November 2024
ଜାନୁଆରି ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତିମଣତି: ପୃଥ୍ବୀରାଜ ହରିଚନ୍ଦନ
ଭୁବନେଶ୍ୱର ୧୮-୧୧-୨୦୨୪ (ପିପିଏସ) : ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ଭିଡ଼ ହେତୁ ଏଏସଆଇ ରତ୍ନଭଣ୍ଡାରର ମରାମତି କାମ କରିପାରିନଥିଲା। ହେଲେ ଏବେ ମରାମତି କାମ ଆରମ୍ଭ ହେବ। ଏନେଇ ଏଏସଆଇ ପକ୍ଷରୁ ପ୍ରସ୍ତୁତି ସରିଛି। ମୁଁ ଆଶା କରୁଛି, ଜାନୁଆରି ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତିମଣତି।କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ଭିଡ଼ ହେତୁ ଏଏସଆଇ ରତ୍ନଭଣ୍ଡାରର ମରାମତି […]
ଆରପାରିରେ ସମୀର ଦେ
ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସମ୍ପନ୍ନ ହେବ ଶେଷକୃତ୍ୟ ଆରପାରିରେ ବିଜେପିର ବରିଷ୍ଠ ନେତା ସମୀର ଦେ । ବିଜେପିର ବରିଷ୍ଠ ନେତା ତଥା ତିନି ତିନି ଥର ବିଧାୟକ ସମୀର ଦେ’ ପରଲୋକ । ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ସମୀର ଦେଙ୍କ ପରଲୋକ ଘଟିଛି । ତେବେ ଦୀର୍ଘ ଦିନ ଧରି ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ କଟକ, ୧୮-୧୧-୨୦୨୪ (ପିପିଏସ) : ଆରପାରିରେ ବିଜେପିର ବରିଷ୍ଠ ନେତା ସମୀର ଦେ । ବିଜେପିର […]
ମାଟିରେ ମିଶିଲା ଟାଗୋର ସୋସାଇଟି
ଡିଏନକେ ପଡିଆ ସମ୍ପ୍ରସାରଣ ଘଟଣା ମାଲକାନଗିରି/ଭୁବନେଶ୍ୱର ୧୭-୧୧-୨୦୨୪(ପିପିଏସ ) : ମାଲକାନଗିରି ସଦର ମହକୁମାରେ ରହିଥିବା ଡିଏନକେ ପଡିଆ ସଂପ୍ରସାରଣ ନେଇ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଥିବା ବେଳେ ପଡିଆକୁ ଲାଗି ରହିଥିବା ଟାଗୋର ସୋସାଇଟିକୁ ସଂପୂର୍ଣ୍ଣ ଉଚ୍ଛେଦ କରାଯାଉଛି। ୪ ଦଶନ୍ଧି ଧରି ଠିଆ ହୋଇଥିବା ଏହି ସ୍ବେଚ୍ଛାସେବୀ ଅନୁଷ୍ଠାନ ସରକାରୀ ଜମିରେ ରହିଥିବାରୁ ଏହାକୁ ତୁରନ୍ତ ହଟାଇବା ନେଇ ଜିଲ୍ଲା ପ୍ରଶାସନ ନୋଟିସ ଜାରି କରିଥିଲା।ନୋଟିସ ଜାରି କରିବାର ପନ୍ଦର ଦିନ ମଧ୍ୟରେ ଏହି […]
ଚଳିତବର୍ଷ ବାଲିଯାତ୍ରା କଟକ ଉତ୍ସବରେ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବସ ଚଳାଚଳ ବ୍ୟବସ୍ଥା
