1 min read

‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ପାଠଚକ୍ର ଅନୁଷ୍ଠିତ

କଟକ ୨୭-୧୦-୨୦୨୪(ପିପିଏସ) : ପ୍ରଜାତନ୍ତ୍ର ପ୍ରଚାର ସମିତି ଆନୁକୂଲ୍ୟରେ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ବିଷୟରେ ଆଲୋଚନା ଅନୁଷ୍ଠିତ ହୋଇଯାଇଅଛି । ଶ୍ରୀଯୁକ୍ତ ସଜ୍ଜନ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତାବ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରି ଏହା କାର୍ଯ୍ୟକାରୀ ହେଲେ ନିର୍ବାଚିତ ପ୍ରତିନିଧିଙ୍କ ଗୁରୁତ୍ୱ ବୃଦ୍ଧି ପାଇବା ସହ ବାରମ୍ବାର ନିର୍ବାଚନ ହେବା ଦ୍ୱାରା ଅଯଥା ଖର୍ଚ୍ଚାନ୍ତରୁ ତ୍ରାହି ମିଳିବ । […]

1 min read

ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ସାମୁଦ୍ରିକ ଝଡ଼ ‘ଦାନା’ ଯୋଗୁଁ ଲକ୍ଷ ଲକ୍ଷ ଏକର ଧାନ ସମେତ ଅନ୍ୟ ଫସଲ ନଷ୍ଟ ହୋଇଛି। ଏହା କେତେ ପରିବାଣରେ କ୍ଷୟକ୍ଷତି ହୋଇଛି, ଆକଳନ ପରେ ଜଣାପଡ଼ିବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍ଣରେ ଆକାଶମାର୍ଗରୁ ବାତ୍ୟା ଅଞ୍ଚଳ ବୁଲିଛନ୍ତି। ଭୁବନେଶ୍ୱର ୨୭-୧୦-୨୦୨୪(ପିପିଏସ) : ସାମୁଦ୍ରିକ ବାତ୍ୟା ‘ଦାନା’ର ପ୍ରଭାବରେ ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ଅନ୍ୟ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳକୁ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ […]

1 min read

ଶିମିଳିପାଳରେ ନୂଆ ଅତିଥି :ମହାରାଷ୍ଟ୍ରର ମହାବଳ

ବାରିପଦା/ଭୁବନେଶ୍ୱର ୨୭-୧୦-୨୦୨୪(ପିପିଏସ) : ମହାରାଷ୍ଟ୍ରର ମହାବଳ ଓଡ଼ିଶାର ଶିମିଳିପାଳ ଅଭୟାଣ୍ୟରେ ଗର୍ଜିବ। ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଏକ ସ୍ବତନ୍ତ୍ର ଗାଡ଼ିରେ କଡ଼ା ସୁରକ୍ଷା ମଧ୍ୟରେ ମହାବଳକୁ ଅଣାଯାଇଛି। ଶିମିଳିପାଳରେ ବ୍ୟାଘ୍ର ବଂଶ ବୃଦ୍ଧି ଲକ୍ଷ୍ୟରେ ଏହାକୁ ଅଣାଯାଇଛି। ଏହାକୁ ଅଭୟାରଣ୍ୟରେ ଛଡ଼ାଯିବ। ମହାରାଷ୍ଟ୍ରର ଏହି ମହାବଳକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ଏକ ସ୍ବତନ୍ତ୍ର ଟିମ୍‌ ତଡ଼ବା ବ୍ୟାଘ୍ର ଅଭୟାରଣ୍ୟକୁ ଯାଇଥିଲେ। ଏହି ବାଘକୁ କିଛିଦିନ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର କ୍ଲୋଜରରେ ରଖି ଅବଜରଭେସନ […]

