1 min read

‘ସତ୍ୟବାଦୀ ବକୁଳବନର ଐତିହ୍ୟକୁ ସୁରକ୍ଷିତ ରଖି ଏହାର ପୁନରୁଦ୍ଧାର ଓ ବିକାଶ କରାଯିବ’

ବକୁଳବନର ଐତିହ୍ୟ ଓ ପରମ୍ପରା ସଂପର୍କରେ ଆଜିର ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ପାଇଁ ଏହାର ମୌଳିକ ଢାଞ୍ଚା ଅନୁରୂପ ବିକାଶ କରିବା ସହିତ ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ୦୭-୦୨–୨୦୨୫(ପିପିଏସ) : ବକୁଳବନର ଐତିହ୍ୟ ଓ ପରମ୍ପରା ସଂପର୍କରେ ଆଜିର ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ପାଇଁ ଏହାର ମୌଳିକ ଢାଞ୍ଚା ଅନୁରୂପ ବିକାଶ କରିବା ସହିତ ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ […]

1 min read

ଆସନ୍ତାକାଲି ‘ସୁଭଦ୍ରା’ ଯୋଜନାର ମୋଟ୍ ଲାଭାର୍ଥୀଙ୍କ ସଂଖ୍ୟା ୯୮ ଲକ୍ଷରେ ପହଞ୍ଚିବ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଆସନ୍ତାକାଲି ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ୧୮ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବ। ଯାଜପୁର ଜିଲ୍ଲା ଚାନ୍ଦମା ପଡ଼ିଆ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ପ୍ରଦାନ କରିବେ। ଭୁବନେଶ୍ୱର ୦୭-୦୨–୨୦୨୫(ପିପିଏସ) : ଆସନ୍ତାକାଲି (୮ତାରିଖ) ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ଏଥିରେ ୧୮ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବ। […]

1 min read

ଆଗାମୀ ଦିନରେ ଶିକ୍ଷା ବିଭାଗ ନିଯୁକ୍ତିର ବଡ଼ ଧମାକା ହେବାକୁ ଯାଉଛି: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଗୋଟିଏ ସରକାରୀ ଚାକିରି ପାଇବା ଏବେ ବହୁତ କଠିନ। ଏବେ ମଧ୍ୟ ସରକାରୀ ଚାକିରି ନିଯୁକ୍ତି କମ ଅଛି। ସାଧାରଣ ଲୋକ ସରକାରୀ କାର୍ଯ୍ୟାଳୟକୁ ଅନେକ ଆଶା ନେଇ ଆସନ୍ତି। ଭୁବନେଶ୍ୱର ୦୭-୦୨–୨୦୨୫(ପିପିଏସ) : ଗୋଟିଏ ସରକାରୀ ଚାକିରି ପାଇବା ଏବେ ବହୁତ କଠିନ। ଏବେ ମଧ୍ୟ ସରକାରୀ ଚାକିରି ନିଯୁକ୍ତି କମ ଅଛି। ସାଧାରଣ ଲୋକ ସରକାରୀ କାର୍ଯ୍ୟାଳୟକୁ ଅନେକ ଆଶା ନେଇ ଆସନ୍ତି। ଯେଉଁ କର୍ମଚାରୀ ପାଖରେ […]

1 min read

ପୁଣି ଅଘଟଣ: ସ୍ପଞ୍ଜ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ଫୋରଣ, ୪ ଶ୍ରମିକ ଗୁରୁତର

