Browsing Tag

bangladesh news

ତିସ୍ତା ଜଳ ବଣ୍ଟନକୁ ନେଇ ସ୍ୱର ବଦଳାଇଲା ବାଂଲାଦେଶ, ଭାରତ ସହ ସମ୍ପର୍କ ଖରାପ ଚାହୁଁନି

ଢାକା: ତିସ୍ତା ନଦୀ ଜଳ ବଣ୍ଟନକୁ ନେଇ ବାଂଲାଦେଶ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛି। ତିସ୍ତା ଜଳ ବଣ୍ଟନ ବିବାଦକୁ ନେଇ ଭାରତ ସହ ସମ୍ପର୍କ ଖରାପ ହେଉ, ଏହା ବାଂଲାଦେଶ ଚାହୁଁନାହିଁ ବୋଲି ଦେଶର ଜଳ ସମ୍ପଦ ମନ୍ତ୍ରୀ ଶାହିଦୁଦ୍ଦିନ ଚୌଧୁରୀ ଅନି କହିଛନ୍ତି। ଢାକାରେ ଆୟୋଜିତ ଏକ
Read More...