January 2025
ଦାରିଙ୍ଗବାଡି ଶୀତ ମହୋତ୍ସବ ଉଦଘାଟିତ
ଦାରିଙ୍ଗବାଡି/ଭୁବନେଶ୍ୱର ୧୧-୦୧-୨୦୨୫(ପିପିଏସ ) : ଓଡ଼ିଶା ର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ରେ ୨୦୨୫ ମସିହା ଶୀତ ମହୋତ୍ସବ ଆୟୋଜନ କରାଯାଇଛି, ଏହା ୧୧ ରୁ ୧୩ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ, ଆଜି ଏହାର ଶୁଭ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଉଦଘାଟନୀ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଯୋଗ […]
ବାଙ୍କୀରେ ଦୁଇ ଗୋଷ୍ଠୀ ମୁହାଁମୁହିଁ: ୪ ଆହତ
କଟକ ଜିଲ୍ଲା ବାଙ୍କୀରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବାର ଖବର ମିଳିଛି। ଡମପଡ଼ା ବ୍ଲକ୍ ଅନ୍ତର୍ଗତ ଭଗିପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ୪ଜଣ ଯୁବକ ଆହତ ହୋଇଛନ୍ତି। ବାଙ୍କୀ/କଟକ୧୧-୦୧-୨୦୨୫(ପିପିଏସ ) : କଟକ ଜିଲ୍ଲା ବାଙ୍କୀରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବାର ଖବର ମିଳିଛି। ଡମପଡ଼ା ବ୍ଲକ୍ ଅନ୍ତର୍ଗତ ଭଗିପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ୪ଜଣ ଯୁବକ ଆହତ ହୋଇଛନ୍ତି। ଉଭୟ ପକ୍ଷରୁ ଟେକା ପଥର ମାଡ଼ ହୋଇଛି। […]
ମାଡ଼ଖାଇ ଲହୁଲୁହାଣ ହୋଇଥିବା ଚୋରଙ୍କୁ ଗ୍ରାମବାସୀଙ୍କ ଠାରୁ ଉଦ୍ଧାର କଲା ପୁଲିସ
ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଭୂଆଶୁଣୀ ପଞ୍ଚାୟତ ତିଳା ଗ୍ରାମରେ ଚାରି ଜଣ ଛେଳି ଚୋରଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଛନ୍ତି। ଚୋରମାନଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ପୁଲିସ ଅଟକ ରଖିଛି। ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଭୂଆଶୁଣୀ ପଞ୍ଚାୟତ ତିଳା ଗ୍ରାମରେ ଚାରି ଜଣ ଛେଳି ଚୋରଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଛନ୍ତି। ଚୋରମାନଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ପୁଲିସ ଅଟକ ରଖିଛି। ଅଭିଯୁକ୍ତ ଯୁବକମାନେ ହେଲେ ସୂରଜ ମୁଖି (୨୮), […]
ବିଦେଶୀ ପକ୍ଷୀଙ୍କଠାରେ ଲାଗିଲା ଟ୍ରାନ୍ସମିଟର୍: ୧୦ ମିନିଟ୍ ବ୍ୟବଧାନରେ ପକ୍ଷୀଙ୍କ ଉପସ୍ଥିତି ଜାଣିହେବ
