ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ବନ୍ଦ ଘରୁ ୩ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ସଦର ଥାନା ଅନ୍ତର୍ଗତ ଖମାର ଗାଁରେ ଆଜି ଅପରାହ୍‌ଣରେ ବନ୍ଦ ଘରୁ ୩ଜଣଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକମାନଙ୍କ ଭିତରେ ବାପା, ଝିଅ ଓ ନାତି…

Read More

କଟକରେ ଡବଲ ମର୍ଡର ମାମଲା:ଡେମୋ ଦେଖାଇଲା ଅଭିଯୁକ୍ତ

କଟକର ବେଲେଶ୍ବରରେ ୨୦୧୯ ଡିସେମ୍ବରରେ ହୋଇଥିବା ଡବଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ସିହ୍ନା କିପରି ହତ୍ୟାକାଣ୍ଡ ଭିଆଇଥିଲା, ତାର ଡେମୋ ଦେଖାଇଛି। କିନ୍ତୁ ଏହି…

Read More

୧୦ମାସର ବକେୟା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍, ସୂଚନା ଦେଲେ ସରକାର

ରାଜ୍ୟ ସରକାର ସିଆରପି, ବ୍ୟାଙ୍କମିତ୍ର, ଏମ୍‌ବିକେ ଓ ପ୍ରାଣୀମିତ୍ରଙ୍କୁ ପାଇଁ ବଡ଼ ଖବର ଦେଇଛନ୍ତି। ମୋହନ ସରକାର ଏମାନଙ୍କୁ ବକେୟା ପାଉଣା ଦେବେ। କମ୍ୟୁନିଟି ସପୋର୍ଟ ଷ୍ଟାଫ୍…

Read More

ଅଜୟ କୁମାର ଲଲ୍ଲୁ ଓଡ଼ିଶା କଂଗ୍ରେସ ପ୍ରଭାରୀ, ସପ୍ତଗିରିଙ୍କୁ ୪ ରାଜ୍ୟର ଦାୟିତ୍ବ

ଅଖିଳ ଭାରତୀୟ କଂଗ୍ରେସ କମିଟି ଶୁକ୍ରବାର ଓଡ଼ିଶା କଂଗ୍ରେସ ପ୍ରଭାରୀ ନିଯୁକ୍ତ କରିଛି। ଅଜୟ କୁମାର ଲଲ୍ଲୁଙ୍କୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଦାୟିତ୍ବ ଦେଇଛି। ସେହିପରି କୋରାପୁଟ…

Read More

କଟକରେ ଡବଲ ମର୍ଡର ମାମଲା: ଅଭିଯୁକ୍ତ ୫ ବର୍ଷ ପରେ ଗିରଫ

କଟକର ବେଲେଶ୍ବରରେ ୨୦୧୯ ଡିସେମ୍ବରରେ ହୋଇଥିବା ଡବଲ ମର୍ଡର ମାମଲାରେ କମିସନରେଟ୍ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ସନ୍ତୋଷ ସିହ୍ନା। ଭୁବନେଶ୍ବର-କଟକ ପୁଲିସ…

Read More

ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ

ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ଏବଂ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଗୃହ ମୁଲତବୀ ଆଜି ବିଧାନସଭାର ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ। ପୂର୍ବାହ୍ନ ୧୦ଟା ୩୦ ମିନିଟ ସମୟରେ…

Read More

 କଟକରେ ସର୍ବାଧିକ ୧୦୬୦ ଭିକାରି

ରାଜ୍ୟକୁ ଭିକାରିମୁକ୍ତ କରିବାକୁ ସରକାର ଅଭିଯାନ ଚଳାଇଛନ୍ତି: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରାଜ୍ୟରେ ଏବେ ୫୨୮୪ଜଣ ଭିକାରି ଅଛନ୍ତି ଓ ସେଥିମଧ୍ୟରୁ କଟକରେ ସର୍ବାଧିକ ୧୦୬୦ ଭିକାରି…

Read More

ଗୃ‌ହରେ ଶିକ୍ଷାବ୍ୟବସ୍ଥାକୁ ନେଇ ବାଲିଗୁଡ଼ା ବିଧାୟକଙ୍କ ପ୍ରଶ୍ନ

ରାଜ୍ୟରେ ୮ମ ଶ୍ରେଣୀ ପିଲାଙ୍କ ଗଣିତ ଜ୍ଞାନ କେତେ? ଭୁବନେଶ୍ୱର ୧୪-୦୨-୨୦୨୫(ପିପିଏସ ) : ବିଧାନସଭାର ବଜେଟ୍‌ ଅଧିବେଶନର ଦ୍ବିତୀୟ ଦିନରେ ଶୁକ୍ରବାର ବାଲିଗୁଡ଼ା ବିଧାୟକ ଚକ୍ରମଣି…

Read More

ସୁଦୃଢ଼ ଗ୍ରାମପଞ୍ଚାୟତ ହେଉଛି ବିକଶିତ ଓଡ଼ିଶାର ମୂଳପିଣ୍ଡ: ପଞ୍ଚାୟତିରାଜ ମନ୍ତ୍ରୀ

ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଶୁକ୍ରବାର ରାଜ୍ୟସ୍ତରୀୟ “ବିକଶିତ ପଞ୍ଚାୟତ ପାଇଁ ଦକ୍ଷତା ବିକାଶ” ଶୀର୍ଷକ କର୍ମଶାଳାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ସୁଦୃଢ଼…

Read More

ଏମ୍ସ ଭୁବନେଶ୍ୱରରେ ଭାରତରେ ପ୍ରଥମ ଏଚ୍‌ପିବି ରେଡିଓଲୋଜି ପାଠ୍ୟକ୍ରମ

ଭାରତର ପ୍ରଥମ ହେପାଟୋ-ପାନକ୍ରିଏଟୋ-ବିଲିଆରି (ଏଚପିବି) ରେଡିଓଲୋଜି ପାଠ୍ୟକ୍ରମକୁ ସଫଳତାର ସହିତ ଆୟୋଜନ କରି ଏମ୍ସ ଭୁବନେଶ୍ୱର ଚିକିତ୍ସା ବିଜ୍ଞାନ, ଶିକ୍ଷା ଏବଂ ତାଲିମ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ…

Read More