କଟକ ୧୭-୧୧-୨୦୨୪(ପିପିଏସ ) : ଚଳିତ ବର୍ଷ ବାଲିଯାତ୍ରା କଟକ ଉତ୍ସବରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ,ଶ୍ରୀ ଭାଉସାହେବ ଶିନ୍ଦେ ଜନସାଧାରଣଙ୍କ ସୁବିଧାରେ ନିଶୁଳ୍କ ଯାତାୟତ ଓ ଗମନାଗମନ ନିମନ୍ତେ ବାଲିଯାତ୍ରା ପଡିଆକୁ ସଂଯୋଗ କରୁଥିବା ରିଂବନ୍ଧ ରାସ୍ତାର ଉଭୟ ପଟୁ ବସ ଚଳାଚଳ ବ୍ୟବସ୍ଥା କରିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପ୍ରଶାସନ ପକ୍ଷରୁ ଆଞ୍ଚଳିକ ପରିବହନ ଅଧିକାରୀ ବିଡାନାସୀ ଚହଟା ନିକଟସ୍ଥ ଭୁଆସୁଣୀ ଗଡାଠାରୁ ୧୮ଟି ବସ ଏବଂ ବୋଷ ଇଞ୍ଜିିୟରିଙ୍ଗ୍ […]
ପିଲାଙ୍କ ପାଇଁ ଆସିଥିବା ସରକାରୀ ୟୁନିଫର୍ମ-ଜୋତା ଡମ୍ପିଂୟାର୍ଡରେ ଖତ ଖାଉଛି
ପିଲାଙ୍କ ମଧ୍ୟରେ ସ୍କୁଲ ଯିବା ଲାଗି ଆଗ୍ରହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ସହିତ ୟୁନିଫର୍ମ ଓ ଜୋତା ପିଲାଙ୍କୁ ଯୋଗାଇ ଦିଆଯାଉଛି। ତେବେ ୟୁନିଫର୍ମ ଓ ଜୋତା ପିଲାଙ୍କୁ ମିଳିବା ପରିବର୍ତ୍ତେ ଡମ୍ଫିୟାର୍ଡରେ ଖତ ଖାଉଛି ଜୟପୁର/ଭୁବନେଶ୍ୱର ୧୭-୧୧-୨୦୨୪(ପିପିଏସ ) : ପିଲାଙ୍କ ମଧ୍ୟରେ ସ୍କୁଲ ଯିବା ଲାଗି ଆଗ୍ରହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମଧ୍ୟାହ୍ନ […]
ରାଜନୈତିକ ଶତ୍ରୁତା: ସରପଞ୍ଚଙ୍କ ସ୍ବାମୀ-ସମିତି ସଭ୍ୟ ହଣାହଣି
ନୟାଗଡ଼ର ଇଟାମାଟି ଥାନା ଶରଧାପୁରରେ ସରପଞ୍ଚଙ୍କ ସ୍ବାମୀ ଏବଂ ସମିତି ସଭ୍ୟଙ୍କ ମଧ୍ୟରେ ହଣାହଣି ମାମଲା ଘଟିଛି। ଉଭୟଙ୍କୁ ଗୁରୁତର ଏବଂ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ୱରରେ ଏକ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି ନୟାଗଡ଼/ଭୁବନେଶ୍ୱର ୧୭-୧୧-୨୦୨୪(ପିପିଏସ ) : ନୟାଗଡ଼ର ଇଟାମାଟି ଥାନା ଶରଧାପୁରରେ ସରପଞ୍ଚଙ୍କ ସ୍ବାମୀ ଏବଂ ସମିତି ସଭ୍ୟଙ୍କ ମଧ୍ୟରେ ହଣାହଣି ମାମଲା ଘଟିଛି। ଉଭୟଙ୍କୁ ଗୁରୁତର ଏବଂ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ୱରରେ ଏକ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ପୁଲିସ […]
ଚାନ୍ଦ ସାକ୍ଷୀ ବାପ୍ଲା ସାନ୍ତାଳୀ ମାଟ୍ରିମନିକୁ ଉଦଘାଟନ କଲେ ସାଂସଦ ନବ ଚରଣ ମାଝୀ
ସାନ୍ତାଳ ସମ୍ପ୍ରଦାୟର ବିବାହ ପାଇଁ ନୂଆ ଯୁଗ ଆରମ୍ଭ ହୋଇଛି। ପୂର୍ବରୁ କୌଣସି ଯାତ୍ରା କିମ୍ବା ଆଦିବାସୀଙ୍କ କାର୍ଯକ୍ରମରୁ ସେମାନେ ପୁଅ ପାଇଁ ଝିଅ ଖୋଜୁଥିଲେ ଏବେ ମୋବାଇଲରେ ସମସ୍ତ ତଥ୍ୟ ପାଇ ବିବାହ କରି ପାରିବେ। ଯାତ୍ରାରେ ଝିଅ ଦେଖିବା ପରମ୍ପରା ସମାପ୍ତ ହେବ ରାଇରଙ୍ଗପୁର/ଭୁବନେଶ୍ୱର ୧୭-୧୧-୨୦୨୪(ପିପିଏସ ) : ଛୋଟ ଗାଁ ରୁ ବଡ ପ୍ରୟାସ ଏବେ ମନପସନ୍ଦର ବର କନ୍ୟା ବାଛିବା ଏବେ ସହଜ ହେବ। ବିବାହ ମାଟ୍ରିମୋନି ସହ ଯୋଡି […]
