1 min read

ମୁହାଣ ଖୋଳାକୁ ନେଇ ରକ୍ତାକ୍ତ ସଂଘର୍ଷ

ଉଭୟ ଗାଁର ୪୦ଜଣଙ୍କୁ ଗିରଫ କଲା ପୁଲିସ ବାହୁଦା ବଡ଼ନାଳ ମୁହାଣ ଖୋଳାକୁ ନେଇ ରକ୍ତାକ୍ତ ସଂଘର୍ଷ ମାମଲାରେ ୪୦ଜଣଙ୍କୁ ଗିରଫ କରାଯାଇଛି। ଏନେଇ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଏମ୍ ଶ୍ରବଣ ବିବେକ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାମେୟାପାଟଣା ଗାଁର ୨୧ ଓ କତୁରୁ ଗାଁର ୭ଜଣ ଗିରଫ ହୋଇଛନ୍ତି। ଚିକିଟି/ଭୁବନେଶ୍ୱର ୧୧-୦୩-୨୦୨୫(ପିପିଏସ ) : ବାହୁଦା ବଡ଼ନାଳ ମୁହାଣ ଖୋଳାକୁ ନେଇ ରକ୍ତାକ୍ତ ସଂଘର୍ଷ ମାମଲାରେ ୪୦ଜଣଙ୍କୁ ଗିରଫ କରାଯାଇଛି। ଏନେଇ ବ୍ରହ୍ମପୁର ଆରକ୍ଷୀ […]

1 min read

୬ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କଲେ ସ୍ୱତନ୍ତ୍ର ରିଲିଫ୍ କମିସନର

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆଗାମୀ ୪-୫ ଦିନ ମଧ୍ୟରେ ସାରା ଓଡ଼ିଶାରେ ତାପମାତ୍ରା ଧୀରେ ଧୀରେ ୩-୫ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି ଭୁବନେଶ୍ୱର ୦୯-୦୩-୨୦୨୫(ପିପିଏସ ) : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆଗାମୀ ୪-୫ ଦିନ ମଧ୍ୟରେ ସାରା ଓଡ଼ିଶାରେ ତାପମାତ୍ରା ଧୀରେ ଧୀରେ ୩-୫ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଗତ ସ୍ୱତନ୍ତ୍ର […]

1 min read

ଇତିହାସ ରଚିଲା ଟିମ୍ ଇଣ୍ଡିଆ

୨୫ ବର୍ଷ ପରେ ୨୦୨୫ରେ ପ୍ରତିଶୋଧ ନେଲା ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ପରାଜିତ କରିଛି। ଟିମ୍ ଇଣ୍ଡିଆ ୪୯ ଓଭରରେ ୬ ୱିକେଟ ହରାଇ ଧାର୍ଯ୍ୟ ୨୫୨ ରନ୍ ବିଜୟ ଲକ୍ଷ୍ୟର ପିଛା କରି ୨୫୪ ରନ୍ ସଂଗ୍ରହ କରିଛି ଦୁବାଇ/ଭୁବନେଶ୍ୱର ୦୯-୦୩-୨୦୨୫(ପିପିଏସ ) : ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ପରାଜିତ କରିଛି। ଟିମ୍ ଇଣ୍ଡିଆ ୪୯ ଓଭରରେ ୬ ୱିକେଟ ହରାଇ ଧାର୍ଯ୍ୟ ୨୫୨ […]

1 min read

ଦୁର୍ଘଟଣାରେ ପ୍ରାଣ ହରାଇଥିବା ତିନି ମୃତକଙ୍କୁ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଶ୍ରଦ୍ଧାଞ୍ଜଳି ଜଣାଇଲେ କଳିଙ୍ଗାବାସୀ

