ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିଲା ଛୁଟି
1 min read

ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିଲା ଛୁଟି

ସମ୍ବଲପୁର/ଭୁବନେଶ୍ୱର,୦୭-୦୯-୨୦୨୪(ପିପିଏସ) : କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲ୍ଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ମୁକେଶ କୁମାର ଭାମୁ।

ଏସପି ସୂଚନା ଦେଇ କହିଛନ୍ତି, ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ବେଳେ ଜିଲା ପୋଲିସ ମୁତୟନ ହେବେନି। ବିକଳ୍ପ ବ୍ୟବସ୍ଥା ସ୍ବରୁପ ପୋଲିସ ମୁଖ୍ୟାଳୟରୁ ଫୋର୍ସ ପହଞ୍ଚିବେ।

Leave a Reply

Your email address will not be published. Required fields are marked *