ମଞ୍ଚରୁ ଅସୀମାଙ୍କୁ ଓହ୍ଲାଇଦେଲା ପୁଲିସ
ନିୟମ ମାନିଲେନି, ଆଉ ନିର୍ଦ୍ଧାରିତ ସମୟଠାରୁ ବି ଅଧିକ ସମୟ କାର୍ଯ୍ୟକ୍ରମ କରିବାରୁ ହଟହଟା ହୋଇଛନ୍ତି କଣ୍ଠଶିଳ୍ପୀ ଅସୀମା ପଣ୍ଡା କଟକ,୧୭-୧୧-୨୦୨୪(ପିପିଏସ ) : ନିୟମ ମାନିଲେନି, ଆଉ ନିର୍ଦ୍ଧାରିତ ସମୟଠାରୁ ବି ଅଧିକ ସମୟ କାର୍ଯ୍ୟକ୍ରମ କରିବାରୁ ହଟହଟା ହୋଇଛନ୍ତି କଣ୍ଠଶିଳ୍ପୀ ଅସୀମା ପଣ୍ଡା | ଗତକାଲି କଟକ ବାଲିଯାତ୍ରାର ବୈଷ୍ଣବ ପାଣି ମଞ୍ଚରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି | ଅସୀମାଙ୍କ କାର୍ଯ୍ୟକ୍ରମ ବନ୍ଦ ହୋଇଯିବାରୁ ଦର୍ଶକ ନିରାଶ ହୋଇଥିବାବେଳେ ପୁଲିସ କହିଛି ଯେ […]
୩୨,୩୩ ଓ ୩୪ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ ଓଡ଼ିଆ ସିନେମା ଜଗତର ବର୍ଷୀୟାନ କଳାକାର ଜୟୀରାମ ସାମଲଙ୍କୁ ସମ୍ମାନିତ କରାଯାଇଛି। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଓଡ଼ିଆ ସିନେମାକୁ ନୂଆ ପରିଚୟ ଦେଇଥିବା କିମ୍ବଦନ୍ତୀ ଅଭିନେତାଙ୍କୁ ସମ୍ମାନ ପ୍ରଦାନ କରାଯାଇଛି ଭୁବନେଶ୍ୱର ୧୭-୧୧-୨୦୨୪(ପିପିଏସ ) : ଓଡ଼ିଆ ସିନେମା ଜଗତର ବର୍ଷୀୟାନ କଳାକାର ଜୟୀରାମ ସାମଲଙ୍କୁ ସମ୍ମାନିତ କରାଯାଇଛି। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଓଡ଼ିଆ ସିନେମାକୁ ନୂଆ ପରିଚୟ ଦେଇଥିବା […]
ବିନା ଅନୁମତିରେ ରାସ୍ତା ଖୋଳିଲେ ଜରିମାନା
ରାଜ୍ୟ ସରକାର ରାସ୍ତା ନିର୍ମାଣ ପାଇଁ ସ୍ବତନ୍ତ୍ର ନୀତି ଆଣିବେ ଭୁବନେଶ୍ୱର ୧୭-୧୧-୨୦୨୪(ପିପିଏସ ) : ରାସ୍ତା ନିର୍ମାଣକୁ ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ନୀତି ଆଣିବାକୁ ଯୋଜନା କରୁଛନ୍ତି। ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ଅଧିନରେ ରହିଥିବା ରାସ୍ତାଗୁଡ଼ିକର ନିର୍ମାଣକୁ ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ନୀତି ଆଣିବେ । ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ଏହି ନୀତିରେ ନିୟମାବଳୀ ରହିବ । ଏନେଇ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୂର୍ତ୍ତ ବିଭାଗ ମନ୍ତ୍ରୀ […]
