1 min read

ମହିଳାଙ୍କ ପାଇଁ କାହିଁକି ଏସବୁ ଭିଟାମିନ୍‌ ଜରୁରୀ ?

ବୟସ ହିସାବରେ ମହିଳାଙ୍କ ଲାଗି ଭିନ୍ନ ଭିନ୍ନ ଭିଟାମିନର ଆବଶ୍ୟକତା ରହିଥାଏ । ଏହାସହିତ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କୁ ଅଧିକ ପୋଷଣର ଆବଶ୍ୟକତା ଥାଏ । ଏକ ସୁସ୍ଥ ଡାଏଟରେ ସମସ୍ତ ପ୍ରକାର ପୋଷଣ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମହିଳାଙ୍କ ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ହେଉଥିବାରୁ ସେମାନେ ସୁସ୍ଥ ରହିବା ପାଇଁ ଏକ ସ୍ୱତନ୍ତ୍ର ଭିଟାମିନର ଆବଶ୍ୟକତା ରହିଛି । ଏହି ଭିଟାମିନକୁ ସଠିକ୍‌ ମାତ୍ରାରେ ଖାଇଲେ ମହିଳାଙ୍କ ସ୍ୱାସ୍ଥ୍ୟ ଭଲ ରହିବା […]

1 min read

ଚଳିତବର୍ଷ ଅଗଷ୍ଟରେ ଦିଲ୍ଲୀରେ ରେକର୍ଡ ‌ଭାଙ୍ଗିବା ପରି ବର୍ଷା

ନୂଆଦିଲ୍ଳୀ/ଭୁବନେଶ୍ୱର /୨୩-୦୮-୨୪ (ପିପିଏସ): ଚଳିତବର୍ଷ ଅଗଷ୍ଟରେ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଛି। ଭାରତ ପାଣିପାଗ ବିଭାଗ (ଆଇଏମଡି) ର ତଥ୍ୟ ଅନୁଯାୟୀ, ସହରରେ ଏପର୍ଯ୍ୟନ୍ତ ୨୬୯.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯାହା ଗତ ଦଶନ୍ଧି ମଧ୍ୟରେ ସର୍ବାଧିକ ବର୍ଷା ହୋଇଛି।ଆଇଏମ୍‌ଡିର ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ୨୬୯.୯ ମିଲିମିଟର ବର୍ଷା ସହିତ ଦିଲ୍ଲୀ ଅଗଷ୍ଟ ୨୦୧୩ ମସିହାରେ ରେକର୍ଡ ହୋଇଥିବା ପୂର୍ବ ରେକର୍ଡକୁ ଅତିକ୍ରମ କରିଛି।ଦିଲ୍ଲୀରେ ବର୍ଷା ଆଶାଠାରୁ ଅଧିକ ହୋଇଛି। ବର୍ଷା ଦିନର ହାରାହାରି ସଂଖ୍ୟା୨.୪ […]

1 min read

ମଙ୍କି ପକ୍ସକୁ ନେଇ ତତ୍ପରତା; ସବୁ ସିଡିଏମ୍ଓଙ୍କୁ ସ୍ବାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ବର/୨୧-୦୮-୨୪ (ପିପିଏସ ): ଦେଶରେ ମୁଣ୍ଡ ଟେକିଲାଣି ମଙ୍କି ପକ୍ସ। ଏହାକୁ ନେଇ ଏବେ ଆତଙ୍କ ଦେଖାଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିମାନ ବନ୍ଦର ଏବଂ ବିଭିନ୍ନ ସହର ଓ ରାଜ୍ୟର ସୀମା ଅଞ୍ଚଳରେ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ଏହାକୁ ନେଇ ଓଡ଼ିଶାରେ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଯଦିଓ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦିଷ୍ଟ ନିର୍ଦେଶନାମା ଆସିନାହିଁ ତଥାପି ସ୍ବାସ୍ଥ୍ୟ ବିଭାଗ ଏନେଇ ସମସ୍ତ ସିଡିଏମ୍ଓଙ୍କୁ ଚିଠି ଲେଖି ଅବଗତ କରିଛି। ମଙ୍କି […]