ଇସ୍ପାତ୍‌ ନଗରୀ ରାଉରକେଲାରେ ପୁଣି ଅଘଟଣ ଘଟିଛି। ରାଉରକେଲାରେ କ୍ରମାଗତ ତୃତୀୟ ଦିନରେ ଏହି ଅଘଟଣ ଘଟିଛି। ସ୍ଥାନୀୟ କଳୁଙ୍ଗା ଶିଳ୍ପାଞ୍ଚଳର ମହାବୀର ସ୍ପଞ୍ଜ କାରଖାନା ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ପୋରଣ  ଘଟିଛିl ଏଥିରେ ଚାରି  ଜଣ ଶ୍ରମିକ ଗୁରୁତର ହୋଇଛନ୍ତି l ରାଉରକେଲା: ଇସ୍ପାତ୍‌ ନଗରୀ ରାଉରକେଲାରେ ପୁଣି ଅଘଟଣ ଘଟିଛି। ରାଉରକେଲାରେ କ୍ରମାଗତ ତୃତୀୟ ଦିନରେ ଏହି ଅଘଟଣ ଘଟିଛି। ସ୍ଥାନୀୟ କଳୁଙ୍ଗା ଶିଳ୍ପାଞ୍ଚଳର ମହାବୀର ସ୍ପଞ୍ଜ କାରଖାନା ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ପୋରଣ  ଘଟିଛିl ଏଥିରେ […]

1 min read

୫ ବର୍ଷରେ ୫ ହଜାର କୋଟି ଖର୍ଚ୍ଚ ଯୋଜନା

ଆଜିଠୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ଯୋଜନା ‘ବିକଶିତ ଗାଁ, ବିକଶିତ ଓଡିଶା’। ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଠାରେ ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆରମ୍ଭ କରିଛନ୍ତି। ଭୁବନେଶ୍ୱର ୦୬-୦୨-୨୦୨୫(ପିପିଏସ ) : ଆଜିଠୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ଯୋଜନା ‘ବିକଶିତ ଗାଁ, ବିକଶିତ ଓଡିଶା’। ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଠାରେ ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆରମ୍ଭ କରିଛନ୍ତି। ସେ କହିଛନ୍ତି, ଗାଁର […]

1 min read

‘ସନାତନୀ’ ଚଳଚ୍ଚିତ୍ର ମାମଲା

ରିଲିଜ୍‌ ଉପରେ ଅଙ୍କୁଶ ପାଇଁ ମନାକଲେ ହାଇକୋର୍ଟ ଓଡ଼ିଆ ଚଳଚ୍ଚିତ୍ର ‘ସନାତନୀ’ର ରିଲିଜ୍ ଉପରେ ଅଙ୍କୁଶ ଲଗାଇବାକୁ ହାଇକୋର୍ଟ ଆଜି ମନା କରିଛନ୍ତି। ଅନ୍ୟପକ୍ଷରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ଦ୍ବାରା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବା ଦର୍ଶାଇ ଦାୟର ଦୁଇ ମାମଲାର କଟକ ୦୬-୦୨-୨୦୨୫(ପିପିଏସ ) : ଓଡ଼ିଆ ଚଳଚ୍ଚିତ୍ର ‘ସନାତନୀ’ର ରିଲିଜ୍ ଉପରେ ଅଙ୍କୁଶ ଲଗାଇବାକୁ ହାଇକୋର୍ଟ ଆଜି ମନା କରିଛନ୍ତି। ଅନ୍ୟପକ୍ଷରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ଦ୍ବାରା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି […]

1 min read

ଆଠଗଡ଼ରେ ବୁଲୁଛି କଲରାପତରିଆ ବାଘ

କଟକ ଆଠଗଡ଼ ବନଖଣ୍ଡର ନରସିଂହପୁର ଇଷ୍ଟ ରେଞ୍ଜର ରାସ୍ତାରେ କଲରାପତରିଆ ବାଘ ଦେବାକୁ ମିଳିଛି । କଲରାପତରିଆ ବାଘଟି ନିର୍ଭୟରେ ରାସ୍ତାରେ ବୁଲୁଛି । ରାସ୍ତାରେ ବୁଲୁଥିବା ବେଳେ କଲରାପତରିଆ ବାଘର ଭିଡିଓ ମୋବାଇଲରେ କଏଦ ହୋଇଛି କଟକ ୦୬-୦୨-୨୦୨୫(ପିପିଏସ ) : କଟକ ଆଠଗଡ଼ ବନଖଣ୍ଡର ନରସିଂହପୁର ଇଷ୍ଟ ରେଞ୍ଜର ରାସ୍ତାରେ କଲରାପତରିଆ ବାଘ ଦେବାକୁ ମିଳିଛି । କଲରାପତରିଆ ବାଘଟି ନିର୍ଭୟରେ ରାସ୍ତାରେ ବୁଲୁଛି ।ରାସ୍ତାରେ ବୁଲୁଥିବା ବେଳେ କଲରାପତରିଆ ବାଘର ଭିଡିଓ ମୋବାଇଲରେ […]

