1 min read

ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୧୯ ପୁଲିସ କର୍ମଚାରୀଙ୍କୁ ମିଳିବ ପଦକ

ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୧୯ ପୁଲିସ କର୍ମଚାରୀଙ୍କୁ ମିଳିବ ପଦକ। ଏମାନଙ୍କ ମଧ୍ୟରୁ ଆରକ୍ଷୀ ଅଧୀକ୍ଷକ ସରୋଜ ମଲ୍ଲିକ ଓ କନଷ୍ଟେବଲ୍ ସତ୍ୟବାଦୀ ମଲ୍ଲିକ ପାଇବେ ରାଷ୍ଟ୍ରପତି ପୁରସ୍କାର। ଏହାଛଡ଼ା ୬ ପୁଲିସ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ମିଳିବ। ଭୁବନେଶ୍ୱର ୨୫-୦୧-୨୦୨୫(ପିପିଏସ ) : ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୧୯ ପୁଲିସ କର୍ମଚାରୀଙ୍କୁ ମିଳିବ ପଦକ। ଏମାନଙ୍କ ମଧ୍ୟରୁ ଆରକ୍ଷୀ ଅଧୀକ୍ଷକ ସରୋଜ ମଲ୍ଲିକ ଓ କନଷ୍ଟେବଲ୍ ସତ୍ୟବାଦୀ ମଲ୍ଲିକ ପାଇବେ ରାଷ୍ଟ୍ରପତି ପୁରସ୍କାର। […]

1 min read

ସୁପ୍ରିମକୋର୍ଟରେ ମାହାଙ୍ଗା ଡବଲ ମର୍ଡର ମାମଲା

ଅଡ଼ୁଆରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା କଟକ ୨୫-୦୧-୨୦୨୫(ପିପିଏସ ) : କଡ଼ ଲେଉଟାଇଲା ମାହାଙ୍ଗା ଡବଲ ମର୍ଡର ମାମଲା। ଏହାଫଳରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନାଙ୍କ ଅଡ଼ୁଆ ବଢ଼ିଛି। ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତ କୁଳମଣି ବରାଳଙ୍କ ପୁଅ ରଞ୍ଜିତ ବରାଳ। ପ୍ରତାପ ଜେନାଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଅଗ୍ରୱାଲ ଏବଂ ରଞ୍ଜିତ ବରାଳଙ୍କ ପକ୍ଷରୁ ଅମନ ଲେଖି ଏହି ମାମଲା ଲଢ଼ୁଛନ୍ତି। ସାକ୍ଷୀମାନଙ୍କର […]

1 min read

‘ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ରୁ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆଶା ରହିଛି’

ଭାରତର ଶିଳ୍ପ ବିଳ୍ପବର ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ ଅଛି। ୭ ମାସ ମଧ୍ୟରେ ୧୫୯ ଶିଳ୍ପକୁ ଆମେ ମଞ୍ଜୁରୀ ଦେଇଛୁ। ରାଜ୍ୟକୁ ଏପର୍ଯ୍ୟନ୍ତ ୨ ଲକ୍ଷ ୭୫ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଛି। ଏହା ଦ୍ବାରା ୨ ଲକ୍ଷ ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଭୁବନେଶ୍ୱର ୨୫-୦୧-୨୦୨୫(ପିପିଏସ ) : ଦୁଇ ଦିନ ପରେ ଭୁବନେଶ୍ବରରେ ‘ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା-୨୦୨୫’ କାର୍ଯ୍ୟକ୍ରମ ଆରମ୍ଭ ହେବ। ଜନତା ମଇଦାନରେ ଆୟୋଜିତ […]

1 min read

ବିଭିନ୍ନ ଜିଲ୍ଲା ପାଇଁ ସଭାପତି ଘୋଷଣା କଲା ବିଜେପି; ଜାଣନ୍ତୁ କେଉଁଠି କିଏ?