ପକ୍ଷୀଙ୍କ କଳରବରେ ମୁଖରିତ ହେଉଛି ଚିଲିକା। ସାତଦରିଆ ଡେଇଁ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଏଠାକୁ ଧାଇଁ ଆସିଛନ୍ତି। କେଉଁ ପକ୍ଷୀ କେଉଁଠାରୁ ଆସିଛନ୍ତି ତାହା ଜଣାପଡ଼ୁ ନ ଥିଲେ ମଧ୍ୟ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟୁଛନ୍ତି। ଭୁବନେଶ୍ୱର ୧୧-୦୧-୨୦୨୫(ପିପିଏସ ) : ପକ୍ଷୀଙ୍କ କଳରବରେ ମୁଖରିତ ହେଉଛି ଚିଲିକା। ସାତଦରିଆ ଡେଇଁ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଏଠାକୁ ଧାଇଁ ଆସିଛନ୍ତି। କେଉଁ ପକ୍ଷୀ କେଉଁଠାରୁ ଆସିଛନ୍ତି ତାହା ଜଣାପଡ଼ୁ ନ ଥିଲେ ମଧ୍ୟ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟୁଛନ୍ତି। ବାରମ୍ବାର […]
ବଳପୂର୍ବକ ବାଲିଘାଟ ଦଖଲ ଉଦ୍ୟମ
ଲିଜଧାରୀ ବ୍ୟବସାୟୀଙ୍କୁ ଗ୍ୟାଙ୍ଗଷ୍ଟରର ଧମକ-ଏତଲାର ପରେ ବି ତଦନ୍ତ ଆରମ୍ଭ ହୋଇନି-ଡିସିପିଙ୍କ ଦ୍ୱାରସ୍ଥ ହେଲେ ଅଭିଯୋଗକାରୀକଟକ, ୧୧-୦୧-୨୦୨୫(ପିପିଏସ ) : ବାଲିଘାଟ ଛାଡିବାକୁ ଲିଜଧାରୀଙ୍କୁ ଧମକ ଦେଇଛି ଗ୍ୟାଙ୍ଗଷ୍ଟର । ପ୍ରଥମେ ଲକ୍ଷାଧିକ ଟଙ୍କା ବଟି ନେବା ପରେ ଏବେ ପୂରା ବାଲିଘାଟ ଦଖଲ କରିବାକୁ ଧମକ ଦିଆଯାଇଛି । ଘାଟ ନଛାଡିଲେ ହତ୍ୟା କରାଯିବ । ଏଭଳି ଅଭିଯୋଗ ନେଇ ଶନିବାର ଅପରାହ୍ନରେ ସଦର ଥାନା ଅନ୍ତର୍ଗତ କାଜିପାଟଣା ଅଞ୍ଚଳର ପ୍ରଭାସ କୁମାର ମହାନ୍ତି ଡିସିପିଙ୍କ […]
ବାପାର ଛୁରାମାଡ଼ରେ ଚାଲିଗଲା ମଦ୍ୟପ ପୁଅର ଜୀବନ
ବାପାର ଛୁରାମାଡ଼ରେ ପୁଅ ମୃତ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡା ପଞ୍ଚାୟତର ସୀଙ୍ଗମିଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜିତେନ୍ଦ୍ର ମଲ୍ଲିକ (୨୩) ବୋଲି ଜଣାଯାଇଛି। ବାଲିଗୁଡ଼ା/ଭୁବନେଶ୍ୱର ୧୧-୦୧-୨୦୨୫(ପିପିଏସ ) : ବାପାର ଛୁରାମାଡ଼ରେ ପୁଅ ମୃତ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡା ପଞ୍ଚାୟତର ସୀଙ୍ଗମିଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମଦ୍ୟପ ପୁଅକୁ ଛୁରୀ ଭୁସି ହତ୍ୟା କରିଛି ବାପା। ଆଜି ସକାଳେ ପୁଅ ଜିତେନ୍ଦ୍ର […]
ଆତ୍ମସମର୍ପଣ କଲେ ୨ ମହିଳାଙ୍କ ସମେତ ୯ ଦୁର୍ଦ୍ଦାନ୍ତ ନକ୍ସଲ
ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସ ନିକଟରେ ୨ ଜଣ ମହିଳା ମାଓବାଦୀଙ୍କ ସମେତ ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସୁକମା ଏସପି କିରଣ ଚୌହାନଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି। ମାଲକାନଗିରି/ଭୁବନେଶ୍ୱର ୧୧-୦୧-୨୦୨୫(ପିପିଏସ ) : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସ ନିକଟରେ ୨ ଜଣ ମହିଳା ମାଓବାଦୀଙ୍କ ସମେତ ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସୁକମା ଏସପି କିରଣ ଚୌହାନଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି। ୨ ଜଣ ମାଓବାଦୀଙ୍କ […]
