1 min read

ତ୍ରିଦଣ୍ଡୀ ମଠରେ ବୋମାମାଡ଼ ମାମଲା: ବନ୍ଧା ହେଲେ ବାବା‌,

ଭୁବନେଶ୍ୱର ୩୧-୧୨-୨୦୨୪(ପିପିଏସ) : ତ୍ରିଦଣ୍ଡୀ ଗୌଡ଼ୀୟ ମଠରେ ହୋଇଥିବା ବୋମାମାଡ଼ ଓ ମୃତ୍ୟୁ ମାମଲା ଆଜି ନୂଆ ମୋଡ଼ ନେଇଛି। ଶ୍ରୀଲିଙ୍ଗରାଜ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ସମ୍ପୃକ୍ତ ମଠର ବାବା ଅକିଞ୍ଚନ ମହାରାଜଙ୍କୁ ଗିରଫ କରିଛି। ମୃତ ବାବାଙ୍କ ମୃତ୍ୟୁକାଳୀନ ଜମାନବନ୍ଦି ଅଭିଯୁକ୍ତ ବାବାଙ୍କ ପାଇଁ ବିପଦ ହୋଇଛି। ଜେରା କଲା ବେଳେ ପୁଲିସ ପାଇଥିବା ପ୍ରମାଣ ଆଧାରରେ ଗିରଫ କରାଯାଇଛି। ପୂର୍ବରୁ ଏହା ମରଣାନ୍ତକ ଆକ୍ରମଣ ମାମଲା ଥିଲା। ଅଭିଯୁକ୍ତ […]

1 min read

ଶ୍ରୀମନ୍ଦିରରେ ନୂଆବର୍ଷ: ରାତି ସାଢ଼େ ୧୦ଟା ସୁଦ୍ଧା ହେବ ପହୁଡ଼

ପୁରୀ/ଭୁବନେଶ୍ୱର ୩୧-୧୨-୨୦୨୪(ପିପିଏସ) : କ୍ୟାଲେଣ୍ଡର ବର୍ଷ-୨୦୨୪ର ସମୟ ସରିସରି ଆସୁଛି। ଏହାର ସ୍ଥାନ ନେବାକୁ ଯାଉଛି ବର୍ଷ-୨୦୨୫। ଏଥି ପାଇଁ ସ୍କୁଲ ପିଲାଙ୍କ ଠାରୁ ନେଇ ଯୁବଗୋଷ୍ଠୀ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ ଅଛନ୍ତି। ଧାର୍ମିକସ୍ଥଳରେ ମଧ୍ୟରେ ବ୍ୟାପକ ପ୍ରସ୍ତୁତି କରାଯାଉଛି। ବିଶ୍ବପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନୂଆବର୍ଷରେ ଶ୍ରଦ୍ଧାଳୁମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଦର୍ଶନ କରାଇବା ପାଇଁ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ  ଜିଲ୍ଲା ପ୍ରଶାସନ ସମସ୍ତ ବଳ ପ୍ରୟୋଗ କରିଛନ୍ତି। […]

1 min read

ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ଅନୁମତି ଦେଲେ ରାଜ୍ୟ ସରକାର

କୋଭିଡ କଟକଣା ଉଠିଲା, କିନ୍ତୁ ନବୀନ ପଟ୍ଟନାୟକଙ୍କ ସରକାର ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ  ଅନୁମତି ଦେଲେନି। ଏବେ ବିଜେପି ସରକାର ପ୍ରଥମ ଥର ଓଡ଼ିଶାରେ ଶାସନ କ୍ଷମତାକୁ ଆସିବା ପରେ ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ  ଅନୁମତି ଦେଇଛନ୍ତି। ଭୁବନେଶ୍ୱର ୩୧-୧୨-୨୦୨୪(ପିପିଏସ) : କୋଭିଡ ଆଳରେ ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ବାରଣ କରିଥିଲେ ବିଜେଡି ସରକାର। କୋଭିଡ କଟକଣା ଉଠିଲା, କିନ୍ତୁ ନବୀନ ପଟ୍ଟନାୟକଙ୍କ ସରକାର […]