ତୃଣମୂଳ ସ୍ତରରେ ସଂଗଂନକୁ ସୁଦୃଢ଼ କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି)ର ଓଡ଼ିଶା ଶାଖା ବିଭିନ୍ନ ଜିଲ୍ଲାରେ ସଭାପତିଙ୍କ ନାମ ଘୋଷଣା କରିଛି। ବିଜେପି କଟକ ଜିଲ୍ଲା ପାଇଁ ସୁକାନ୍ତ ବିଶ୍ୱାଳଙ୍କୁ ସଭାପତି କରିଛି। ଭୁବନେଶ୍ୱର ୨୫-୦୧-୨୦୨୫(ପିପିଏସ ) : ତୃଣମୂଳ ସ୍ତରରେ ସଂଗଂନକୁ ସୁଦୃଢ଼ କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି)ର ଓଡ଼ିଶା ଶାଖା ବିଭିନ୍ନ ଜିଲ୍ଲାରେ ସଭାପତିଙ୍କ ନାମ ଘୋଷଣା କରିଛି। ବିଜେପି କଟକ ଜିଲ୍ଲା ପାଇଁ ସୁକାନ୍ତ ବିଶ୍ୱାଳଙ୍କୁ ସଭାପତି […]

1 min read

ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ ….

ସ୍ବତନ୍ତ୍ର ସ୍ଥାୟୀ ଆର୍ଥିକ ବ୍ୟବସ୍ଥା କରିବା ପାଇଁ ଦାବି କୋଣାର୍କ/ଭୁବନେଶ୍ୱର ୨୪-୦୧-୨୦୨୫(ପିପିଏସ) : ଭାରତ ବର୍ଷର ପ୍ରାଚୀନ ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରତୀକ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ ନିମନ୍ତେ ଉତ୍ତର ପ୍ରଦେଶର ପ୍ରସିଦ୍ଧ କୁମ୍ଭ ମେଳା ଓ ଓଡିଶାର ପ୍ରସିଦ୍ଧ ବିଶ୍ବ ବିଦିତ ବରଗଡର ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ନିମନ୍ତେ ସରକାରଙ୍କ ପକ୍ଷରୁ ଯେଭଳି  ସ୍ବତନ୍ତ୍ର ଭାବେ ସ୍ଥାୟୀ ଆର୍ଥିକ ସହାୟତା ବ୍ୟବସ୍ଥା କରାଯାଇ ଏହାର ଶୋଭା ବର୍ଦ୍ଧନ କରାଯାଉ ଥିବା ବେଳେ […]

1 min read

ନାଗା ସାଧ୍ବୀ ହୋଇଗଲେ ମମତା କୁଲକର୍ଣ୍ଣି

ବଲିଉଡ୍ ଅଭିନେତ୍ରୀ ମମତା କୁଲକର୍ଣ୍ଣି ଏବେ ପୁରୁଣା ଜୀବନକୁ ତ୍ୟାଗ କରି ନାଗା ସାଧ୍ବୀ ହୋଇଛନ୍ତି ଓ ମହାମଣ୍ଡଳେଶ୍ୱର ଉପାଧି ଗ୍ରହଣ କରିଛନ୍ତି । ସେ ସଙ୍ଗମରେ ନିଜର ପିଣ୍ଡଦାନ କରି ସନ୍ୟାସ ଗ୍ରହଣ କରିଥିଲେ ଓ ନୂଆ ନାମ ଶ୍ରୀ ୟାମି ମମତାନନ୍ଦ ଗିରି ଗ୍ରହଣ କରିଥିଲେ । ମୁମ୍ବାଇ/ଭୁବନେଶ୍ୱର ୨୪-୦୧-୨୦୨୫(ପିପିଏସ) : ବଲିଉଡ୍ ଅଭିନେତ୍ରୀ ମମତା କୁଲକର୍ଣ୍ଣି ଏବେ ପୁରୁଣା ଜୀବନକୁ ତ୍ୟାଗ କରି ମହାମଣ୍ଡଳେଶ୍ୱର ହୋଇଛନ୍ତି। ଗ୍ଲାମର ଓ ଫିଲ୍ମର ମାର୍ଗକୁ ସେ […]

