1 min read

ମୁହାଁମୁହିଁ ବାଇକ୍‌ ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ, ୩ ଜଣ ଗୁରୁତର

ଭାଟିଗାଁ ଛକ ନିକଟରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ପୋଡାଲଗୁଡା ଗ୍ରାମର ଧନିଆ ମାଝୀ ଓ ରଘୁ ବୈରାଗୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ନବରଙ୍ଗପୁର /ଭୁବନେଶ୍ୱର ୩୧-୦୧-୨୦୨୫(ପିପିଏସ ) : ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡା ଶୁକ୍ରବାର ମାନବିକତାର ଏକ ବଡ଼ ପରିଚୟ ଦେଖାଇଛନ୍ତି। ଦୁର୍ଘଟଣାର ଶିକାର ହୋଇ ଚିକିତ୍ସା ପାଇଁ ଛଟପଟ ହେଉଥିବା ଯୁବକମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇଛନ୍ତି। ଆହତମାନଙ୍କୁ […]

1 min read

ରାସନ୍‌କାର୍ଡ ନେଇ ଚେତାବନୀ ଦେଲେ ମନ୍ତ୍ରୀ, ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନେବେ

ଭଲ ଚାକିରି ବା ଭଲ ଦରମା ପାଉଥିବା କର୍ମଚାରୀ ରାସନ୍‌କାର୍ଡ ଫେରାଇ ଦିଅନ୍ତୁ। ଦୁଇ ଦିନ ତଳେ ୧୨ ହଜାର ସରକାରୀ ଚାକିରିଆ ରାସନ୍‌କାର୍ଡ ଫେରାଇ ଦେଇଥିବା ଜଣାପଡ଼ିଥିଲା। ଆଜି ଏହି ସଂଖ୍ୟା ୨୦ ହଜାରରେ ପହଞ୍ଚିଛି। ଭୁବନେଶ୍ୱର ୩୧-୦୧-୨୦୨୫(ପିପିଏସ ) : ସରକାରୀ ଚାକିରିଆଙ୍କୁ ଏବେ ରାସନ୍‌କାର୍ଡ ଭୟ। ପ୍ରତିମାସ ୫ କିଲୋ ଲେଖାଏଁ ମାଗଣାରେ ନେଉଥିବା ଚାଉଳ ଆଉ ନେଇ ପାରିବେ ନାହିଁ। ଧରାପଡ଼ିଗଲେ ଅସୁବିଧାରେ ପଡ଼ିଯିବାର ଭୟ ରହୁଛି। ସେଥି ପାଇଁ ମାତ୍ର […]

1 min read

ଭୁବନେଶ୍ୱରରେ ଟ୍ରାଫିକ୍ ଭିଡ଼ ହ୍ରାସ ପାଇଁ ପ୍ରାୟ ୭,୦୦୦ କୋଟିର ଯୋଜନା

ଭୁବନେଶ୍ୱରର ସଂପ୍ରସାରଣ ପାଇଁ ଏକ ଆଉଟର୍ ରିଙ୍ଗ୍ ରୋଡ୍ ର ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି। ୧୪୮ କିଲୋମିଟର ବିଶିଷ୍ଟ ଏହି ରିଙ୍ଗ୍ ରୋଡ୍, ୬ ଲେନ୍ ହେବା ସହିତ ୨ଟି ସର୍ଭିସ୍ ରୋଡ୍ ମଧ୍ୟ ରହିବ। ଭୁବନେଶ୍ୱର ୩୧-୦୧-୨୦୨୫(ପିପିଏସ ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ପୂର୍ତ୍ତ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରି ରାଜ୍ୟ ସରକାରଙ୍କ ପକ୍ଷରୁ ପରିକଳ୍ପିତ ବିଭିନ୍ନ ନୂତନ ପ୍ରକଳ୍ପ ଗୁଡିକ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ […]

