ରାଜନୀତି
ଜିଲ୍ଲା ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା
ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟବନ୍ତ ଛାତ୍ରାବାସ ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମହିଳାମାନଙ୍କୁ ଉଦ୍ୟୋଗୀ ହେବା ନିମନ୍ତେ ସମସ୍ତ ଆର୍ଥିକ ସୁବିଧା ଯୋଗାଇ ଦିଆଯାଉଛି ମାଲକାନଗିରି/ଭୁବନେଶ୍ୱର ୧୧-୦୩-୨୦୨୫(ପିପିଏସ ) : ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟବନ୍ତ ଛାତ୍ରାବାସ ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ […]
ମୋଦୀଙ୍କୁ ମରିସସର ସର୍ବୋଚ୍ଚ ସମ୍ମାନ
ମରିସସ ସରକାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେଠାକାର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର ଆଣ୍ଡ କି ଅଫ ଇଣ୍ଡିଆନ ଓସେନ’ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ନୂଆଦିଲ୍ଲୀ/ଭୁବନେଶ୍ୱର ୧୧-୦୩-୨୦୨୫(ପିପିଏସ ) : ମରିସସ ସରକାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେଠାକାର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର ଆଣ୍ଡ କି ଅଫ ଇଣ୍ଡିଆନ ଓସେନ’ ପ୍ରଦାନ କରିବାକୁ […]
କୁଚିଣ୍ଡା ଉପଖଣ୍ଡରେ ପ୍ରଲୋଭନ ଦେଖାଇ ନିରୀହ ଆଦିବାସୀଙ୍କୁ ଧର୍ମାନ୍ତରୀକରଣ ପ୍ରତିବାଦରେ ଦାବିପତ୍ର ପ୍ରଦାନ
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବିଭିନ୍ନ ସ୍ଥାନରେ ହାଲୋଲିଆରେ ରୋଗ ବ୍ୟାଧି ଠିକ ହେବା ସହ ଘର ଧନସମ୍ପଦର ଭରପୁର ହେବ ଆଦି ବିଭିନ୍ନ ପ୍ରଲୋଭନ ଦେଖାଇ ଆବଶ୍ୟକତା ସମୟରେ ସାହାଯ୍ୟ ଯୋଗାଇବା ଆଳରେ ଧର୍ମାନ୍ତରୀକରଣ କୁଚିଣ୍ଡା/ଭୁବନେଶ୍ୱର ୧୧-୦୩-୨୦୨୫(ପିପିଏସ ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବିଭିନ୍ନ ସ୍ଥାନରେ ହାଲୋଲିଆରେ ରୋଗ ବ୍ୟାଧି ଠିକ ହେବା ସହ ଘର ଧନସମ୍ପଦର ଭରପୁର ହେବ ଆଦି ବିଭିନ୍ନ ପ୍ରଲୋଭନ ଦେଖାଇ ଆବଶ୍ୟକତା ସମୟରେ ସାହାଯ୍ୟ ଯୋଗାଇବା ଆଳରେ […]
ରାଜ୍ୟର ୫,୦୦୦ରୁ ଅଧିକ ଗାଁରେ ସବୁଦିନିଆ ରାସ୍ତା ନାହିଁ
ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ମଙ୍ଗଳବାର ଦିନ ବିଧାନସଭାରେ ସୂଚନା ଦେଇଛନ୍ତି ଯେ, ରାଜ୍ୟର ୫,୧୯୭ଟି ଗ୍ରାମ ଏବଂ ପଡ଼ାରେ ସବୁଦିନିଆ ସଡ଼କ ସଂଯୋଗ ନାହିଁ ଭୁବନେଶ୍ୱର ୧୧-୦୩-୨୦୨୫(ପିପିଏସ ) : ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ମଙ୍ଗଳବାର ଦିନ ବିଧାନସଭାରେ ସୂଚନା ଦେଇଛନ୍ତି ଯେ, ରାଜ୍ୟର ୫,୧୯୭ଟି ଗ୍ରାମ ଏବଂ ପଡ଼ାରେ ସବୁଦିନିଆ ସଡ଼କ ସଂଯୋଗ ନାହିଁ।ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତରରେ […]
୧୦ ବର୍ଷରେ ହାତୀ ଆକ୍ରମଣରେ ରାଜ୍ୟରେ ୧,୨୦୯ ଜଣଙ୍କ ମୃତ୍ୟୁ
ଓଡ଼ିଶା ସରକାର ମଙ୍ଗଳବାର ପ୍ରକାଶ କରିଛନ୍ତି ଯେ, ୨୦୧୪-୧୫ ରୁ ୨୦୨୪-୨୫ ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ହାତୀ ଆକ୍ରମଣରେ ୧,୨୦୯ ଜଣଙ୍କର ମୃତ୍ୟୁ ହୋଇଛି। ପୀଡିତଙ୍କ ପରିବାର ପାଇଁ ସରକାରଙ୍କ ପକ୍ଷରୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ବ୍ୟବସ୍ଥା ରହିଛି ଭୁବନେଶ୍ୱର ୧୧-୦୩-୨୦୨୫(ପିପିଏସ ) : ଓଡ଼ିଶା ସରକାର ମଙ୍ଗଳବାର ପ୍ରକାଶ କରିଛନ୍ତି ଯେ, ୨୦୧୪-୧୫ ରୁ ୨୦୨୪-୨୫ ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ହାତୀ ଆକ୍ରମଣରେ ୧,୨୦୯ ଜଣଙ୍କର ମୃତ୍ୟୁ ହୋଇଛି।ବିଜେପି […]