1 min read

୧୮ଟି ଜିଲ୍ଲାକୁ କୁହୁଡି ଚେତାବନୀ

ନିଖୋଜ ହୋଇଯାଇଛି ‘ମାଘ’ ମାସର ବାଘ ଭଳି ଶୀତ-ଜାଡ଼ ଭୁବନେଶ୍ୱର ୨୪-୦୧-୨୦୨୫(ପିପିଏସ) : ମାଘ ମାସର ବାଘ ଭଳି ଶୀତ ଓ ଜାଡ଼ ଆଉ ନାହିଁ। ମୟୂରଂଭଜ, ସୁନ୍ଦରଗଡ଼, କୋରାପୁଟ, କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ଏବେ ରାତିରେ ଶୀତ ଅନୁଭୂତ ହେଉଥିବା ବେଳେ ଦିନ ବେଳା ଶୀତଋତୁର ପ୍ରଭାବ ଆଉ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜଳବାୟୂ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି ପାଣିପାଗ ବିଶେଷଜ୍ଞମାନେ କହୁଛନ୍ତି। ଜାନୁଆରି ଶେଷ ହୋଇ ନଥିବା […]

1 min read

ଟ୍ରେନରୁ ଖସିପଡି ଏମ୍‌ସିଏ ଛାତ୍ରୀଙ୍କ ମୃତ୍ୟୁ

ହରିଚନ୍ଦନପୁର/ଭୁବନେଶ୍ୱର ୨୪-୦୧-୨୦୨୫(ପିପିଏସ) : ଝିଅ ଭୁବନେଶ୍ବରରୁ ଘରକୁ ଆସୁଛି ବୋଲି ପରିବାର ଲୋକେ ବହୁତ ଖୁସିରେ ଥିଲେ। ଝିଅ ଆସିଲେ କ’ଣ ଖାଇବ କେଉଁଠିକୁ ବୁଲିଯିବ ସେଥି ପାଇଁ ମଧ୍ୟ ପ୍ରସ୍ତୁତି କରିଥିଲେ। ତେବେ ଯେଉଁ ଝିଅର ପହଞ୍ଚିବାକୁ ପରିବାର ଲୋକେ ସକାଳ ଠାରୁ ମଧ୍ୟାହ୍ଣ ପର୍ଯ୍ୟନ୍ତ ଅପେକ୍ଷାରେ ଥିଲେ, ସିଏ ଆଉ ଜୀବିତ ଫେରି ନାହିଁ। ପରିବାର ଲୋକଙ୍କର ହସଖୁସିରେ ଅଂଶୀଦାର ହୋଇପାରି ନାହିଁ। ପରିବାର ଲୋକଙ୍କୁ ତାର ମୃତ୍ୟୁ ଖବର ମିଳିଛି। କେନ୍ଦୁଝର ଜିଲ୍ଲା […]

1 min read

୪୦ ହଜାର ନିଯୁକ୍ତି ଦେବେ ରାଜ୍ୟ ସରକାର

ଭୁବନେଶ୍ୱର ୨୪-୦୧-୨୦୨୫(ପିପିଏସ) : ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ରାଜ୍ୟ ସରକାର ଆଜି ପ୍ରାକ୍‌ ବଜେଟ୍‌ ବୈଠକ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଆଗାମୀ ଆର୍ଥିକ ବର୍ଷରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି, ବ୍ୟବସାୟ ଆଦି ପ୍ରମୁଖ ଦିନରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମକୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଆସନ୍ତା ଫେବ୍ରୁଆରି […]

1 min read

ଓଡ଼ିଶା ଶ୍ରେଷ୍ଠ ନିବେଶ କ୍ଷେତ୍ର :ମୁଖ୍ୟମନ୍ତ୍ରୀ

ଐତିହାସିକ ହେବ ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନକ୍ଲେଭ୍-୨୦୨୫ ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନକ୍ଲେଭ୍-୨୦୨୫ରେ ଜାନୁଆରି ୨୮-୨୯, ଦୁଇ ଦିନ ଧରି ଏହା କେବଳ ଡେଲିଗେଟ୍‌ମାନଙ୍କ ପାଇଁ ଖୋଲା ରହିବ। ୩୦ ତାରିଖ ଦିନ ଏହାକୁ ସର୍ବସାଧାରଣଙ୍କ ପାଇଁ ଖୋଲା ରଖାଯିବ। ଭୁବନେଶ୍ୱର ୨୪-୦୧-୨୦୨୫(ପିପିଏସ) : ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନକ୍ଲେଭ୍-୨୦୨୫ ଆସନ୍ତା ୨୮-୨୯ରେ ଅନୁଷ୍ଠିତ ହେବ। ଏହି ବିଶାଳ ବ୍ୟବସାୟିକ ସମାରୋହ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ଜନତା […]