1 min read

ଫେବ୍ରୁଆରି ୧୯ରୁ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା!

ଆସନ୍ତା ୩ ଦିନ ମଧ୍ୟରେ ସାରା ଓଡ଼ିଶାରେ ରାତିର ତାପମାତ୍ରା ଧୀରେ ଧୀରେ ୨-୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ ବୋଲି ରବିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପୂର୍ବାନୁମାନ କରିଛି ଭୁବନେଶ୍ୱର ୧୬-୦୨-୨୦୨୫-(ପିପିଏସ) : ଆସନ୍ତା ୩ ଦିନ ମଧ୍ୟରେ ସାରା ଓଡ଼ିଶାରେ ରାତିର ତାପମାତ୍ରା ଧୀରେ ଧୀରେ ୨-୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ ବୋଲି ରବିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପୂର୍ବାନୁମାନ କରିଛି।ଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ହ୍ରାସ […]

1 min read

ରାଜଧାନୀରେ କୁହୁଡିର କର୍ଫ୍ୟୁ !

ଭୁବନେଶ୍ୱର ୨୮-୦୧-୨୦୨୫(ପିପିଏସ) : କଲବଲ କଲା କୁହୁଡି । ରାଜଧାନୀରେ ସକାଳୁ ସକାଳୁ କୁହୁଡିର କର୍ଫ୍ୟୁ ଦେଖିବାକୁ ମିଳିଛି । ସାଙ୍ଘାତିକ କୁହୁଡି ପାଇଁ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ତେବେ ଘନ କୁହୁଡିର ମାତ୍ରା ଏତେ ଅଧିକ ଥିଲା ଯେ ଦଶ ପାଦ ଆଗକୁ ବି କିଛି ଦେଖା ଯାଉନଥିଲା । ରାସ୍ତାରେ ଗାଡି ମଟର ଚଳାଚଳ କରିବା ଏକପ୍ରକାର କଷ୍ଟସାଧ୍ୟ ହୋଇଥିଲା । ପ୍ରବଳ କୁହୁଡି ପାଇଁ ଦୁର୍ଘଟଣାର ଆଶଙ୍କା ଥିବାରୁ ଗାଡିର କଣ୍ଟା […]

1 min read

୧୮ଟି ଜିଲ୍ଲାକୁ କୁହୁଡି ଚେତାବନୀ

ନିଖୋଜ ହୋଇଯାଇଛି ‘ମାଘ’ ମାସର ବାଘ ଭଳି ଶୀତ-ଜାଡ଼ ଭୁବନେଶ୍ୱର ୨୪-୦୧-୨୦୨୫(ପିପିଏସ) : ମାଘ ମାସର ବାଘ ଭଳି ଶୀତ ଓ ଜାଡ଼ ଆଉ ନାହିଁ। ମୟୂରଂଭଜ, ସୁନ୍ଦରଗଡ଼, କୋରାପୁଟ, କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ଏବେ ରାତିରେ ଶୀତ ଅନୁଭୂତ ହେଉଥିବା ବେଳେ ଦିନ ବେଳା ଶୀତଋତୁର ପ୍ରଭାବ ଆଉ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜଳବାୟୂ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି ପାଣିପାଗ ବିଶେଷଜ୍ଞମାନେ କହୁଛନ୍ତି। ଜାନୁଆରି ଶେଷ ହୋଇ ନଥିବା […]

1 min read

ଦିନରେ ଖରା ,ରାତିରେ ଖସୁଛି ପାରା

ଘୁମୁସର ଉଦୟଗିରିରେ ଦିନ ତାପମାତ୍ରା ୩୦.୪, ରାତିରେ ପାରା ୬.୫ ଡିଗ୍ରି ଘୁ.ଉଦୟଗିରି/ଭୁବନେଶ୍ୱର ୨୩-୦୧-୨୦୨୫(ପିପିଏସ ) : ଓଡ଼ିଶାର ଦାର୍ଜିଲିଂରେ ପାଣିପାଗର ବଡ଼ ତାରତମ୍ୟ ଦେଖାଯାଇଛି। ଜଳବାୟୁ ପରିବର୍ତ୍ତନ କାରଣରୁ ଜାନୁଆରି ୨୦ ତାରିଖ ଠାରୁ ଏଠାରେ ଦିନ ବେଳା ଶୀତ ନିଖୋଜ ହୋଇଯାଇଛି। ଏଠାରେ ଦିନ ବେଳା ପ୍ରବଳ ଖରା ହେଉଛି। କିନ୍ତୁ ରାତିରେ ଥଣ୍ଡା ଅନୁଭୂତ ହେଉଛି। ଦିନରେ ପାରଦ ଉପର ମୁଁହା ହେଉଥିବା ବେଳେ ରାତିରେ ବଡ଼ଧରଣର ହ୍ରାସ ପାଉଛି। ଓଡ଼ିଶାର ସବୁଠାରୁ […]

