1 min read

୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ: ମୁଖ୍ୟମନ୍ତ୍ରୀ 

ରାଜ୍ୟ କ୍ୟାବିନେଟରେ ଏଗାରଟି ପ୍ରସ୍ତାବରେ ବାଜିଛି ମୋହର। ତୃଣମୂଳ ସ୍ତରରେ କ୍ରୀଡ଼ାଭିତ୍ତି ଭୂମି ବିକାଶ ପାଇଁ ୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।   ଭୁବନେଶ୍ୱର ୦୮-୦୨-୨୦୨୫(ପିପିଏସ ) : ରାଜ୍ୟ କ୍ୟାବିନେଟରେ ଏଗାରଟି ପ୍ରସ୍ତାବରେ ବାଜିଛି ମୋହର। ତୃଣମୂଳ ସ୍ତରରେ କ୍ରୀଡ଼ାଭିତ୍ତି ଭୂମି ବିକାଶ ପାଇଁ ୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ |  କ୍ରୀଡ଼ା ଓ ଯୁବ ସେବା ବିଭାଗ ତରଫରୁ ଯେଉଁ […]

1 min read

‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଯାଜପୁର ଜିଲ୍ଲା ବ୍ୟାସନଗରର ଚାନ୍ଦମା ପଡ଼ିଆ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରିଛନ୍ତି। ଆଜି ରାଜ୍ୟର ୧୮ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ବଣ୍ଟନ କରାଯାଇଛି। ଯାଜପୁର/ଭୁବନେଶ୍ୱର ୦୮-୦୨-୨୦୨୫(ପିପିଏସ ) : ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯାଇଛି। ଏଥିରେ ୧୮ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯାଇଛି। ଯାଜପୁର ଜିଲ୍ଲା ବ୍ୟାସନଗରର […]

1 min read

ବଦଳିବ ମୋ ବସର ନାଁ

ଭୁବନେଶ୍ୱର ୦୮-୦୨-୨୦୨୫(ପିପିଏସ ) : ରାଜଧାନୀ ଭୁବନେଶ୍ବର ‌ସମେତ କଟକ, ରାଉରକେଲା, ସମ୍ବଲପୁର, ଖୋର୍ଦ୍ଧା ସହରରେ ପରିଚାଳିତ ହେଉଥିବା ସାଧାରଣ ପରିବହନ ବ୍ୟବସ୍ଥା ‘ମୋ ବସ୍’ର ନାମ ପରିବର୍ତ୍ତନ ହେବ। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଶନିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ‘ମୋ ବସ୍‌’ର ନାଁ ପରିବର୍ତ୍ତନ ହୋଇ ‘ଆମ ବସ୍‌’ ହେବ।ଶ୍ରୀ ମହାପାତ୍ର ପୂର୍ବ ସରକାରଙ୍କୁ କଟାକ୍ଷ କରି କହିଛନ୍ତି, ‘ମୋ ବସ୍‌’ ଏକ ଅହଂକାର ଶବ୍ଦ। ମୋହନ […]

1 min read

ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ ହେବେ ଉତ୍ତମ ମହାନ୍ତି

ଓଲିଉଡର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ଥିବା ସୂଚନା ମିଳିଛି। ତାଙ୍କୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ କରାଯିବ। ଉତ୍ତମ ମହାନ୍ତିଙ୍କ ପୁଅ ବାବୁସାନ ମହାନ୍ତି ଏହି ସୂଚନା ଦେଇଛନ୍ତି। ଭୁବନେଶ୍ୱର ୦୮-୦୨-୨୦୨୫(ପିପିଏସ ) : ଓଲିଉଡର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ଥିବା ସୂଚନା ମିଳିଛି। ତାଙ୍କୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ କରାଯିବ। ଉତ୍ତମ ମହାନ୍ତିଙ୍କ ପୁଅ ବାବୁସାନ ମହାନ୍ତି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଉନ୍ନତ ଚିକିତ୍ସା […]

1 min read

ଦିଲ୍ଲୀରେ ବିଜେପି ସରକାର; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଦିଲ୍ଲୀବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦିଲ୍ଲୀର ଜନତା ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ସରକାରଙ୍କୁ ହଟାଇ ପଦ୍ମ ଫୁଟାଇ ଥିବାରୁ ମୋହନ ମାଝୀ ଏହି କୃତଜ୍ଞତା ଜଣାଇଛନ୍ତି। ଭୁବନେଶ୍ୱର ୦୮-୦୨-୨୦୨୫(ପିପିଏସ ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଦିଲ୍ଲୀବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦିଲ୍ଲୀର ଜନତା ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ସରକାରଙ୍କୁ ହଟାଇ ପଦ୍ମ ଫୁଟାଇ ଥିବାରୁ ମୋହନ ମାଝୀ ଏହି କୃତଜ୍ଞତା ଜଣାଇଛନ୍ତି। ସାମାଜିକ […]

