ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ରାଜଧାନୀରେ ‘ଆମ ସମ୍ବିଧାନ, ଆମ ସ୍ବାଭିମାନ’ ପଦଯାତ୍ର: ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୬-୧୧-୨୦୨୪ (ପିପିଏସ) : ଜାତୀୟ ସମ୍ବିଧାନ ଦିବସ ଅବସରରେ ଆଜି ରାଜଧାନୀରେ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର…

Read More

ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋଦୀ: ତିନି ମାସରେ ୩ଥର ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର ୨୬-୧୧-୨୦୨୪ (ପିପିଏସ) : ଆସନ୍ତା ୨୯ତାରିଖରୁ ଭୁବନେଶ୍ବରରେ ଆରମ୍ଭ ହେବ ତିନିଦିନିଆ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ସମ୍ମିଳନୀ। ଏଥିରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ…

Read More

ବାଂଲାଦେଶୀ ନାବାଳିକା ଘଟଣା: ରାଜଧାନୀରୁ ତୃତୀୟ ଅଭିଯୁକ୍ତକୁ ଗିରଫ

ଭୁବନେଶ୍ୱର ୨୬-୧୧-୨୦୨୪ (ପିପିଏସ) : ବାଂଲାଦେଶୀ ନାବାଳିକା ଘଟଣାରେ ରାଜଧାନୀରୁ ଆଉଜଣେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ହେଲା ଅବଦୁଲ ସୟଦ ସୁଲେମାନ। ତାର ଘର…

Read More

ସମ୍ବିଧାନର (ମୁଖବନ୍ଧ )କୁ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୬-୧୧-୨୦୨୪ (ପିପିଏସ) : ସମ୍ବିଧାନ ହେଉଛି ଆମ ସ୍ଵାଧୀନ ଭାରତର ପୁଣ୍ୟ ଗ୍ରନ୍ଥ। ଦେଶର ମାର୍ଗ ଦର୍ଶକ। ଦେଶର ସବୁ ଆଇନ, କାନୁନ୍, ବିଧି ବ୍ୟବସ୍ଥାର…

Read More

ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ: ୧୨ଟା ୨୫ ମିନିଟ୍ ଯାଏ ଗୃହ ମୁଲତବୀ ଘୋଷଣା

ଏକାଧିକ ପ୍ରସଙ୍ଗ ନେଇ ଆଜି ବିରୋଧୀ ବିଜେଡି ଏବଂ କଂଗ୍ରେସ ହଟ୍ଟଗୋଳ କରିଥିଲେ। ଅନାହର ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଇସ୍ତଫା ଦାବି…

Read More

ଆର୍‌ବିଆଇ ଗଭର୍ଣ୍ଣର ଅସୁସ୍ଥ 

ଚେନ୍ନାଇ/ଭୁବନେଶ୍ୱର ୨୬-୧୧-୨୦୨୪ (ପିପିଏସ) : ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଚେନ୍ନାଇର ଆପୋଲ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ଆର୍‌ବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର…

Read More

ନିୟମ ଉଲ୍ଲଂଘନ ମହଙ୍ଗା ପଡ଼ିଲା: ସିଲ୍‌ ହେଲା ବାର୍‌

ଭୁବନେଶ୍ୱର ୨୪-୧୧-୨୦୨୪ (ପିପିଏସ) : ରାଜଧାନୀ ଭୁବନେଶ୍ବରରେ ଅନେକଗୁଡ଼ିଏ ବାର୍‌ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ପରିଚାଳିତ ହେଉଥିବା ଅଭିଯୋଗ ହେଉଛି। ପ୍ରଶାସନ ପକ୍ଷରୁ ଅମାନିଆଙ୍କ ବିରୋଧରେ…

Read More

ଆଇଏଏସ୍‌ ସ୍ତରରେ ଅଦଳବଦଳ: ଯାମିନୀ ହେଲେ ଜିଏସ୍‌ଟି କମିସନର୍‌, ସୁଧାଂଶୁ ଓଏମ୍‌ସି ଏମ୍‌ଡି

ରାଜ୍ୟ ସରକାର ଆଇଏଏସ୍‌ ଅଧିକାରୀ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଯୋଜନା ଓ ସଂଯୋଜନ ବିଭାଗର ସ୍ବତନ୍ତ୍ର ସଚିବ ଚିତ୍ରା ଅରୁମୁଗମ୍‌ଙ୍କୁ ଶ୍ରମ ଓ କର୍ମଚାରୀ ରାଜ୍ୟ…

Read More

ଟାଟରାଇ ଗାଁର ଦୁଃଖ: ୩ କିମି ଦୂରରେ ରହିଛି ସ୍କୁଲ, ଅଙ୍ଗନବାଡ଼ି

ମାଲକାନଗିରି/ଭୁବନେଶ୍ୱର ୨୪-୧୧-୨୦୨୪ (ପିପିଏସ) : ମାଲକାନଗିରି ଜିଲ୍ଲାର ବହୁ ଗ୍ରାମ ଆଜି ବି ଅବହେଳିତ ହୋଇ ରହିଛି। ଗୋଟିଏ ପଟେ ନକ୍ସଲ ଗାଁଗୁଡିକର ବିକାଶ ହେବାକୁ ଦେଇନଥିବା…

Read More

କଟକରୁ ନାବାଳିକା ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣା, ସଜାଗ ପୁଲିସ

କଟକ/ଭୁବନେଶ୍ୱର ୨୪-୧୧-୨୦୨୪ (ପିପିଏସ) : ବାଂଲାଦେଶରୁ ଓଡ଼ିଶା ଆଣି ନାବାଳିକା ଓ ଯୁବତୀଙ୍କୁ ଅନୈତିକ କାର୍ଯ୍ୟରେ ନିୟୋଜନ କରାଯିବା ଘଟଣାକୁ ନେଇ କମିସନରେଟ୍ ପୁଲିସ ସଜାଗ ଅଛି।…

Read More