1 min read

ବାତ୍ୟା “ଦାନା” ପରିଚାଳନାରେ ସରକାର ସମ୍ପୂର୍ଣ ଭାବେ ସଫଳ-ମନ୍ତ୍ରୀ

ଭୁବନେଶ୍ୱର ୨୭-୧୦-୨୦୨୪(ପିପିଏସ) : ବାତ୍ୟା ‘ଦାନା’ର ପରବର୍ତୀ ସମୟରେ ବର୍ଷାର ପରିମାଣ କମିଥିବା ବେଳେ ଏବେ ପାଗ ବଦଳିଛି। ବାତ୍ୟା ପ୍ରଭାବିତ ଜିଲା ଗୁଡିକରେ ଜୀବନ ଯାତ୍ରା ସ୍ବ।ଭାବିକ ହେଲାଣି। ରାସ୍ତା ସଫା ହେଇ ଗମନ। ଗମନ ବ୍ୟବସ୍ତା ସୁଧାର ଆସିବା ସହ ବିଦ୍ୟୁତ ସରବରାହ ଓ ପୁନଃ ସଂଯୋଗ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି। ବାତ୍ୟା ପ୍ରଭାବରେ ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର,ନୟାଗଡ଼, କଟକ ଓ […]

1 min read

୧ରୁ ଧର୍ମଘଟକୁ ଓହ୍ଲାଇବେ ଆମ୍ବୁଲାନ୍ସ କର୍ମଚାରୀ

୧୨ ଘଣ୍ଟା ଡ୍ୟୁଟି, ୮ ଘଣ୍ଟାର ଦରମା ଭୁବନେଶ୍ୱର ୨୭-୧୦-୨୦୨୪(ପିପିଏସ) : ଆସନ୍ତା ନଭେମ୍ବର ପହିଲାରୁ ଆନ୍ଦୋଳନକୁ ଓହ୍ଲାଇବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ନୂଆ ଟେଣ୍ଡର ନେଇଥିବା କମ୍ପାନୀ ମନମାନୀ କରୁଥିବା ଅଭିଯୋଗରେ ଅସନ୍ତୁଷ୍ଟ ପ୍ରକାଶ କରି ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ଏହା ପୂର୍ବରୁ ୩୦ ତାରିଖରେ ଜିପିଏସ ବନ୍ଦ କରି କର୍ମଚାରୀମାନେ ଡ୍ୟୁଟି କରିବାକୁ ନିଷ୍ପତ୍ତି ନେଇଛନ୍ତି। ୧ ତାରିଖରୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ବନ୍ଦ ରଖାଯିବ ବୋଲି […]

1 min read

ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ:ଜଣେ ମାଓବାଦୀ ମୃତ 

 ବାଲିଗୁଡ଼ା,୨୫-୧୦-୨୦୨୪(ପିପିଏସ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତର ଶେଷାରଗାଁ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ମୃତୁ୍ୟବରଣ କରିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ବାଲିଗୁଡ଼ା ଥାନା ଅଞ୍ଚଳରେ ଗତ କିଛିଦିନ ହେବ ଲାଲ୍ ବାହିନୀ ପୋଷ୍ଟର ବ୍ୟାନର ଜାରି କରି ଅଞ୍ଚଳରେ ନିଜର ସ୍ଥିତି ଜାହିର କରି ଆସୁଛି । ଏଭଳି ସ୍ଥିତିରେ ଗୁଇନ୍ଦା ସୂଚନାକୁ ଆଧାର କରି କନ୍ଧମାଳ ପୋଲିସ୍ […]

1 min read

ଯୋଗାଣ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ।

ଭାପୁର,୨୫-୧୦-୨୦୨୪(ପିପିଏସ) : ବାତ୍ୟା ‘ ଦାନା ‘ କୁ ନେଇ ସାଧାରଣ ଜନତା ଯେତିକି ଆତଙ୍କିତ ହୋଇଥିଲେ ସେତିକି ନିତ୍ୟ ବ୍ୟବହାର୍ଯ୍ୟ ଖାଉଟି ସାମଗ୍ରୀର ଦରଦାମ୍ ବୃଦ୍ଧି ଦେଖି ମଧ୍ୟବିତ୍ତ ପରିବାର ତଥା ଗରିବ ଶ୍ରେଣୀ ର ପରିବାର କଷ୍ଟରେ ଜୀବନଯାପନ କରୁଛନ୍ତି। ଅସାଧୁ ବ୍ୟବସାୟୀ ମାନେ ଆଳୁ, ପିଆଜ, ଖାଇବା ତେଲ, ସୁଜି, ଅଟା, ଚୁଡ଼ା, ମହମବତୀ ଆଦିର ଅହେତୁକ ଦର ବୃଦ୍ଧି କରିଦେବା ଫଳରେ ସାଧାରଣ ଜନତା ବାତ୍ୟାକୁ ନେଇ ସନ୍ତୁଳିତ ହେଉଛନ୍ତି। ବିଶେଷକରି, […]

