Prajatantra

The Prajatantra is a prominent Odia-language daily newspaper founded on July 4, 1947, and officially launched as a daily on August 8, 1947. Conceived by Dr. Harekrushna Mahtab, it is headquartered near the High Court in Chandinchowk, Cuttack. As a fierce symbol of struggle against feudalism and orthodoxy, it publishes daily editions, maintains a strong local presence, and runs digital news.The newspaper has played a pivotal role in shaping Odisha's history, championing causes like the amalgamation of princely states, the SRC movement, and the establishment of the capital at Bhubaneswar. The publication operates under The Prajatantra Prachar Samity, which also produces popular sister publications including: The Jhankar: A monthly literary journal. The Meenabazar: A monthly magazine for children. The Saptahiki: The largest circulated Odia news weekly.

ଯଦି ଖଡଗେ ଚାହୁଁଛନ୍ତି, ମୁଁ ଇସ୍ତଫା ଦେବି: ଶାହ

ନୂଆଦିଲ୍ଲୀ/ଭୁବନେଶ୍ୱର ୧୮-୧୨-୨୦୨୪ (ପିପିଏସ) : ଯଦି ଖଡଗେ ଚାହୁଁଛନ୍ତି, ତେବେ ମୁଁ ଇସ୍ତଫା ଦେବି। ଏଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ସ୍ଵରାଷ୍ଟ ମନ୍ତ୍ରୀ ଅମିତ ଶାହ। ଡ....

ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଉଦ୍‌ଯାପିତ

‘ଜଗତୀକରଣ ସାରସ୍ବତ ଜଗତକୁ ଛୋଟ କରିପାରିବ ନାହିଁ’ ଅନେକ କହୁଛନ୍ତି ବହି ବିପଦରେ ପଡ଼ିଛି। ହେଲେ ବହି ବିପଦରେ ପଡ଼ିନାହିଁ। ଡିଜିଟାଲ ଦୁନିଆ କେବେ ବି ବହିର...

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ପଶିଲା ଇଡି

ବରିଷ୍ଠ ବିଜେଡି ନେତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ପଶିଲା ଇଡି।  ଆଜି ସକାଳୁ କ୍ଷୀରୋଦ ମଲ୍ଲିକଙ୍କ...

ଏସ୍‌ସିବି ଦେବ ପ୍ରମାଣପତ୍ର; ପରୀକ୍ଷା ହେବ ଏମ୍‌ସ, ଏଲ୍‌ଭି ପ୍ରସାଦରେ

ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ସଂପ୍ରସାରଣ ଯୋଜନାରେ ଖର୍ଚ୍ଚ ହେଉଛି ହଜାର ହଜାର କୋଟି। ହେଲେ ମାତ୍ର ୧୫ଲକ୍ଷ ଟଙ୍କା ପାଇଁ ୫ବର୍ଷ ହେଲା ରାଜ୍ୟର...

ସା‌ନ୍ତାଳୀ ଭାଷାରେ ଶିକ୍ଷାଦାନ ପାଇଁ ସରକାର ଚିନ୍ତା କରୁଛନ୍ତି: ମୁଖ୍ୟମନ୍ତ୍ରୀ

ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଅତୁଳନୀୟ। ସାନ୍ତାଳୀ ଭାଷା ଅଲ୍‌ଚିକି ଲିପିରେ ‘କେଜି’ରୁ ‘ପିଜି’...

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା: ପୁଣି ୩ ଏତଲାକାରୀ ଓହରିଲେ

ବହୁ ଚର୍ଚ୍ଚିତ ଟାଟା ମୋଟର୍ସରେ ଚାକିରି କରେଇଦେବା ନାଁରେ ଠକେଇ ମାମଲାରୁ ଅନ୍ୟ ୩ ଜଣ ଏତଲାକାରୀ ଓହରି ଯାଇଛନ୍ତି। ସାଂସଦ ପ୍ରଦୀପ ପାଣିଗ୍ରାହୀ କୌଣସି ଟଙ୍କା...

ଦୁଇମାସରେ ସରିବ ଆବାସ ସର୍ଭେ କାମ

ଭୁବନେଶ୍ୱର ୧୮-୧୨-୨୦୨୪ (ପିପିଏସ) : ରାଜ୍ୟ ସରକାରଙ୍କ ନୂଆ ଯୋଜନାକୁ ସହିପାରୁନି ବିଜେଡି। ପୂର୍ବ ସରକାର ଗଣତନ୍ତ୍ରକୁ ନଷ୍ଟ କରିଥିଲେ। ସେହି ସମୟରେ ମନ୍ତ୍ରୀମାନେ ଟେଣ୍ଟ ବାନ୍ଧୁଥି‌ଲେ,...

ଚେନ୍ନାଇରେ ଓଡ଼ିଆଙ୍କ ‘ଆମ ଚାଟଶାଳୀ’ ଉତ୍ସବ

‘ପ୍ରବାସୀ ଓଡ଼ିଆ କଲଚରାଲ ସୋସାଇଟି’ ଦ୍ୱାରା ପରିଚାଳିତ ‘ଆମ ଚାଟଶାଳୀ’ର ବାର୍ଷିକ ଉତ୍ସବ ଏବଂ କାର୍ତ୍ତିକ ପୂର୍ଣିମା ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୧୫୦୦...

ଗେଟୱେ ଅଫ୍ ଇଣ୍ଡିଆ ନିକଟରେ ବଡ଼ ଦୁର୍ଘଟଣା: ଡଙ୍ଗା ଓଲଟି ଯାତ୍ରୀ ନିଖୋଜ

ମୁମ୍ବାଇର ଗେଟୱେ ଅଫ୍ ଇଣ୍ଡିଆ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ୮୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି...

ଜୀବନ ନେଉଛି ଗଳାବାଟ: ପଳାସୁଣି ଛକରେ ବିପଜ୍ଜନକଭାବେ ରାସ୍ତା ପାର

ପଳାସୁଣି ଛକରେ ଯମ ଯେମିତି ଜଗି ବସିଛନ୍ତି! ନିୟମିତ ବ୍ୟବଧାନରେ ଏଠାରେ ଦୁର୍ଘଟଣା ଘଟୁଛି। ରାସ୍ତା ପାର୍‌ ହେବା ବେଳେ ଗାଡ଼ି ଚକା ତଳେ କାହା ମୁଣ୍ଡ...