1 min read

ଏସସିବି ମେଡିକାଲରୁ ଜେଲ୍ ଗାର୍ଡଙ୍କୁ ଚକମା ଦେଇ ମହିଳା କଏଦୀ ଚମ୍ପଟ

ଜେଲ୍ ଗାର୍ଡଙ୍କୁ ଚକମା ଦେଇ ଜଣେ ମହିଳା କଏଦୀ କଟକ ଏସସିବି ମେଡିକାଲରୁ ଚମ୍ପଟ ମାରିଛନ୍ତି। ଚିକିତ୍ସା ପାଇଁ ଚୌଦ୍ଵାର ଜେଲ୍‌ରୁ ଏସସିବି ମେଡିକାଲକୁ ମହିଳା କଏଦୀଙ୍କୁ ଅଣାଯାଇଥିଲା କଟକ ୨୨-୦୧-୨୦୨୫ (ପିପିଏସ) : ଜେଲ୍ ଗାର୍ଡଙ୍କୁ ଚକମା ଦେଇ ଜଣେ ମହିଳା କଏଦୀ କଟକ ଏସସିବି ମେଡିକାଲରୁ ଚମ୍ପଟ ମାରିଛନ୍ତି। ‌ତାଙ୍କର ସନ୍ଧାନ ପାଇଁ ଏବେ ତନାଘନା ଆରମ୍ଭ ହୋଇଛି।ମେଡିକାଲର ପ୍ରସୂତି ବିଭାଗରେ ଚିକିତ୍ସିତ ହେଉଥିବା ବେଳେ ମହିଳା କଏଦୀ ଜଣକ ଜେଲ୍ ଗାର୍ଡଙ୍କୁ ଚକମା […]

1 min read

କୋଲକାତା ମେଡିକାଲ ଛାତ୍ରୀ ଦୁଷ୍କର୍ମ-ହତ୍ୟା ମାମଲା: ରାୟ ନେଇ ଖୁସି ନାହାନ୍ତି କଟକ ଛାତ୍ରଛାତ୍ରୀ

ଆରଜି କର ମେଡିକାଲ କଲେଜ ଓ ହସ୍‌ପିଟାଲର ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆଜି ପଶ୍ଚିମବଙ୍ଗର ସିଆଲଦା କୋର୍ଟରେ ରାୟ ପ୍ରକାଶ ପାଇଛି। ଦୋଷୀ ସଞ୍ଜୟ ରାୟଙ୍କୁ ମିଳିଥିବା ଦଣ୍ଡ ନେଇ କଟକ ଏସ୍‌ସିବି ମେଡିକାଲ କଲେଜର ଡାକ୍ତର ଛାତ୍ରଛାତ୍ରୀମାନେ ଖୁସି ନାହାନ୍ତି। କଟକ ,୨୦-୦୧-୨୦୨୫(ପିପିଏସ) : କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍‌ପିଟାଲର ଜଣେ ମହିଳା ଡାକ୍ତରଙ୍କୁ ଗତବର୍ଷ ଅଗଷ୍ଟ ୯ ତାରିଖ ଦିନ ଦୁଷ୍କର୍ମ ଏବଂ ହତ୍ୟା […]

1 min read

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା: ମୁଖ୍ୟ ସାକ୍ଷୀଙ୍କ ସାର୍ଟ ରଙ୍ଗ ବଦଳିଗଲା

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ତଦନ୍ତରେ ରହିଥିବା ବିଭିନ୍ନ ଛିଦ୍ର ସବୁ ଗୋଟିଏ ପରେ ଗୋଟିଏ ପଦାକୁ ଆସିବାରେ ଲାଗିଛି। କ୍ରାଇମ୍‌ବ୍ରାଞ୍ଚ କାହିଁକି ସ୍ବର୍ଗତ ଦାସଙ୍କ ଗୁଳିବିଦ୍ଧ ସାର୍ଟ ଓ ରକ୍ତଲଗା ତଉଲିଆକୁ ଜବତ କଲାନାହିଁ ଝାରସୁଗୁଡ଼ା/ଭୁବନେଶ୍ୱର ୨୦-୦୧-୨୦୨୫(ପିପିଏସ) : ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ତଦନ୍ତରେ ରହିଥିବା ବିଭିନ୍ନ ଛିଦ୍ର ସବୁ ଗୋଟିଏ ପରେ ଗୋଟିଏ ପଦାକୁ ଆସିବାରେ ଲାଗିଛି। କ୍ରାଇମ୍‌ବ୍ରାଞ୍ଚ […]

