ଓଡିଶା
ଶୂନ ଦୁର୍ଘଟଣା ଲକ୍ଷ୍ୟ: ୩୦ ଦିନିଆ ନୂତନ ସଡ଼କ ସୁରକ୍ଷା ଅଭିଯାନ ଆରମ୍ଭ ହେବ
ଓଡ଼ିଶା ସରକାର ସଡ଼କ ସୁରକ୍ଷା ବୃଦ୍ଧି ଏବଂ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏକ ପରିବର୍ତ୍ତନକାରୀ ଅଭିଯାନ, ଶୂନ ଦୁର୍ଘଟଣା ଦିବସ (ଜେଡ୍ଏଡି) ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ଭୁବନେଶ୍ୱର ୧୨-୦୩-୨୦୨୫ (ପିପିଏସ ) : ଓଡ଼ିଶା ସରକାର ସଡ଼କ ସୁରକ୍ଷା ବୃଦ୍ଧି ଏବଂ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏକ ପରିବର୍ତ୍ତନକାରୀ ଅଭିଯାନ, ଶୂନ ଦୁର୍ଘଟଣା ଦିବସ (ଜେଡ୍ଏଡି) ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି।ଏହି ୩୦ ଦିନିଆ ଅଭିଯାନ ଦୃଷ୍ଟିକୋଣ ଏବଂ ନେତୃତ୍ୱ […]
ରାସନ ଡିଲରଙ୍କ ବକେୟା କୋଭିଡ୍ ଦେୟ କେବେ ମିଳିବ: ମନ୍ତ୍ରୀ ଦେଲେ ସୂଚନା
ରାସନ ଡିଲରଙ୍କ ବକେୟା କୋଭିଡ୍ ଦେୟ କେବେ ମିଳିବ ସେ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାରେ କହିଛନ୍ତି ଯେ, ଡିଲରଙ୍କୁ ଦେୟ ଦେବା ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ଭୁବନେଶ୍ୱର ୧୨-୦୩-୨୦୨୫ (ପିପିଏସ ) : ରାସନ ଡିଲରଙ୍କ ବକେୟା କୋଭିଡ୍ ଦେୟ କେବେ ମିଳିବ ସେ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ […]
ସାମ୍ବାଦିକ ମାନେ ମୋବାଇଲ ନେବେ ହେଲେ ଭିଡିଓଗ୍ରାଫି ମନା
ଧାରଣା ପରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବୁଝାସୁଝା କରିଥିଲେ, ଏହାପରେ ସାମ୍ବାଦିକମାନେ ଧାରଣାରୁ ଓହରିଥିଲେ | ବର୍ତ୍ତମାନ ମୋବାଇଲ ନେବାକୁ ଅନୁମତି ଥିଲେ ବି ମିଡିଆ ଗ୍ୟାଲେରୀରେ ଫଟୋଗ୍ରାଫି ଓ ଭିଡିଓ ରେକର୍ଡିଂ ମନା କରାଯାଇଛି | ଭୁବନେଶ୍ୱର ୧୨-୦୩-୨୦୨୫ (ପିପିଏସ ) : ଶେଷରେ ଧାରଣାରୁ ଓହରିଲେ ସାମ୍ବାଦିକ । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବୁଝାସୁଝା ପରେ ଧାରଣାରୁ ଓହରିଛନ୍ତି । ବିଧାନସଭାକୁ ସାମ୍ବାଦିକଙ୍କ ମୋବାଇଲ ମନାକୁ ନେଇ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ […]
ପଡ଼ିଲା ଅନୁଭବ-ଜାଗୃତିଙ୍କ ହାତଗଣ୍ଠି
ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବହୁ ଚର୍ଚ୍ଚିତ ଯୋଡ଼ି ଅନୁଭବ ମହାନ୍ତି-ଜାଗୃତି ଶୁକ୍ଳା ଦୀର୍ଘ ଦିନର ବନ୍ଧୁତ୍ୱ ସାତ ଜନ୍ମର ସମ୍ପର୍କରେ ପରିଣତ ନୂଆଦିଲ୍ଲୀ/ଭୁବନେଶ୍ୱର ୧୧-୦୩-୨୦୨୫(ପିପିଏସ ) : ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବହୁ ଚର୍ଚ୍ଚିତ ଯୋଡ଼ି ଅନୁଭବ ମହାନ୍ତି-ଜାଗୃତି ଶୁକ୍ଳା। ଦୀର୍ଘ ଦିନର ବନ୍ଧୁତ୍ୱ ଶେଷରେ ସାତ ଜନ୍ମର ସମ୍ପର୍କରେ ପରିଣତ ହୋଇଛି। ଏହି ବିବାହର ଏକାଧିକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନୁଭବଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି।ଅଭିନୟ ସମୟରେ […]
କ୍ଷମା ମାଗନ୍ତୁ ବିରୋଧୀ:ଟଙ୍କଧର ତ୍ରିପାଠୀ
ମହିଳା ବାଚସ୍ପତିଙ୍କୁ କାଗଜ ଫିଙ୍ଗି ଅପମାନିତ କରିଛନ୍ତି। ମନ୍ତ୍ରୀଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିଛନ୍ତି ବିରୋଧୀ। ବିରୋଧୀ ଭାବେ ଗୃହରେ କିଭଳି ବ୍ୟବହାର କରାଯିବା କଥା, ତାହା ଶିଖିନାହାନ୍ତି। ଗୃହରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବାରୁ କ୍ଷମା ମାଗନ୍ତୁ ବିରୋଧୀ। ଭୁବନେଶ୍ୱର ୧୧-୦୩-୨୦୨୫(ପିପିଏସ ) : ମହିଳା ବାଚସ୍ପତିଙ୍କୁ କାଗଜ ଫିଙ୍ଗି ଅପମାନିତ କରିଛନ୍ତି। ମନ୍ତ୍ରୀଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିଛନ୍ତି ବିରୋଧୀ। ବିରୋଧୀ ଭାବେ ଗୃହରେ କିଭଳି ବ୍ୟବହାର କରାଯିବା କଥା, ତାହା […]
ଜିଲ୍ଲା ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା
ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟବନ୍ତ ଛାତ୍ରାବାସ ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମହିଳାମାନଙ୍କୁ ଉଦ୍ୟୋଗୀ ହେବା ନିମନ୍ତେ ସମସ୍ତ ଆର୍ଥିକ ସୁବିଧା ଯୋଗାଇ ଦିଆଯାଉଛି ମାଲକାନଗିରି/ଭୁବନେଶ୍ୱର ୧୧-୦୩-୨୦୨୫(ପିପିଏସ ) : ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟବନ୍ତ ଛାତ୍ରାବାସ ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ […]
୧୮୫ ମଇଁଷିଙ୍କୁ ଉଦ୍ଧାର କଲା ପୁଲିସ
୬ ଗୋଚାଲାଣକାରୀ ଅଟକ ମୟୂରଭଞ୍ଜ ଜିଲ୍ଲା ଥାନା ମୋରଡ଼ା ଥାନା ଅଧୀନ ଖୁରୁଣ୍ଟିଆ ନିକଟରୁ ୧୮୫ ମଇଁଷିଙ୍କୁ ଉଦ୍ଧାର କରିଛି ପୁଲିସ। ଏହାପରେ ଥାନାକୁ ମୋରଡ଼ା ଥାନା ପୁଲିସ ଆଣିଛି। ଏହି ମାମଲାରେ ୬ ଜଣ ଗୋଚାଲାଣକାରୀଙ୍କୁ ଥାନାରେ ଅଟକ ରଖିଛି। ମୋରଡ଼ା/ଭୁବନେଶ୍ୱର ୧୧-୦୩-୨୦୨୫(ପିପିଏସ ) : ମୟୂରଭଞ୍ଜ ଜିଲ୍ଲା ଥାନା ମୋରଡ଼ା ଥାନା ଅଧୀନ ଖୁରୁଣ୍ଟିଆ ନିକଟରୁ ୧୮୫ ମଇଁଷିଙ୍କୁ ଉଦ୍ଧାର କରିଛି ପୁଲିସ। ଏହାପରେ ଥାନାକୁ ମୋରଡ଼ା ଥାନା ପୁଲିସ ଆଣିଛି। ଏହି ମାମଲାରେ […]
