December 2024
ସରକାରୀ ଚାକିରି ଅର୍ଥ ଉପାର୍ଜନ ପାଇଁ କରନ୍ତୁ ନାହିଁ: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବିଭିନ୍ନ ବିଭାଗରେ ନୂଆ କରି ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି କହିଛନ୍ତି, ସରକାରୀ ଚାକିରୀକୁ ଅର୍ଥ ଉପାର୍ଜନ ପାଇଁ କରନ୍ତୁ ନାହିଁ। ସ୍ୱଛତା ସହ କାମ କରନ୍ତୁ ଭୁବନେଶ୍ୱର ୧୩-୧୨-୨୦୨୪(ପିପିଏସ ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବିଭିନ୍ନ ବିଭାଗରେ ନୂଆ କରି ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି କହିଛନ୍ତି, ସରକାରୀ ଚାକିରୀକୁ ଅର୍ଥ ଉପାର୍ଜନ […]
ମଶା ତେଲ ଲିଟର ପିଛା ୭୪୦ ଟଙ୍କାରେ କିଣି ଗିରଫ ହେଲେ ୪ ଜଣ
ଆଜି ଭିଜିଲାନ୍ସ ବିଭାଗ ଝାରସୁଗୁଡ଼ା ମ୍ୟୁନିସିପାଲଟିର ତତ୍କାଳୀନ ନିର୍ବାହୀ ଅଧିକାରୀ ମନୋଜ କୁମାର ତାଣ୍ଡିଙ୍କ ସମେତ ୪ ଜଣଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି। ଝାରସୁଗୁଡ଼ା/ଭୁବନେଶ୍ୱର ୧୩-୧୨-୨୦୨୪(ପିପିଏସ ) : ଝାରସୁଗୁଡ଼ା ମ୍ୟୁନିସିପାଲଟି ହୋଇଥିବା ମଶା ତେଲ ଦୁର୍ନୀତି ଘଟଣାରେ ଭିଜିଲାନ୍ସ ବିଭାଗ ତନାଘନା ଆରମ୍ଭ କରିବାର ସପ୍ତାହକ ମଧ୍ୟରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ଘଟଣାରେ ଆଜି ଭିଜିଲାନ୍ସ ବିଭାଗ ଝାରସୁଗୁଡ଼ା ମ୍ୟୁନିସିପାଲଟିର ତତ୍କାଳୀନ ନିର୍ବାହୀ ଅଧିକାରୀ ମନୋଜ କୁମାର ତାଣ୍ଡିଙ୍କ ସମେତ […]
ହାଇବ୍ରିଡ ମୋଡରେ ହେବ ଚାମ୍ପିୟନ୍ସ ଟ୍ରଫି
ଚାମ୍ପିୟନ୍ସ ଟ୍ରଫିକୁ ନେଇ ଗତ କିଛି ମାସ ହେଲା ଚାଲିଥିବା ଅଚଳାବସ୍ଥା ଦୂର ହୋଇଛି । ଆଇସିସି ଏହି ଟୁର୍ଣ୍ଣାମେଣ୍ଟ ପାଇଁ ‘ହାଇବ୍ରିଡ୍ ମଡେଲ୍’କୁ ମଞ୍ଜୁରି ଦେଇଛି । ପାକିସ୍ତାନ ଓ ଦୁବାଇରେ ହାଇବ୍ରିଡ୍ ମଡେଲରେ ଚାମ୍ପିୟନ୍ସ ଟ୍ରଫି ଖେଳାଯିବ । ଲାହୋର /ଭୁବନେଶ୍ୱର ୧୩-୧୨-୨୦୨୪(ପିପିଏସ ) : ଚାମ୍ପିୟନ୍ସ ଟ୍ରଫିକୁ ନେଇ ଗତ କିଛି ମାସ ହେଲା ଚାଲିଥିବା ଅଚଳାବସ୍ଥା ଦୂର ହୋଇଛି । ଆଇସିସି ଏହି ଟୁର୍ଣ୍ଣାମେଣ୍ଟ ପାଇଁ ‘ହାଇବ୍ରିଡ୍ ମଡେଲ୍’କୁ ମଞ୍ଜୁରି ଦେଇଛି […]