ଗତ ଦୁଇ ଦିନ ତଳେ ସ୍ଥାନୀୟ ଥାନା ଅନ୍ତର୍ଗତ ଶ୍ରୀକଲା ଘାଟି ନିକଟ ଦାରାମାହା ନିକଟରେ ଓଡି ୧୨ ୭୩୭୪ ନମ୍ବର କାର ଏବଂ ଓଡି ୧୯ ଏଚ ୪୨୯୫ ନମ୍ବର ବାଇକ୍ ମୁହାଁମୁହିଁ ଧକ୍କାରେ କଳିଙ୍ଗା ଗ୍ରାମର ଶୁଭମ ନାୟକ, ଗଦିଙ୍ଗିଆ ଗ୍ରାମର ଶଙ୍କର ପ୍ରଧାନ ଓ ଶ୍ରୀହରି ପ୍ରଧାନ ମୃତ୍ୟୁ ବରଣ କରିଥିଲେ ଘୁ.ଉଦୟଗିରି/ଭୁବନେଶ୍ୱର ୦୯-୦୩-୨୦୨୫(ପିପିଏସ ) : ଗତ ଦୁଇ ଦିନ ତଳେ ସ୍ଥାନୀୟ ଥାନା ଅନ୍ତର୍ଗତ ଶ୍ରୀକଲା ଘାଟି ନିକଟ ଦାରାମାହା […]

1 min read

କଏଦୀଙ୍କ ପାଇଁ ନାହାନ୍ତି ମନସ୍ତତ୍ତ୍ବବିଦ୍, ବଦଳୁନି ମାନସିକ ସ୍ଥିତି

କୋରାପୁଟ ଜିଲ୍ଲାରେ ୩ଟି ଜେଲ ରହିଛି। କୋରାପୁଟରେ ରହିଛି ସର୍ବପୁରାତନ ସର୍କଲ ଜେଲ୍। ଜୟପୁରରେ ସ୍ବତନ୍ତ୍ର ଜେଲ୍ ଓ କୋଟପାଡରେ ସବଜେଲ୍। ଏହି ତିନି ଜେଲ୍‌ରେ ୨୩୧ଜଣ କଏଦୀ ଓ ୬୦୧ଜଣ ବିଚାରାଧୀନ ଅଭିଯୁକ୍ତ ଅଛନ୍ତି କୋରାପୁଟ/ଭୁବନେଶ୍ୱର ୦୯-୦୩-୨୦୨୫(ପିପିଏସ ) : କୋରାପୁଟ ଜିଲ୍ଲାରେ ୩ଟି ଜେଲ ରହିଛି। କୋରାପୁଟରେ ରହିଛି ସର୍ବପୁରାତନ ସର୍କଲ ଜେଲ୍। ଜୟପୁରରେ ସ୍ବତନ୍ତ୍ର ଜେଲ୍ ଓ କୋଟପାଡରେ ସବଜେଲ୍। ଏହି ତିନି ଜେଲ୍‌ରେ ୨୩୧ଜଣ କଏଦୀ ଓ ୬୦୧ଜଣ ବିଚାରାଧୀନ ଅଭିଯୁକ୍ତ […]

1 min read

ରାଜ୍ୟରେ ନିଆଁ ବର୍ଷିବା ପୂର୍ବାନୁମାନ

୧୨ ମାର୍ଚ୍ଚରୁ ତତଲା କଢ଼େଇ ପାଲଟିବ ଭୁବନେଶ୍ୱର ୦୯-୦୩-୨୦୨୫(ପିପିଏସ ) : ୧୨ ମାର୍ଚ୍ଚ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଆଇଏମଡି ପୂର୍ବାନୁମାନ କରିଛି। ୧୨ ତାରିଖରୁ ୧୬ ମାର୍ଚ୍ଚ ମଧ୍ୟରେ ରାତିର ତାପମାତ୍ରା ମଧ୍ୟ ୪୦ ଡିଗ୍ରିରୁ ଅଧିକ ବୃଦ୍ଧି ପାଇବ। ଉପକୂଳ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରହିବାର ସମ୍ଭାବନା ରହିଛି।ମାର୍ଚ୍ଚ ୧୫ ରୁ ୧୮ […]

