Skin care
ଚେହେରାର ପ୍ରାକୃତିକ ସୌନ୍ଦର୍ଯ୍ୟ ବଜାୟ ରଖିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସହଜ ଓ ପ୍ରଭାବଶାଳୀ ଟିପ୍ସ
ଭୁବନେଶ୍ୱର, ୩୧୲୦୭: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ, ପ୍ରଦୂଷଣ ଏବଂ ଅସୁସ୍ଥକର ଖାଦ୍ୟପେୟ ଯୋଗୁଁ ତ୍ୱଚାର ପ୍ରାକୃତିକ ଉଜ୍ଜ୍ୱଳତା କମିବାରେ ଲାଗିଛି। କେବଳ ଦାମୀ ମେକ୍ଅପ୍ ବା ବାହାର ପ୍ରସାଧନ ସାମଗ୍ରୀ (Cosmetics) ବ୍ୟବହାର କରିବା ଦ୍ୱାରା ପ୍ରକୃତ ସୌନ୍ଦର୍ଯ୍ୟ ମିଳିନଥାଏ। ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବା ପାଇଁ ଶରୀରର ଆଭ୍ୟନ୍ତରୀଣ ସ୍ୱାସ୍ଥ୍ୟ ଏବଂ ସଠିକ୍ ଜୀବନଶୈଳୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ଅନୁସାରେ, କିଛି ସହଜ ନିୟମ ପାଳନ କରି ଆପଣ ନିଜକୁ ସଦାସର୍ବଦା ପ୍ରାକୃତିକ ଭାବେ […]