puri gopa
ପିଇବା ପାଣି ପାଇଁ ରାସ୍ତା ରୋକ କଲେ ମହିଳା
ଗୋପ (ପିପିଏସ ): ରାଜ୍ୟ ସରକାର ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ପାଇଁ ବଡ଼ ବଡ଼ ଦାବି କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ କିଛି ଅଲଗା ବୟାନ କରୁଛି। ପିଇବା ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛନ୍ତି ଲୋକେ। ଶେଷରେ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ। ପୁରୀ ଜିଲ୍ଲା ନିମାପଡ଼ାରୁ ଆସିଛି ଏଭଳି ଏକ ଚିନ୍ତାଜନକ ଖବର। ପିଇବା ପାଣି ସମସ୍ୟାକୁ ନେଇ ରଣକ୍ଷେତ୍ର ପାଲଟିଲା ମୁଖ୍ୟ ରାସ୍ତା। ପ୍ରାୟ ଦୁଇ […]