1 min read

ଦଶ ଦିନର ଶିଶୁକୁ ୬୦ ଚେଙ୍କ ମାମଲା

ଜେଜେମା କୋର୍ଟ ଚାଲାଣ ପରେ ଜେଲ ଗଲେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଂଚାୟତ ଅଧିନସ୍ଥ ଫୁଣ୍ଡେଲପଡା ଗ୍ରାମର ଜଣେ ଦଶ ଦିନର ଶିଶୁ ଅସୁସ୍ଥ ହେବାରୁ ତାକୁ ଚିକିତ୍ସା ପରିବର୍ତ୍ତେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଶିଶୁ ଦେହରେ ୬୦ରୁ ଅଧିକ ଚେଙ୍କ ଦିଆ ଯାଇଥିଲା ଚନ୍ଦାହାଣ୍ଡି/ଭୁବନେଶ୍ୱର ୧୩-୦୩-୨୦୨୫ (ପିପିଏସ ) : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଂଚାୟତ ଅଧିନସ୍ଥ ଫୁଣ୍ଡେଲପଡା ଗ୍ରାମର ଜଣେ ଦଶ ଦିନର ଶିଶୁ ଅସୁସ୍ଥ ହେବାରୁ […]

1 min read

୩୦ ମାର୍ଚ୍ଚରେ ଓଡ଼ିଶାରେ ଅନ୍ତ୍ୟୋଦୟ ଆବାସ ଯୋଜନା ଆରମ୍ଭ ହେବ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାର୍ଚ୍ଚ ୩୦ ତାରିଖରେ କଳାହାଣ୍ଡିରେ ଅନ୍ତ୍ୟୋଦୟ ଗୃହ ଯୋଜନା ଆରମ୍ଭ କରିବେ। ଏହି ଆବାସ ଯୋଜନାରେ ଦିବ୍ୟାଙ୍ଗ, ବିଧବା, ସହିଦ ପରିବାର ଏବଂ ପଦ୍ମଶ୍ରୀ ପ୍ରାପ୍ତକର୍ତ୍ତାଙ୍କ ସମେତ ୫୦,୦୦୦ ବ୍ୟକ୍ତିଙ୍କୁ ଘର ଯୋଗାଇବା ଲକ୍ଷ୍ୟ ରଖାଯାଇଛି ଭୁବନେଶ୍ୱର ୧୩-୦୩-୨୦୨୫ (ପିପିଏସ ) : ଗୁରୁବାର ଦିନ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାର୍ଚ୍ଚ ୩୦ ତାରିଖରେ କଳାହାଣ୍ଡି ଜିଲ୍ଲାରେ ଓଡ଼ିଶା ଅନ୍ତ୍ୟୋଦୟ ଗୃହ ଯୋଜନା […]

1 min read

ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କଲା: ଚଳିତ ବର୍ଷ ପାଇଁ ପ୍ରଥମ ଥର

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି ଯେ, ୨୦୨୫ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ ଅତିକ୍ରମ କରିଛି। ​​ବୌଦ୍ଧରେ ତାପମାତ୍ରା ୪୦.୫ ଡିଗ୍ରି ସେଲସିୟସ୍ ଛଇଁଛି ଭୁବନେଶ୍ୱର ୧୨-୦୩-୨୦୨୫ (ପିପିଏସ ) : ଚଳିତ ବର୍ଷ ୨୦୨୫ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶାର ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ ଅତିକ୍ରମ କରିଛି। ବୌଦ୍ଧର ତାପମାତ୍ରା ୪୦.୫ ଡିଗ୍ରି ସେଲସିୟସ୍ ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା […]