1 min read

ଏଠାରେ ପଢ଼ିଥିବାରୁ ମୁଁ ଗର୍ବି :ମୁଖ୍ୟମନ୍ତ୍ରୀ

ଶିକ୍ଷା ଆଉ ଏକ ସମସ୍ୟା ନୁହେଁ, କିନ୍ତୁ ପ୍ରକୃତ ଚ୍ୟାଲେଞ୍ଜ ହେଉଛି ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା କେନ୍ଦୁଝର/ଭୁବନେଶ୍ୱର ୦୯-୦୩-୨୦୨୫(ପିପିଏସ ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡରେ ୪୨ କୋଟି ଟଙ୍କାର ୧୬ଟି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ଏବଂ ୧୧୮ କୋଟି ଟଙ୍କାର ଆହୁରି ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।କେଉଁଝରର ଆନନ୍ଦପୁର କଲେଜରେ ୬୧ତମ ବାର୍ଷିକ ଉତ୍ସବ ଅବସରରେ ଏହି ଘୋଷଣା କରାଯାଇଥିଲା।ଏହି […]

1 min read

ସାହିତ୍ୟ ଭାରତୀ ସମ୍ମାନ ଘୋଷିତ

କଟକ ୦୯-୦୩-୨୦୨୫(ପିପିଏସ ) : ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କଟକ ଦରଘା ବଜାରସ୍ଥିତ ଗଂଗାଧର ରଥଙ୍କ ବାସ ଭବନରେ ଅନୁଷ୍ଠିତ ହୋଇ “ ସାହିତ୍ୟ ଭାରତୀ ସମ୍ମାନ” ସହିତ ଅନ୍ୟାନ୍ୟ ସମ୍ମାନ ଓ ପୁରସ୍କାର ସଂପର୍କରେ ଘୋଷଣା କରାଯାଇଛି । ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ ଦ୍ୱାରା ମଯ୍ୟାଦା ଜନକ ‘ସାହିତ୍ୟ ଭାରତୀ ସମ୍ମାନ : ୨୦୨୫’ ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ଶୈଳଜ ରବିଙ୍କୁ ଅର୍ପଣ କରାଯିବାପାଇଁ ସ୍ଥିର […]

1 min read

ହାଇସ୍କୁଲର ୧୦.୮ ଲକ୍ଷ ପିଲାଙ୍କୁ ମଧ୍ୟାହ୍ନଭୋଜନ

ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୧ଲକ୍ଷ ୭୪ ହଜାର ୯୧୫ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀ (ପିଏମ୍‌) ପୋଷଣ ଯୋଜନାରେ ଉପକୃତ ହେଉଛନ୍ତି। ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମୁଣ୍ଡ ପିଛା ଖାଦ୍ୟର ମୂଲ୍ୟ କେନ୍ଦ୍ର ସରକାର ନିର୍ଦ୍ଧାରଣ କରନ୍ତି। ଭୁବନେଶ୍ୱର ୦୮-୦୩-୨୦୨୫(ପିପିଏସ) : ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୧ଲକ୍ଷ ୭୪ ହଜାର ୯୧୫ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀ (ପିଏମ୍‌) ପୋଷଣ ଯୋଜନାରେ ଉପକୃତ ହେଉଛନ୍ତି। ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମୁଣ୍ଡ ପିଛା […]

1 min read

ଆମ ସରକାର ୨୪ ମିନିଟ୍‌ରେ ସୁଭଦ୍ରା ଯୋଜନା ନିଷ୍ପତ୍ତି ନେଇଥିଲେ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରର ଆମ୍ବପୁଆଠାରେ ରାଜ୍ୟର ୧ କୋଟି ୬୪ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନ କରିଛନ୍ତି ବ୍ରହ୍ମପୁର/ଭୁବନେଶ୍ୱର ୦୮-୦୩-୨୦୨୫(ପିପିଏସ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରର ଆମ୍ବପୁଆଠାରେ ରାଜ୍ୟର ୧ କୋଟି ୬୪ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୫୧ତମ ଅନ୍ତର୍ଜାତୀୟ ମହିଳା […]