ଓଡିଶା
୧.୩୪ ଲକ୍ଷ କୋଟିରେ ପହଞ୍ଚିଲା ଓଡ଼ିଶାର ମୋଟ ଋଣ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଦି ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟର ଆକାର ୨୦୨୪-୨୫ ବଜେଟର ଆକାର ତୁଳନାରେ ପ୍ରାୟ ୯.୪ ପ୍ରତିଶତ ଅଧିକ । ଭୁବନେଶ୍ୱର ୧୭-୦୨-୨୦୨୫(ପିପିଏସ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଦି ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ ଉପସ୍ଥାପନ […]
ରାଜ୍ୟ ବଜେଟ୍ : କୃଷି ପାଇଁ ୩୭,୮୩୮ କୋଟିର ବ୍ୟୟ ବରାଦ
ସୋମବାର ବିଧାନସଭାରେ ଉପସ୍ଥାପିତ ରାଜ୍ୟ ବଜେଟରେ କୃଷି କ୍ଷେତ୍ର ପାଇଁ ୨୦୨୫-୨୬ ବଜେଟରେ ମୋଟ ୩୭,୮୩୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ଚଳିତ ଆର୍ଥିକ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ । ଭୁବନେଶ୍ୱର ୧୭-୦୨-୨୦୨୫(ପିପିଏସ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ବିଜେପି ନେତୃତ୍ବାଧୀନ ରାଜ୍ୟ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ଆଗାମୀ ଆର୍ଥିକ ବର୍ଷ ପାଇଁ […]
ବନ୍ଧାହେଲା ମାଷ୍ଟରମାଇଣ୍ଡ
ସହଦେବ ନାୟକଙ୍କୁ ହତ୍ୟା ଘଟଣା: ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ରମା ନାୟକ ଭୁବନେଶ୍ୱର ୧୬-୦୨-୨୦୨୫-(ପିପିଏସ) : ମୁନିସିପାଲିଟି ସଫେଇ ମଜଦୁର ସଂଘର ସମ୍ପାଦକ ସହଦେବ ନାୟକଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରମା ନାୟକଙ୍କୁ ପୁଲିସ ଗିରଫ କରିଛି। ହତ୍ୟାକାଣ୍ଡର ୪୦ ଦିନ ପରେ ଖୋର୍ଦ୍ଧାରୁ ତାଙ୍କୁ ମଞ୍ଚେଶ୍ବର ଥାନା ପୁଲିସ ଗିରଫ କରିଥିବାର ସୂଚନା ମିଳିଛି। ହତ୍ୟା ଘଟଣାକୁ ଗୋଟିଏ ମାସ ପୂରଣ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ପରିବାରକୁ ଉଚିତ୍ ନ୍ୟାୟ ମିଳି ନଥିବା […]
ଜେଲ୍ କର୍ତ୍ତୃପକ୍ଷଙ୍କୁ ସ୍ପାଇଡର୍ ଡର
ସେଲ୍ରେ କଡ଼ା ପହରା, ପାଚେରି ଚଢ଼ି ଜେଲ୍ରୁ ଚମ୍ପଟ ମାରିପାରେ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଘରୁ ଚୋରି କରି ଗିରଫ ହୋଇଥିବା ଆନ୍ଧ୍ରପ୍ରଦେଶର କୁଖ୍ୟାତ ସ୍ପାଇଡର୍ ସତୀଶ ପାଇଁ ଝାରପଡ଼ା ଜେଲ୍ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଛି। ତା’ ନାଁରେ ପାଚେରି ଚଢ଼ି ଜେଲ୍ରୁ ଫେରାର ହୋଇଯିବାର ରେକର୍ଡ ରହିଛି। ଭୁବନେଶ୍ୱର ୧୬-୦୨-୨୦୨୫-(ପିପିଏସ) : ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଘରୁ ଚୋରି କରି ଗିରଫ ହୋଇଥିବା ଆନ୍ଧ୍ରପ୍ରଦେଶର କୁଖ୍ୟାତ ସ୍ପାଇଡର୍ ସତୀଶ ପାଇଁ […]
ଅଦା ଚାଷ ବାଟବଣା: ପଚିଗଲା ଅଧା ବିହନ!