1 min read

ନବ ଦାସ ହତ୍ୟା ମାମଲା: ମୁହଁ ଖୋଲିଲେ ଦେବେଶ

ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ରାଜନୈତିକ ବୟାନବାଜୀ ମଧ୍ୟ ଜାରି ରହିଛି। ପୂର୍ବତନ ବିଧାୟକ ଦୀପାଳି ଦାସ ତାଙ୍କ ବାପା ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଭୁବନେଶ୍ୱର ୨୦-୦୧-୨୦୨୫(ପିପିଏସ ) : ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ରାଜନୈତିକ ବୟାନବାଜୀ ମଧ୍ୟ ଜାରି […]

1 min read

ମିଠା ‌ଦୋକାନରେ ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ

ମାଲିକଙ୍କ ସହ ୩ ଗୁରୁତର ବାଲେଶ୍ୱର ଜିଲ୍ଲା ନୀଳଗିରି ବଜାରରେ ଏକ ମିଠା ଦୋକାନରେ ଗ୍ୟାସ୍‌ ଲିକ୍‌ ହୋଇଛି। ଫଳରେ ଅଗ୍ନିକାଣ୍ଡ ଦେଖାଯାଇଛି। ଅଗ୍ନିକାଣ୍ଡ ଯୋଗୁଁ ଦୋକାନର ମାଲିକଙ୍କ ସମେତ ୩ ଜଣ ଗୁରୁତର ଆହତ ଅଛନ୍ତି। ନୀଳଗିରି/ଭୁବନେଶ୍ୱର ୧୯-୦୧-୨୦୨୫(ପିପିଏସ ) : ବାଲେଶ୍ୱର ଜିଲ୍ଲା ନୀଳଗିରି ବଜାରରେ ଏକ ମିଠା ଦୋକାନରେ ଗ୍ୟାସ୍‌ ଲିକ୍‌ ହୋଇଛି। ଫଳରେ ଅଗ୍ନିକାଣ୍ଡ ଦେଖାଯାଇଛି। ଅଗ୍ନିକାଣ୍ଡ ଯୋଗୁଁ ଦୋକାନର ମାଲିକଙ୍କ ସମେତ ୩ ଜଣ ଗୁରୁତର ଆହତ ଅଛନ୍ତି। ସେମାନଙ୍କୁ […]

1 min read

ଔପଦାରେ ଚାଞ୍ଚଲ୍ୟ: ଯୌତୁକ ଲାଗି ବଧୂହତ୍ୟା ଅଭିଯୋଗ

ଅଭିଯୁକ୍ତ ଶାଶୂ, ଶ୍ଵଶୁର, ସ୍ଵାମୀ ଓ ନଣନ୍ଦ ଫେରାର ବାଲେଶ୍ବର ଜିଲ୍ଲା ଔପଦା ଥାନା ବାଙ୍ଗୁରୁ ଗ୍ରାମର ଯୌତୁକ ପାଇଁ ଜଣେ ବଧୂଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତା ହେଉଛନ୍ତି ସଂପୃକ୍ତ ଗ୍ରାମର ବିପିନ ବିହାରୀ ପଣ୍ଡାଙ୍କ ପତ୍ନୀ ଆରତୀ। ସୋର/ଭୁବନେଶ୍ୱର ୧୯-୦୧-୨୦୨୫(ପିପିଏସ ) : ବାଲେଶ୍ବର ଜିଲ୍ଲା ଔପଦା ଥାନା ବାଙ୍ଗୁରୁ ଗ୍ରାମର ଯୌତୁକ ପାଇଁ ଜଣେ ବଧୂଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତା ହେଉଛନ୍ତି ସଂପୃକ୍ତ […]

1 min read

ପରଲୋକରେ ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର୍ ଡାକ୍ତର ଗୋପାଳ କର

କଟକ ୧୯-୦୧-୨୦୨୫(ପିପିଏସ ) : ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର୍ ଡାକ୍ତର ଗୋପାଳ କର ଆଉ ନାହାନ୍ତି। ଆଜି ସକାଳ ପ୍ରାୟ ୧୦ଟା ବେଳେ ହୃଦଘାତରେ ସେ ନିଜର ତେଲେଙ୍ଗା ବଜାରସ୍ଥିତ ବାସଭବନରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଡାକ୍ତର ଗୋପାଳ କର ଏସସିବି ମେଡିକାଲ କଲେଜର ମାନସିକ ରୋଗ ବିଭାଗର ମୁଖ୍ୟ ଓ ପରେ  ଅଧ୍ୟକ୍ଷ ଦାୟିତ୍ବ ତୁଲାଇଥିଲେ। ଖାଲି ସେତିକି ନୁହେଁ ସେ ଡିଏମଇଟି […]

