1 min read

ଯାନବାହନର ଫିଟନେସ୍‌ ପରୀକ୍ଷା କରିବ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ ବ୍ୟବସ୍ଥା

ଗାଡ଼ିଥିବା ଫିଟନେସ୍ ଠିକ ରହିବା ଆବଶ୍ୟକ। ଗାଡିର ଫିଟନେସ ଠିକ୍ ଥିଲେ ଦୁର୍ଘଟଣା ହ୍ରାସ ପାଇବ। ଲୋକଙ୍କର ଧନଜୀବନ ସୁରକ୍ଷିତ ରହିବ। କିନ୍ତୁ ଅବହେଳା କାରଣରୁ ଅନେକ ଲୋକ ସେମାନଙ୍କର ଗାଡ଼ିକୁ ଫିଟ୍‌ନେସ ରଖୁ ନାହାନ୍ତି। କଟକ, ୩୦-୦୧-୨୦୨୫(ପିପିଏସ ) : ରାଜ୍ୟ ସରକାର ଯାନବାହନ ଫିଟ୍‌ନେସ୍‌ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା ଲକ୍ଷ୍ୟ ରଖିଛନ୍ତି। ଏଥି ପାଇଁ ପରିବହନ ବିଭାଗ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁସାରେ ରାଜ୍ୟରେ ଯାନବାହନଗୁଡ଼ିକର ଫିଟନେସ ପରୀକ୍ଷା କରାଯିବ। […]

1 min read

ରାସନକାର୍ଡ ଇ-କେୱାଇସି: ପିଓଏସ୍ ମେସିନ୍‌ରେ ସଫଳ, ୱେବ୍‌ସାଇଟ୍‌ରେ ବିଫଳ!

ଜଣେ ହିତାଧିକାରୀ ଯେକୌଣସି ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରକୁ ଯାଇ ଇ-କେୱାଇସି କରିପାରିବେ। କିନ୍ତୁ ସରକାର କହୁଥିବା କଥା ଓ ତୃଣମୂଳସ୍ତରରେ ହେଉଥିବା କାମ ମଧ୍ୟରେ ଆକାଶ-ପାତାଳ ପାର୍ଥକ୍ୟ। ଭୁବନେଶ୍ୱର ୨୯-୦୧-୨୦୨୫(ପିପିଏସ ) : ବହୁ ଅଯୋଗ୍ୟ ରାସନ୍‌କାର୍ଡ ହାତେଇଥିବା, ଜାଲ୍ ରାସନ୍‌କାର୍ଡ ହିତାଧିକାରୀ ଓ ମୃତକଙ୍କ ନାଁରେ ଏବେବି ରାସନ୍ ଉଠାଯାଉଥିବା ସନ୍ଦେହରେ ନୂଆ ସରକାର ଗତବର୍ଷ ଅଗଷ୍ଟ ୨୨ ତାରିଖ ଠାରୁ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ପ୍ରକ୍ରିୟା ଆଉ ଦିନକ […]

1 min read

ଇମର୍ତ୍ତୀ ଦେବୀ ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ସାଂସଦଙ୍କ ବିଭିନ୍ନ କାର୍ଯ୍ୟକର୍ମରେ ଅଂଶଗ୍ରହଣ କଟକ ୨୯-୦୧-୨୦୨୫(ପିପିଏସ ) : କଟକ ନୟାସଡ଼କସ୍ଥିତ ଇମର୍ତ୍ତୀଦେବୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼କ୍ଟର ସାଗରିକା ମହାନ୍ତିଙ୍କ ପୌରୋହିତ୍ୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । କଲେଜର ଅଧ୍ୟକ୍ଷା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ୟୁନିୟନର ସହ-ଉପଦେଷ୍ଟା ଡ଼କ୍ଟର ପ୍ରମୋଦିନୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । କଟକ ନେତାଜୀ ସୁବାଷ ମେମୋରିଆଲ […]

1 min read

ରେଭେନ୍ସା ବିଶ୍ୱବିଦ୍ୟାଳୟ ଆନ୍ତର୍ଜାତୀୟ ସମ୍ମିଳନୀ- ୨୦୨୫

ରେଭେନ୍ସା ବିଶ୍ୱବିଦ୍ୟାଳୟ, ଇଂରାଜୀ ବିଭାଗ ଦ୍ୱାରା “ପ୍ରକୃତିରବିବର୍ତ୍ତନ ପ୍ରକ୍ରିୟାରେ ମଣିଷ ଓ ଜୀବଜଗତ: ପରିବେଶ ସନ୍ତୁଳନପରିପ୍ରେକ୍ଷୀରେ ବିଶ୍ୱସାହିତ୍ୟ” ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀଉଦ୍‌ଘାଟିତ ସାଂସଦଙ୍କ ବିଭିନ୍ନ କାର୍ଯ୍ୟକର୍ମରେ ଅଂଶଗ୍ରହଣ କଟକ ୨୯-୦୧-୨୦୨୫(ପିପିଏସ ) : ରେଭେନ୍ସା ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗ ତରଫରୁ ୨୯ରୁ ୩୧ ଜାନୁଆରୀ ପର୍ଯ୍ୟନ୍ତ “ପ୍ରକୃତିର ବିବର୍ତ୍ତନ ପ୍ରକ୍ରିୟାରେ ମଣିଷ ଓଜୀବଜଗତ:ପରିବେଶ ସନ୍ତୁଳନ ପରିପ୍ରେକ୍ଷୀରେ ବିଶ୍ୱସାହିତ୍ୟ” ଶୀର୍ଷକ ତିନି ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି । ସମ୍ମିଳନୀର ସଂଯୋଜ ପ୍ରଫେସର ସମ୍ବିିତ୍ ପାଣିଗ୍ରାହୀ ଉଦ୍‌ଘାଟନୀ […]

