍ତ ଶେଷ ହେଲା ପରେ ସେ ନୂଆଦିଲ୍ଲୀ ଫେରି ଯାଇଛନ୍ତି। ଏହା ପୂର୍ବରୁ ମହାମହିମ ତିନିଦିନିଆ ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ‌ଦିବସରେ ଯୋଗଦେଇ ୨୭ ଜଣ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରିଥିଲେ। ଭୁବନେଶ୍ୱର ୧୦-୦୧-୨୦୨୫ (ପିପିଏସ) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦୁଇଦିନିଆ ଓଡ଼ିଶା ଗସ୍ତ ଶେଷ କରିଛନ୍ତି। ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ଗସ୍ତ ଶେଷ କରିବା […]

1 min read

ସାଧାରଣ ଲୋକ ବୁଲିପାରିବେ ପ୍ରବାସୀ ଭାରତୀୟ ଦିବସର ଗ୍ୟାଲେରି: ଉପମୁଖ୍ୟମନ୍ତ୍ରୀ

ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ବହୁ ଉଚ୍ଚକୋଟୀର ଗ୍ୟାରେରି ନିର୍ମାଣ କରାଯାଇଛି। ଏଠାରେ ଓଡ଼ିଶାର ସଂସ୍କୃତି ଉପରେ ଆଧାରିକ ଗ୍ୟାଲେରି ଖୋଲା ଯାଇଥିବାରୁ ସାଧାରଣ ଦର୍ଶକ ବୁଲିଆସିପାରିବେ। ଭୁବନେଶ୍ୱର ୧୦-୦୧-୨୦୨୫ (ପିପିଏସ) : ତିନି ଦିବସୀୟ ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମେଳନ ଆଜି ଶେଷ ହେବାକୁ ଯାଉଛି। ଗତ ୮ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଭବ୍ୟ ସମାରୋହରେ ଦେଢ଼ଶହରୁ ଊର୍ଦ୍ଧ୍ବ ରାଷ୍ଟ୍ରରୁ ପ୍ରାୟ ୭୦୦୦ ପ୍ରବାସୀ ଭାରତୀୟମାନେ ଯୋଗ ଦେଇଥିଲେ। […]

1 min read

ଏୟାରଲାଇନ୍‌ ଦେବେ ପାଣିପାଗ ତଥ୍ୟ: ବର୍ଷକ ଭିତରେ ବାଧ୍ୟତାମୂଳକ ହେବ

ବିମାନ ଉଡ଼ାଣ ଓ ଅବତରଣ ବେଳେ ଗୁରୁତ୍ବପୂର୍ଣ୍ଣ ପାଣିପାଗ ତଥ୍ୟ ସଂଗ୍ରହ କରାଯାଇଥାଏ। ସେହି ତଥ୍ୟକୁ ଏୟାରଲାଇନ୍‌ଗୁଡ଼ିକ ଖୁବ୍‌ଶୀଘ୍ର ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମ୍‌ଡି)କୁ ଦେବେ। ନୂଆଦିଲ୍ଲୀ/ଭୁବନେଶ୍ୱର ୦୯-୦୧-୨୦୨୫ (ପିପିଏସ ) : ବିମାନ ଉଡ଼ାଣ ଓ ଅବତରଣ ବେଳେ ଗୁରୁତ୍ବପୂର୍ଣ୍ଣ ପାଣିପାଗ ତଥ୍ୟ ସଂଗ୍ରହ କରାଯାଇଥାଏ। ସେହି ତଥ୍ୟକୁ ଏୟାରଲାଇନ୍‌ଗୁଡ଼ିକ ଖୁବ୍‌ଶୀଘ୍ର ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମ୍‌ଡି)କୁ ଦେବେ। ‌ପାଣିପାଗ ତଥ୍ୟ ଦେବା ଏୟାରଲାଇନ୍‌ଗୁଡ଼ିକ ଲାଗି ବାଧ୍ୟତାମୂଳକ କରିବା ଉପରେ ସରକାର ବିଚାର କରୁଛନ୍ତି। ତାହା […]

1 min read

ଭାରତର ଯୁବକମାନେ ହେଉଛନ୍ତି ଦେଶର ସବୁଠାରୁ ବଡ଼ ସମ୍ପଦ: କେନ୍ଦ୍ରମନ୍ତ୍ରୀ

ଭାରତର ଭବିଷ୍ୟତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଦୂରଦୃଷ୍ଟିପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା ଆଜାଦି କା ଅମୃତ ମହୋତ୍ସବ ଅଧୀନରେ ଭାରତର ସ୍ୱାଧୀନତା ପ୍ରାପ୍ତିକୁ ୭୫ ବର୍ଷ ପୂର୍ତ୍ତି ଆକାରରେ ରେଖାଙ୍କିତ ହୋଇଛି। ଭୁବନେଶ୍ୱର ୦୯-୦୧-୨୦୨୫ (ପିପିଏସ ) : କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଆଜି ଭୁବନେଶ୍ୱର ଠାରେ ଯୁବ ପ୍ରବାସୀ ଭାରତୀୟ ଦିବସ ସମାରୋହକୁ ସମ୍ବୋଧିତ କରି ପ୍ରବାସୀମାନଙ୍କୁ ଏକ ପ୍ରଭାବଶାଳୀ ବାର୍ତ୍ତା ଦେଇଛନ୍ତି। […]