ବାଲି ଚୋରି ରୋକିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି: ସୁରେଶ ପୂଜାରୀ
ବାଲି ମାଫିଆଙ୍କ ଦୌରାତ୍ମ୍ୟକୁ ରୋକିବା ଲାଗି ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏନେଇ ପୂର୍ବ ସରକାରଙ୍କୁ ଦୋଷ ଦେବା ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପୂର୍ବରୁ ବାଲି ରାଜସ୍ୱ ବିଭାଗରେ ଥିଲା। ହେଲେ କାହିଁକି ବାଲିକୁ ଅଲଗା କରି ଖଣି ବିଭାଗକୁ ଦେଲେ ପୂର୍ବତନ ସରକାର ଜଣାନାହିଁ। ଭୁବନେଶ୍ୱର ୧୧-୦୧-୨୦୨୫(ପିପିଏସ ) : ବାଲି ମାଫିଆଙ୍କ ଦୌରାତ୍ମ୍ୟକୁ ରୋକିବା ଲାଗି ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏନେଇ ପୂର୍ବ ସରକାରଙ୍କୁ ଦୋଷ ଦେବା ସହ […]
ସୁଭଦ୍ରା ପୋର୍ଟାଲରୁ ଭୁଲରେ ନାମ ବାଦ୍ ପଡ଼ିଛି କି? ଚିନ୍ତା କରନ୍ତୁ ନାହିଁ…
ଖୁବ ଶୀଘ୍ର ଚତୁର୍ଥ ପର୍ଯ୍ୟାୟ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ସୂଚନା ପ୍ରଦାନ କରିଛନ୍ତି। ହେଲେ ଏବେ ବି ଦୁଇ ଲକ୍ଷରୁ ଊଦ୍ଧ୍ୱର୍ ଆବେଦନକାରୀ ସେମାନଙ୍କର ଇ-କେୱାସି କରିନାହାନ୍ତି ଅବା ଓଟିପି ମାଧ୍ୟମରେ ଇ-କେୱାସି କରିଛନ୍ତି। ଭୁବନେଶ୍ୱର ୧୧-୦୧-୨୦୨୫(ପିପିଏସ ) : ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଆକାଂକ୍ଷୀ ଯୋଜନା ‘ସୁଭଦ୍ରା’ ନେଇ ବଡ଼ ଖବର ଆସିଛି। ଭୁଲରେ ବାଦ୍ ପଡ଼ିଥିବା ମହିଳାମାନେ ଏହି ଯୋଜନା ସହିତ ପୁଣି ଯୋଡ଼ି ହୋଇପାରିବେ। […]
ଜାନୁଆରି ୧୨ ପର୍ଯ୍ୟନ୍ତ ଜାରି ରହିବ ବାର୍ଷିକ ପୁଷ୍ପ ପଦର୍ଶନୀ: ମନ୍ତ୍ରୀ
ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନ ମିଳିତ ସହଯୋଗରେ ଆୟୋଜିତ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀରେ କେଉଁଠି ଗୋଲାପ ଶୋଭା ପାଉଛି, ତ ଆଉ କେଉଁଠି ଡାଲିଆ। ସେବତୀ, ଗେଣ୍ଡୁ, ଜିନିଆ, ଆଷ୍ଟର ଭୁବନେଶ୍ୱର ୧୧-୦୧-୨୦୨୫(ପିପିଏସ ) : ରାଜଧାନୀ ଭୁବନେଶ୍ୱରର ଏକାମ୍ର କାନନସ୍ଥିତ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରରେ ଆୟୋଜିତ ବାର୍ଷିକ ପୁଷ୍ପ ପଦର୍ଶନୀ ଆଜି ସରିବ ନାହିଁ। ରାଜ୍ୟ ସରକାର ଏହି ପ୍ରଦର୍ଶନୀକୁ ଆହୁରି ଗୋଟିଏ ଦିନ ବଢ଼ାଇ ଦେଇଛନ୍ତି। ଏଠାକୁ […]
