1 min read

ହ୍ରାସ ପାଉଛି ବୁଢ଼ାବଳଙ୍ଗ ଜଳସ୍ତର, କମୁଛି ବନ୍ୟା ଭୟ

ବନ୍ୟା ପ୍ଲାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କଲେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ  ପ୍ରବଳ ବର୍ଷା ଯୋଗୁଁ ଶନିବାର ପାଟଳୀପୁରା ଠାରେ ବୁଢାବଳଙ୍ଗ ନଦୀକୂଳ ଲଙ୍ଘନ କରିଥିବା ବେଳେ ରବିବାର ଭୋର ସକାଳରୁ ଜଳସ୍ତର କମିବା ଆରମ୍ଭ ହେବାପରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛିl ଫଳରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଭୟ କମିବାରେ ଲାଗିଛି। ବୈଶିଙ୍ଗା/ଭୁବନେଶ୍ୱର ୨୭-୧୦-୨୦୨୪(ପିପିଏସ) : ସାମୁଦ୍ରିକ ଝଡ ‘ଦାନା’ ପ୍ରଭାବରେ ଉପରମୁଣ୍ଡା ସମେତ ଶିମିଳିପାଳର ଆଭ୍ୟନ୍ତରୀଣ ଇଲାକାରେ ପ୍ରବଳରୁ ଅତି ପ୍ରବଳ ବର୍ଷା […]

1 min read

ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ସାମୁଦ୍ରିକ ଝଡ଼ ‘ଦାନା’ ଯୋଗୁଁ ଲକ୍ଷ ଲକ୍ଷ ଏକର ଧାନ ସମେତ ଅନ୍ୟ ଫସଲ ନଷ୍ଟ ହୋଇଛି। ଏହା କେତେ ପରିବାଣରେ କ୍ଷୟକ୍ଷତି ହୋଇଛି, ଆକଳନ ପରେ ଜଣାପଡ଼ିବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍ଣରେ ଆକାଶମାର୍ଗରୁ ବାତ୍ୟା ଅଞ୍ଚଳ ବୁଲିଛନ୍ତି। ଭୁବନେଶ୍ୱର ୨୭-୧୦-୨୦୨୪(ପିପିଏସ) : ସାମୁଦ୍ରିକ ବାତ୍ୟା ‘ଦାନା’ର ପ୍ରଭାବରେ ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ଅନ୍ୟ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳକୁ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ […]

1 min read

ବାତ୍ୟା “ଦାନା” ପରିଚାଳନାରେ ସରକାର ସମ୍ପୂର୍ଣ ଭାବେ ସଫଳ-ମନ୍ତ୍ରୀ

ଭୁବନେଶ୍ୱର ୨୭-୧୦-୨୦୨୪(ପିପିଏସ) : ବାତ୍ୟା ‘ଦାନା’ର ପରବର୍ତୀ ସମୟରେ ବର୍ଷାର ପରିମାଣ କମିଥିବା ବେଳେ ଏବେ ପାଗ ବଦଳିଛି। ବାତ୍ୟା ପ୍ରଭାବିତ ଜିଲା ଗୁଡିକରେ ଜୀବନ ଯାତ୍ରା ସ୍ବ।ଭାବିକ ହେଲାଣି। ରାସ୍ତା ସଫା ହେଇ ଗମନ। ଗମନ ବ୍ୟବସ୍ତା ସୁଧାର ଆସିବା ସହ ବିଦ୍ୟୁତ ସରବରାହ ଓ ପୁନଃ ସଂଯୋଗ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି। ବାତ୍ୟା ପ୍ରଭାବରେ ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର,ନୟାଗଡ଼, କଟକ ଓ […]