1 min read

ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ତଦନ୍ତ ନେଇ ପରିବାର ଲୋକଙ୍କ ଡିଆଇଜିଙ୍କ ଦ୍ବାରସ୍ଥ

ଗତ ୩ତାରିଖ ଦିନ ସେମିଳିଗୁଡା ଥାନା ଅର୍ନ୍ତଗତ ବେହେରାଗୁଡ଼ା ଗାଁରେ ଗର୍ଭବତୀ ମହିଳା ରଚନା ସାହୁଙ୍କର ଅସ୍ବାଭାବିକ ପରିସ୍ଥିତିରେ ମୃତ୍ୟୁ ନେଇ ପରିବାର ଲୋକେ ଏସ୍‌ପି ଓ ଡିଆଜିଙ୍କ ଦ୍ବାରସ୍ଥ ହୋଇଛନ୍ତି। ପରିବାର ଲୋକେ ମହିଳାଙ୍କ ମୃତ୍ୟୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। କୋରାପୁଟ/ଭୁବନେଶ୍ୱର ୦୯-୦୧-୨୦୨୫ (ପିପିଏସ ) : ଗତ ୩ତାରିଖ ଦିନ ସେମିଳିଗୁଡା ଥାନା ଅର୍ନ୍ତଗତ ବେହେରାଗୁଡ଼ା ଗାଁରେ ଗର୍ଭବତୀ ମହିଳା ରଚନା ସାହୁଙ୍କର ଅସ୍ବାଭାବିକ ପରିସ୍ଥିତିରେ ମୃତ୍ୟୁ ନେଇ ପରିବାର ଲୋକେ […]

1 min read

ଜଳିଗଲା ଯାତ୍ରୀବାହୀ ବସ୍‌: ଡ୍ରାଇଭରଙ୍କ ବୁଦ୍ଧି ଯୋଗୁଁ ବର୍ତ୍ତିଗଲେ ଯାତ୍ରୀ

ଚଳନ୍ତା ବସ୍‌ରେ ନିଆଁ ଲାଗିଛି। ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିବାରୁ ଏହା ଭସ୍ମୀଭୂତ ହୋଇଯାଇଛି। କିନ୍ତୁ ବସ୍‌ର ଚାଳକଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ଯାତ୍ରୀମାନେ ବର୍ତ୍ତି ଯାଇଛନ୍ତି। ଧର୍ମଗଡ଼/ଭୁବନେଶ୍ୱର ୦୯-୦୧-୨୦୨୫ (ପିପିଏସ ) : ଚଳନ୍ତା ବସ୍‌ରେ ନିଆଁ ଲାଗିଛି। ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିବାରୁ ଏହା ଭସ୍ମୀଭୂତ ହୋଇଯାଇଛି। କିନ୍ତୁ ବସ୍‌ର ଚାଳକଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ଯାତ୍ରୀମାନେ ବର୍ତ୍ତି ଯାଇଛନ୍ତି। କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଛକ ୨୬ ନମ୍ବର ଜାତୀୟ […]

1 min read

ପ୍ରବାସୀ ଭାରତୀୟ ଦିବସ ହେଉଛି ପାରିବାରିକ ପୁନର୍ମିଳନ: ଜୟଶଙ୍କର

ଓଡ଼ିଶାର ଭୁନେଶ୍ବରର ଜନତା ମଇଦାନଠାରେ ଅନୁଷ୍ଠିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଯୋଗଦେଇ କହିଛନ୍ତି,ପ୍ରତି ୨ବର୍ଷରେ ଥରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଆୟୋଜିତ ହେଉଛି । ଏହା କେବଳ ଏକ ସମ୍ମିଳନୀ ନୁହେଁ ଭୁବନେଶ୍ୱର ୦୯-୦୧-୨୦୨୫ (ପିପିଏସ ) : ଓଡ଼ିଶାର ଭୁନେଶ୍ବରର ଜନତା ମଇଦାନଠାରେ ଅନୁଷ୍ଠିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଯୋଗଦେଇ କହିଛନ୍ତି, ପ୍ରତି ୨ବର୍ଷରେ ଥରେ ପ୍ରବାସୀ ଭାରତୀୟ […]