1 min read

ଚିଲିକାରେ ଫସିଲେ ୫୦ ଯାତ୍ରୀ

ସାତପଡ଼ା ଯିବା ବେଳେ ଅଟକିଲା ଦେଶୀଡ଼ଙ୍ଗା ବ୍ରହ୍ମଗିରି/ଭୁବନେଶ୍ୱର ୧୯-୦୧-୨୦୨୫(ପିପିଏସ ) : ଚିଲିକା ଜଳରାଶିରେ ରବିବାର ଅପରାହ୍‌ଣରେ ଏକ ଯାତ୍ରୀବାହୀ ଡଙ୍ଗା ଅଟକି ଯାଇଛି। ଏହି ଅଘଟଣ ପାଇଁ ୫୦ ଜଣ ଯାତ୍ରୀ ଦୀର୍ଘ ସମୟ ପର୍ଯ୍ୟନ୍ତ ଫସିଛନ୍ତି। ସେମାନଙ୍କୁ ଅନ୍ୟ ଡଙ୍ଗା ସାହାଯ୍ୟରେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଯାନ୍ତ୍ରିକ ତ୍ରୁଟି ପାଇଁ ଏହିଭଳି ପରିସ୍ଥିତି ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ […]

1 min read

ସୈଫଙ୍କୁ ନେଇ ରାଜନୀତି ଆରମ୍ଭ

କଂଗ୍ରେସ-ଟିଏମସିକୁ କ୍ଷମା ମାଗିବାକୁ କହିଲା ବିଜେପି ମୁମ୍ବାଇ/ଭୁବନେଶ୍ୱର ୧୯-୦୧-୨୦୨୫(ପିପିଏସ ) : ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଥାନେ ୱେଷ୍ଟରୁ ମୁମ୍ବାଇ ପୁଲିସ ଗିରଫ କରିଛି। ରାତ୍ରି ପ୍ରାୟ ୨-୩ରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ଏଥିପାଇଁ ପୁଲିସ ୧୦୦ଅଧିକାରୀଙ୍କ ଏକ ଟିମ୍ ଗଠନ କରିଥିଲା। ପୁଲିସର ସୂଚନାନୁସାରେ, ଅଭିଯୁକ୍ତ ଶରିଫୁଲ ଇସଲାମ ଚୋରି ଉଦ୍ଦେଶ୍ୟରେ ଚଳଚ୍ଚିତ୍ର ଅଭିନେତା ସୈଫ ଅଲି ଖାନଙ୍କ ଘରେ ପ୍ରବେଶ କରିଥିଲେ। ସେ ଭାବିଥିଲେ […]

1 min read

୨୧ ଘଣ୍ଟା ପରେ ମୁହଁ ଖୋଲିଲା କଂପାନୀ

ଡାଲମିଆ ସିମେଣ୍ଟ କାରଖାନାରେ ଅଘଟଣ ରାଜଗାଙ୍ଗପୁର/ଭୁବନେଶ୍ୱର ୧୭-୦୧-୨୦୨୫(ପିପିଏସ) : ରାଜଗାଙ୍ଗପୁର ଡାଲ୍‌ମିଆ ସିମେଣ୍ଟ ଭାରତ ଲିମିଟେଡ୍‌ (ଡିସିବିଏଲ୍‌) କାରଖାନାରେ ଘଟିଥିବା ବଡ଼ ଅଘଟଣ ଘଟିବାର ୨୧ ଘଣ୍ଟା ପରେ ପ୍ରେସ ଇସ୍ତାହାର ଦେଇ ମୁହଁ ଖୋଲିଛି ଡାଲମିଆ ସିମେଣ୍ଟ କମ୍ପାନୀ। ୩ଜଣ ନିଖୋଜ ଥିବା କଂପାନୀ ସ୍ବୀକାର କରିଛି। ଏହାଛଡ଼ା କଂପାନୀ ପକ୍ଷରୁ କୁହାଯାଇଛି ଯେ ଗୁରୁତରମାନଙ୍କୁ ସ୍ୱତନ୍ତ୍ର ହସ୍ପିଟାଲକୁ ନିଆଯାଇଛି। ହେଲେ ଗୁରୁତରଙ୍କ ସଂଖ୍ୟା ଦେଇ ନାହିଁ କି କେଉଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ସେନେଇ […]