କେନାଲ ମଧ୍ୟକୁ ଡେଇଁ ପଡିଲେ ଯୁବକ
1 min read

କେନାଲ ମଧ୍ୟକୁ ଡେଇଁ ପଡିଲେ ଯୁବକ

କଟକ,୧୯-୦୮-୨୪ (ପିପିଏସ ) : କଟକ ସହର ଉପକଣ୍ଠ ଜଗତପୁର-ମଧୁପୁର ବ୍ରିଜ୍‌ ଉପରୁ ସୋମବାର ଜଣେ ଯୁବକ କେନାଲକୁ ଡେଇଁ ପଡ଼ିଛନ୍ତି। ଯୁବକ ଜଣକ ହେଲେ ବିହାର ରାଜ୍ୟର ବିଟ୍ସ କୁମାର ଯାଦବ । ସେ କାହିଁକି ଡେଇଁଲେ ବର୍ତ୍ତମାନ ସୁଦ୍ଧା କାରଣ ଜଣାପଡିନାହିଁ । ଚାଉଲିଆଗଞ୍ଜ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି। ଖବର ଲେଖାହେବା ସୁଦ୍ଧା ଯୁବକଙ୍କର କୌଣସି ପତ୍ତା ମିଳିନାହିଁ।

Leave a Reply

Your email address will not be published. Required fields are marked *