1 min read

ହ୍ୟୁଷ୍ଟନ୍‌ରେ ଆୟୋଜନ ହେବନି ଅଦିନିଆ ରଥଯାତ୍ରା, ବାତିଲ କଲା ଇସ୍କନ୍‌

ମହାପ୍ରଭୁଙ୍କ ଭକ୍ତଙ୍କ ପାଇ ଭଲ ଖବର ଆସିଛି। କୋଟିକୋଟି ଓଡ଼ିଆ ଯାହା ଦାବି କରୁଥିଲେ, ତାହା ହିଁ ହୋଇଛି। ଇସ୍କନ୍‌ର ପ୍ରତକ୍ଷ୍ୟ ତତ୍ବାବଧାନରେ ଆମେରିକୀୟ ସହର ହ୍ୟୁଷ୍ଟନ୍‌ରେ ଆୟୋଜନ ହେବାକୁ ଥିବା ରଥଯାତ୍ରା ବାତିଲ ହୋଇଛି। ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର ଆସିଛି। ମହାପ୍ରଭୁଙ୍କ ଓଡ଼ିଆ ଭକ୍ତଙ୍କ ପାଇ ଭଲ ଖବର ଆସିଛି। କୋଟିକୋଟି ଓଡ଼ିଆ ଯାହା ଦାବି କରୁଥିଲେ, ତାହା ହିଁ ହୋଇଛି। ଶ୍ରୀଲା ପ୍ରଭୁପାଦଙ୍କ ଦ୍ବାରା ପ୍ରତିଷ୍ଠିତ […]

1 min read

ପୁଣି ବୋମା ଆତଙ୍କ: ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ବିମାନ

ପୁଣି ବିମାନରେ ବୋମା ଆତଙ୍କ ଖେଳିଯିବାରୁ ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋ ବିମାନର ହେଲା ଜରୁରୀ ଅବତରଣ କରିଥିବାର ଖବର ମିଳିଛି। ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରୁଥିବା ବେଳେ କଲା ଜରୁରୀ ଅବତରଣ କରିଛି ବିମାନ। ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ପୁଣି ବିମାନରେ ବୋମା ଆତଙ୍କ ଖେଳିଯିବାରୁ ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋ ବିମାନର ହେଲା ଜରୁରୀ ଅବତରଣ କରିଥିବାର ଖବର ମିଳିଛି। ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରୁଥିବା ବେଳେ କଲା ଜରୁରୀ ଅବତରଣ […]

1 min read

ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼, କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀରୁ ପୁରୀ ଅଭିମୁଖେ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ ଆଜି ସକାଳ ସା୍ଢ଼େ ୯ଟାରୁ ୧୦ଟା ଭିତରେ ଗୁଳିମାଡ଼ ହୋଇଥିବାର ଖବର ମିଳିଛି। ଭଦ୍ରକ-ବାଉଦପୁର ସେକସନ୍ ମଝିରେ ଏହି ଗୁଳିମାଡ଼ ହୋଇଥିବା ଜଣାଯାଇଛି। ଭଦ୍ରକ/ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ନୂଆଦିଲ୍ଲୀରୁ ପୁରୀ ଅଭିମୁଖେ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ ଆଜି ସକାଳ ସା୍ଢ଼େ ୯ଟାରୁ ୧୦ଟା ଭିତରେ ଗୁଳିମାଡ଼ ହୋଇଥିବାର ଖବର ମିଳିଛି। ଭଦ୍ରକ-ବାଉଦପୁର ସେକସନ୍ ମଝିରେ ଏହି ଗୁଳିମାଡ଼ ହୋଇଥିବା ଜଣାଯାଇଛି। ଏନେଇ ସମ୍ପୃକ୍ତ […]

1 min read

ଜନସ୍ୱାସ୍ଥ୍ୟ ନୀରିକ୍ଷଣରେ ଉତ୍କୃଷ୍ଟତା ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟ୍ ସମ୍ବର୍ଦ୍ଧିତ

ନୂଆଦିଲ୍ଲୀରେ ଆଇଡିଏସପିର ୨୦ ବର୍ଷିଆ ସ୍ମାରକୀ କାର୍ଯ୍ୟକ୍ରମ ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ନୂଆଦିଲ୍ଲୀରେ ଆୟୋଜିତ ଆଇଡିଏସପିର ୨୦ ବର୍ଷିଆ ସ୍ମାରକୀ କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ନିରୀକ୍ଷଣକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟକୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସ୍ୱୀକୃତି ଓଡିଶାର ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟର ଉତ୍ସର୍ଗିକୃତ ସେବା ମନୋଭାବ ଏବଂ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅତିରିକ୍ତ ନିର୍ଦ୍ଦେଶକ, […]