1 min read

ଆଶ୍ରୟସ୍ଥଳୀରେ ଅବ୍ୟବସ୍ଥା: କେଉଁଠି ଖାଦ୍ୟର ଅଭାବ କେଉଁଠି ଦୀପ ଆଲୁଅକୁ ଭରସା

ବେତନଟୀ ବ୍ଲକର ନଦୀକୂଳିଆ ତଳିଆ ଅଞ୍ଚଳସ୍ଥିତ କଚ୍ଚାଘରେ ରହୁଥିବା ଲେକେ ଯେପରି କ୍ଷତିଗ୍ରସ୍ତ ନହେବେ ସେଥିଲାଗି ସେମାନଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା। ସମସ୍ତ ଯୋଜନା ସତ୍ତ୍ୱେ ବେତନଟୀ ବ୍ଲକର ଅଧିକାଂଶ ଆଶ୍ରୟସ୍ଥଳରେ ଏହି ସୁବିଧା ସୂଚାରୁ ରୂପେ ମିଳିପାରି ନଥିବା ଅଭିଯୋଗ ହୋଇଛି। ବୈଶିଙ୍ଗା/ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) : ବାତ୍ୟା ‘ଦାନା’ର ସଫଳ ମୁକାବିଲା ଲାଗି ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛିl ସରକାରଙ୍କ ଜିରୋ କାଜୁଆଲିଟି ନ୍ୟାରାକୁ ପାଳନ କରିବାକୁ ଯାଇ […]

1 min read

ବିଧବା ଭତ୍ତା ପାଇଁ ୬ ମାସ ହେଲା ଦୌଡୁଛନ୍ତି ଆଦିବାସୀ ଅସହାୟ ମହିଳା

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ରୋଜଗାର ପନ୍ଥା ନଥିବା ହେତୁ ଗରିବୀ ହଟିବାର ନାଁ ନେଉ ନାହିଁ। ଗରିବଙ୍କ ପାଇଁ ସରକାର ଯୋଜନା କାର୍ଯ୍ୟକାରୀ କରୁଛନ୍ତି ସତ, କିନ୍ତୁ ପ୍ରକୃତରେ ଏଥିରୁ ଅନେକ ଗରିବ ପରିବାର ଅଧିକାର ପାଇବାରୁ ବଞ୍ଚିତ ହେଉଥିବା ଦୃଶ୍ୟ ଦେଖୁବାକୁ ମିଳୁଛି। ଘୁ.ଉଦୟଗିରି/ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ରୋଜଗାର ପନ୍ଥା ନଥିବା ହେତୁ ଗରିବୀ ହଟିବାର ନାଁ ନେଉ ନାହିଁ। ଗରିବଙ୍କ ପାଇଁ ସରକାର ଯୋଜନା କାର୍ଯ୍ୟକାରୀ କରୁଛନ୍ତି […]

1 min read

ଘର ଭାଙ୍ଗିଥିବା ପରିବାରକୁ ପକ୍କା ଘର: ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) : ବାତ୍ୟାରେ ଯେଉଁମାନଙ୍କର ଘର ଭାଙ୍ଗିଛି ସେମାନଙ୍କୁ ପକ୍କା ଘର ଦିଆଯିବ। ଏହା କହିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ ଲାଗି ଶନିବାରଠାରୁ କ୍ଷେତ୍ର ପରିଦର୍ଶନ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି।ସେ କହିଛନ୍ତି ଯେ, ଶନିବାରଠାରୁ କ୍ଷେତ୍ର କର୍ମଚାରୀମାନେ କ୍ଷୟକ୍ଷତି ଆକଳନ କରିବେ। ଆଗାମୀ ୭ ଦିନ ମଧ୍ୟରେ ଫସଲ ଏବଂ ଘର କ୍ଷୟକ୍ଷତି ଆକଳନ ହେବ। ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର ଦେବାକୁ ନିଷ୍ପତ୍ତି […]