ସାଇକେଲରେ ସାରା ଓଡ଼ିଶା ଭ୍ରମଣ
କୁଚିଣ୍ଡା ନିକଟ ଡିମିରିମୁଣ୍ଡା ଗ୍ରାମର ଯୁବକ ଶୁଭମ୍ ବାରିକ୍ ସାଇକେଲ ଯୋଗେ ସାରା ଓଡ଼ିଶା ଭ୍ରମଣ କରି ମଙ୍ଗଳବାର ଶେଷରେ କୁଚିଣ୍ଡା ପହଞ୍ଚି ନିଜର ସାଇକେଲ ଯାତ୍ରା ଶେଷ କରିଛନ୍ତି କୁଚିଣ୍ଡା/ଭୁବନେଶ୍ୱର ୧୧-୦୩-୨୦୨୫(ପିପିଏସ ) : କୁଚିଣ୍ଡା ନିକଟ ଡିମିରିମୁଣ୍ଡା ଗ୍ରାମର ଯୁବକ ଶୁଭମ୍ ବାରିକ୍ ସାଇକେଲ ଯୋଗେ ସାରା ଓଡ଼ିଶା ଭ୍ରମଣ କରି ମଙ୍ଗଳବାର ଶେଷରେ କୁଚିଣ୍ଡା ପହଞ୍ଚି ନିଜର ସାଇକେଲ ଯାତ୍ରା ଶେଷ କରିଛନ୍ତି। ଆଜିର ଆଧୁନିକ ଯୁଗରେ ଲୋକେ ପେଟ୍ରୋଲ ଓ ଡିଜେଲ୍ […]
କୁଚିଣ୍ଡା ଉପଖଣ୍ଡରେ ପ୍ରଲୋଭନ ଦେଖାଇ ନିରୀହ ଆଦିବାସୀଙ୍କୁ ଧର୍ମାନ୍ତରୀକରଣ ପ୍ରତିବାଦରେ ଦାବିପତ୍ର ପ୍ରଦାନ
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବିଭିନ୍ନ ସ୍ଥାନରେ ହାଲୋଲିଆରେ ରୋଗ ବ୍ୟାଧି ଠିକ ହେବା ସହ ଘର ଧନସମ୍ପଦର ଭରପୁର ହେବ ଆଦି ବିଭିନ୍ନ ପ୍ରଲୋଭନ ଦେଖାଇ ଆବଶ୍ୟକତା ସମୟରେ ସାହାଯ୍ୟ ଯୋଗାଇବା ଆଳରେ ଧର୍ମାନ୍ତରୀକରଣ କୁଚିଣ୍ଡା/ଭୁବନେଶ୍ୱର ୧୧-୦୩-୨୦୨୫(ପିପିଏସ ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବିଭିନ୍ନ ସ୍ଥାନରେ ହାଲୋଲିଆରେ ରୋଗ ବ୍ୟାଧି ଠିକ ହେବା ସହ ଘର ଧନସମ୍ପଦର ଭରପୁର ହେବ ଆଦି ବିଭିନ୍ନ ପ୍ରଲୋଭନ ଦେଖାଇ ଆବଶ୍ୟକତା ସମୟରେ ସାହାଯ୍ୟ ଯୋଗାଇବା ଆଳରେ […]
ରାଜ୍ୟର ୫,୦୦୦ରୁ ଅଧିକ ଗାଁରେ ସବୁଦିନିଆ ରାସ୍ତା ନାହିଁ
ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ମଙ୍ଗଳବାର ଦିନ ବିଧାନସଭାରେ ସୂଚନା ଦେଇଛନ୍ତି ଯେ, ରାଜ୍ୟର ୫,୧୯୭ଟି ଗ୍ରାମ ଏବଂ ପଡ଼ାରେ ସବୁଦିନିଆ ସଡ଼କ ସଂଯୋଗ ନାହିଁ ଭୁବନେଶ୍ୱର ୧୧-୦୩-୨୦୨୫(ପିପିଏସ ) : ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ମଙ୍ଗଳବାର ଦିନ ବିଧାନସଭାରେ ସୂଚନା ଦେଇଛନ୍ତି ଯେ, ରାଜ୍ୟର ୫,୧୯୭ଟି ଗ୍ରାମ ଏବଂ ପଡ଼ାରେ ସବୁଦିନିଆ ସଡ଼କ ସଂଯୋଗ ନାହିଁ।ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତରରେ […]