1 min read

ଏୟାରଲାଇନ୍‌ ଦେବେ ପାଣିପାଗ ତଥ୍ୟ: ବର୍ଷକ ଭିତରେ ବାଧ୍ୟତାମୂଳକ ହେବ

ବିମାନ ଉଡ଼ାଣ ଓ ଅବତରଣ ବେଳେ ଗୁରୁତ୍ବପୂର୍ଣ୍ଣ ପାଣିପାଗ ତଥ୍ୟ ସଂଗ୍ରହ କରାଯାଇଥାଏ। ସେହି ତଥ୍ୟକୁ ଏୟାରଲାଇନ୍‌ଗୁଡ଼ିକ ଖୁବ୍‌ଶୀଘ୍ର ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମ୍‌ଡି)କୁ ଦେବେ। ନୂଆଦିଲ୍ଲୀ/ଭୁବନେଶ୍ୱର ୦୯-୦୧-୨୦୨୫ (ପିପିଏସ ) : ବିମାନ ଉଡ଼ାଣ ଓ ଅବତରଣ ବେଳେ ଗୁରୁତ୍ବପୂର୍ଣ୍ଣ ପାଣିପାଗ ତଥ୍ୟ ସଂଗ୍ରହ କରାଯାଇଥାଏ। ସେହି ତଥ୍ୟକୁ ଏୟାରଲାଇନ୍‌ଗୁଡ଼ିକ ଖୁବ୍‌ଶୀଘ୍ର ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମ୍‌ଡି)କୁ ଦେବେ। ‌ପାଣିପାଗ ତଥ୍ୟ ଦେବା ଏୟାରଲାଇନ୍‌ଗୁଡ଼ିକ ଲାଗି ବାଧ୍ୟତାମୂଳକ କରିବା ଉପରେ ସରକାର ବିଚାର କରୁଛନ୍ତି। ତାହା […]

1 min read

କଲବଲ କରିବ ଶୀତ

ରାଜ୍ୟରେ ଶୀତଲହରୀ ଜାରି: ଦୁଇ ଦିନ ପରେ ପାରା ୩ଡିଗ୍ରି କମିବା ସମ୍ଭାବନା ଭୁବନେଶ୍ୱର ୦୩-୦୧-୨୦୨୫(ପିପିଏସ) : ବିଗତ କିଛି ଦିନ ହେଲା ପୂରା ଦେଶରେ ଶୀତର ପ୍ରଭାବ ଅନୁଭୂତ ହୋଇଛି। ଏଥିରୁ ଓଡ଼ିଶା ମଧ୍ୟ ବାଦ୍‌ ପଡ଼ିନାହିଁ। ସଂଜ ନଇଁଲେ ଶୀତ ବାଘ ଭଳି ମାଡ଼ିବସୁଛି। ବରିଷ୍ଠ ନାଗରିକ ଓ ପଶୁପକ୍ଷୀଙ୍କୁ ଶୀତ କଲବଲ କରୁଛି। ରାଜ୍ୟରେ ଶୀତଲହରୀ ଆହୁରି କିଛି ଦିନ ଯାଏଁ ଜାରି ରହିବ। କିନ୍ତୁ ଦୁଇ ଦିନ ପରେ ପାଣିପାଗରେ ସାମାନ୍ୟ […]