ସରକାରଙ୍କୁ ୬ ମାସ: ଦଲାଲଙ୍କ ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର ୧୨-୧୨-୨୦୨୪(ପିପିଏସ ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ଏହି ସମୀକ୍ଷା ବେଳେ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଏବଂ ଚାଷୀ ମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମଣ୍ଡିରେ ଚାଷୀମାନଙ୍କ ପାଇଁ ଖାଦ୍ୟ, ପାଣି ଓ ଟଏଲେଟର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି। ଦଲାଲମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ […]
ଓଡ଼ିଶାର ଦୁଇ ଯୁବକ ଝାଡ଼ଖଣ୍ଡରେ ନିଖୋଜ! ଉଦ୍ଧାର ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ
ରାଇରଙ୍ଗପୁର/ଭୁବନେଶ୍ୱର ୧୨-୧୨-୨୦୨୪(ପିପିଏସ ) : ଓଡିଶାର ଦୁଇ ଜଣ ଯୁବକ ପଡ଼ୋଶୀ ଝାଡ଼ଖଣ୍ଡରେ ନିଖୋଜ ନେଇ ଥାନାରେ ଅଭିଯୋଗ ହୋଇଛି। ନିଖୋଜ ୨ ଯୁବକ ହେଲେ ସେକ୍ ଶାହାଦଲ୍ଲୀ(୨୫) ଓ ତାଙ୍କ ସାଙ୍ଗ ସେକ୍ ନାଜିର୍ (୨୮)। ସୂଚନା ଅନୁଯାୟୀ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ଟେନ୍ଟପୋଷି ଗ୍ରାମର ଦୁଇ ଯୁବକ ସେକ୍ ଶାହାଦଲ୍ଲୀ ଓ ତାଙ୍କ ସାଙ୍ଗ ସେକ୍ ନାଜିର୍ଗ ଗତ ୯ ତାରିଖରେ ଏକ ସ୍କୋର୍ପିଓରେ ଝାଡଖଣ୍ଡର ଚକ୍ରଧରପୁର ଅର୍ନ୍ତଗତ ଗୋଇଲେକେରା […]
ଭାରତ ସେବାଶ୍ରମ ପକ୍ଷରୁ ଗୀତା ଜୟନ୍ତୀ ଉତ୍ସବ
ଯୁଦ୍ଧ ପ୍ରମତ୍ତ ବିଶ୍ଵକୁ ଭାରତ ହିଂ ଗୀତା ଜରିଆରେ ଦିଗଦର୍ଶନ ଦେଇପାରିବ :ବିଶ୍ବଭୂଷଣ ହରିଚନ୍ଦନ |ଭୁବନେଶ୍ୱର ୧୨-୧୨-୨୦୨୪(ପିପିଏସ ) : ଯୁଦ୍ଧ ପ୍ରମତ୍ତ ବିଶ୍ଵକୁ ଭାରତ ହିଂ ଗୀତା ଜରିଆରେ ଦିଗଦର୍ଶନ ଦେଇପାରିବ | ସେ ଦୃଷ୍ଟିରୁ ଗୀତା ପଠନର ଆବଶ୍ୟକତା ରହିଛି |ଭାରତ ହିଂ ସମଗ୍ର ବିଶ୍ଵରେ ଶାନ୍ତି ସ୍ଥାପନ କରିପାରିବ ବୋଲି ଆନ୍ଧ୍ର ପ୍ରଦେଶ ଓ ଛତିଶିଗଡର ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ବଭୂଷଣ ହରିଚନ୍ଦନ କହିଛନ୍ତି |ଗତ ସନ୍ଧ୍ୟାରେ ଭାରତ ସେବକ ସମାଜ ସଙ୍ଘର […]
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। କଳିଙ୍ଗ ଷ୍ଟାଡିୟମରେ ବ୍ୟାଡ଼ମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର ଉଦ୍ଘାଟନ କାର୍ଯ୍ୟକ୍ରମରେ ବ୍ୟାଡ଼ମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆର ସଭାପତି ଭାବରେ ହିମନ୍ତ ବିଶ୍ୱଶର୍ମା ଯୋଗଦେବେ ଭୁବନେଶ୍ୱର ୧୨-୧୨-୨୦୨୪(ପିପିଏସ ) : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି | ବିମାନ ବନ୍ଦରରେ ତାଙ୍କୁ ବିଜେପି ରାଜ୍ୟ ସଭାପତି […]