1 min read

୬ବର୍ଷ ପରେ ବି ସରୁନି ଏନ୍‌ଏଚର ୧୦ ପ୍ରକଳ୍ପ କାମ

କୋରାପୁଟ/ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ଯେଉଁ ଅଂଚଳର ଗମନାଗମନର ବିକାଶ ହେବ ସେହି ଅଂଚଳର କୃଷି, ବ୍ୟବସାୟ ସହ ଆର୍ଥ‌ନୈତିକ ସ୍ବଚ୍ଛଳତା ସବୁ ବର୍ଗ ଲୋକଙ୍କର ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋରାପୁଟ ଜିଲ୍ଲା ଦେଇ ଯାଇଥିବା ୨ଟି ଡିଭିଜନର ଜାତୀୟ ରାଜପଥ ୨୬ ଓ ୩୨୬ର ପ୍ରଶସ୍ତୀକରଣ ଓ ପୁନଃରୁଦ୍ଧାର ପାଇଁ ଗତ ୬ବର୍ଷ ମଧ୍ୟରେ ୧୦ଟି ପ୍ରକଳ୍ପ ପାଇଁ ୩୯୦କୋଟିର ଅନୁଦାନ ଦେଇଛନ୍ତି। ଅନୁଦାନ ପାଇବା ପରେ ବୋରିଗୁମ୍ମା ବାଇପାସ୍ଜ […]

1 min read

କାର ଭିତରେ ଖେଳୁ ଖେଳୁ ଲକ୍‌ କରିଦେଲେ ଡୋର୍‌, ଚାଲିଗଲା ୪ ଶିଶୁଙ୍କ ଜୀବନ

ଗୁଜୁରାଟ/ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : କାର୍ ଡୋର ଖୋଲା ରଖିବା କେତେ ବିପଦପୂର୍ଣ୍ଣ ହୋଇଥାଏ ତାହା ଦେଖିବାକୁ ମିଳିଛି ଗୁଜରାଟର ଏକ ଘଟଣାରୁ। କାର ଭିତରେ ଅଣନିଃଶ୍ଵାସୀ ହୋଇ ଚାଲିଯାଇଛି ୪ ଶିଶୁଙ୍କ ଜୀବନ। ସମସ୍ତ ଶିଶୁଙ୍କ ବୟସ ୨ରୁ ୭ ବର୍ଷ ମଧ୍ୟରେ। ଗୁଜରାଟର ଅମରେଲି ଅନ୍ତର୍ଗତ ରନ୍ଧିୟା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି।ପୁଲିସ ସୂଚନା ଅନୁସାରେ, ପିଲମାନଙ୍କର ପରିବାର ଲୋକେ ସେମାନଙ୍କୁ ଘରେ ଛାଡ଼ି ଗାଁର ଏକ ଫାର୍ମ ହାଉସକୁ କାମ କରିବାକୁ […]

1 min read

ତିନିଦିନିଆ ବିଦେଶ ଗସ୍ତରେ ରହିବେ ମୁଖ୍ୟମନ୍ତ୍ରୀ; କରିବେ ରୋଡ୍ ସୋ’

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୧୮ ତାରିଖରୁ ବିଦେଶ ଗସ୍ତ କରିବେ। ଏହି ଗସ୍ତକାଳରେ ସେ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁରରେ ରହିବେ। ସେଠାରେ ଶ୍ରୀ ମାଝୀ ମେକ୍‌ ଇନ୍‌ ଓଡ଼ିଶା, ଉତ୍କର୍ଷ ଓଡ଼ିଶା-୨୦୨୫ ପାଇଁ ରୋଡ୍‌ ସୋ’ କରିବେ। ଭୁବନେଶ୍ୱର ୦୩-୧୧-୨୦୨୪(ପିପିଏସ ) : ମୁଖ୍ୟମନ୍ତ୍ରୀ ହେଲା ପରେ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରିବାକୁ ଯାଉଛନ୍ତି। ତାଙ୍କର ଏହି ଗସ୍ତ ସିଙ୍ଗାପୁରକୁ ହେବ। ଏହି ଗସ୍ତକାଳରେ […]