1 min read

ଗୋପ ବ୍ଲକରେ ଉପ ମୁଖ୍ୟମନ୍ତ୍ରୀ

ଗୋପ /ଭୁବନେଶ୍ୱର ୩୧-୧୨-୨୦୨୪(ପିପିଏସ) : ଅଦିନିଆ ଲଘୁଚାପ ଵର୍ଷାରେ ଗୋପ ବ୍ଲକରେ ୧୬ ହଜାର ୫୦ ହେକ୍ଟର ଧାନ ଫସଲ ନଷ୍ଟ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିବା ପରେ ଏନେଇ ଗୋପ ରାଜସ୍ବ ବିଭାଗ, ଉଦ୍ୟାନ ଵିଭାଗ ଓ କୃଷି ବିଭାଗ ପକ୍ଷରୁ ଆକଳନ କରାଯାଇ ସରକାରଙ୍କ ଉଦ୍ୟଶ୍ୟରେ ପୁରୀ ଜିଲ୍ଲାପାଳଙ୍କୁ ଜଣାଇଦିଆଯାଇଛି ।ସୁଚନାମୁତାବକ ଚଳିତ ଵର୍ଷ ଗୋପ ବ୍ଲକରେ ୨୧ ହଜାର ୧୨ ହେକ୍ଟର ଜମିରେ ଧାନ ଫସଲ ହୋଇଥିଲା । ମାତ୍ର ଗତ ଲଘୁଚାପ […]

1 min read

ଧାନ ବିଲରେ ଉପ ମୁଖ୍ୟମନ୍ତ୍ରୀ

ପଚା ନଡ଼ା,ଗଜାଧାନ ଦେଖାଇ କାନ୍ଦିଲେ ଚାଷୀ  ଧାମନଗର ,୨୯-୧୨-୨୦୨୪ (ପିପିଏସ ) : ଗତ କିଛି ଦିନ ତଳେ ଲଗାତର ୬ ଦିନ ଧରି ଅଦିନିଆ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି ପାଚିଲା ଧାନ। ଉଜୁଡ଼ି ଯାଇଛି ଚାଷୀର ବର୍ଷକର ମେହେନତ।ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ମତେ ମନ୍ତ୍ରୀ ଓ ବିଧାୟକ ମାନେ ବିଭିନ୍ନ ଜିଲ୍ଲାର ଗ୍ରାମାଞ୍ଚଳକୁ ଯାଇ କ୍ଷତିଗ୍ରସ୍ତ ଫସଲ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଏହି କ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା […]

1 min read

ପାନ ଗଛରେ ପୋକ ;ଚାଷୀ ହତାଶ 

:-କାଳ ସାଜିଲା ଲଗାଣ ବର୍ଷା  :-ଅମଳ ହ୍ରାସ, କାଁ ଭାଁ ବିକ୍ରି  :-ପାନ କଡା ପିଛା ୩୦ରୁ ୪୦ଟଙ୍କା  ଅସ୍ତରଙ୍ଗ,୨୮-୧୨-୨୦୨୪(ପିପିଏସ) : ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। କେବଳ ଧାନ ଫସଲ ନୁହେଁ ପରିବା ଫସଲ ସହ ପାନ ଚାଷୀଙ୍କର ମଧ୍ୟ ବହୁ କ୍ଷତି ହୋଇଛି। ଶୀତଋତୁରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ପାନର ଉତ୍ପାଦନ ଯଥେଷ୍ଟ ହ୍ରାସ ପାଇଛି। କହିବାକୁ ଗଲେ ବଜାରରୁ ପାନ ଆଗ ଅପେକ୍ଷା କମିଯାଇଛି। ସାଧାରଣତଃ ଶୀତ ଦିନେ […]

1 min read

ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଏକ ମଡେଲ୍‌: ଉପମୁଖ୍ୟମନ୍ତ୍ରୀ

ଆଇଏମ୍‌ଡିର ୧୫୦ ବର୍ଷ ପୂର୍ତ୍ତି ଅବସରରେ କର୍ମଶାଳା ସମ୍ବଲପୁର ବାଲେଶ୍ବର, ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଡପ୍‌ଲର୍‌ ରାଡାର୍‌ ଭୁବନେଶ୍ୱର ୨୪-୧୨-୨୦୨୪ (ପିପିଏସ) : ଭାରତ ପାଣିପାଗ ବିଭାଗ(ଆଇଏମ୍‌ଡି)ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏକ ଦିବସୀୟ ଉପଯୋଗକର୍ତ୍ତା କର୍ମଶାଳା ଅନୁଷ୍ଠିତ ହୋଇଛି। ‘ଓଡ଼ିଶା ଉପରେ ଅତ୍ୟନ୍ତ ଭୀଷଣ ପାଣିପାଗ ଜନିତ ଘଟଣାସମୂହ ଶୀର୍ଷକ କର୍ମଶାଳାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟଅତିଥି […]