1 min read

୩୦ ନୁହେଁ, ଏବେ ୩ଘଣ୍ଟାରେ କୋଲକାତାରୁ ଚେନ୍ନାଇ ଯାଇପାରିବେ ଯାତ୍ରୀ

କୋଲକାତାରୁ ଚେନ୍ନାଇର ଦୂରତା ପ୍ରାୟ ୧,୬୬୮ କିଲୋମିଟର। ଏହି ଦୂରତା ଅତିକ୍ରମ କରିବା ପାଇଁ ଅତି କମରେ ୩୦ଘଣ୍ଟା ସମୟ ଲାଗେ। ଏବେ ତାହା ୩ଘଣ୍ଟା ମଧ୍ୟରେ ସମାପ୍ତ ହୋଇପାରିବ। ନୂଆଦିଲ୍ଲୀ/ଭୁବନେଶ୍ୱର ୨୭-୦୨-୨୦୨୫(ପିପିଏସ) : କୋଲକାତାରୁ ଚେନ୍ନାଇର ଦୂରତା ପ୍ରାୟ ୧,୬୬୮ କିଲୋମିଟର। ଏହି ଦୂରତା ଅତିକ୍ରମ କରିବା ପାଇଁ ଅତି କମରେ ୩୦ଘଣ୍ଟା ସମୟ ଲାଗେ। ଏବେ ତାହା କିଛି ଘଣ୍ଟା ମଧ୍ୟରେ ସମାପ୍ତ ହୋଇପାରିବ। ଆଜ୍ଞା ହଁ, ଆଇଆଇଟି ମାଡ୍ରାସରେ, ଷ୍ଟାର୍ଟଅପ୍ ୱାଟରଫ୍ଲାଏ ଟେକ୍ନୋଲୋଜିସ୍ […]

1 min read

ଭୁବନେଶ୍ବରକୁ ଭୂମିକମ୍ପ ଭୟ

ଓଡ଼ିଶାର ୧୪ଟି ଜିଲ୍ଲାକୁ ଭୂମିକମ୍ପ ଭୟ ରହିଛି। ଯେଉଁଥିରେ ଖୋର୍ଦ୍ଧା ସମେତ ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ମୟୂରଭଞ୍ଜ ଜିଲ୍ଲା ଭୂମିକମ୍ପ ପ୍ରବଣ ଜୋନ୍‌ରେ ସ୍ଥାନ ପାଇଛି। ଭୁବନେଶ୍ୱର ୨୭-୦୨-୨୦୨୫(ପିପିଏସ) : ଓଡ଼ିଶାର ୧୪ଟି ଜିଲ୍ଲାକୁ ଭୂମିକମ୍ପ ଭୟ ରହିଛି। ଯେଉଁଥିରେ ଖୋର୍ଦ୍ଧା ସମେତ ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ମୟୂରଭଞ୍ଜ ଜିଲ୍ଲା ଭୂମିକମ୍ପ […]

1 min read

ଶିବମୟ ଦୈତ୍ୟନଗରୀ

ଭୁବନେଶ୍ୱର ୨୭-୦୨-୨୦୨୫(ପିପିଏସ) : ପବନରେ ଭାସି ଆସୁଥିଲା ମହାମୃତ୍ୟୁଞ୍ଜୟ ମନ୍ତ୍ରର ଧ୍ବନି। ଶିବ ପଞ୍ଚାକ୍ଷରରେ ପ୍ରକମ୍ପିତ ହେଉଥିଲା ଶିବାଳୟ। ଦେବ ଦେବ ମହାଦେବଙ୍କ ଦର୍ଶନ ପାଇଁ ସକାଳୁ ରାତିଯାଏ ରାଜଧାନୀର ସମସ୍ତ ଶୈବପୀଠରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼। ବ୍ରତଧାରୀ ଦିନ ସାରା ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ସହ ଉପବାସ ରହି ନିଜର ତଥା ପରିବାରର ମଙ୍ଗଳ ମନାସିଥିଲେ। ବିଳମ୍ବିତ ରାତି ଯାଏ ଲକ୍ଷ ଲକ୍ଷ ଦୀପଶିଖାରେ ଝଲସି ଉଠିଥିଲା ଶୈବପୀଠ। ‘ଓମ୍‌ ନମଃ ଶିବାୟ’ ମନ୍ତ୍ରର ଗୁଞ୍ଜରଣ […]

1 min read

ଧୀରେଧୀରେ ସବୁ ବନ୍ଦ କରିଦେଲେ କି?