1 min read

ଜିଲ୍ଲାସ୍ତରୀୟ ଶହୀଦ ଦିବସ

କଟକ ୩୦-୦୧-୨୦୨୫(ପିପିଏସ ) : ଯୁଗ ସହ ତାଳ ଦେଇ ଆମ ଲୋକ ଆଗକୁ ଯାଆନ୍ତୁ। ଜନସାଧାରଣଙ୍କ ଆର୍ଥିକ ଅଭିବୃଦ୍ଧି ହେଉ। ଗାନ୍ଧିଜୀଙ୍କ ଆଦର୍ଶ ଓ ନୀତିରେ ଅନୁପ୍ରାଣିତ ହୋଇ ଦେଶ ତଥା ଜାତିର ଉନ୍ନତି ପାଇଁ ସମସ୍ତେ ଏକଜୁଟ ହୁଅନ୍ତୁ। କୁଷ୍ଠ ନିରାକରଣ, ଅସହାୟଙ୍କୁ ସହାୟତା, ସ୍ଵଛ ଭାରତ ଭଳି ଭଳି ଗାନ୍ଧୀଜିଙ୍କ ଆଦର୍ଶ ଆଜି ମଧ୍ୟ ସମାଜରେ ବେଶ ପ୍ରାସଙ୍ଗିକ।ଜାତିର ପିତା ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଉପଲକ୍ଷେ ଆଜି ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧୀ ସ୍ମୃତି ପୀଠଠାରେ […]

1 min read

କଟକ ନେତାଜୀ ସୁବାଷ ମେମୋରିଆଲ୍ ସିଟି କଲେଜର ବାର୍ଷିକ ଉତ୍ସବ ପାଳନ ଅବସରରେ ସାଂସଦ ଭର୍ତ୍ତୃହରି ମହତାବ

ସାଂସଦଙ୍କ ବିଭିନ୍ନ କାର୍ଯ୍ୟକର୍ମରେ ଅଂଶଗ୍ରହଣ କଟକ ନେତାଜୀ ସୁବାଷ ମେମୋରିଆଲ୍ ସିଟି କଲେଜର ବାର୍ଷିକ ଉତ୍ସବ ପାଳନ ଅବସରରେ ସାଂସଦ ଭର୍ତ୍ତୃହରି ମହତାବ

1 min read

ଜମିବ ଖଣ୍ଡଗିରି ଯାତ୍ରା: ମନମୋହିବ ‘ସ୍ବାମୀ ପାଇଁ ପଛେ ନର୍କକୁ ଯିବି’

ତପୋଭୂମି ଖଣ୍ଡଗିରିରେ ଜମିଲାଣି ସାଧୁସନ୍ଥଙ୍କ ଭିଡ଼। ୪ତାରିଖରୁ ମେଳା ଆରମ୍ଭ ହେଉଥିବାରୁ ବୁଧବାର ସନ୍ଧ୍ୟାରୁ ଖଣ୍ଡଗିରି ପାହାଡ଼ ଉପରେ ବିଭିନ୍ନ ସ୍ଥାନରେ ଆସ୍ଥାନ ଜମାଇଲେଣି ସାଧୁସନ୍ଥମାନେ। ଭୁବନେଶ୍ୱର ୩୦-୦୧-୨୦୨୫(ପିପିଏସ ) : ତପୋଭୂମି ଖଣ୍ଡଗିରିରେ ଜମିଲାଣି ସାଧୁସନ୍ଥଙ୍କ ଭିଡ଼। ୪ତାରିଖରୁ ମେଳା ଆରମ୍ଭ ହେଉଥିବାରୁ ବୁଧବାର ସନ୍ଧ୍ୟାରୁ ଖଣ୍ଡଗିରି ପାହାଡ଼ ଉପରେ ବିଭିନ୍ନ ସ୍ଥାନରେ ଆସ୍ଥାନ ଜମାଇଲେଣି ସାଧୁସନ୍ଥମାନେ। ଅସ୍ଥାୟୀ ମଠରେ ହୋମଯଜ୍ଞ କରିବା ପାଇଁ ସେମାନେ ପ୍ରସ୍ତୁତ ହେଲେଣି। ପୂର୍ଣ୍ଣ କୁମ୍ଭ ମଧ୍ୟ ସ୍ଥାପନ କରିଲେଣି। […]

1 min read

ଭିଜିଲାନ୍ସ ଜାଲରେ ପ୍ରକଳ୍ପ ଅଧିକାରୀ

ସୁନ୍ଦରଗଡ଼ ବଣାଇ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ତାଙ୍କର ବିଭିନ୍ନ ସମ୍ପତ୍ତିରେ ଭିଜିଲାନ୍ସ ଚଢ଼ଉ ଜାରି ରହିଛି । ତାଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି ବଣାଇ/ଭୁବନେଶ୍ୱର ୩୦-୦୧-୨୦୨୫(ପିପିଏସ ) : ସୁନ୍ଦରଗଡ଼ ବଣାଇ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ତାଙ୍କର ବିଭିନ୍ନ ସମ୍ପତ୍ତିରେ ଭିଜିଲାନ୍ସ ଚଢ଼ଉ ଜାରି ରହିଛି । ତାଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ […]