1 min read

ବଢ଼ିଲା ଖୋର୍ଦ୍ଧା ସବ୍‌ରେଜିଷ୍ଟ୍ରାରଙ୍କ ଅଡ଼ୁଆ

୩ ଦିନ ଭିତରେ ପକ୍ଷ ରଖିବାକୁ ନିର୍ଦ୍ଦେଶ, ଖିଲାପ ହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାର୍ଟପ୍ଲଟ୍‌ ବା ଆଂଶିକ ଜମି ପଞ୍ଜୀକରଣକୁ ନେଇ ଖୋର୍ଦ୍ଧା ସବ୍‌ରେଜିଷ୍ଟ୍ରାରଙ୍କ ଅଡ଼ୁଆ ବଢ଼ିଛି। କଟକଣା ବେଳେ ବେଆଇନ ଭାବରେ କିଣାବିକା ଅନୁମତି ଦେଇଥିବାରୁ ପୂର୍ବରୁ ଏଡିଏମ୍‌ ରିପୋର୍ଟ ତଲବ କରିବା ସହ ଉପଯୁକ୍ତ କାରଣ ଦର୍ଶାଇବାକୁ କହିଥିଲେ। ଭୁବନେଶ୍ୱର ୧୨-୦୩-୨୦୨୫ (ପିପିଏସ ) : ପାର୍ଟପ୍ଲଟ୍‌ ବା ଆଂଶିକ ଜମି ପଞ୍ଜୀକରଣକୁ ନେଇ ଖୋର୍ଦ୍ଧା ସବ୍‌ରେଜିଷ୍ଟ୍ରାରଙ୍କ ଅଡ଼ୁଆ ବଢ଼ିଛି। କଟକଣା ବେଳେ ବେଆଇନ […]

1 min read

ରାସନ କାର୍ଡରେ ଖୁବ୍ ଶୀଘ୍ର ମିଳିବ ଗହମ: ମନ୍ତ୍ରୀ

ଆଗାମୀ ଦିନରେ ରାଜ୍ୟର ଲୋକଙ୍କୁ ରାସନ କାର୍ଡ ମାଧ୍ୟମରେ ପୂର୍ବ ଭଳି ଗହମ ଯୋଗାଇ ଦିଆଯିବ। ଏନେଇ ଏକ ପ୍ରଶ୍ନ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାରେ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି ଭୁବନେଶ୍ୱର ୧୨-୦୩-୨୦୨୫ (ପିପିଏସ ) : ଆଗାମୀ ଦିନରେ ରାଜ୍ୟର ଲୋକଙ୍କୁ ରାସନ କାର୍ଡ ମାଧ୍ୟମରେ ପୂର୍ବ ଭଳି ଗହମ ଯୋଗାଇ ଦିଆଯିବ। ଏନେଇ ଏକ ପ୍ରଶ୍ନ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ […]

1 min read

ଶୂନ ଦୁର୍ଘଟଣା ଲକ୍ଷ୍ୟ: ୩୦ ଦିନିଆ ନୂତନ ସଡ଼କ ସୁରକ୍ଷା ଅଭିଯାନ ଆରମ୍ଭ ହେବ

ଓଡ଼ିଶା ସରକାର ସଡ଼କ ସୁରକ୍ଷା ବୃଦ୍ଧି ଏବଂ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏକ ପରିବର୍ତ୍ତନକାରୀ ଅଭିଯାନ, ଶୂନ ଦୁର୍ଘଟଣା ଦିବସ (ଜେଡ୍‌ଏଡି) ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ଭୁବନେଶ୍ୱର ୧୨-୦୩-୨୦୨୫ (ପିପିଏସ ) : ଓଡ଼ିଶା ସରକାର ସଡ଼କ ସୁରକ୍ଷା ବୃଦ୍ଧି ଏବଂ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏକ ପରିବର୍ତ୍ତନକାରୀ ଅଭିଯାନ, ଶୂନ ଦୁର୍ଘଟଣା ଦିବସ (ଜେଡ୍‌ଏଡି) ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି।ଏହି ୩୦ ଦିନିଆ ଅଭିଯାନ ଦୃଷ୍ଟିକୋଣ ଏବଂ ନେତୃତ୍ୱ […]

1 min read

ଜିଲ୍ଲା ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟବନ୍ତ ଛାତ୍ରାବାସ ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମହିଳାମାନଙ୍କୁ ଉଦ୍ୟୋଗୀ ହେବା ନିମନ୍ତେ ସମସ୍ତ ଆର୍ଥିକ ସୁବିଧା ଯୋଗାଇ ଦିଆଯାଉଛି ମାଲକାନଗିରି/ଭୁବନେଶ୍ୱର ୧୧-୦୩-୨୦୨୫(ପିପିଏସ ) : ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟବନ୍ତ ଛାତ୍ରାବାସ ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ […]