କାଡାଭରିକ୍‌, ଲିଭର୍‌ ପ୍ରତିରୋପଣ ବନ୍ଦ କଟକ ୨୭-୦୨-୨୦୨୫(ପିପିଏସ) : କଟକ ବଡ଼ଡାକ୍ତରଖାନାରେ ବନ୍ଦ ହୋଇଗଲାଣି କି ବ୍ୟବସ୍ଥା? କାଡାଭରିକ୍‌ ପ୍ରତିରୋପଣ ବ୍ୟବସ୍ଥା ସାଢ଼େ ୩ମାସରୁ ଅଧିକ ସମୟ ହେଲା ହୋଇପାରିନି। ସେହିପରି ଲିଭର୍‌ ପ୍ରତିରୋପଣ ବ୍ୟବସ୍ଥା ବି ଏକପ୍ରକାର ଠପ୍‌। ହୃତ୍‌ପିଣ୍ଡ ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ ପାଇଁ ଚୁକ୍ତି ହୋଇଛି ସିନା, ତା’ ବି ଆଗେଇ ପାରୁନି। ଓଏସ୍‌ଏମ୍‌ସିଏଲ୍‌ ଉପକରଣ ବି ଦେଉନି। ତା’ ସାଙ୍ଗକୁ ପ୍ରାଶାସନିକ ଦ୍ବନ୍ଦ୍ବ ଓ ସ୍ଥାଣୁତା କାରଣରୁ ୫ମାସରୁ ଅଧିକ ସମୟ […]

1 min read

ଚାନ୍ଦିପୁରରୁ ନୌସେନା ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ପରୀକ୍ଷଣ

ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ରେଞ୍ଜ (ଆଇଟିଆର)ରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ନୌସେନା ଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳ ହୋଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ବାଲେଶ୍ବର/ଚାନ୍ଦିପୁର/ଭୁବନେଶ୍ୱର ୨୭-୦୨-୨୦୨୫(ପିପିଏସ) : ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ରେଞ୍ଜ (ଆଇଟିଆର)ରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ନୌସେନା ଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳ ହୋଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ(ଡିଆର୍‌ଡିଓ) ଏବଂ ଭାରତୀୟ ନୌସେନା ପକ୍ଷରୁ ଗତକାଲି ଏହି ପରୀକ୍ଷଣ କରାଯାଇଥିଲା। ନୌସେନାର ଏକ ହେଲିକପ୍ଟର […]

1 min read

ପୁଲିସକୁ ଛାଡ଼ୁନି ପ୍ରେମ ରୋଗ

ମହିଳା ହୋମଗାର୍ଡଙ୍କ ମୋବାଇଲ ଫୋନରେ ଆଇଆଇସିଙ୍କ ପୁଳାପୁଳା ପ୍ରେମାଳାପ ଚାଟିଂ ଜଗତସିଂହପୁର ଜିଲ୍ଲା ପୁଲିସକୁ ମାଡ଼ି ବସିଛି ପ୍ରେମ ରୋଗ। ମହିଳା ହୋମଗାର୍ଡଙ୍କୁ ଆଇଆଇସି ତପନ ନାହାକଙ୍କ ପ୍ରେମ, ଶାରୀରିକ ସମ୍ପର୍କ, ପ୍ରତାରଣା ଖୁବ୍ ଚର୍ଚ୍ଚାରେ ରହି ଆସିଛି। ସାରା ରାଜ୍ୟରେ ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଜଗତସିଂହପୁର ୨୭-୦୨-୨୦୨୫(ପିପିଏସ) : ଜଗତସିଂହପୁର ଜିଲ୍ଲା ପୁଲିସକୁ ମାଡ଼ି ବସିଛି ପ୍ରେମ ରୋଗ। ଗୋଟିଏ ପରେ ଗୋଟିଏ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚାରେ ଜଗତସିଂହପୁର ଜିଲ୍ଲା ପୁଲିସ। […]