1 min read

୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ: ପୃଥ୍ବୀରାଜ ହରିଚନ୍ଦନ

ଆସନ୍ତା ମାସ ୨୦ ତାରିଖରୁ ଶ୍ରୀମନ୍ଦିରରେ ନୂଆବର୍ଷରୁ ଆରମ୍ଭ ହେବ ଧାଡ଼ି ଦର୍ଶନ। ଏନେଇ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାର୍କେଟ ଛକ ଯାଏ ଧାଡ଼ି ହେବ। ଏହି ସମୟରେ ଶ୍ରଦ୍ଧାଳୁଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ। ପୁରୀ/ଭୁବନେଶ୍ୱର ୩୧-୧୨-୨୦୨୪(ପିପିଏସ) : ଆସନ୍ତା ମାସ ୨୦ ତାରିଖରୁ ଶ୍ରୀମନ୍ଦିରରେ ନୂଆବର୍ଷରୁ ଆରମ୍ଭ ହେବ ଧାଡ଼ି ଦର୍ଶନ। ଏନେଇ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି, […]

1 min read

‘ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍‌’ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ଆସନ୍ତା ଜାନୁଆରି ମାସ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି। ସ୍ଥାନୀୟ ଜନତା ମଇଦାନଠାରେ ମହାସମାରୋହରେ ଏହା ପାଳନ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭୁବନେଶ୍ୱର ୩୧-୧୨-୨୦୨୪(ପିପିଏସ) :  ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ଆସନ୍ତା ଜାନୁଆରି ମାସ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି। ସ୍ଥାନୀୟ […]

1 min read

ଲୁଟିଆଙ୍କ ଟେର ପାଉନି କାକଟପୁର ଅସ୍ତରଙ୍ଗ ପୁଲିସ 

ବାଇକିରେ ଆସିଲେ ମହିଳାଙ୍କ ଠାରୁ ସୁନା ଚେନ ଲୁଟିଲେ  ଅସ୍ତରଙ୍ଗ/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ଦିନକୁ ଦିନ ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳ ରେ ଲୁଟପାଟ ଏବଂ ରାହାଜାନି ବଢ଼ିବାରେ ଲାଗିଛି। ଲୁଟ ଘଟାଇ ଆଖି ପିଛୁଳାରେ ଚମ୍ପଟ ମାରୁଛନ୍ତି ଅପରାଧୀ।ଦିନ ଦ୍ବିପ୍ରହରରେ ଘର ନିକଟରୁ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ। ବାଇକିରେ ଆସି ହେଲମେଟ ପିନ୍ଧି ଅଜଣା ଯୁବକ ଅନ୍ୟ ଲୋକଙ୍କ ପରିଚୟ ପଚାରି କେହି ନଥିବାର ସୁଯୋଗ ଦେଖି […]

1 min read

ଧାନ ବିଲରେ ଉପ ମୁଖ୍ୟମନ୍ତ୍ରୀ

ପଚା ନଡ଼ା,ଗଜାଧାନ ଦେଖାଇ କାନ୍ଦିଲେ ଚାଷୀ  ଧାମନଗର ,୨୯-୧୨-୨୦୨୪ (ପିପିଏସ ) : ଗତ କିଛି ଦିନ ତଳେ ଲଗାତର ୬ ଦିନ ଧରି ଅଦିନିଆ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି ପାଚିଲା ଧାନ। ଉଜୁଡ଼ି ଯାଇଛି ଚାଷୀର ବର୍ଷକର ମେହେନତ।ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ମତେ ମନ୍ତ୍ରୀ ଓ ବିଧାୟକ ମାନେ ବିଭିନ୍ନ ଜିଲ୍ଲାର ଗ୍ରାମାଞ୍ଚଳକୁ ଯାଇ କ୍ଷତିଗ୍ରସ୍ତ ଫସଲ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଏହି କ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା […]