ଚୌଦ୍ୱାର ଦୁର୍ଗର ସୁରକ୍ଷା ଭର୍ତ୍ତୃହରିଙ୍କ ଦାବି
ନୂଆଦିଲ୍ଲୀ/ଭୁବନେଶ୍ୱର ୧୧-୦୩-୨୦୨୫(ପିପିଏସ ) : ନିଶ୍ଚିହ୍ନ ହେବାକୁ ବସିଥିବା ପ୍ରାଚୀନ ଚୌଦ୍ଵାର ଦୁର୍ଗର ସୁରକ୍ଷା ନିମନ୍ତେ ତୁରନ୍ତ ଦୃଷ୍ଟିଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ଶ୍ରୀ ମହତାବ ସୋମବାର ସଂସଦର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉତ୍ଥାପନକରି କହିଥିଲେ, କଟକ ଜିଲ୍ଲାର ଚୌଦ୍ଵାରରେ ଏକଦା ଗଜପତିଙ୍କ ଶାସନକେନ୍ଦ୍ର ଥିଲା। ଅନେକଦିନ ଧରି ଏଠାରେ ଥିବା ଦୁର୍ଗରୁ ଗଜପତି ରାଜା ଶାସନ ଚଳାଉଥିଲେ। ପରବର୍ତୀ ସମୟରେ କଟକ ଓ ପରେ […]
ତାରା ବାହିନୀପତି ୭ ଦିନ ପାଇଁ ନିଲମ୍ୱିତ
ଗୃହରେ ଅଶାଳୀନ ଆଚରଣ ପାଇଁ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ବାଚସ୍ପତି ସାତ ଦିନ ପାଇଁ ବିଧାନସଭାରୁ ନିଲମ୍ବନ କରିଛନ୍ତି। ଗୃହରେ ଅନୁଶାସନହୀନତା ଯୋଗୁ ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ବାହିନୀପତିଙ୍କୁ ନେଇ ନିଲମ୍ବନ ପ୍ରସ୍ତାବ ଦେଇଥିଲେ ଭୁବନେଶ୍ୱର ୧୧-୦୩-୨୦୨୫(ପିପିଏସ ) : ଗୃହରେ ଅଶାଳୀନ ଆଚରଣ ପାଇଁ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ବାଚସ୍ପତି ସାତ ଦିନ ପାଇଁ ବିଧାନସଭାରୁ ନିଲମ୍ବନ କରିଛନ୍ତି।ଗୃହରେ ଅନୁଶାସନହୀନତା ଯୋଗୁ ସରକାରୀ […]
ମୁହାଣ ଖୋଳାକୁ ନେଇ ରକ୍ତାକ୍ତ ସଂଘର୍ଷ
ଉଭୟ ଗାଁର ୪୦ଜଣଙ୍କୁ ଗିରଫ କଲା ପୁଲିସ ବାହୁଦା ବଡ଼ନାଳ ମୁହାଣ ଖୋଳାକୁ ନେଇ ରକ୍ତାକ୍ତ ସଂଘର୍ଷ ମାମଲାରେ ୪୦ଜଣଙ୍କୁ ଗିରଫ କରାଯାଇଛି। ଏନେଇ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଏମ୍ ଶ୍ରବଣ ବିବେକ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାମେୟାପାଟଣା ଗାଁର ୨୧ ଓ କତୁରୁ ଗାଁର ୭ଜଣ ଗିରଫ ହୋଇଛନ୍ତି। ଚିକିଟି/ଭୁବନେଶ୍ୱର ୧୧-୦୩-୨୦୨୫(ପିପିଏସ ) : ବାହୁଦା ବଡ଼ନାଳ ମୁହାଣ ଖୋଳାକୁ ନେଇ ରକ୍ତାକ୍ତ ସଂଘର୍ଷ ମାମଲାରେ ୪୦ଜଣଙ୍କୁ ଗିରଫ କରାଯାଇଛି। ଏନେଇ ବ୍ରହ୍ମପୁର ଆରକ୍ଷୀ […]
୬ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କଲେ ସ୍ୱତନ୍ତ୍ର ରିଲିଫ୍ କମିସନର
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆଗାମୀ ୪-୫ ଦିନ ମଧ୍ୟରେ ସାରା ଓଡ଼ିଶାରେ ତାପମାତ୍ରା ଧୀରେ ଧୀରେ ୩-୫ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି ଭୁବନେଶ୍ୱର ୦୯-୦୩-୨୦୨୫(ପିପିଏସ ) : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆଗାମୀ ୪-୫ ଦିନ ମଧ୍ୟରେ ସାରା ଓଡ଼ିଶାରେ ତାପମାତ୍ରା ଧୀରେ ଧୀରେ ୩-୫ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଗତ ସ୍ୱତନ୍ତ୍ର […]
ଏଠାରେ ପଢ଼ିଥିବାରୁ ମୁଁ ଗର୍ବି :ମୁଖ୍ୟମନ୍ତ୍ରୀ
ଶିକ୍ଷା ଆଉ ଏକ ସମସ୍ୟା ନୁହେଁ, କିନ୍ତୁ ପ୍ରକୃତ ଚ୍ୟାଲେଞ୍ଜ ହେଉଛି ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା କେନ୍ଦୁଝର/ଭୁବନେଶ୍ୱର ୦୯-୦୩-୨୦୨୫(ପିପିଏସ ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡରେ ୪୨ କୋଟି ଟଙ୍କାର ୧୬ଟି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ଏବଂ ୧୧୮ କୋଟି ଟଙ୍କାର ଆହୁରି ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।କେଉଁଝରର ଆନନ୍ଦପୁର କଲେଜରେ ୬୧ତମ ବାର୍ଷିକ ଉତ୍ସବ ଅବସରରେ ଏହି ଘୋଷଣା କରାଯାଇଥିଲା।ଏହି […]