1 min read

ଜାପାନରେ ମାଡ଼ ହେଲା ଶକ୍ତିଶାଳୀ ବାତ୍ୟା ‘ଡଲଫିନ୍‌’

ଟୋକିଓ, ୭/୮: ଜାପାନର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ‘ଡଲଫିନ୍‌’ ମାଡ଼ ହୋଇଛି। ଘଣ୍ଟାପ୍ରତି ସର୍ବାଧିକ ୧୯୮ କିଲୋମିଟର ବେଗର ପବନ ସହ ପ୍ରବଳ ବର୍ଷା ଓ ଉଚ୍ଚ ଜୁଆର ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି କାଗୋସିମା ଓ ଓକିନାୱା ପ୍ରାନ୍ତର ପ୍ରାୟ ୨.୬ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ପ୍ରଭାବରେ ଶୁକ୍ରବାର ସାରା ଦେଶରେ ୫୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ୍‌ ହୋଇଛି। ଜାପାନ ପାଣିପାଗ ବିଭାଗ (JMA) ଅନୁସାରେ, […]