1 min read

ସାଇକେଲରେ ସାରା ଓଡ଼ିଶା ଭ୍ରମଣ

କୁଚିଣ୍ଡା ନିକଟ ଡିମିରିମୁଣ୍ଡା ଗ୍ରାମର ଯୁବକ ଶୁଭମ୍ ବାରିକ୍ ସାଇକେଲ ଯୋଗେ ସାରା ଓଡ଼ିଶା ଭ୍ରମଣ କରି ମଙ୍ଗଳବାର ଶେଷରେ କୁଚିଣ୍ଡା ପହଞ୍ଚି ନିଜର ସାଇକେଲ ଯାତ୍ରା ଶେଷ କରିଛନ୍ତି କୁଚିଣ୍ଡା/ଭୁବନେଶ୍ୱର ୧୧-୦୩-୨୦୨୫(ପିପିଏସ ) : କୁଚିଣ୍ଡା ନିକଟ ଡିମିରିମୁଣ୍ଡା ଗ୍ରାମର ଯୁବକ ଶୁଭମ୍ ବାରିକ୍ ସାଇକେଲ ଯୋଗେ ସାରା ଓଡ଼ିଶା ଭ୍ରମଣ କରି ମଙ୍ଗଳବାର ଶେଷରେ କୁଚିଣ୍ଡା ପହଞ୍ଚି ନିଜର ସାଇକେଲ ଯାତ୍ରା ଶେଷ କରିଛନ୍ତି। ଆଜିର ଆଧୁନିକ ଯୁଗରେ ଲୋକେ ପେଟ୍ରୋଲ ଓ ଡିଜେଲ୍ […]

1 min read

କୁଚିଣ୍ଡା ଉପଖଣ୍ଡରେ ପ୍ରଲୋଭନ ଦେଖାଇ ନିରୀହ ଆଦିବାସୀଙ୍କୁ ଧର୍ମାନ୍ତରୀକରଣ ପ୍ରତିବାଦରେ ଦାବିପତ୍ର ପ୍ରଦାନ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବିଭିନ୍ନ ସ୍ଥାନରେ ହାଲୋଲିଆରେ‌ ରୋଗ ବ୍ୟାଧି ଠିକ ହେବା ସହ ଘର ଧନସମ୍ପଦର ଭରପୁର ହେବ ଆଦି ବିଭିନ୍ନ ପ୍ରଲୋଭନ ଦେଖାଇ ଆବଶ୍ୟକତା ସମୟରେ ସାହାଯ୍ୟ ଯୋଗାଇବା ଆଳରେ ଧର୍ମାନ୍ତରୀକରଣ କୁଚିଣ୍ଡା/ଭୁବନେଶ୍ୱର ୧୧-୦୩-୨୦୨୫(ପିପିଏସ ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବିଭିନ୍ନ ସ୍ଥାନରେ ହାଲୋଲିଆରେ‌ ରୋଗ ବ୍ୟାଧି ଠିକ ହେବା ସହ ଘର ଧନସମ୍ପଦର ଭରପୁର ହେବ ଆଦି ବିଭିନ୍ନ ପ୍ରଲୋଭନ ଦେଖାଇ ଆବଶ୍ୟକତା ସମୟରେ ସାହାଯ୍ୟ ଯୋଗାଇବା ଆଳରେ […]

1 min read

୧୦ ବର୍ଷରେ ହାତୀ ଆକ୍ରମଣରେ ରାଜ୍ୟରେ ୧,୨୦୯ ଜଣଙ୍କ ମୃତ୍ୟୁ

ଓଡ଼ିଶା ସରକାର ମଙ୍ଗଳବାର ପ୍ରକାଶ କରିଛନ୍ତି ଯେ, ୨୦୧୪-୧୫ ରୁ ୨୦୨୪-୨୫ ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ହାତୀ ଆକ୍ରମଣରେ ୧,୨୦୯ ଜଣଙ୍କର ମୃତ୍ୟୁ ହୋଇଛି। ପୀଡିତଙ୍କ ପରିବାର ପାଇଁ ସରକାରଙ୍କ ପକ୍ଷରୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ବ୍ୟବସ୍ଥା ରହିଛି ଭୁବନେଶ୍ୱର ୧୧-୦୩-୨୦୨୫(ପିପିଏସ ) : ଓଡ଼ିଶା ସରକାର ମଙ୍ଗଳବାର ପ୍ରକାଶ କରିଛନ୍ତି ଯେ, ୨୦୧୪-୧୫ ରୁ ୨୦୨୪-୨୫ ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ହାତୀ ଆକ୍ରମଣରେ ୧,୨୦୯ ଜଣଙ୍କର ମୃତ୍ୟୁ ହୋଇଛି।ବିଜେପି […]