1 min read

ଦିଲ୍ଲୀର ୬୯ ପ୍ରତିଶତ ପରିବାର ପ୍ରଦୂଷଣ ସମ୍ବନ୍ଧିତ ସମସ୍ୟାର ଶିକାର

ଦିଲ୍ଲୀରେ ପୂର୍ବରୁ ଯେତିକି ବାୟୁ ପ୍ରଦୂଷଣ ଥିଲା, ଦୀପାବଳି ପାଳନ ପରେ ତାହା ଯଥେଷ୍ଟ ଅଧିକ ବଢ଼ିଯାଇଛି। ଏକ ସର୍ବେକ୍ଷେଣରୁ ଜଣାପଡ଼ିଛି ଯେ ବାୟୁ ଗୁଣବତ୍ତା ଖରାପ ହେବାପରେ ଦିଲ୍ଲୀ-ଏନସିଆରର ଅବସ୍ଥା ପୂରାପୂରି ବିଗିଡ଼ି ଯାଇଛି। ନୂଆଦିଲ୍ଲୀ/ଭୁବନେଶ୍ୱର ୦୨-୧୧-୨୦୨୪(ପିପିଏସ) :  ଦିଲ୍ଲୀରେ ପୂର୍ବରୁ ଯେତିକି ବାୟୁ ପ୍ରଦୂଷଣ ଥିଲା, ଦୀପାବଳି ପାଳନ ପରେ ତାହା ଯଥେଷ୍ଟ ଅଧିକ ବଢ଼ିଯାଇଛି। ଏକ ସର୍ବେକ୍ଷେଣରୁ ଜଣାପଡ଼ିଛି ଯେ ବାୟୁ ଗୁଣବତ୍ତା ଖରାପ ହେବାପରେ ଦିଲ୍ଲୀ-ଏନସିଆରର ଅବସ୍ଥା ପୂରାପୂରି ବିଗିଡ଼ି ଯାଇଛି। […]

1 min read

ନୂଆ ବିବାଦ ଛିଡ଼ାକଲା ଇସ୍କନ୍‌

ସ୍ନାନଯାତ୍ରା ବାତିଲ, ରଥଯାତ୍ରା ପାଇଁ ପ୍ରସ୍ତୁତି! ଅଦିନିଆ ରଥଯାତ୍ରାକୁ ସବୁ ମହଲରୁ ଦୃଢ଼ ବିରୋଧ କରାଯିବା ପରେ ନଭେମ୍ବର ୩ରେ ଆମେରିକାର ହଷ୍ଟନ୍‌ଠାରେ ଆୟୋଜିତ ହେବାକୁ ଥିବା ସ୍ନାନଯାତ୍ରାକୁ ଇସ୍କନ୍‌ ବାଦ୍‌ ଦେଇଛି। ଏମିତିକି ନିଜ ସାମାଜିକ ଗଣମାଧ୍ୟମରେ ସ୍ନାନଯାତ୍ରା ସମ୍ପର୍କିତ ସୂଚନାକୁ ଇସ୍କନ୍‌ ହଷ୍ଟନ୍‌ ଶାଖା ହଟାଇ ଦେଇଛି। ପୁରୀ/ଭୁବନେଶ୍ୱର ୦୨-୧୧-୨୦୨୪(ପିପିଏସ) : ଅଦିନିଆ ରଥଯାତ୍ରାକୁ ସବୁ ମହଲରୁ ଦୃଢ଼ ବିରୋଧ କରାଯିବା ପରେ ନଭେମ୍ବର ୩ରେ ଆମେରିକାର ହଷ୍ଟନ୍‌ଠାରେ ଆୟୋଜିତ ହେବାକୁ ଥିବା ସ୍ନାନଯାତ୍ରାକୁ ଇସ୍କନ୍‌ […]

1 min read

ତୁଷୁରା ଏୟାର ଷ୍ଟ୍ରିପର ଉନ୍ନତୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ୮୯୦ କୋଟି ଟଙ୍କା ମୂଲ୍ୟରେ ଜଳ ସେଚନ, ସ୍ବାସ୍ଥ୍ୟ ଭିତ୍ତିଭୂମି, ପାଇପ ଜଳ ଯୋଗାଣ, ସେତୁ ନିର୍ମାଣ, ସଡକ ନିର୍ମାଣ ଭଳି ସମୁଦାୟ ୮୩ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଭୁବନେଶ୍ୱର/ଦେଓଗାଁ୦୨-୧୧-୨୦୨୪(ପିପିଏସ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯାଇ ବେଲପଡା ଓ ପାଟଣାଗଡ ଠାରେ ବଲାଙ୍ଗୀର ଜିଲ୍ଲା ପାଇଁ ୮୯୦ କୋଟି ଟଙ୍କା ମୂଲ୍ୟର […]