1 min read

ବିକଶିତ ଗାଁ, ବିକଶିତ ଓଡ଼ିଶା ମାର୍ଗଦର୍ଶିକା ଜାରି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝୀଙ୍କ ସରକାରଙ୍କ ପକ୍ଷରୁ ବିକଶିତ ଗାଁ, ବିକଶିତ ଓଡ଼ିଶା’ ପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି। ଜିଲ୍ଲାପାଳ ଓ ବିଡିଓଙ୍କୁ ଏହି ମାର୍ଗଦର୍ଶିକା ପଠାଯାଇଛି ଭୁବନେଶ୍ୱର ୩୦-୦୧-୨୦୨୫(ପିପିଏସ ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝୀଙ୍କ ସରକାରଙ୍କ ପକ୍ଷରୁ ବିକଶିତ ଗାଁ, ବିକଶିତ ଓଡ଼ିଶା’ ପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି। ଜିଲ୍ଲାପାଳ ଓ ବିଡିଓଙ୍କୁ ଏହି ମାର୍ଗଦର୍ଶିକା ପଠାଯାଇଛି । ଆସନ୍ତା ଫେବ୍ରୁଆରି ମାସ ୧୫ ତାରିଖ ସୁଦ୍ଧା ପ୍ରତି ଗାଁ […]

1 min read

୧୫ ଫେବ୍ରୁଆରି ପର୍ଯ୍ୟନ୍ତ ବଢ଼ିଲା ରାସନ କାର୍ଡ ଇ-କେୱାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ

ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଅପଡେଟ୍ ୧୫ ଫେବ୍ରୁଆରି ପର୍ଯ୍ୟନ୍ତ ବଢ଼ିଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ପୂର୍ବରୁ ଜାନୁଆରି ୩୧ ସୁଦ୍ଧା ଇ-କେୱାଇସି ଅପଡେଟ୍ ଲାଗି ଶେଷ ତାରିଖ ଭାବେ ସରକାର ଦିନ ଧାର୍ଯ୍ୟ କରିଥିଲେ ଭୁବନେଶ୍ୱର ୩୦-୦୧-୨୦୨୫(ପିପିଏସ ) : ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଅପଡେଟ୍ ୧୫ ଫେବ୍ରୁଆରି ପର୍ଯ୍ୟନ୍ତ ବଢ଼ିଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି।ପୂର୍ବରୁ ଜାନୁଆରି […]

1 min read

ମହାକୁମ୍ଭକୁ ଓଏସ୍‌ଆରଟିସି ବସ୍‌ ବାତିଲ,

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗତ ୧୩ ତାରିଖ ଠାରୁ ଆରମ୍ଭ ହୋଇଥିବା ମହାକୁମ୍ଭ ପାଇଁ ଓଡ଼ିଶା ସରକାରଙ୍କ ଦ୍ବାରା ପରିଚାଳିତ ସରକାରୀ ବସ୍‌ ସେବା ବାତିଲ କରାଯାଇଛି। ଓଡ଼ିଶା ରାଜ୍ୟ ସଡ଼କ ଓ ପରିବନ ନିଗମ ପକ୍ଷରୁ ସ୍ବତନ୍ତ୍ର ବସ୍ ବାତିଲ୍ ହୋଇଛି। ଭୁବନେଶ୍ୱର ୩୦-୦୧-୨୦୨୫(ପିପିଏସ ) : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗତ ୧୩ ତାରିଖ ଠାରୁ ଆରମ୍ଭ ହୋଇଥିବା ମହାକୁମ୍ଭ ପାଇଁ ଓଡ଼ିଶା ସରକାରଙ୍କ ଦ୍ବାରା ପରିଚାଳିତ ସରକାରୀ ବସ୍‌ ସେବା ବାତିଲ କରାଯାଇଛି। ଓଡ଼ିଶା ରାଜ୍ୟ […]