କଟକ ସାଂସଦଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଗୟାଧର
1 min read

କଟକ ସାଂସଦଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଗୟାଧର

କଟକ,୦୮-୦୯-୨୦୨୪(ପିପିଏସ) : କଟକ ଲୋକସଭା ସାଂସଦ ଭର୍ତ୍ତୁହରି ମହତାବଙ୍କ ୬୭ ତମ ଜନ୍ମଦିନ କଟକସ୍ଥିତ ବାସ ଭବନରେ ଧୁମଧାମରେ ପାଳିତ ହୋଇଯାଇଛି l ଏହି ଅବସରରେ ସାଂସଦଙ୍କ ନୟାଗଡ଼ ଜିଲ୍ଲା ପ୍ରତିନିଧି ଗୟାଧର ପରିଡା ସାଂସଦ ଶ୍ରୀ ମହତାବଙ୍କୁ ତାଙ୍କ ବାସ ଭବନରେ ଭେଟି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି l ସାଂସଦ ଶ୍ରୀ ମହତାବ ତାଙ୍କ ୬୭ ତମ ଜନ୍ମଦିବସ ଅବସରରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ସହ ଓଡ଼ିଶାରେ ଏକ ନମ୍ବର ନିର୍ବାଚନ ମଣ୍ଡଳୀରେ ପରିଣତ କରିବା ପାଇଁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇଦେବା ପାଇଁ ଶ୍ରୀ ପରିଡାଙ୍କୁ ପ୍ରତିଶୃତି ଦେଇଥିଲେ l

Leave a Reply

Your email address will not be published. Required fields are marked *