1 min read

‘ଓଡ଼ିଆ ଚଳଚ୍ଚିତ୍ର ଜଗତର ଇତିହାସ କାଳଜୟୀ ଏବଂ ଏହାର ଭବିଷ୍ୟତ ଉଜ୍ଜଳ ଓ ସ୍ୱର୍ଣ୍ଣିମ’

୧୯୩୬ ମସିହାରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର “ସୀତା ବିବାହ” ଓଡ଼ିଆ ଚଳଚ୍ଚିତ୍ର ଜଗତର ମୂଳଦୁଆ ସ୍ଥାପନ କରିଥିଲା। ୧୯୭୪ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଓଡ଼ିଶାରେ ଚଳଚ୍ଚିତ୍ର ଶିଳ୍ପର ମାନ୍ୟତା ମିଳିଲା। ବିଗତ କିଛି ବର୍ଷରେ ବହୁ ଓଡ଼ିଆ ଚଳଚ୍ଚିତ୍ର ଜାତୀୟସ୍ତରରେ ମଧ୍ୟ ଖ୍ୟାତି ଓ ପ୍ରସିଦ୍ଧି ଲାଭ କରିଛି। ଭୁବନେଶ୍ୱର ୨୯-୦୧-୨୦୨୫(ପିପିଏସ ) : ୧୯୩୬ ମସିହାରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର “ସୀତା ବିବାହ” ଓଡ଼ିଆ ଚଳଚ୍ଚିତ୍ର ଜଗତର ମୂଳଦୁଆ ସ୍ଥାପନ କରିଥିଲା। ୧୯୭୪ ମସିହାରେ […]

1 min read

୧୨ ଲକ୍ଷ ୮୯ ହଜାର କୋଟି ପୁଞ୍ଜି ନିବେଶ ପ୍ରସ୍ତାବ; ୧୩ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି!

ଦୁଇ ଦିନିଆ ଶିଳ୍ପ ସମ୍ମିଳନୀରେ ଷ୍ଟାର୍ଟଅପ୍ ଓଡ଼ିଶା, ସ୍କିଲ୍‌ଡ ଇନ୍ ଓଡ଼ିଶା ଓ ମହିଳା ଉଦ୍ୟମିତା ଉପରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହା ବ୍ୟତୀତ ସିଇଓ ରାଉଣ୍ଡ୍‌ଟେବୁଲ୍‌, ମହିଳା ନେତୃତ୍ବ ରାଉଣ୍ଡ୍‌ଟେବୁଲ୍ ଓ ଏଡିଟର୍ସ ରାଉଣ୍ଡ୍‌ଟେବୁଲ୍ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ୨୯-୦୧-୨୦୨୫(ପିପିଏସ ) : ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫ ସମ୍ମିଳନୀରେ ଦୁଇଦିନରେ ୧୨ ଲକ୍ଷ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପୁଞ୍ଜି ନିବେଶ ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଭୁବନେଶ୍ବରର ଜନତା ମଇଦାନରେ ଗତକାଲି […]

1 min read

ଫେବ୍ରୁଆରି ୧୪ରେ ବିଧାନସଭା ଘେରିବ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ !

ବିଭିନ୍ନ ଦାବି ନେଇ ଆସନ୍ତା ଫେବ୍ରୁଆରି ୧୪ ତାରିଖରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ସୋମବାର ଗୋଦାବରୀଶ ଭବନରେ ଅନୁ‌ଷ୍ଠିତ ବୈଠକରେ ମହାସଂଘ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର ୨୯-୦୧-୨୦୨୫(ପିପିଏସ ) : ବିଭିନ୍ନ ଦାବି ନେଇ ଆସନ୍ତା ଫେବ୍ରୁଆରି ୧୪ ତାରିଖରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ସୋମବାର ଗୋଦାବରୀଶ ଭବନରେ ଅନୁ‌ଷ୍ଠିତ ବୈଠକରେ ମହାସଂଘ ପକ୍ଷରୁ […]