1 min read

ଖୋର୍ଦ୍ଧାରେ ବିସ୍ଫୋରଣ: ତିନି ଗୁରୁତର, ଦୁଇ ଭୁବନେଶ୍ବର ସ୍ଥାନାନ୍ତରିତ

ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କୁମାରବସ୍ତିରେ ବିସ୍ପୋରଣ ଘଟି ତିନିଜଣ ଗୁରୁତର ହୋଇଥିବାର ଖବର ମିଳିଛି। ତାପସ ମଙ୍ଗରାଜଙ୍କ ଘରେ ଏହି ବିସ୍ପୋରଣ ଘଟିଥିବା ଜଣାଯାଇଛି। ଭୁବନେଶ୍ୱର ୨୭-୦୨-୨୦୨୫(ପିପିଏସ) : ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କୁମାରବସ୍ତିରେ ବିସ୍ପୋରଣ ଘଟି ତିନିଜଣ ଗୁରୁତର ହୋଇଥିବାର ଖବର ମିଳିଛି। ତାପସ ମଙ୍ଗରାଜଙ୍କ ଘରେ ଏହି ବିସ୍ପୋରଣ ଘଟିଥିବା ଜଣାଯାଇଛି। ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ଏହା ବୋମା ବିସ୍ପୋରଣ। ଅପରପକ୍ଷରେ ଏହା ବାଣ ବିସ୍ପୋରଣ ବୋଲି ପୁଲିସ […]

1 min read

୨୦୦ ଜମାକାରୀଙ୍କଠୁ ୫ କୋଟି ହଡ଼ପ

ମାଷ୍ଟର୍‌ମାଇଣ୍ଡକୁ ହାଇଦ୍ରାବାଦରୁ ଗିରଫ କଲା ଇଓଡବ୍ଲ୍ୟୁ ୧୦ ମାସରେ ଦୁଇଗୁଣ ଅର୍ଥ ପାଇବା ଲୋଭରେ ୫ କୋଟି ଟଙ୍କାର ଠକାମିର ଶିକାର ହୋଇଛନ୍ତି ଜମାକାରୀ। ଠକେଇ ଟଙ୍କାରେ ମାଷ୍ଟର୍‌ମାଇଣ୍ଡ ଦୁବାଇ, ଥାଇଲାଣ୍ଡ, ଜର୍ମାନୀ ବୁଲି ମଉଜ କରୁଥିଲା। ଭୁବନେଶ୍ୱର ୨୫-୦୨-୨୦୨୫ (ପିପିଏସ) : ୧୦ ମାସରେ ଦୁଇଗୁଣ ଅର୍ଥ ପାଇବା ଲୋଭରେ ୫ କୋଟି ଟଙ୍କାର ଠକାମିର ଶିକାର ହୋଇଛନ୍ତି ଜମାକାରୀ। ଠକେଇ ଟଙ୍କାରେ ମାଷ୍ଟର୍‌ମାଇଣ୍ଡ ଦୁବାଇ, ଥାଇଲାଣ୍ଡ, ଜର୍ମାନୀ ବୁଲି ମଉଜ କରୁଥିଲା। ଓଡ଼ିଶାର ୬ […]

1 min read

ଅଜବ ହେଲେ ବି ସତ: ପ୍ରସବ କଲେ ଦଶମ ଛାତ୍ରୀ

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଦଶମ ଶ୍ରେଣୀ ଛାତ୍ରୀ ଛୁଆ ଜନ୍ମ  ଦେଇଛନ୍ତି। ଆଜି ଛାତ୍ରୀ ଜଣକ ଚିତ୍ରକୋଣ୍ଡା ମେଡିକାଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଚିତ୍ରକୋଣ୍ଡା/ଭୁବନେଶ୍ୱର ୨୫-୦୨-୨୦୨୫ (ପିପିଏସ) : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଦଶମ ଶ୍ରେଣୀ ଛାତ୍ରୀ ଛୁଆ ଜନ୍ମ ଦେଇଛନ୍ତି। ଆଜି ଛାତ୍ରୀ ଜଣକ ଚିତ୍ରକୋଣ୍ଡା ମେଡିକାଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଘଟଣା […]

1 min read

୨୮ ଫେବ୍ରୁଆରିରେ ଓଡ଼ିଶା ଆସିବେ ଜେପି ନଡ୍ଡା

ଫେବ୍ରୁଆରି ୨୮ରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସିବେ। ପୁରୀରେ ଜାତୀୟ ସ୍ଵାସ୍ଥ୍ୟ ମିସନ କାର୍ଯ୍ୟକ୍ରମରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ସ୍ଵାସ୍ଥ୍ୟ ସଚିବ ମଧ୍ୟ ଯୋଗ ଦେଉଛନ୍ତି ଭୁବନେଶ୍ୱର ୨୫-୦୨-୨୦୨୫ (ପିପିଏସ) : ଫେବ୍ରୁଆରି ୨୮ରେ  କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସିବେ। ପୁରୀରେ ଜାତୀୟ ସ୍ଵାସ୍ଥ୍ୟ ମିସନ […]