ଏବେ କ୍ରପ୍ କଟିଂ ହୋଇ ଅଦା ଅମଳ ଆରମ୍ଭ ହେଲାଣି। କିନ୍ତୁ ଝାରସୁଗୁଡ଼ା ଜିଲ୍ଲାରେ ଯେତିକି ପରିମାଣର ଅଦା ବିହନ ଲଗାଯାଇଥିଲା, ଏବେ ସେତିକି ପରିମାଣର ଅଦା ଉତ୍ପାଦନ କଷ୍ଟକର ହୋଇପଡ଼ିଛି। ଝାରସୁଗୁଡ଼ା/ଭୁବନେଶ୍ୱର ୧୬-୦୨-୨୦୨୫-(ପିପିଏସ) : ଏବେ କ୍ରପ୍ କଟିଂ ହୋଇ ଅଦା ଅମଳ ଆରମ୍ଭ ହେଲାଣି। କିନ୍ତୁ ଝାରସୁଗୁଡ଼ା ଜିଲ୍ଲାରେ ଯେତିକି ପରିମାଣର ଅଦା ବିହନ ଲଗାଯାଇଥିଲା, ଏବେ ସେତିକି ପରିମାଣର ଅଦା ଉତ୍ପାଦନ କଷ୍ଟକର ହୋଇପଡ଼ିଛି। ଆଉ ଦିନ କେଇଟାରେ ଅମଳ ସମ୍ପୂର୍ଣ୍ଣ ହୋଇଯିବା […]
ନିଆଁ ଆୟତ୍ତ ପାଇଁ କେତେ ପ୍ରସ୍ତୁତ ବନବିଭାଗ ?
ଆସୁଛି ଗ୍ରୀଷ୍ମଋତୁ: ଏହି ବନଖଣ୍ଡରେ ଜଣେ ବନପାଳ, ୨୨ ବନରକ୍ଷୀ ପଦବି ଖାଲି ବର୍ତ୍ତମାନ ସୁଦ୍ଧା ଜଙ୍ଗଲ ସୁରକ୍ଷା କାର୍ଯ୍ୟରେ ନିଯୁକ୍ତ ପ୍ରତିରୋଧ ସହାୟକ ବା ପିଏମାନଙ୍କୁ ଜାନୁଆରି ମାସର ପ୍ରାପ୍ୟ ମିଳିନି। ଦୈନିକ ସର୍ବନିମ୍ନ ୪୫୨ ଟଙ୍କା ମଜୁରୀରେ ନିୟୋଜିତ ହୋଇଥିଲେ ସୁଦ୍ଧା ଠିକ ସମୟରେ ସେମାନଙ୍କର ପ୍ରାପ୍ୟ ମିଳନଥିବା ଯୋଗୁଁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି। ରାଇରଙ୍ଗପୁର/ଭୁବନେଶ୍ୱର ୧୬-୦୨-୨୦୨୫-(ପିପିଏସ) : ଜଙ୍ଗଲ, ପରିବେଶ ସୁରକ୍ଷା ନିମନ୍ତେ ସରକାରଙ୍କର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ […]
ବିମାନବନ୍ଦର ଓ ଆର୍ଏସ୍ପି ସମ୍ପ୍ରସାରଣ ନେଇ ମୋହନଙ୍କ ସହ କଥା ହେଲେ ଜୁଏଲ
ରାଉରକେଲା ବିମାନବନ୍ଦରର ଉନ୍ନତୀକରଣ ସହ ଆର୍ଏସ୍ପି ସମ୍ପ୍ରସାରଣ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋଚନା କରିଛନ୍ତି। ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିଛନ୍ତି। ରାଉରକେଲା/ଭୁବନେଶ୍ୱର ୧୬-୦୨-୨୦୨୫-(ପିପିଏସ) : ରାଉରକେଲା ବିମାନବନ୍ଦରର ଉନ୍ନତୀକରଣ ସହ ଆର୍ଏସ୍ପି ସମ୍ପ୍ରସାରଣ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋଚନା କରିଛନ୍ତି। ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିଛନ୍ତି। ଉଭୟ ବିମାନବନ୍ଦର […]
ପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ
ବାସୁଦେବପୁର ପୌରପାଳିକାର ରାଧାବଲ୍ଲଭପୁର ଗ୍ରାମରେ ପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଉକ୍ତ ଗ୍ରାମର କାହ୍ନୁ ବେହେରାଙ୍କ ପୁଅ ରାଜେନ୍ଦ୍ର(୧୭) ଓ ସତ୍ୟବାନ ବେହେରାଙ୍କ ପୁଅ ଜ୍ୟୋତିର୍ମୟ(୧୪) । ବାସୁଦେବପୁର/ଭୁବନେଶ୍ୱର ୧୬-୦୨-୨୦୨୫-(ପିପିଏସ) : ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର ରାଧାବଲ୍ଲଭପୁର ଗ୍ରାମରେ ପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଉକ୍ତ ଗ୍ରାମର କାହ୍ନୁ ବେହେରାଙ୍କ ପୁଅ ରାଜେନ୍ଦ୍ର(୧୭) ଓ ସତ୍ୟବାନ ବେହେରାଙ୍କ ପୁଅ ଜ୍ୟୋତିର୍ମୟ(୧୪)। ସୂଚନା ଅନୁଯାୟୀ, ରାଜେନ୍ଦ୍ର […]
ବାପାଙ୍କ ଟାଙ୍ଗିଆ ଚୋଟରେ ପୁଅ ଗୁରୁତର
ବାପା ରାଜେନ୍ଦ୍ର ଲୋଇ(୫୦) ଓ ପୁଅ ମନୋଜ ଲୋଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ତୀବ୍ର ରୂପ ନେଇଥିଲା। ଉତକ୍ଷିପ୍ତ ହୋଇ ବାପା ରାଜେନ୍ଦ୍ର ଲୋଇ ପୁଅ ମନୋଜଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଫଳରେ ପୁଅ ଗୁରୁତର ହୋଇଥିଲା। ରେଢ଼ାଖୋଲ/ଭୁବନେଶ୍ୱର ୧୬-୦୨-୨୦୨୫-(ପିପିଏସ) : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଘୁଙ୍ଗିନାଳୀ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ରାତିରେ କୌଣସି କଥାକୁ ନେଇ ବାପା ରାଜେନ୍ଦ୍ର ଲୋଇ(୫୦) ଓ ପୁଅ ମନୋଜ ଲୋଇଙ୍କ ମଧ୍ୟରେ ଝଗଡ଼ା […]
ଫେବ୍ରୁଆରି ୧୯ରୁ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା!
ଆସନ୍ତା ୩ ଦିନ ମଧ୍ୟରେ ସାରା ଓଡ଼ିଶାରେ ରାତିର ତାପମାତ୍ରା ଧୀରେ ଧୀରେ ୨-୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ ବୋଲି ରବିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପୂର୍ବାନୁମାନ କରିଛି ଭୁବନେଶ୍ୱର ୧୬-୦୨-୨୦୨୫-(ପିପିଏସ) : ଆସନ୍ତା ୩ ଦିନ ମଧ୍ୟରେ ସାରା ଓଡ଼ିଶାରେ ରାତିର ତାପମାତ୍ରା ଧୀରେ ଧୀରେ ୨-୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ ବୋଲି ରବିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପୂର୍ବାନୁମାନ କରିଛି।ଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ହ୍ରାସ […]