1 min read

ଅଲିଭ୍‌ ରିଡ୍‌ଲେଙ୍କ ଶ୍ମଶାନ ପାଲଟିଛି ରାମଚଣ୍ଡୀ ମୁହାଣ

ସମୁଦ୍ର କୂଳରେ ଲାଗୁଛି କୁଢ଼କୁଢ଼ ମଲା କଇଁଛ ଅଲି ଭ୍‌ରିଡ୍‌ଲେଙ୍କ ଶ୍ମଶାନ ପାଲଟିଛି ରାମଚଣ୍ଡୀ ମୁହାଣ। ଦୈନିକ ଏଠାରେ ଲାଗୁଛନ୍ତି କୁଢ଼କୁଢ଼ ମଲା ଅଲିଭ୍‌ ରିଡ୍‌ଲେ କଇଁଛ। ଗର୍ଭସ୍ଥ ଅବସ୍ଥାରେ, ଅଣ୍ଡାଦାନ ସମୟରେ ଯାଉଛି ଏମାନଙ୍କ ଜୀବନ। ପୁରୀ/ରାମଚଣ୍ଡୀ/କୋଣାର୍କ/ଭୁବନେଶ୍ୱର ୨୯-୦୧-୨୦୨୫(ପିପିଏସ ) : ଅଲି ଭ୍‌ରିଡ୍‌ଲେଙ୍କ ଶ୍ମଶାନ ପାଲଟିଛି ରାମଚଣ୍ଡୀ ମୁହାଣ। ଦୈନିକ ଏଠାରେ ଲାଗୁଛନ୍ତି କୁଢ଼କୁଢ଼ ମଲା ଅଲିଭ୍‌ ରିଡ୍‌ଲେ କଇଁଛ। ଗର୍ଭସ୍ଥ ଅବସ୍ଥାରେ, ଅଣ୍ଡାଦାନ ସମୟରେ ଯାଉଛି ଏମାନଙ୍କ ଜୀବନ। ଆଜି ବି ୫ରୁ […]

1 min read

ଦେବଗଡ଼ ପୌରାଧ୍ୟକ୍ଷl ଶାନ୍ତିମଞ୍ଜରୀ ଦେଇ ବହିଷ୍କୃତ

ଓଡ଼ିଶା ମୁନିସିପାଲ ଆକ୍ଟ -୧୯୫୦,ଧାରା ୫୩ ଅନୁଯାୟୀ, ଦେବଗଡ଼ ନଗରପାଳିକାର ବିଜେଡି ପୌରାଧ୍ୟକ୍ଷl ଶାନ୍ତିମଞ୍ଜରୀ ଦେଇଙ୍କୁ ତାଙ୍କ ପଦବୀରୁ ବହିଷ୍କୃତ କରାଯାଇଛିl ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗଙ୍କ ଆଦେଶକ୍ରମେ ପୌରାଧ୍ୟକ୍ଷlଙ୍କୁ ତତକ୍ଷଣାତ ବହିଷ୍କାର କରାଯାଇଛି। ଦେବଗଡ଼/ଭୁବନେଶ୍ୱର ୨୯-୦୧-୨୦୨୫(ପିପିଏସ ) : ଓଡ଼ିଶା ମୁନିସିପାଲ ଆକ୍ଟ -୧୯୫୦,ଧାରା ୫୩ ଅନୁଯାୟୀ, ଦେବଗଡ଼ ନଗରପାଳିକାର ବିଜେଡି ପୌରାଧ୍ୟକ୍ଷl ଶାନ୍ତିମଞ୍ଜରୀ ଦେଇଙ୍କୁ ତାଙ୍କ ପଦବୀରୁ ବହିଷ୍କୃତ କରାଯାଇଛିl ସୂଚନା ଅନୁଯ।ୟୀ, ଓଡ଼ିଶା ସରକାରଙ୍କ ଗୃହ ଓ ନଗର […]

1 min read

ଧାମରାରେ ଅବତରଣ କଲା ପ୍ରଥମ ବିମାନ

ଭଦ୍ରକ ଜିଲ୍ଲାର ଧାମରାରେ ଆଜି ପ୍ରଥମ ବିମାନ ଅବତରଣ କରିଛି। ଆଗାମୀ ଦିନରେ ଶିଳ୍ପ ବିକାଶରେ ଏହା ସହାୟକ ହେବ ବୋଲି କୁହାଯାଉଛି। ଜିଲ୍ଲାର ବାସୁଦେବପୁର ବ୍ଲକ୍‌ର ବାଲିମୁଣ୍ଡାଠାରେ ଏହି ବିମାନବନ୍ଦର ରହିଛି। ବାସୁଦେବପୁର/ଧାମରା/ଭୁବନେଶ୍ୱର ୨୯-୦୧-୨୦୨୫(ପିପିଏସ ) : ଭଦ୍ରକ ଜିଲ୍ଲାର ଧାମରାରେ ଆଜି ପ୍ରଥମ ବିମାନ ଅବତରଣ କରିଛି। ଆଗାମୀ ଦିନରେ ଶିଳ୍ପ ବିକାଶରେ ଏହା ସହାୟକ ହେବ ବୋଲି କୁହାଯାଉଛି। ଜିଲ୍ଲାର ବାସୁଦେବପୁର ବ୍ଲକ୍‌ର ବାଲିମୁଣ୍ଡାଠାରେ ଏହି ବିମାନବନ୍ଦର ରହିଛି। ଆଜି ପୂର୍ବାହ୍‌ଣ ୧୦ଟା […]