1 min read

ଆନ୍ଧ୍ର ମୁହାଁ ବାତ୍ୟା ‘ମୁରାସୁ’

ବଙ୍ଗୋପସାଗରରେ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ‘ମୁରାସୁ’ । ଘଣ୍ଟାପ୍ରତି ପ୍ରାୟ ୨୫ କିଲୋମିଟର ବେଗରେ ଆଗକୁ ବଢ଼ୁଛି ବାତ୍ୟା । ଚେନ୍ନାଇଠାରୁ ପ୍ରାୟ ୨୦୦ କିଲୋମିଟର ଏବଂ ମଛଲିପଟନମ୍‌ଠାରୁ ୨୭୦ କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ରହିଥିବା ସୂଚନା ମିଳିଛି । ମଧ୍ୟରାତ୍ରିରେ ଆନ୍ଧ୍ରପ୍ରଦେଶର ନେଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଉପକୂଳରେ ବାତ୍ୟା ସ୍ଥଳଭାଗ ଛୁଇଁବାର ଆକଳନ କରାଯାଇଛି ବଙ୍ଗୋପସାଗରରେ ଅତି ଭୀଷଣ ବାତ୍ୟା ‘ମୁରାସୁ’ ଆନ୍ଧ୍ର ଉପକୂଳ […]

1 min read

ମହାକାଶରେ ମଣିଷର ସାଥୀ ହେବ AI ରୋବଟ୍

NASAର ହ୍ୟୁମାନ୍ ରିସର୍ଚ୍ଚ ପ୍ରୋଗ୍ରାମ୍, ଜନସନ୍ ସ୍ପେସ୍ ସେଣ୍ଟରର ରୋବୋଟିକ୍ସ ଟିମ୍ ଏବଂ ଜେଟ୍ ପ୍ରପଲସନ୍ ଲାବୋରେଟୋରୀ ଏହି ପ୍ରକଳ୍ପରେ Google ସହ କାମ କରୁଛନ୍ତି । ପ୍ରାରମ୍ଭିକ ପରୀକ୍ଷଣରେ ରୋବଟ୍‌ଟି ମେଡିକାଲ୍ ବ୍ୟାଗ୍ ଖୋଜି ବାହାର କରିବା ଓ ସ୍ଥାନାନ୍ତର କରିବାରେ ୮୫ ପ୍ରତିଶତ ସଫଳତା ହାସଲ କରିଥିବା ଦାବି କରାଯାଇଛି । ଆଗକୁ ସାଧାରଣ ଭଏସ୍ କମାଣ୍ଡ୍ ମାଧ୍ୟମରେ ରୋବଟ୍‌କୁ ନିର୍ଦ୍ଦେଶ ଦେବାର ଯୋଜନା ରହିଛି । ଏବେ ଏହା ପରୀକ୍ଷାମୂଳକ ପର୍ଯ୍ୟାୟରେ ଥିବାବେଳେ […]