1 min read

ବିଭିନ୍ନ ବିଭାଗରେ ୬,୩୯୦ ଜଣଙ୍କୁ ନିଯୁକ୍ତିପତ୍ର ଦେଲେ ରାଜ୍ୟ ସରକାର

ରାଜ୍ୟ ସରକାର ଆଜି ବିଭିନ୍ନ ବିଭାଗରେ ମୋଟ ୬,୩୯୦ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ୨୭୫୩ ଜଣ ବହୁମୁଖି ମହିଳା ସ୍ବାସ୍ଥ୍ୟକର୍ମୀ, ୧୧୦ ଜଣ ଆୟୁର୍ବେଦିକ ଅଧିକାରୀ ଭୁବନେଶ୍ୱର ୦୭-୦୨–୨୦୨୫(ପିପିଏସ) : ରାଜ୍ୟ ସରକାର ଆଜି ବିଭିନ୍ନ ବିଭାଗରେ ମୋଟ ୬,୩୯୦ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ପ୍ରାର୍ଥୀମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ନିଯୁକ୍ତିପତ୍ର ଗ୍ରହଣ କରିଛନ୍ତି।  ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ୨୭୫୩ ଜଣ ବହୁମୁଖି ମହିଳା ସ୍ବାସ୍ଥ୍ୟକର୍ମୀ, ୧୧୦ ଜଣ ଆୟୁର୍ବେଦିକ […]

1 min read

ଇ-ଡିଟେକ୍ସନ୍‌ରୁ ଧରାପଡ଼ିଲା ବୀମାଫାଙ୍କି: ୬ ଦିନରେ ଧରାପଡ଼ିଲାଣି ୧୫ଶହ ଗାଡ଼ି

ମାତ୍ର ୬ ଦିନରେ ଇ-ଡିଟେକ୍ସନ୍‌ ମାଧ୍ୟମରେ ଟୋଲ୍‌ଗେଟ୍‌ରେ ଧରାପଡ଼ିଲେଣି ବୀମା ନଥିବା ୧୫ ଶହ ଗାଡ଼ି। ଅନ୍ୟପଟେ ରାସ୍ତାକୁ ଓହ୍ଲାଉଥିବା ଖିଲାପୀ ଗାଡ଼ି ଚାଳକଙ୍କ ପାଇଁ ଆହୁରି କଠୋର ହେବାକୁ ଯାଉଛି ପରିବହନ ବିଭାଗ। ଟୋଲ୍‌ଗେଟ୍‌ରେ ସପ୍ତାହେ ତଳେ ବୀମାକୁ ଇ-ଡିଟେକ୍ସନ ସହିତ ଯୋଡ଼ା କଟକ ୦୭-୦୨–୨୦୨୫(ପିପିଏସ) : ମାତ୍ର ୬ ଦିନରେ ଇ-ଡିଟେକ୍ସନ୍‌ ମାଧ୍ୟମରେ ଟୋଲ୍‌ଗେଟ୍‌ରେ ଧରାପଡ଼ିଲେଣି ବୀମା ନଥିବା ୧୫ ଶହ ଗାଡ଼ି। ଅନ୍ୟପଟେ ରାସ୍ତାକୁ ଓହ୍ଲାଉଥିବା ଖିଲାପୀ ଗାଡ଼ି ଚାଳକଙ୍କ ପାଇଁ ଆହୁରି […]

1 min read

ଓଡ଼ିଶାରେ ରୋହିତ ବାହିନୀ

ଐତିହାସିକ ବାରବାଟୀ ଷ୍ଟାଡିୟମରେ ଦିନିକିଆ ମ୍ୟାଚ୍ ଖେଳିବା ପାଇଁ ଉଭୟ ଭାରତ ଓ ଇଂଲଣ୍ଡ ଟିମ୍ ଶୁକ୍ରବାର ସନ୍ଧ୍ୟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ୦୭-୦୨–୨୦୨୫(ପିପିଏସ) : ଐତିହାସିକ ବାରବାଟୀ ଷ୍ଟାଡିୟମରେ ଦିନିକିଆ ମ୍ୟାଚ୍ ଖେଳିବା ପାଇଁ ଉଭୟ ଭାରତ ଓ ଇଂଲଣ୍ଡ ଟିମ୍ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଉଭୟ ଦଳର ଖେଳାଳି ସ୍ବତନ୍ତ୍ର ବିମାନରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ସେମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ […]

1 min read

‘ସତ୍ୟବାଦୀ ବକୁଳବନର ଐତିହ୍ୟକୁ ସୁରକ୍ଷିତ ରଖି ଏହାର ପୁନରୁଦ୍ଧାର ଓ ବିକାଶ କରାଯିବ’

ବକୁଳବନର ଐତିହ୍ୟ ଓ ପରମ୍ପରା ସଂପର୍କରେ ଆଜିର ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ପାଇଁ ଏହାର ମୌଳିକ ଢାଞ୍ଚା ଅନୁରୂପ ବିକାଶ କରିବା ସହିତ ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ୦୭-୦୨–୨୦୨୫(ପିପିଏସ) : ବକୁଳବନର ଐତିହ୍ୟ ଓ ପରମ୍ପରା ସଂପର୍କରେ ଆଜିର ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ପାଇଁ ଏହାର ମୌଳିକ ଢାଞ୍ଚା ଅନୁରୂପ ବିକାଶ କରିବା ସହିତ ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ […]

1 min read

ଆସନ୍ତାକାଲି ‘ସୁଭଦ୍ରା’ ଯୋଜନାର ମୋଟ୍ ଲାଭାର୍ଥୀଙ୍କ ସଂଖ୍ୟା ୯୮ ଲକ୍ଷରେ ପହଞ୍ଚିବ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଆସନ୍ତାକାଲି ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ୧୮ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବ। ଯାଜପୁର ଜିଲ୍ଲା ଚାନ୍ଦମା ପଡ଼ିଆ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ପ୍ରଦାନ କରିବେ। ଭୁବନେଶ୍ୱର ୦୭-୦୨–୨୦୨୫(ପିପିଏସ) : ଆସନ୍ତାକାଲି (୮ତାରିଖ) ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ଏଥିରେ ୧୮ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବ। […]