1 min read

୨୧ ଫେବ୍ରୁଆରିରୁ ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ୱର ୦୬-୦୨-୨୦୨୫(ପିପିଏସ ) : ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଫେବ୍ରୁଆରି ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ୩୦ ଜିଲ୍ଲାର ୩,୧୩୩ କେନ୍ଦ୍ରରେ ପରୀକ୍ଷା ହେବ। ମୋଟ ୫ ଲକ୍ଷ ୧୦ ହଜାର ୭୭୮ ପିଲା ପରୀକ୍ଷା ଦେବେ ବୋଲି ‌ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଶ୍ରୀକାନ୍ତ ତରାଇ ଗଣମାଧ୍ୟମକୁ କହିଛନ୍ତି।ଅନଲାଇନ୍ ଏବଂ ଅଫଲାଇନରେ ପିଲାଙ୍କୁ ଆଡମିଟ୍ କାର୍ଡ ଯୋଗାଇ ଦିଆଯିବ। ଫେବ୍ରୁଆରି ୧୦ରୁ ଅନଲାଇନ୍‌ରେ ଆଡମିଟ୍ କାର୍ଡ ବୋର୍ଡର ୱେବସାଇଟରେ ଉପଲବ୍ଧ […]

1 min read

ଫେବ୍ରୁଆରି ୧୩ରୁ ବିଧାନସଭା ବ‌ଜେଟ୍ ଅଧିବେଶନ

 ୧୨ରେ ସର୍ବଦଳୀୟ ବୈଠକ ଭୁବନେଶ୍ୱର ୦୬-୦୨-୨୦୨୫(ପିପିଏସ ) : ଫେବ୍ରୁଆରି ୧୩ରୁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏନେଇ ଫେବ୍ରୁଆରି ୧୨ ତାରିଖରେ ବିଧାନସଭାର ସର୍ବଦଳୀୟ ବୈଠକ. ପୂର୍ବାହ୍ନ ୧୧ରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ।ଶାନ୍ତିଶୃଙ୍ଖଳାର ସହିତ ବଜେଟ୍ ଅଧିବେଶନ ଅନୁଷ୍ଠିତ କରାଯିବା ପାଇଁ ସେନେଇ ବାଚସ୍ପତି ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ଏହି ବୈଠକ ଡକାଇଛନ୍ତି।ଫେବ୍ରୁଆରି ୧୭ରେ ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ […]

1 min read

ଜମୁଛି ଖଣ୍ଡଗିରି ମେଳା

ଉପରେ ଭଜନ-କୀର୍ତ୍ତନ ‌ ତଳେ ମନୋରଞ୍ଜନ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳାରେ ଜନଗହଳି ବଢ଼ିବାରେ ଲାଗିଛି। ଏବେ ପାହାଡ଼ ଉପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଦିନବେଳା ହୋମଯଜ୍ଞ ଚାଲୁଥିବା ବେଳେ ସଞ୍ଜ ହେଲେ ଭଜନ କୀର୍ତ୍ତନରେ ପରିବେଶ ପ୍ରକମ୍ପିତ ହେଉଛି। ଭୁବନେଶ୍ୱର ୦୬-୦୨-୨୦୨୫(ପିପିଏସ ) : ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳାରେ ଜନଗହଳି ବଢ଼ିବାରେ ଲାଗିଛି। ଏବେ ପାହାଡ଼ ଉପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଦିନବେଳା ହୋମଯଜ୍ଞ ଚାଲୁଥିବା ବେଳେ ସଞ୍ଜ ହେଲେ ଭଜନ କୀର୍ତ୍ତନରେ ପରିବେଶ ପ୍ରକମ୍ପିତ ହେଉଛି। […]