1 min read

ଯୋଗାଣ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ।

ଭାପୁର,୨୫-୧୦-୨୦୨୪(ପିପିଏସ) : ବାତ୍ୟା ‘ ଦାନା ‘ କୁ ନେଇ ସାଧାରଣ ଜନତା ଯେତିକି ଆତଙ୍କିତ ହୋଇଥିଲେ ସେତିକି ନିତ୍ୟ ବ୍ୟବହାର୍ଯ୍ୟ ଖାଉଟି ସାମଗ୍ରୀର ଦରଦାମ୍ ବୃଦ୍ଧି ଦେଖି ମଧ୍ୟବିତ୍ତ ପରିବାର ତଥା ଗରିବ ଶ୍ରେଣୀ ର ପରିବାର କଷ୍ଟରେ ଜୀବନଯାପନ କରୁଛନ୍ତି। ଅସାଧୁ ବ୍ୟବସାୟୀ ମାନେ ଆଳୁ, ପିଆଜ, ଖାଇବା ତେଲ, ସୁଜି, ଅଟା, ଚୁଡ଼ା, ମହମବତୀ ଆଦିର ଅହେତୁକ ଦର ବୃଦ୍ଧି କରିଦେବା ଫଳରେ ସାଧାରଣ ଜନତା ବାତ୍ୟାକୁ ନେଇ ସନ୍ତୁଳିତ ହେଉଛନ୍ତି। ବିଶେଷକରି, […]

1 min read

ଆଶ୍ରୟସ୍ଥଳୀରେ ଅବ୍ୟବସ୍ଥା: କେଉଁଠି ଖାଦ୍ୟର ଅଭାବ କେଉଁଠି ଦୀପ ଆଲୁଅକୁ ଭରସା

ବେତନଟୀ ବ୍ଲକର ନଦୀକୂଳିଆ ତଳିଆ ଅଞ୍ଚଳସ୍ଥିତ କଚ୍ଚାଘରେ ରହୁଥିବା ଲେକେ ଯେପରି କ୍ଷତିଗ୍ରସ୍ତ ନହେବେ ସେଥିଲାଗି ସେମାନଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା। ସମସ୍ତ ଯୋଜନା ସତ୍ତ୍ୱେ ବେତନଟୀ ବ୍ଲକର ଅଧିକାଂଶ ଆଶ୍ରୟସ୍ଥଳରେ ଏହି ସୁବିଧା ସୂଚାରୁ ରୂପେ ମିଳିପାରି ନଥିବା ଅଭିଯୋଗ ହୋଇଛି। ବୈଶିଙ୍ଗା/ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) : ବାତ୍ୟା ‘ଦାନା’ର ସଫଳ ମୁକାବିଲା ଲାଗି ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛିl ସରକାରଙ୍କ ଜିରୋ କାଜୁଆଲିଟି ନ୍ୟାରାକୁ ପାଳନ କରିବାକୁ ଯାଇ […]

1 min read

ଘର ଭାଙ୍ଗିଥିବା ପରିବାରକୁ ପକ୍କା ଘର: ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) : ବାତ୍ୟାରେ ଯେଉଁମାନଙ୍କର ଘର ଭାଙ୍ଗିଛି ସେମାନଙ୍କୁ ପକ୍କା ଘର ଦିଆଯିବ। ଏହା କହିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ ଲାଗି ଶନିବାରଠାରୁ କ୍ଷେତ୍ର ପରିଦର୍ଶନ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି।ସେ କହିଛନ୍ତି ଯେ, ଶନିବାରଠାରୁ କ୍ଷେତ୍ର କର୍ମଚାରୀମାନେ କ୍ଷୟକ୍ଷତି ଆକଳନ କରିବେ। ଆଗାମୀ ୭ ଦିନ ମଧ୍ୟରେ ଫସଲ ଏବଂ ଘର କ୍ଷୟକ୍ଷତି ଆକଳନ ହେବ। ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର ଦେବାକୁ ନିଷ୍ପତ୍ତି […]