1 min read

ନୟାଗଡ ଜିଲ୍ଲାରେ କୃଷକ ଙ୍କ ପାଖରେ ପହଁଚିଲେମୁଖ୍ୟ ମନ୍ତ୍ରୀ

ଧାନ ଫସଲ କ୍ଷୟ  କ୍ଷତିର କଲେ ଆକଳନ  ନୟାଗଡ/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏବଂ ମାନ୍ୟବର ମନ୍ତ୍ରୀ ରାଜସ୍ଟ ଏବଂ ବିପର୍ଯ୍ୟୟ ପରିଚାଳନା ଶ୍ରୀଯୁକ୍ତ ସୁରେଶ ପୂଜାରୀ ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ୍ ମଝିଆଖଣ୍ଡ ଓ କାଣ୍ଡପଡା ପଞ୍ଚାୟତରେ ଅଦିନିଆ ବର୍ଷା ଦ୍ବାରା ହୋଇଥିବା ଫସଲ କ୍ଷୟକ୍ଷତି ବୁଲି ଦେଖିବା  ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ଚାଷୀ ଭାଇ ମାନଙ୍କୁ ସମବେଦନା […]

1 min read

ବଣ୍ଡାଘାଟିରେ ‘ପଟ୍ଟା ପରବ‘ ପାଳିତ

ଖଇରପୁଟ ବ୍ଲକର ବଣ୍ଡାଘାଟିରେ ସ୍ଥାନୀୟ ବଣ୍ଡା ସଂପ୍ରଦାୟର ଲୋକେ ଜଂଗଲ ଜମି ପଟ୍ଟା ପାଇଥିବାରୁ ସେମାନଙ୍କର ଖୁସି କହିଲେ ନସରେ। ଗତ କିଛି ଦିନ ତଳେ ବଣ୍ଡାଘାଟିକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗସ୍ତ କରି ବସୁନ୍ଧରା, ଗୋଷ୍ଠୀଗତ ଏବଂ ବ୍ୟକ୍ତିଗତ ପଟ୍ଟା ପ୍ରଦାନ କରିଥିଲେ। ମାଲକାନଗିରି/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବଣ୍ଡାଘାଟିରେ ସ୍ଥାନୀୟ ବଣ୍ଡା ସଂପ୍ରଦାୟର ଲୋକେ ଜଂଗଲ ଜମି ପଟ୍ଟା ପାଇଥିବାରୁ ସେମାନଙ୍କର ଖୁସି କହିଲେ ନସରେ। ଗତ […]

1 min read

ନିଗମାନନ୍ଦ ଭକ୍ତ ସମ୍ମିଳନୀ: ଆଖି ବୁଜିଲେ ୨ ଭକ୍ତ

ପୁରୀ-କୋଣାର୍କ ରୋଡ୍‌ ବାଲିଘାଇ ଛକସ୍ଥିତ ନିଗମାନନ୍ଦ ସାର୍ବଭୌମ ଭକ୍ତ ସମ୍ମିଳନୀରେ ଅଘଟଣ ଘଟିଛି। ସମ୍ମିଳନୀ ଚାଲିଥିବା ବେଳେ ଦୁଇଜଣ ଭକ୍ତଙ୍କର ମୃତ୍ୟୁ ହୋଇଛି। ସେମାନେ ହେଲେ ପଶ୍ଚିମବଙ୍ଗ ପଶ୍ଚିମ ମେଦିନୀପୁରର ରବୀନ୍ଦ୍ରନାଥ ପାଲ(୫୫) ଓ କଟକ ଜିଲ୍ଲା ସାଆନ୍ତସାହିର ଜଗନ୍ନାଥ ସାମଲ (୫୭)। ପୁରୀ/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ପୁରୀ-କୋଣାର୍କ ରୋଡ୍‌ ବାଲିଘାଇ ଛକସ୍ଥିତ ନିଗମାନନ୍ଦ ସାର୍ବଭୌମ ଭକ୍ତ ସମ୍ମିଳନୀରେ ଅଘଟଣ ଘଟିଛି। ସମ୍ମିଳନୀ ଚାଲିଥିବା ବେଳେ ଦୁଇଜଣ ଭକ୍ତଙ୍କର ମୃତ୍ୟୁ ହୋଇଛି। ସେମାନେ ହେଲେ […]