୪ ସାଇବର ଠକକୁ ଉଠାଇନେଲା ପୋଲିସ
ସାଇବର ଠକ ମାତିଛନ୍ତି। ଭୁବନେଶ୍ବରରେ ଗେମିଂ ଆପ୍ କଲ୍ ସେଣ୍ଟରକୁ କମିସନରେଟ୍ ପୁଲିସ ଠାବ କରିଛି। ଏଠାରେ ଠକେଇ କାମରେ ଲିପ୍ତ ଥିବା ୪ ଜଣ ଅଭିଯୁକ୍ତକୁ ପୁଲିସ ଉଠାଇ ନେଇ ପଚରାଉଚରା କରୁଛି। ଭୁବନେଶ୍ୱର ୧୨-୧୨-୨୦୨୪(ପିପିଏସ ) : ରାଜଧାନୀ ଭୁବନେଶ୍ବରରେ ଗେମିଂ ଆପ୍ କଲ୍ ସେଣ୍ଟରକୁ କମିସନରେଟ୍ ପୁଲିସ ଠାବ କରିଛି। ଏଠାରେ ଠକେଇ କାମରେ ଲିପ୍ତ ଥିବା ୪ ଜଣ ଅଭିଯୁକ୍ତକୁ ପୁଲିସ ଉଠାଇ ନେଇ ପଚରାଉଚରା କରୁଛି। ଅଭିଯୁକ୍ତମାନେ ବାହାର ରାଜ୍ୟରୁ […]
ଭୁବନେଶ୍ବରରେ ଏକାଧିକ ସଡ଼କ, ଫ୍ଲାଇଓଭର, ରେଲ୍ ଓଭର ବ୍ରିଜ ଓ ରିଙ୍ଗ ରୋଡ ନିର୍ମାଣ ପାଇଁ ଯୋଜନା
ଭୁବନେଶ୍ୱର ୧୦-୧୨-୨୦୨୪(ପିପିଏସ) : ଭୁବନେଶ୍ବର ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକତା ଦୃଷ୍ଟିରୁ ଗାଡି ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ଵ ଆରୋପ କରିଛନ୍ତି।ଭୁବନେଶ୍ବର ସହରର ଗାଡି ଚଳାଚଳ ଓ ଟ୍ରାଫିକ୍ ସମସ୍ୟାକୁ ଦୂର କରିବା ପାଇଁ ପୂର୍ତ୍ତ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହର ପାଇଁ ବିଭିନ୍ନ ସଡ଼କ ପ୍ରକଳ୍ପ ଯୋଜନା ଉପରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ […]
ପାରାଦୀପରେ ଫସିଲେ ୭୮ ବାଂଲାଦେଶୀ ନାଗରିକ, ମାଛ ଧରିବାକୁ ଆସି ଅଟକ
ପାରାଦୀପ/ଭୁବନେଶ୍ୱର ୧୦-୧୨-୨୦୨୪(ପିପିଏସ) : ବିଗତ କିଛି ମାସ ହେଲା ଭାରତ-ବାଂଲାଦେଶର ସଂପର୍କରେ ମଧୁରତା ନାହିଁ। ବିଭିନ୍ନ କାରଣକୁ ନେଇ ଉଭୟ ଦେଶ ମଧ୍ୟରେ ସଂପର୍କ ଭଲ ନଥିବା ବେଳେ ଏଥିରେ ସୁଧାର ଆଣିବା ପାଇଁ ଉଦ୍ୟମ କରାଯାଉଛି। ଏହାରି ମଧ୍ୟରେ ଭାରତୀୟ ସମୁଦ୍ର ସୀମାରୁ ୨ଟି ବାଂଲାଦେଶୀ ମାଛଧରା ଟ୍ରଲର ଜବତ ହୋଇଛି। ଏହି ଟ୍ରଲରେ ୭୮ ଜଣ ମତ୍ସ୍ୟଜୀବୀ ଥିଲେ। ମତ୍ସ୍ୟଜୀବୀମାନଙ୍କୁ ଅଟକ ରଖି ତଟରକ୍ଷୀ ବାହିନୀ ଖୋଳତାଡ଼ କରୁଛି।ବଙ୍ଗୋପସାଗରରେ ଅଟକ ଥିବା ସମସ୍ତ ବାଂଲାଦେଶୀ […]