1 min read

ବାତ୍ୟା ପରେ ଦାଉ ସାଧିଲା କୋକିଶିଆଳ

ଆକ୍ରମଣ କରି ୩ ଜଣଙ୍କୁ କଲା ଗୁରୁତର କୋକିଶିଆଳ ଆକ୍ରମଣରେ ୩ ଜଣ ଲୋକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗଛ ପଡ଼ି ରାସ୍ତା ଅବରୋଧ ଥିବାରୁ ୩ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରି ଅଞ୍ଚଳବାସୀ ମେଡିକାଲକୁ ବାଇକରେ ନେଇଛନ୍ତି। ସୋର/ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) : କୋକିଶିଆଳ ଆକ୍ରମଣରେ ୩ ଜଣ ଲୋକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗଛ ପଡ଼ି ରାସ୍ତା ଅବରୋଧ ଥିବାରୁ ୩ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରି […]

1 min read

ପର୍ଯ୍ୟଟକଙ୍କ ପାଇଁ ଆହୁରି ୩ ଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ବାତ୍ୟା ଯୋଗୁ ଶିମିଳିପାଳ ଅଭୟାରଣ୍ୟକୁ ଗତ ୨୩ ତାରିଖ ଠାରୁ ପର୍ଯ୍ୟଟକମାନଙ୍କର ପ୍ରବେଶ ବାରଣ ରହିଛି। ଏବେ ଉତ୍ତର ଓଡ଼ିଶାରେ ବର୍ଷା ଜାରି ରହିଥିବାରୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦୃଷ୍ଟିରୁ ଶିମିଳିପାଳ ଅଭୟାରଣ୍ୟ ଆହୁରି ୩ ଦିନ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ। ବାରିପଦା/ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) : ସାମୁଦ୍ରିକ ଝଡ଼ ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳରେ ଗୁରୁବାର-ଶୁକ୍ରବାର ରାତିରେ ଲ୍ୟାଣ୍ଡଫଲ୍ କରିଛି। ଏହାର ପ୍ରଭାବରେ ଆଜି ଦିନସାରା ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି। ସକାଳ ଠାରୁ […]

1 min read

ଭଦ୍ରକରେ ଜାରି ରହିଛି ପ୍ରବଳ ବର୍ଷା; ଅକ୍ଟୋବର ୨୬ରେ ବନ୍ଦ ରହିବ ସମସ୍ତ ସ୍କୁଲ

ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ଭଦ୍ରକରେ ଗତ ୨୩ ତାରିଖ ଠାରୁ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି। ବାତ୍ୟା ଗୁରୁବାର-ଶୁକ୍ରବାର ମଧ୍ୟ ରାତ୍ରୀରେ ଲ୍ୟାଣ୍ଡଫଲ କରିବା ପରେ ମଧ୍ୟ ଶୁକ୍ରବାର ଦିନସାରା ପ୍ରବଳ ବର୍ଷା ହୋଇଛି। ଭଦ୍ରକ ଜିଲ୍ଲାରେ ଶନିବାର ସମସ୍ତ ସ୍କୁଲ ବନ୍ଦ ରହିବ। ଭଦ୍ରକ/ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) : ବାତ୍ୟା ‘ଦାନା’ ‌ଯୋଗୁଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ଭଦ୍ରକରେ ଗତ ୨୩ ତାରିଖ ଠାରୁ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି। […]

1 min read

ଆଶା ଦିଦି ଶିବାନୀ ମଣ୍ଡଲଙ୍କ ଭଲ କାମକୁ ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଟେଲିଫୋନ୍ ଯୋଗେ କଥାହୋଇ ବାତ୍ୟା ସମୟରେ ମାନବିକତାର ପ୍ରକୃତ ନିଦର୍ଶନ ଦେଖାଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) :  କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଟେଲିଫୋନ୍ ଯୋଗେ କଥାହୋଇ ବାତ୍ୟା ସମୟରେ ମାନବିକତାର […]